Home Left

ବିଳମ୍ବିତ ରାତିରେ ଜମ୍ମୁ କ୍ୟାମ୍ପରେ ଶରଣ ନେଲେ କଶ୍ମୀରୀ ପଣ୍ଡିତ, କର୍ମଚାରୀ

ଜମ୍ମୁ,୩ ।୬: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ୧୨ ଘଣ୍ଟା ମଧ୍ୟରେ ଆତଙ୍କବାଦୀମାନେ ୨ ମୁଣ୍ଡ ଗଡାଇଲେଣି । ଏମାନେ କଶ୍ମୀର ବାସିନ୍ଦା ନ ହୋଇଥିଲେ ବି ଏବେ ଏହି ଟାର୍ଗେଟ କିଲିଂକୁ…

ସାତ ବର୍ଷରେ କେତେ ବଦଳି ଗଲେଣି ମୁନ୍ନି

ମୁମ୍ବାଇ: ୨୦୧୫ରେ ଆସିଥିବା ବଲିଉଡ ମୁଭି ‘ବଜରଙ୍ଗି ଭାଇଜାନ’ର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ମୁନ୍ନି(ହର୍ଷାଳି ମାଲହୋତ୍ରା) । ତାଙ୍କର ସରଳତା ସମସ୍ତଙ୍କ ହୃଦୟ ଜିତିଥିଲା । ଏବେ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି କୁନି ଝିଅ ୧୪ ବର୍ଷ ବୟସରେ…

କୁମ୍ଭକର୍ଣ୍ଣ ନିଦ୍ରାରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ

ଡେରାବିଶ, ୩ା୬(ସ୍ବ.ପ୍ର.): ଦୀର୍ଘ ଦୁଇମାସରୁ ଅଧିକ ସମୟ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଡେରାବିଶରେ ପାନୀୟ ଜଳ ସମସ୍ୟା ଏବେବି ଲାଗି ରହିଛି। କେନ୍ଦ୍ରାପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର କର୍ତ୍ତୃପକ୍ଷ କୁମ୍ଭକର୍ଣ୍ଣ ନିଦ୍ରାରେ…

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବଢ଼ାଇଛି ଅସନ୍ତୋଷ

କେନ୍ଦ୍ରାପଡା ଅଫିସ,୩ା୬: ୨୦୧୯ ପୂର୍ବ ସମସ୍ତ ଗାଡିର ନମ୍ବର ପ୍ଲେଟ ବଦଳିବ। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଗାଡିରେ ଲଗାଯିବ। ସିକ୍ୟୁରିଟି ବାର୍‌ କୋଡ ଥିବାରୁ ଗାଡି ଚୋରି ରୋକିବା ସହିତ ହିତାଧିକାରୀଙ୍କୁ ଅନ୍ୟାନ୍ୟ ସୁବିଧା…

କେରଳରେ ସ୍ୱାଇନ ଫ୍ଲୁ: ଯମଜ ଭଉଣୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ

କୋଝିକୋଡ,୩ ।୬: କେରଳରେ ପାଦ ରଖିଲାଣି ସ୍ୱାଇନ ଫ୍ଲୁ । କୋଝିକୋଡ ଜିଲାରେ ଜଣେ ୧୨ ବର୍ଷୀୟା ବାଳିକାଙ୍କର ଏଚ୧ଏନ୧ ଭୁତାଣୁ ସଂକ୍ରମଣ ଯୋଗୁ ମୃତ୍ୟୁ ହାଇଥିବା କୁହାଯାଉଛି । ଏହାର ସୂଚନା ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଦେଇଛନ୍ତି । ସେ…

ସ୍ଥାପନ ହେବ ୫୦୦ ମିଶନ ଶକ୍ତି ବଜାର

ଭୁବନେଶ୍ୱର,୩।୬(ବ୍ୟୁରୋ): ଆଗାମୀ ଦିନରେ ରାଜ୍ୟ ସରକାର ମହିଳା ସ୍ବୟଂସହାୟକ ଗୋଷ୍ଠୀ(ଏସ୍‌ଏଚଜି)ମାନଙ୍କ ପାଇଁ ୫୦୦ ମିଶନ ଶକ୍ତି ବଜାର ସୃଷ୍ଟି କରିବେ। ଏହି ବଜାର ମହିଳା ଏସ୍‌ଏଚଜିଙ୍କ ଦ୍ୱାରା ସ୍ବଦେଶୀ ଉତ୍ପାଦିତ ଦ୍ରବ୍ୟର ବିକ୍ରି ଓ ବଜାର ନିମନ୍ତେ ହଟ୍‌ସ୍ପଟ୍‌ ହୋଇପାରିବ ବୋଲି…

