୪୧ ବର୍ଷରେ ଝିଅଙ୍କୁ ବି ଦେଉଛନ୍ତି ଟକ୍କର
ବମ୍ବେ: ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଶ୍ୱେତା ତିଓ୍ବାରୀ ଜଣେ। ଏବେ ତାଙ୍କୁ ୪୧ ବର୍ଷ। ହେଲେ ସେ ଦିଶନ୍ତି ଷୋଡଶୀ ଭଳି। ଦୁଇଟି ସନ୍ତାନର ମା’ ହୋଇଥିବା ସତ୍ତ୍ୱେ ତାଙ୍କୁ ଦେଖିଲେ କେହି ତାହା ଠଉରେଇ ପାରିବା ମୁସ୍କିଲ।…
ସୁନ୍ଦର ଦେଖାଯିବା ପାଇଁ ଏହି ଅଭିନେତ୍ରୀଙ୍କ ଉପରେ ପକାଯାଇଥିଲା ଚାପ
ବଲିଉଡ୍ର ବୋଲ୍ଡ ଭିନେତ୍ରୀମାନଙ୍କ ମଧ୍ୟରୁ ମଧ୍ୟରୁ ରାଧିକା ଆପ୍ଟେ ଅନ୍ୟତମ। ସେ ଖୁବଶୀଘ୍ର ବିକ୍ରାନ୍ତ ମେସିଙ୍କ ସହ ଫରେନ୍ସିକ୍ରେ ନଜର ଆସିବେ । ନିକଟରେ ଫିଲ୍ମର ଟ୍ରେଲର୍ ରିଲିଜ ହୋଇଛି। ଏହି ସମୟରେ ରାଧିକା ବଲିଉଡ୍ର ଡାର୍କ ସିକ୍ରେଟ୍ ନେଇ ଖୁଲାସା…
ନିଜକୁ ଗୁଳି ମାରିଲେ ପୋଲିସକର୍ମୀ
କୋଲକତା,୧୦।୬: କୋଲକତାସ୍ଥିତ ବାଂଲାଦେଶ ହାଇକମିଶନ ବାହାରେ ଜଣେ ପୋଲିସକର୍ମୀ ନିଜ ବନ୍ଧୁକରୁ ଫାୟାରିଂ କରିଛନ୍ତି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହାପରେ ପୋଲିସକର୍ମୀ ଜଣଙ୍କ ନିଜକୁ ନିଜେ ମଧ୍ୟ ଗୁଳି ମାରିଛନ୍ତି। ଏହି ଘଟଣାରେ…
ଭାରତ-ଦକ୍ଷିଣ ଆଫ୍ରିକା ଟିମ୍ର ଖେଳାଳିଙ୍କୁ ଭବ୍ୟ ସ୍ବାଗତ
ଭୁବନେଶ୍ୱର,୧୦।୬(ବ୍ୟୁରୋ): ଜୁନ ୧୨ରେ ବାରବାଟୀରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍ ଲାଗି ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅପରାହ୍ନ ପ୍ରାୟ ୨ଟାରେ ଖେଳାଳିମାନେ ପହଞ୍ଚିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ମେ’…
ମାମଲାରେ କୋହଳ ଦଫା ଲଗାଇବାକୁ ନେଉଥିଲେ ଲାଞ୍ଚ: ଏଏସ୍ଆଇଙ୍କୁ ଧରିଲା ଭିଜିଲାନ୍ସ
ଖୋର୍ଦ୍ଧା ଅଫିସ,୧୦।୬: ଏକ ମାମଲାରେ କୋହଳ ଦଫା ଲଗାଇବା ପାଇଁ ଜଣେ ମହିଳାଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୋଲଗଡ ଥାନା ଏଏସ୍ଆଇ ଭଗବାନ ସ୍ବାଇଁ ଖୋର୍ଦ୍ଧା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଭିଜିଲାନ୍ସ ଟିମ୍ ତାଙ୍କଠାରୁ ଲାଞ୍ଚ ଟଙ୍କା…
ନୁପୁର ଶର୍ମାଙ୍କ ସମର୍ଥନରେ ବାହାରିଲେ ଭାଜପା ଏମ୍ପି
ନୂଆଦିଲ୍ଲୀ,୧୦।୬: ଭୋପାଳ ଏମ୍ପି ପ୍ରଜ୍ଞା ଠାକୁର ପ୍ରାୟତଃ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥା’ନ୍ତି। ଏଥର ପ୍ରଜ୍ଞା ଭାଜପାରୁ ନିଲମ୍ବିତ ହୋଇଥିବା ନୁପୁର ଶର୍ମାଙ୍କ ସମର୍ଥନରେ ବାହାରିଛନ୍ତି। ପ୍ରଜ୍ଞା କହିଛନ୍ତି ଯେ, ସତ କହିବା ବିଦ୍ରୋହ, ତେବେ ବୁଝିଯାଅ ଯେ ଆମେ…
କରିନା, ଅନନ୍ୟାଙ୍କ ଘରେ ପୋଲିସ!
