ଝାରସୁଗୁଡ଼ା ଜେଲରେ ଜୀବନ ହାରିଲେ ବିଚାରାଧୀନ କଏଦୀ

ଝାରସୁଗୁଡ଼ା ଅଫିସ,୨୦ା୧୦: ଝାରସୁଗୁଡ଼ା ଉପକାରାଗାରରେ ଗୁରୁବାର ଜଣେ ବିଚାରାଧୀନ କଏଦୀ ବେକରେ ଗାମୁଛା ବାନ୍ଧି ଏକ ଗଛରେ ଝୁଲି ଆମତ୍ହତ୍ୟା କରିଛନ୍ତି। ସେ ହେଲେ ବଡ଼ମାଲ ଥାନା ବୃନ୍ଦାମାଲ ଗ୍ରାମର ସୁବାସ ରୋହିଦାସ (୨୬)। ଏହି ସମ୍ପର୍କରେ ଜେଲ୍‌ର କରଣ ଓରାମ ଝାରସୁଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୪୬/୨୨) ରୁଜୁକରି ତଦନ୍ତ ଚଳାଇଛି।

ମୃତଦେହ ଜିଲା ମୁଖ୍ୟ ଚିକିତ୍ସାଳୟ ଶବସଂରକ୍ଷଣ କେନ୍ଦ୍ରରେ ରଖାଯାଇଥିବା ବେଳେ ଶୁକ୍ରବାର ବ୍ୟବଚ୍ଛେଦ କରାଯିବ। କାରାଗାର ପରିସରରେ ଜଣେ କଏଦୀ ଆତ୍ମହତ୍ୟା ସମ୍ପର୍କରେ କର୍ତ୍ତୃପକ୍ଷ କେମିତି ଜାଣିପାରିଲେ ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଳାତ୍କାର ମାମଲାରେ ସୁବାସ ଜେଲ୍‌ ହାଜତରେ ସଜା କାଟୁଥିଲେ। ଏ ସମ୍ପର୍କରେ ଜେଲ୍‌ର କରଣ ଓରାମ କହିଛନ୍ତି, ସକାଳେ ତାଙ୍କ ମା’ ଉପକାରାଗାରକୁ ଯାଇ ସୁବାସଙ୍କ ସହ କଥାହୋଇ ଫେରିଥିଲେ। ଏହାପରେ ସୁବାସ ମାନସିକ ଚାପରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭସାଣି ପାଇଁ କମ୍ପୁଛି ବୀରମହାରାଜପୁର

ଅମରପାଲି, ୯।୧୦(ଡି.ଏନ.ଏ.): ସୁବର୍ଣ୍ଣପୁର ବ୍ଲକ ବୀରମହାରାଜପୁର ଅଞ୍ଚଳରେ ହେଉଥିବା ଦଶହରା ପୂଜା ଉଦ୍‌ଯାପିତ ହୋଇଛି। ସଦର ବୀରମହାରାଜପୁରରେ ତିନୋଟି ସ୍ଥାନରେ ପୂଜା ହୋଇଥିଲା। ସ୍ଥାନୀୟ ତ୍ରିବେଣୀ...

ବନବାସୀଙ୍କ ଖାଦ୍ୟ କାଇ, କୁରୁକୁଟି

କେନ୍ଦୁଝର, ୧୬ା୧୨ (ସ୍ବ.ପ୍ର)-ବିଚିତ୍ର ଏ ଦୁନିଆ । ବଣଜଙ୍ଗଲ ସମସ୍ତଙ୍କ ପାଇଁ ଭରି ଦେଇଛି ଖାଦ୍ୟ । ବନବାସୀ ମାନେ ଜଙ୍ଗଲରୁ ସଂଗୃହୀତ ଫଳମୂଳ ଖାଇବା...

ତହସିଲ ପକ୍ଷରୁ ଚଢାଉ, ୨୩ଟି ଗାଡି ଜବତ

ଧର୍ମଶାଳା/ଚଢେଇଧରା/ଜେନାପୁର,୫।୬(ଡି.ଏନ୍‌.ଏ.)- ଢେଙ୍କାନାଳ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ଜିଲା ସୀମାନ୍ତ ଚଡ଼କମରା ଡଙ୍କାରୀ ପାହାଡରେ ଥିବା ବେଆଇନ କଳାପଥର ଖାଦାନରେ ଗତ ଏକ ତାରିଖରେ ବ୍ୟାପକ...

ତ୍ରିପାକ୍ଷିକ ଆଲୋଚନାରୁ ବାହାରିଲାନି ନିଷ୍କର୍ଷ

କେନ୍ଦୁଝର, ୧୨।୧୦ (ସ୍ବ.ପ୍ର./ଡି.ଏନ.ଏ.)- ଓଡିଶା ସ୍ପଞ୍ଜ କାରଖାନା ଶ୍ରମିକଙ୍କ ସମସ୍ୟା ନେଇ ଶୁକ୍ରବାର ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ମିନି କନଫରେନ୍ସ...

ଦାଦର ଜଙ୍ଗଲରେ ନିଆଁ: ଲିଭାଇବାକୁ ଆସି ଫେରିଗଲେ ବନ କର୍ମଚାରୀ

ଅମରପାଲି, ୪।୩: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ମୁର୍ଷୁଣ୍ଢୀର ଦାଦର ଜଙ୍ଗଲରେ ଲାଗିଛି ନିଆଁ। ନିଆଁ ଲାଗି ଜଙ୍ଗଲର ଗଛ ଲତା ଜଳି ଯାଉଥିବା...

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷାଫଳ ପ୍ରକାଶ : ପାସ୍‌ ହାର ୯୦ ପ୍ରତିଶତ

ବ୍ରହ୍ମପୁର ଅଫିସ୍‌,୯ା୬-ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅଧୀନ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଏବଂ ଗୋପାଳପୁର ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ...

ଡୁଙ୍ଗଡୁଙ୍ଗା ବାଦ୍ୟ ବଜାଇ ଜାତୀୟ ସଙ୍ଗୀତ ଗାନ କଲେ ଆନନ୍ଦ

ନବରଙ୍ଗପୁର,୨୬ା୧(ବି.ପ୍ର.): ଅବିଭକ୍ତ କୋରାପୁଟ ଜିଲାର ଆଦିବାସୀମାନଙ୍କ ସର୍ବପୁରାତନ ପାରମ୍ପାରିକ ବାଦ୍ୟଯନ୍ତ୍ର (ଡୁଙ୍ଗଡୁଙ୍ଗା) ବଜାଇ ଭାରତର କୋଟି କୋଟି ଜନତାଙ୍କ ହୃଦୟରେ ଥିବା ଜାତୀୟ ସଙ୍ଗୀତ ଗାନ...

ବିବାହ ପୂର୍ବରୁ ଜୀବନ ହାରିଲେ ଯୁବକ

ଲଙ୍ଗଳେଶ୍ୱର,୧୪।୭(ଡି.ଏନ୍‌.ଏ.): ଆଉ ଦିନ କେଇଟା ପରେ ହୋଇଥାନ୍ତା ବାହାଘର। ଏହା ପୂର୍ବରୁ ଜୀବନ ହାରିଦେଲେ ଯୁବକ। ବେକରେ ରଶି ଲଗାଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି।...

Advertisement
Archives

Model This Week