ଅସ୍ତ୍ରଶସ୍ତ୍ର କିଣିବା ବୟସ ୧୮ରୁ ୨୧ ହେବା ଆବଶ୍ୟକ: ବାଇଡେନ୍‌

ଓ୍ବାଶିଟନ୍‌,୩।୬:ଆମେରିକାରେ ବନ୍ଧୁକ ହିଂସାକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ ଉଦେ୍‌ବେଗ ପ୍ରକାଶ କହିଛନ୍ତି। ଶିଶୁ ଏବଂ ପରିବାରର ସୁରକ୍ଷା ପାଇଁ ୧୮ରୁ ୨୧ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ନିଷେଧ କିମ୍ବା କ୍ରୟ କରିବା ପାଇଁ ସର୍ବନିମ୍ନ ବୟସ ବଢାଇବା ଉପରେ ସେ ଜୋର…

ଆଗକୁ ବର୍ଷା: ଉପକୂଳବାସୀଙ୍କ ବଢ଼ୁଛି ଚିନ୍ତା

ପଟ୍ଟାମୁଣ୍ଡାଇ,୩ା୬(ସ୍ବ.ପ୍ର.): ଜୁନ ମାସ ଦ୍ୱିତୀୟ ସପ୍ତାହରେ ମୌସୁମୀ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରାକ୍‌ ଆକଳନ କରିବା ପରେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ି ଯାଇଛି। ସଦା ସର୍ବଦା ପ୍ରାକୃତିକ ବିପର୍ଯ୍ୟୟ ସାମନା କରିଥିବା ଅଞ୍ଚଳବାସୀଙ୍କ ଭୟ…

ଉପକୂଳ ପାଲଟିଛି ନିଶା ବ୍ୟବସାୟୀଙ୍କ ଚାରଣ ଭୂଇଁ

ମହାକାଳପଡ଼ା,୩ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦିନକୁଦିନ ବୃଦ୍ଧି ପାଉଛି ବେଆଇନ ନିଶା ବ୍ୟବସାୟ। ସ୍ଥାନୀୟ ବ୍ୟବସାୟୀମାନେ ବେଆଇନ ଭାବେ ଖୁଲମ୍‌ଖୁଲା ଦେଶୀ ରନ୍ଧା ମଦ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ଏମାନେ ଦେଶୀ ମଦ ମଧ୍ୟରେ ହାଣ୍ଡିଆ,…

ବନ୍ଧରାସ୍ତା ପାଲଟିଛି ମରଣଯନ୍ତା

ବ୍ରହ୍ମବରଦା,୩ା୬(ଡି.ଏନ.ଏ.): ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଞ୍ଚାୟତର ସ୍ବାଇଁସାହିଠାରେ ଥିବା ବନ୍ଧ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଫଳରେ ଅସରାଏ ବର୍ଷା ହେଲେ ଏହି ରାସ୍ତାରେ ଯାତାୟାତ ଠପ୍‌ ହୋଇପଡ଼ୁଛି। ଉକ୍ତ ରାସ୍ତାଦେଇ ଆଖପାଖ ପ୍ରାୟ ୫ଟି ପଞ୍ଚାୟତର ଶତାଧିକ ଲୋକ ଦୈନିକ…

ମିଳୁନି ନିରନ୍ତର ବିଦ୍ୟୁତ୍‌ ସେବା

ରସୁଲପୁର,୩ା୬(ଡି.ଏନ.ଏ.): କୁଆଖିଆ ବିଦ୍ୟୁତ୍‌ ସେକ୍ସନ ଅଧୀନ ଉପଭୋକ୍ତାଙ୍କୁ ନିରନ୍ତର ବିଦ୍ୟୁତ୍‌ ସେବା ମିଳୁନାହିଁ। ବିଦ୍ୟୁତ୍‌ ମରାମତି ଓ ସରବରାହ ଦାୟିତ୍ୱରେ ଥିବା ଟାଟା ପାୱାର କମ୍ପାନୀ ଗ୍ରାହକଙ୍କୁ ମୌଳିକ ସେବା ପ୍ରଦାନରେ ବିଫଳ ବୋଲି ଅଭିଯୋଗ ହେଉଛି। ପ୍ରତ୍ୟେକ ଦିନ ୮ରୁ୧୦ଥର…

୧୦୦୦ ପୁଅରେ ୮୯୮ ଝିଅ ଜନ୍ମ

ଯାଜପୁର ଅଫିସ,୩ା୬: ଯାଜପୁର ଜିଲାରେ ପୁଅଙ୍କ ତୁଳନାରେ ଝିଅ ଜନ୍ମ ଅନୁପାତ ହ୍ରାସ ଉଦବେଗଜନକ ହୋଇଛି। ୨୦୧୫-୧୬ ବର୍ଷରେ ଯାଜପୁର ଜିଲାରେ ୧୦୦୦ ପୁଅ ତୁଳନାରେ ଝିଅ ଜନ୍ମହାର ୭୨୫ ରହିିଥିଲା। ଏହି ସମୟରେ ଭାରତରେ ୯୨୯ ଏବଂ ଓଡିଶାରେ ୯୩୨…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri