ଓଏଲ୍ଏକ୍ସରେ ଗାଡ଼ି କିଣି ଫସିଥାନ୍ତେ ଯୁବକ, ଏମିତି ପାରିଲେ ଜାଣି…
ସୋରଡ଼ା,୨୮ା୫(ଡି.ଏନ୍.ଏ.): ଅନ୍ଲାଇନ ଠକେଇ ଏବେ ବଢ଼ିଚାଲିଛି। ଗଞ୍ଜାମ ଜିଲା ସୋରଡ଼ାର ଜଣେ ଯୁବକ ଓଏଲ୍ଏକ୍ସରେ ଗୋଟିଏ ହିରୋ ଗାଡ଼ି ୨୮୦୦୦ ଟଙ୍କାରେ ବିକ୍ରି ବିଜ୍ଞାପନ ଦେଖି ସମ୍ପୃକ୍ତ ବିଜ୍ଞାପନ ଦାତାଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ବିକ୍ରେତାଙ୍କ(୮୮୪୭୮୩୦୬୩୧) ନମ୍ବରରୁ କଲ୍ ଆସିଥିଲା।…
ଓ୍ବର୍ନ ଆମକୁ ଦେଖି ଗର୍ବ ଅନୁଭବ କରୁଥିବେ: ବଟଲର୍
ଅହମ୍ମଦାବାଦ,୨୮।୫: ଦୀର୍ଘ ୧୪ ବର୍ଷ ପରେ ଆଇପିଏଲ୍ ଫାଇନାଲ ମୁକାବିଲା ଖେଳିବାକୁ ଯାଉଛି ରାଜସ୍ଥାନ ରୟାଲ୍ସ। ୨୦୦୮ରେ ଦଳ ଶେନ ଓ୍ବର୍ନଙ୍କ ନେତୃତ୍ୱରେ ଟାଇଟଲ ମୁକାବିଲା ଖେଳି ବିଜେତା ହୋଇଥିଲା। ଏବେ କିନ୍ତୁ ଓ୍ବର୍ନ ଆଉ ଦୁନିଆରେ ନାହାନ୍ତି। ମାର୍ଚ୍ଚରେ ହୃଦଘାତ…
ଇଣ୍ଡିଗୋ ଉପରେ ୫ ଲକ୍ଷ ଟଙ୍କା ଜରିମାନା, ଦିବ୍ୟାଙ୍ଗଙ୍କୁ ବିମାନରେ ଚଢିବାକୁ କରିଥିଲା ମନା
ନୂଆଦିଲ୍ଲୀ,୨୮ ।୫: ଜଣେ ଦିବ୍ୟାଙ୍ଗ ଯାତ୍ରୀଙ୍କୁ ବିମାନରେ ଚଢିବାକୁ ଇଣ୍ଡିଗୋ ଏୟାର ଲାଇନ୍ସ ମନା କରିଦେଇଥିବା ଅଭିଯୋଗରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଡିଜିସିଏ କମ୍ପାନୀ (ଇଣ୍ଡିଗୋ) ଉପରେ ୫ଲକ୍ଷ ଟଙ୍କାର ଜରିମାନା କରିଛି…
ସାଇବର ଫ୍ରଡର ଶିକାର ହେଲେ ବୋନି
ମୁମ୍ବାଇ: ଆଜିକାଲି ସାଇବର କ୍ରାଇମ ଦିନକୁ ଦିନ ବଢିବାରେ ଲାଗିଛି । ସବୁ ବର୍ଗର ଲୋକେ ଏହାର ଶିକାର ହେଉଥିବା ଦେଖାଯାଇଛି । ଏବେ ବଲିଉଡର ନାମୀ ନିର୍ଦ୍ଦେଶକ ବୋନି କପୁର ସାଇବର ଫ୍ରଡର ଶିକାର ହୋଇଥିବା ଜଣାପଡିଛି । ଯାହା…
ଆର୍ସିବି ପରାଜୟ ପରେ ଟ୍ରେଣ୍ଡ କରୁଛି ‘ଚୋକଲି’
ନୂଆଦିଲ୍ଲୀ,୨୮।୫: ପୁଣି ଥରେ ଆଇପିଏଲ୍ ଖେଳିବାରୁ ବଞ୍ଚିତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)। ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳାଯାଇଥିବା କ୍ୱାଲିଫାୟାର-୨ ମୁକାବିଲାରେ ପରାଜିତ ହୋଇଛି ଦଳ। ଏଣୁ ଆର୍ସିବି ତୃତୀୟ ଥର ଲାଗି ତୃତୀୟସ୍ଥାନରେ ସନ୍ତୁଷ୍ଟ ହୋଇଛି। ସେହିଭଳି ଆଇପିଏଲ୍…
ଜୁନ ୨ରୁ ଯୁକ୍ତ ୨ ଖାତାଦେଖା
ଭୁବନେଶ୍ୱର,୨୮।୫(ବ୍ୟୁରୋ): ଯୁକ୍ତ ୨ ଖାତାଦେଖା ଜୁନ ୨ରୁ ଆରମ୍ଭ ହେବ। ରାଜ୍ୟର ସମୁଦାୟ ୬୪ଟି ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍ ମୂଲ୍ୟାୟନ ହେବ। ଏହାବାଦ୍ ୩୭ଟି କେନ୍ଦ୍ରରେ ଅନଲାଇନ ମୂଲ୍ୟାୟନ ହେବ । ସମୁଦାୟ ୨ଟି ପର୍ଯ୍ୟାୟରେ ଯୁକ୍ତ ୨ ଖାତା ମୂଲ୍ୟାୟନ…
ୟୁକ୍ରେନ ସଙ୍କଟ ମଧ୍ୟରେ ଚାଇନା-ରୁଷିଆ ରାଷ୍ଟ୍ରପତିଙ୍କ ସହ ବୈଠକ କରିିବେ ମୋଦି
ନୂଆଦିଲ୍ଲୀ,୨୮।୫: ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱରେ ବୃଦ୍ଧି ପାଇଥିବା ଅସ୍ଥିରତା ଓ ଲଦାଖ ସୀମାରେ ଚାଇନାର ପୁଣି ନୂଆ ଷଡ଼ଯନ୍ତ୍ର ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଚାଇନା ଓ ରୁଷିଆର ରାଷ୍ଟ୍ରପତିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ।…
କୋହଲିଙ୍କ ଲଜ୍ଜାଜନକ ରେକର୍ଡ
ଅହମ୍ମଦାବାଦ,୨୮।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ ବିରାଟ କୋହଲିଙ୍କ ଲାଗି ବେଶ ନୈରାଶ୍ୟଜନକ ରହିଥିଲା। ତାଙ୍କ ଦଳ ଫାଇନାଲ ଖେଳିବାରେ ବିଫଳ ହୋଇଥିବା ବେଳେ ବ୍ୟକ୍ତିଗତ ଭାବେ ବିରାଟ ବ୍ୟାଟିଂରେ ବିଫଳ ହୋଇଛନ୍ତି। ଶୁକ୍ରବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ସେ ମାତ୍ର…
ବୀର ସାବରକରଙ୍କ ଲୁକ୍ରେ ନଜର ଆସିଲେ ରଣଦୀପ
ମୁମ୍ବାଇ: ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କ ୧୩୯ତମ ଜନ୍ମ ବାର୍ଷିକୀ ଅବସରରେ ଫିଲ୍ମର ନିର୍ମାତା ରଣଦୀପ ହୁଡ୍ଡାଙ୍କ ପ୍ରଥମ ଲୁକ୍ ଜାରି ହୋଇଛି। ଏଥିସହ ଏକ ପୋଷ୍ଟର ମଧ୍ୟ ଜାରି କରାଯାଇଛି। ଯେଉଁଥିରେ ‘ହିନ୍ଦୁ ଧର୍ମ ଧର୍ମ ନୁହେଁ, ଏହା…
ଆସିଲା ଉପନିର୍ବାଚନ ଫଳାଫଳ: ପ୍ରଫୁଲ୍ଲ, ସୁବ୍ରତ ହେଲେ ସରପଞ୍ଚ
ବରଗଡ଼ ଅଫିସ,୨୮ା୫: ବରଗଡ଼ ଜିଲା ବରଗଡ଼ ବ୍ଲକ ଅଧୀନ ଗୋବିନ୍ଦପୁର ଏବଂ ଭଟଲି ବ୍ଲକ ଅନ୍ତର୍ଗତ କେଲେଣ୍ଡାପାଲି ପଞ୍ଚାୟତର ସରପଞ୍ଚ ଉପନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି। ଗୋବିନ୍ଦପୁର ପଞ୍ଚାୟତରେ ପ୍ରଫୁଲ୍ଲ ନାଏକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଦିପେଶ ପ୍ରଧାନଙ୍କୁ ୮୨୧ ଖଣ୍ଡ…
ହସ୍ପିଟାଲରେ ଉର୍ଫି ଜାଭେଦ, ଚିନ୍ତାରେ ପ୍ରଶଂସକ
ମୁମ୍ବାଇ: ସର୍ବଦା ନିଜର ଅଜବ ଫ୍ୟାଶନ ସେନ୍ସ ସହ ବୋଲ୍ଡ ଲୁକ୍କୁ ନେଇ ଚର୍ଚ୍ଚାରେ ରୁହନ୍ତି ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ। ବିଗ୍ ବସ୍ ଓଟିଟି ଫେମ୍ ଉର୍ଫି ଏବେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏକ୍ସପାଏରୀ…
ଏହି ଅଭିନେତ୍ରୀଙ୍କୁ ବୁଢ଼ି କହିବାରୁ ….
ବଲିଉଡ୍ ଅଭିନେତ୍ରୀ କରିନା କପୁର ଖାନ୍ ନିକଟରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହୋଇଥିଲେ। ତାଙ୍କ ସହ ଅମୃତା ଅରୋରା ଓ ମଲାଇକା ଅରୋରା ମଧ୍ୟ ପାର୍ଟିକୁ ଯାଇଥିଲେ। ପାର୍ଟିର ଏକ ଫଟୋକୁ କରିନା ଇନ୍ଷ୍ଟାଗ୍ରାମ୍ରେ ଶେୟାର…
Archives