ମୁମ୍ବାଇ: ଏବେ କେତେଜଣ ବଲିଉଡ ସେଲିବ୍ରିଟିଙ୍କ ଘରେ ପୋଲିସକୁ ଦେଖିବାକୁ ମିଳୁଛି । କିଛିଦିନ ତଳେ ବଲିଉଡ ନାୟିକା ମଲାଇକା ଆରୋରାଙ୍କ ଘରେ ପୋଲିସ ପହଞ୍ଚିଥିବା ଦେଖିବାକୁ ମିଳିଥିବା ବେଳେ ଏବେ ଅନ୍ୟ ୨ ଜଣ ନାୟିକାଙ୍କ ଘରେ ପହଞ୍ଚିଛି ପୋଲିସ…
୧ ଲକ୍ଷ ୭୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ
ଢେଙ୍କାନାଳ ଅଫିସ,୧୦।୬: ଢେଙ୍କାନାଳ ସହର ରାମେଶ୍ୱରପୁର ରେଳଧାରଣା ନିକଟରୁ ଶୁକ୍ରବାର ଟାଉନ ଥାନା ପୋଲିସ ୧୬ ଗ୍ରାମ୍ ୭୦୦ ମିଲିଗ୍ରାମ୍ ବ୍ରାଉନସୁଗାର ଜବତ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଥିବା ବେଳେ ତାଙ୍କଠାରୁ ନଗଦ ୪୦ ହଜାର…
ସଚିନଙ୍କ ପାଇଁ ଆଜି ମୁଁ ଷ୍ଟାର: ଶୋଏବ ଅଖତର
ନୂଆଦିଲ୍ଲୀ,୧୦।୬: ପାକିସ୍ତାନର ସର୍ବୋତ୍ତମ ଦ୍ରୁତ ବୋଲରମାନଙ୍କ ମଧ୍ୟରୁ ଶୋଏବ ଅଖତର ଅନ୍ୟତମ। ନିଜ କ୍ୟାରିୟରରେ ସେ ନିଜର ପ୍ରଭାବୀ ବୋଲିଂ ପାଇଁ ଚର୍ଚ୍ଚାରେ ରହିଆସୁଥିଲେ। ଏବେ ଅବସର ନେବା ପରେ ମଧ୍ୟ ସେ ତାଙ୍କ ବିବୃତ୍ତିକୁ ନେଇ ଲାଇମଲାଇଟ୍ରେ ରହିଥାନ୍ତି। ଏହି…
ରଣବୀର ଭର୍ସେସ ୱାଇଲ୍ଡ ୱିଥ ବେୟର ଗ୍ରିଲ୍ସରେ ଦେଖିବାକୁ ମିଳିବ ଅଭିନେତାଙ୍କ ଭିନ୍ନ ଅନ୍ଦାଜ
ମୁମ୍ବାଇ: ନେଟଫ୍ଲିକ୍ସ ଇଣ୍ଡିଆ ଓ ରଣବୀର ସିଂ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଜଏଣ୍ଟ ପୋଷ୍ଟ ଶେୟାର କରିଛନ୍ତି । ଏହି ଭିଡିଓରେ ରଣବୀର ସିଂ ବେୟର ଗ୍ରିଲ୍ସଙ୍କ ସହ ଆଡଭେଞ୍ଚର କରୁଥିବା ଦେଖାଯାଇଛି । ଅସଲ କଥା ହେଲା ବଲିଉଡ…
ଭୁବନେଶ୍ୱରରେ ପହଞ୍ଚିଲେ ଖେଳାଳି
ଭୁବନେଶ୍ୱର,୧୦।୬(ବ୍ୟୁରୋ): ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଉଭୟ ଟିମ୍ ଶୁକ୍ରବାର ଓଡିଶା ପହଞ୍ଚିଛନ୍ତି। ସେଠାରୁ ଖେଳାଳି ବସ୍ ଯୋଗେ ହୋଟେଲ ମେ ଫାୟାର ଯାଇଛନ୍ତି । ସେଠାରେ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯିବ । ତେବେ…
ଅଧିନାୟକ ଭାବେ ଡେବ୍ୟୁରେ ହେଲେ ଫେଲ୍, କୋହଲିଙ୍କ ସ୍ବତନ୍ତ୍ର କ୍ଲବରେ ସାମିଲ
ନୂଆଦିଲ୍ଲୀ,୧୦।୬: ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବେ ଡେବ୍ୟୁ ନୈରାଶ୍ୟଜନକ ସାବ୍ୟସ୍ତ ହୋଇଛି। ଗୁରୁବାର ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟିମ୍ ଭାରତକୁ ୭ ଉଇକେଟରେ ପରାସ୍ତ କରିଛି। ଅତିଥି ଟିମ୍କୁ…
Archives


