ଧାନ ବିହନ ବୁଣି ବର୍ଷାକୁ ଚାହିଁଛି ଚାଷୀ
ମହାକାଳପଡ଼ା,୧୩ା୬ (ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଖରିଫ ଫସଲ ପାଇଁ ଚାଷୀମାନେ ଜମି ପ୍ରସ୍ତୁତି କରି ଧାନ ବିହନ ବୁଣିବା କାମ ସାରିଲେଣି। ବର୍ଷାକୁ ଅପେକ୍ଷା କରି ଆସି ଆଷାଢ଼ ଧରିଲା। ଆକାଶରୁ ବୁନ୍ଦାଏ ବର୍ଷା ପଡୁନି। ଆକାଶରେ…
ଖର୍ଚ୍ଚ ୨୨ କୋଟି: ଝୁଡ଼ି, କୋଦାଳଟିଏ କିଣାଯାଇନି
କେନ୍ଦ୍ରାପଡ଼ା ଅଫିସ, ୧୩ା୬: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ବାଳକାଟି ପଞ୍ଚାୟତ ଚୂନବନ୍ଧ ଗଁାର ଏକ ପୋଖରୀ ଖନନ ହେଉଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ ହେଉଛି।…
ସକାଳୁ ସକାଳୁ ଥରିଲା ମେଘାଳୟ…
ଶିଲଂ, ୧୩।୬ : ସୋମବାର ସକାଳ ୬ଟା ୩୨ରେ ଉତ୍ତର ପୂର୍ବ ରାଜ୍ୟ ମେଘାଳୟର ତୁରାରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ମାପ କରାଯାଇଥିଲା। ଭୂକମ୍ପ ଯୋଗୁଁ ଧନ…
ରାହୁଲ ଗାନ୍ଧୀ ଇଡିରେ ହାଜର ହେବା ପୂର୍ବରୁ କଂଗ୍ରେସ ନେତାଙ୍କ ବିରୋଧ ପ୍ରଦର୍ଶନ
ନୂଆଦିଲ୍ଲୀ,୧୩ ।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ନ୍ୟାଶନାଲ ହେରାଲ୍ଡର ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବାର ଅଛି । ସେ ସକାଳ ସାଢେ ୧୦ଟାରେ ଇଡି କାର୍ଯ୍ୟାଳୟରେ ପହଞ୍ଚିବେ । ତେବେ ଏହା ପୂର୍ବରୁ…
ରାଜଧାନୀରେ ବୁଲୁଛି ଚୋରି ବାଇକ୍
ଖୋର୍ଦ୍ଧା ଅଫିସ,୧୩ା୬: ଜଟଣୀ ଥାନା ଅଧୀନ ବଡ଼ତୋଟା ଭୋଇସାହିର ଅଶୋକ ଭଣ୍ଡଙ୍କ ବାଇକ୍ ମେ ମାସରେ ଚୋରି ହୋଇଯାଇଥିଲା। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଯାବତ ତାଙ୍କ ଚୋରି ବାଇକ୍ ମିଳି ନ ଥିବାବେଳେ ଗତ ୭ତାରିଖରେ ଟ୍ରାଫିକ…
ରୁଷିଆ-ୟୁକ୍ରେନ ଯୁଦ୍ଧ: ଗୁଜରାଟର ଲକ୍ଷ ଲକ୍ଷ ହୀରା ଶ୍ରମିକଙ୍କ ଜୀବନ ଜୀବିକା ପ୍ରଭାବିତ
ମସ୍କୋ/ଗାନ୍ଧୀନଗର,୧୩ ।୬: ରୁଷିଆ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱରେ କିଛି ନା କିଛି ପ୍ରଭାବ ନିଶ୍ଚିତ ଭାବେ ପକାଇଛି । ଏବେ ଏହାର ପ୍ରଭାବ ଗୁଜରାଟର ହୀଳା ଶିଳ୍ପ ଉପର ପଡିଥିବା ଦେଖାଯାଇଛି । ବିଶେଷ କରି ସ୍ୱରାଷ୍ଟ୍ରର ଗ୍ରାମାଞ୍ଚଳରେ କାମ କରୁଥିବା…
ଫ୍ଲାଟ୍ ଦେବା ନାଁରେ ୧୭ ଲକ୍ଷ ଚଳୁ, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୧୩।୬(ବ୍ୟୁରୋ): ଫ୍ଲାଟ୍ ଦେବାକୁ କହି ୧୭ ଲକ୍ଷ ୬୦ ହଜାର ଟଙ୍କା ନେଲେ। ହେଲେ ଫ୍ଲାଟ୍ ଦେଲେ ନାହିଁ। ଯେତେବେଳେ ଟଙ୍କା ଫେରାଇବାକୁ କହିଲେ, ବିଭିନ୍ନ ପ୍ରକାର ବାହାନାକରି ଦିନ ଗଡାଇବା ସହ ଧମକ ଦେଲେ। ଶେଷରେ ଠକାମିର ଶିକାର ହୋଇଥିବା…
ସଭିଏ ସମାନ
ଅନ୍ତର୍ଜାତୀୟ ଆଲବିନିଜମ ସଚେତନତା ଦିବସ (ଆଇଏଏଡି) ପ୍ରତିବର୍ଷ ଜୁନ୍ ୧୩ରେ ସାରା ବିଶ୍ୱରେ ଆଲବିନିଜମ ଥିବା ବ୍ୟକ୍ତିଙ୍କ ମାନବିକ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପାଳନ କରାଯାଇଥାଏ। ୨୦୦୦ ଦଶକ ମଧ୍ୟଭାଗରେ, ସର୍ବସାଧାରଣରେ ତାଞ୍ଜାନିଆରେ ଆଲବିନିଜମ ବ୍ୟକ୍ତିମାନଙ୍କ ଉପରେ ହିଂସାତ୍ମକ…
ରଜ ପାଇଁ ସବୁଠି ଉତ୍ସାହ
ଭୁବନେଶ୍ୱର,୧୩।୬(ବ୍ୟୁରୋ): ଦିନକ ପରେ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ରଜ ପର୍ବ। ଓଡ଼ିଆ ଘରର ଏହି ମହାନ ପର୍ବକୁ ଏଥର ଧୁମ୍ଧାମ୍ରେ ପାଳନ କରିବାକୁ ପ୍ରସ୍ତୁତ ହେଉଛି ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟ। କରୋନା ମହାମାରୀ ପାଇଁ ୨ବର୍ଷ ହେବ ଫିକା…
ଖରାରେ ପକାଇ ପୁଅକୁ ମାରିଦେଲେ
ଢେଙ୍କିକୋଟ,୧୩।୬ (ଡି.ଏନ.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍ ହାଉସ ଅଧୀନ ସାନମସିଣାବିଲା ଗ୍ରାମରେ ହାତଗୋଡ଼ ବାନ୍ଧି ଖରାରେ ପକାଇଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ପୋଲିସ ତାଙ୍କ ବାପାଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ପୋଲିସ ସୂଚନା…
ଶାସନରେ ମହାରାଣୀଙ୍କ ରେକର୍ଡ
ଇଂଲଣ୍ଡ,୧୩।୬: ଦୀର୍ଘଦିନ ଧରି ଶାସନ କରିଥିବା ଶାସକଙ୍କ ସୂଚୀର ଦ୍ୱିତୀୟ ସ୍ଥାନରେ ବ୍ରିଟେନ୍ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟ ରହିଛନ୍ତି। ଥାଇଲାଣ୍ଡ ରାଜା ଭୂମିବୋଲ ଅଦୁଲ୍ୟାଦେଜ୍ଙ୍କୁ ପଛରେ ପକାଇ ମହାରାଣୀ ଏହି ସ୍ଥାନ ଅଧିକାର କରିଛନ୍ତି। ତାଲିକାର ପ୍ରଥମରେ ଫ୍ରାନ୍ସର ଲୁଇସ ଚତୁର୍ଦ୍ଦଶ…
ଆଜି ଇମାମି-କିସ୍ ଆବାସିକ ବିଦ୍ୟାଳୟ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ବାଲେଶ୍ୱର ଜିଲା ରେମୁଣା ବ୍ଲକ୍ ଅନ୍ତର୍ଗତ ଆରମଳାଠାରେ ନିର୍ମିତ କିସ୍ର ନୂତନ ଶାଖା ଇମାମି-କିସ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୩ ତାରିଖ ସୋମବାର ଉଦ୍ଘାଟନ କରିବେ। ୧ଲକ୍ଷ ୨୦ହଜାର ବର୍ଗଫୁଟ ଅଞ୍ଚଳରେ ଗଢ଼ି ଉଠିଥିବା ଏହି ବିଦ୍ୟାଳୟ ପାଇଁ…
Archives


