Home Left

ଭଉଣୀ ଆଗରେ ଭାଇଙ୍କୁ ଝୁଣି ମାରିଲେ ବୁଲାକୁକୁର

ମୁମ୍ବାଇ,୧୩।୬: ମହାରାଷ୍ଟ୍ରର କାଟୋଲ ସହରରେ ବୁଲାକୁକୁର ଆକ୍ରମଣରେ ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଭଉଣୀଙ୍କ ସହ ଭାଇ ବାହାରେ ବୁଲାବୁଲି କରୁଥିଲେ। ସେତିକିବେଳେ କିଛି ବୁଲାକୁକୁର ଘଟଣାସ୍ଥଳରେ ପହଞ୍ଚି ଶିଶୁଙ୍କୁ ଆକ୍ରମଣ କରିଥିଲେ। ଉପସ୍ଥିତ ଥିବା ଭଉଣୀ କୁକୁରକୁ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାର ନୂଆ ଉପାୟ

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିବା ନିହାତି ଦରକାର। ନ ହେଲେ ଆମେ ବିଭିନ୍ନ ପ୍ରକାର ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ତେବେ ଏହାକୁ ବଢ଼ାଇବାର ଏକ ସହଜ ତଥା ସରଳ ଉପାୟ ହାତ ପାଆନ୍ତାରେ…

‘କେଜିଏଫ୍ ଚାପ୍ଟର ୨’କୁ ପଛରେ ପକାଇଲା ‘ବିକ୍ରମ’

ମୁମ୍ବାଇ: ସାଉଥ୍ ଷ୍ଟାର କମଲ ହାସନଙ୍କ ଫିଲ୍ମ ବିକ୍ରମ ପରଦାରେ କମାଲ କରୁଛି । କାରଣ ସୁପରଷ୍ଟାର ୟଶଙ୍କ ‘କେଜିଏଫ୍ ଚାପ୍ଟର ୨’କୁ ଏବେ ପଛରେ ପକାଇ ଦେଇଛି ବିକ୍ରମ । ଏହି ଫିଲ୍ମଟି ଏବେ ୩୦୦ କୋଟି ବ୍ୟବସାୟ କରି…

ପ୍ରତିବାଦ କରିବାରୁ ମହିଳାଙ୍କୁ କଟରରେ ଆକ୍ରମଣ: ପୀଡ଼ିତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୋପାଳ, ୧୩ା୬: ମଧ୍ୟପ୍ରଦେଶର ଜଣେ ମହିଳାଙ୍କୁ କେତେଜଣ ଅସଦାଚରଣ ସହ ଯୌନ ନିର୍ଯାତନା ଦେବାକୁ ଉଦ୍ୟମ କରିବା ବେଳେ ପ୍ରତିବାଦ ଯୋଗୁ ଅଭିଯୁକ୍ତମାନେ ପେପର କଟରରେ ତାଙ୍କ ମୁହଁକୁ ଆକ୍ରମଣ କରିଛନ୍ତି। ଫଳରେ ପୀଡ଼ିତାଙ୍କ ମୁହଁରେ ୧୧୮ ଷ୍ଟିଚ୍‌ କରାଯାଇଛି। ପୋଲିସ…

ଜୟ ଶ୍ରୀରାମ ସ୍ଳୋଗାନ ଦେଇ ୨ ମୁସଲମାନଙ୍କୁ ଆକ୍ରମଣ

ରାଞ୍ଚି,୧୩ା୬: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରେ ହିଂସାକାଣ୍ଡ ହେଉଛି। ଏଭଳି ସ୍ଥିତିରେ ରାଞ୍ଚତ୍ର ସୁଜାତା ଚୌକରେ ଜୟ ଶ୍ରୀରାମ ସ୍ଳୋଗାନ ଦେଇ ଏକ ହିନ୍ଦୁ ଯୁବଗୋଷ୍ଠୀ ଜିଶାନ୍‌(୨୪) ଏବଂ ଫୈଜାନ(୨୧)ଙ୍କୁ ମାଡ଼ ମାରିଥିବା ଅଭିଯୋଗ…

ଜଳିଗଲା ୪ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଯାଜପୁର ଅଫିସ,୧୩ା୬: ଯାଜପୁର ଜିଲା ପ୍ରୀତିପୁର ପଞ୍ଚାୟତର ଗୁଡ଼ିଆସାହିସ୍ଥିତ ବଳରାମ ସାହୁଙ୍କ ଘରେ ଅଗ୍ନିକାଣ୍ଡ ଘଟି ୪ ବଖରା ସମ୍ପୂର୍ଣ୍ଣ ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଖବର ପାଇ ବିଞ୍ଝାରପୁର…

ଅଭିନେତ୍ରୀ ନୁହେଁ, ବୈଜ୍ଞାନିକ ହେବାକୁ ଇଚ୍ଛା ଥିଲା

ମୁମ୍ବାଇ: ଆଜି ଅର୍ଥାତ୍‌ ଜୁନ୍‌ ୧୩ରେ ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀଙ୍କ ଜନ୍ମଦିନ। ଦିଶା ୧୯୯୨ରେ ଉତ୍ତରପ୍ରଦେଶର ବରେଲିରେ ଜନ୍ମଗ୍ରହଣ କରିଥିଲେ। ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ଦିଶା ଇଣ୍ଡଷ୍ଟ୍ରିର ସବୁଠାରୁ କନିଷ୍ଠ ଏବଂ ଫିଟ୍‌…

ବ୍ରହ୍ମାଣ୍ଡର ମୃତ୍ୟୁ

ଧ୍ୱଂସ ହେଉଛି ସୃଷ୍ଟିର ସହଯାତ୍ରୀ। ଯାହାର ସୃଷ୍ଟି ଅଛି, ତା’ର ଧ୍ୱଂସ ମଧ୍ୟ ରହିଛି। ଏହି ସୃଷ୍ଟିରେ କୌଣସି କିଛି ଅମର ନୁହେଁ। କେବଳ ମଣିଷ ବା ଅନ୍ୟାନ୍ୟ ପ୍ରାଣୀ ନୁହନ୍ତି, ଗ୍ରହ, ନକ୍ଷତ୍ର, ନୀହାରିକା ସମେତ ସମସ୍ତ ମହାଜାଗତିକ ବସ୍ତୁ…

ଅଫିସ୍‌କୁ ଗୋଟିଏ ମିନିଟ୍‌ ବିଳମ୍ବରେ ଆସିଲେ ମିଳିବ କଡ଼ା ଦଣ୍ଡ

ଠିକ୍‌ ସମୟରେ ଅଫିସ୍‌ ଆସିବା ଏକ ଶୃଙ୍ଖଳିତ ନିୟମ। କିନ୍ତୁ ବେଳେବେଳେ କିଛି କର୍ମଚାରୀ ବିଳମ୍ବରେ ଆସିଥାନ୍ତି। ଅନେକ ସ୍ଥାନରେ କର୍ମଚାରୀଙ୍କୁ ଅନୁଗ୍ରହ ଅବଧି ଭାବରେ ୧୫ ମିନିଟ୍‌ ବିଳମ୍ବରେ ଅଫିସ ଆସିବାକୁ ଅନୁମତି ଦିଆଯାଇଛି, କିନ୍ତୁ ଆଜିକାଲି ଏକ ଅଫିସର…

ପୃଥକ୍‌ ଘଟଣାରେ ମିଳିଲା ୨ ଝୁଲନ୍ତା ମୃତଦେହ

ପାଟଣା,୧୩ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ସୋମବାର ପୃଥକ୍‌ ଘଟଣାରେ ୨ଜଣଙ୍କ ଝୁଲନ୍ତା ମୃତଦେହ ଜବତହୋଇଛି। ପାଟଣା ଥାନା ମାଛଗଡ଼ ପଞ୍ଚାୟତ ବାଉଁଶନାଳି ଗ୍ରାମ ସୋମବାର ଜଣେ ୨୦ ବର୍ଷ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି।…

ଡ୍ରଗ୍ସ୍‌ ମାମଲା, ଶ୍ରଦ୍ଧା କପୁରଙ୍କ ଭାଇ ଗିରଫ …

ମୁମ୍ବାଇ, ୧୩।୬ : ଡ୍ରଗ ମାମଲାରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ପୋଲିସ ଗରଫ କରିଛି। ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବଲିଉଡ୍‌ର ବହୁ ସେଲିବ୍ରିଟିଙ୍କ ନାମ ଡ୍ରଗ ମାମଲା ସହ ଜଡିତ ହେବାରେ ଲାଗିଛି।…

ଏମିତି ଦେଶ, ଯେଉଁଠି ମଣିଷଙ୍କଠାରୁ ବିଲେଇଙ୍କ ସଂଖ୍ୟା ଅଧିକ

ଦୁନିଆରେ ଶହ ଶହ ଦେଶ ରହିଛି। ପ୍ରତ୍ୟେକ ଦେଶର ସ୍ବତନ୍ତ୍ର ବୈଶିଷ୍ଟ୍ୟ ରହିଛି। କେଉଁ ଦେଶ ସୁନ୍ଦର ଦୃଶ୍ୟ ପାଇଁ ପରିଚିତ ତ ଆଉ କେଉଁ ଦେଶ ହୃଦୟସ୍ପର୍ଶୀ ଲୋକ ସଂସ୍କୃତି ପାଇଁ ପ୍ରସିଦ୍ଧ। ପ୍ରତ୍ୟେକ ଦେଶର ନିଜସ୍ବ ବିଶେଷତ୍ତ୍ୱ ଥାଏ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri