Home Left

ଘରେ କରେଣ୍ଟ ନ ଥିଲା ଚଢ଼ିଗଲେ ବିଦ୍ୟୁତ୍‌ ଖୁଣ୍ଟରେ…

ଉଦଳା,୨୩ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ରାଇକାଳି ଗ୍ରାମର ଜଣେ ଯୁବକ ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି ମରାମତି କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ସେ ହେଲେ ଅମାସ ଟୁଡୁ(୨୨)। ଶୁକ୍ରବାର ଅପରାହ୍ନରେ ବିଦ୍ୟୁତ୍‌ କାଟ ହୋଇଥିଲା।…

କଟକ ଭର୍‌ତିଆ ଟାୱାରେ ଲାଗିଲା ନିଆଁ

କଟକ ଅଫିସ, ୨୩।୯: କଟକ ବାଦାମବାଡ଼ିରେ ଥିବା ଭର୍‌ତିଆ ଟାୱାରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି । ଟାୱାରର ପଞ୍ଚମ ମହଲା ଉପରେ ଥିବା ଏକ ଘରେ ନିଆଁ ଲାଗିଛି । ଶର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ…

ସୁନା-ରୂପା କିଣିବା ହେବ ଅଧିକ ମହଙ୍ଗା; ବଢ଼ିଲା ହଲମାର୍କିଂ ଚାର୍ଜ

ନୂଆଦିଲ୍ଲୀ,୨୩।୯: ସୁନା ଓ ରୂପା ହଲ୍‌ମାର୍କିଂ ଉପରେ ଫି’ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ବ୍ୟୁରେ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(ବିଏସ୍‌)ର ବିଜ୍ଞପ୍ତି ଅନୁଯାୟୀ ସୁନା ଅଳଙ୍କାର ଲାଗି ହଲମାର୍କିଂ ଫି’ ୩୫ରୁ ୪୫ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହ ରୂପା ଅଳଙ୍କାର ଏବଂ…

ଭୋଗରାଇରେ ଡେଙ୍ଗୁ ଭୟ, ୫ ଆକ୍ରାନ୍ତ

ଭୋଗରାଇ,୨୩।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୁସୁଡ଼ା ଗ୍ରାମରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହି ଗ୍ରାମର ୫ଜଣ ଆକ୍ରାନ୍ତ ହୋଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ…

ଦୁର୍ଗାପୂଜା ପାଇଁ ବସିଲା ଶାନ୍ତି କମିଟି: ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଜିଲାପାଳ

ଝାରସୁଗୁଡ଼ା ଅଫିସ,୨୩ା୯: ଜିଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ଜିଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଦୁର୍ଗାପୂଜା ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଏସ୍‌ପି ରାହୁଲ ଜୈନ, ଅତିରିକ୍ତ ଜିଲାପାଳ (ସାଧାରଣ) ପ୍ରବୀର କୁମାର ନାୟକ, ଉପଜିଲାପାଳ ଦୟାମୟ…

ବର୍ଷକର ପୁଅକୁ କୋଳରେ ଧରି ଇ-ରିକ୍ସା ଚଳାଉଛନ୍ତି ଏହି ମା’; ଅନେକଙ୍କ ପାଇଁ ସାଜିଛନ୍ତି ପ୍ରେରଣା

ସନ୍ତାନଟିଏ ପାଇଁ ମା’ କେବଳ ନଅ ମାସ ଗର୍ଭରେ ଧରିବା ସହ ଯନ୍ତ୍ରଣା ସହେ ନାହିଁ, ଆବଶ୍ୟକ ପଡ଼ିଲେ ସେ ପିତାର ଦାୟିତ୍ୱ ମଧ୍ୟ ତୁଲାଇପାରେ। ଆଜିକାଲି ସମୟରେ ପରିବାର ଏବଂ ପିଲାଙ୍କୁ ଭଲ ପୋଷଣ ଦେବାରେ ମହିଳାମାନେ ପଛରେ ନାହାନ୍ତି।…

ସ୍ବାମୀଙ୍କ ଘର ଆଗରେ ସ୍ତ୍ରୀଙ୍କ ଧାରଣା

ବ୍ରହ୍ମପୁର ଅଫିସ,୨୩ା୯: ଅଧିକ ଯୌତୁକ ଦାବି ନେଇ ଜଣେ ରେଲଓ୍ବେ କର୍ମଚାରୀ ତାଙ୍କ ସ୍ତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଏନେଇ ସରକାରୀ ରେଳବାଇ ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ…

ନାଗପୁରରେ ଟି-୨୦ ମ୍ୟାଚ: ଟସ୍‌ରେ ବିଳମ୍ବ

ନାଗପୁର,୨୩।୯: ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ର ଶୁକ୍ରବାର ନାଗପୁର ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-୨୦ ମ୍ୟାଚର ଟସ୍‌ ଆରମ୍ଭରେ ବିଳମ୍ବ ହୋଇଛି। ସୂଚନାଯୋଗ୍ୟ, ବୁଧବାର ରାତିରେ ନାଗପୁରରେ ପ୍ରବଳ ବର୍ଷା ହୋଇଥିଲା। ଏନେଇ ଗୁରୁବାର ଉଭୟ…

ତ୍ରିପୁରାରେ ଭାଜପାକୁ ଝଟ୍‌କା

ଅଗରତାଲା,୨୩।୯: ତ୍ରିପୁରାରେ ଭାଜପାକୁ ଏକ ଝଟ୍‌କା ଲାଗିଛି। ରାଜ୍ୟର କାର୍ବୁକ ବିଧାନସଭାର ବିଧାୟକ ବୁର୍ବା ମୋହନ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଟିପ୍ରା ମୋଥା ପାର୍ଟିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଶୁକ୍ରବାର ବୁର୍ବା ମୋହନ ତ୍ରିପୁରା ବିଧାନସଭା ସଦସ୍ୟତାରୁ ଇସ୍ତଫା…

ଲାଲ୍‌ ରଙ୍ଗର ସାଲଓ୍ବାର ସାଙ୍ଗକୁ ଲମ୍ବା କେଶ: ଭାଇରାଲ ହେଉଛି ଆୟୁଷ୍ମାନଙ୍କ ଯୁବତୀ ବେଶ…

ବମ୍ବେ: ଆଗାମୀ ଫିଲ୍ମ ‘ଡ଼୍ରିମଗର୍ଲ-୨’ ଲାଗି ଘୋଷଣା ପରେ ଶୁଟିଂ ଆରମ୍ଭ କରିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା। ଯୁବତୀ ବେଶରେ ତାଙ୍କୁ ସ୍ପଟ୍‌ ମଧ୍ୟ କରାଯାଇଛି। ଏହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ଲାଲ ରଙ୍ଗର ସାଲଓ୍ବାର…

ବିଗ୍‌ ବସ୍‌ ଫେମ୍‌ ଏହି ରୋମାଣ୍ଟିକ୍‌ ଯୋଡ଼ିଙ୍କ ହେଲା ବ୍ରେକ୍‌ଅପ୍‌

ବମ୍ବେ: ବିଗ୍‌ବସ୍‌ରୁ ପ୍ରେମ ଆଉ ଏବେ ବ୍ରେକ୍‌ଅପ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି ଏକ ସେଲିବ୍ରିଟି ଯୋଡ଼ି। ଏହି ବିବାଦୀୟ ରିଆଲିଟି ଶୋ’ରେ ପ୍ରତିଯୋଗୀ ଭାବେ ଭାଗ ନେଇଥିବା ଈଶାନ ସେହଗଲ ଏବଂ ମାୟଶା ଆୟାର ପରସ୍ପରଠାରୁ ଅଲଗା ହୋଇଛନ୍ତି। ଦୀର୍ଘଦିନରୁ ଉଭୟଙ୍କ…

କାବୁଲରେ ପୁଣି ବିସ୍ଫୋରଣ

କାବୁଲ,୨୩।୯: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଥରେ ବିସ୍ଫୋରଣ ଘଟିଛି। ୱାଜିର ମହମ୍ମଦ ଆକବର ଖାନ ମସ୍‌ଜିଦ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଏହି ଶକ୍ତିଶାଳୀ ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଆକାଶ ଉପରକୁ ଧୂଆଁମାନ ଦେଖାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?