ଖୁବ୍ଶୀଘ୍ର ଆରମ୍ଭ ହେବ ‘କବୀର ସିଂ’ର ସିକ୍ୱେଲ!
ବଲିଉଡ୍ ଅଭିନେତା ସାହିଦ କପୁର ଲୁକ୍ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଫିଲ୍ମ‘ କବୀର ସିଂ’ ପରେ ତାଙ୍କର ଲୋକପ୍ରିୟ ଆହୁରି ବଢି ଯାଇଥିଲା। ଫିଲ୍ମଟି ବକ୍ସ ଅଫିସରେ ଧମାଲ କରବା ପରେ ୨୫୦ କୋଟିର କ୍ଲବରେ ସାମିଲ ହୋଇଥିଲା।…
ରାସ୍ତା ମଝିରେ ଫଳ ଟ୍ରେ ଦେଖି ମାଙ୍କଡ଼ କଲେ ଏପରି, ଭିଡିଓ ଭାଇରାଲ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
୭୬୨ କି.ମି. ଆସିବାକୁ ଟ୍ରେନ୍କୁ ଲାଗିଲା ବର୍ଷେ
ରାଞ୍ଚି,୨୮।୫: ଛତିଶଗଡ଼ରୁ ଏକ ମାଲ୍ବାହୀ ଟ୍ରେନ୍ ଚାଉଳ ଧରି ଝାଡ଼ଖଣ୍ଡର ନୂଆ ଗିରିଡିହ ଷ୍ଟେଶନରେ ପହଞ୍ଚିବାକୁ ବର୍ଷେ ଲାଗିଛି। ଏହାକୁ ନେଇ ରେଲଓ୍ବେ ଅଧିକାରୀମାନେ ବିସ୍ମିତ ହୋଇଛନ୍ତି। ଗତବର୍ଷ ଚାଉଳ ବୋଝେଇ ଟ୍ରେନ୍ଟି ଯାତ୍ରା ଆରମ୍ଭ ରକିଥିଲା। ୭୬୨ କି.ମି. ଅତିକ୍ରମ…
ଆଜି ଗୁଜୁରାଟ ଯିବେ ମୋଦି
ଗାନ୍ଧିନଗର,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜରାଟ ଗସ୍ତରେ ଯିବେ। ଏହି ଅବସରରେ ପୂର୍ବାହ୍ନ ୧୦ ଟାରେ ପ୍ରଧାନମନ୍ତ୍ରୀ ରାଜକୋଟର ଆଟକୋଟସ୍ଥିତ ନବନିର୍ମିତ ମାତୁଶ୍ରୀ କେଡିପି ମଲ୍ଟି ସ୍ପେସାଲିଟି ହସ୍ପିଟାଲ ପରିଦର୍ଶନକରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ପରେ ଅପରାହ୍ନ ପ୍ରାୟ ୪…
ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ ପାଇଁ କମିଟି ଗଠନ କଲା ଉତ୍ତରାଖଣ୍ଡ
ଡେରାଡୁନ୍,୨୮।୫: ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତା(ୟୁନିଫର୍ମ ସିଭିଲ୍ କୋଡ୍) ଲାଗୁ କରିବା ପାଇଁ ରାଜ୍ୟ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇ କମିଟିର ମୁଖ୍ୟ ଥିବାବେଳେ ଅବସରପ୍ରାପ୍ତ ବିଚାରପତି ପ୍ରମୋଦ କୋହଲି,…
ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କୁ କୋଲକାତା ବଦଳି ସୁପାରିସ
ନୂଆଦିଲ୍ଲୀ,୨୭।୫: ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କୁ କୋଲକାତା ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ପ୍ରଧାନ ବିଚାରପତି ଏନ୍.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ତ୍ରିପୁରା ହାଇକୋର୍ଟର ଜଷ୍ଟିସ୍ ଶୁଭାଶିଷ ତଳପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି…
ଶୀତଳ ଷଷ୍ଠୀ ଲାଗି ୩ ଦିନ ବନ୍ଦ ରହିବ ମଦ ଦୋକାନ
ସମ୍ବଲପୁର,୨୮।୫(ବ୍ୟୁରୋ): ଆଗକୁ ଆସୁଛି ଶୀତଳ ଷଷ୍ଠୀ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପକ୍ଷରୁ ୩ ଦିନ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୩ ତାରିଖ ରାତି ୧୦.୩୦ରୁ ୬…
ପୁଣି ବିବାହ କଲେ କାଚା ବାଦାମ ଫେମ ଭୁବନ, ଭିଡିଓ ଭାଇରାଲ
କାଚା ବାଦାମ ଫେମ ଭୁବନ ବାଦ୍ୟକରଙ୍କ ନୂଆ ଗୀତ ‘ହୋବ ନାକି ବୁ’ ଟାଇମ୍ସ ମ୍ୟୁଜିକ୍ ବଙ୍ଗଳାରେ ରିଲିଜ ହୋଇଛି। ଏହାକୁ ଭୁବନ ବାଦ୍ୟକର ଏବଂ କେଶବ ଦେ ଗାଇଛନ୍ତି। ମ୍ୟୁଜିକ ଭିଡିଓରେ ଅଭିନେତ୍ରୀ ପାୟଲ ମୁଖାର୍ଜୀଙ୍କୁ ଦେଖିବାକୁ ମିଳିଛି। ସେ…
ବଦଳିଲା ଖିଲାଡି ବୟଙ୍କ ଫିଲ୍ମର ନାଁ
ମୁମ୍ବାଇ: ଖିଲାଡି କୁମାର ଅକ୍ଷୟ କୁମାରଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ପୃଥ୍ବୀରାଜ’ର ନାମ ପରିବର୍ତ୍ତନ କରାଯାଇ ‘ସମ୍ରାଟ ପୃଥ୍ବୀରାଜ’ ରଖାଯାଇଛି। ଫିଲ୍ମର ନାମକୁ ନେଇ ଶ୍ରୀ ରାଜପୁତ କର୍ନି ଶେନା ପକ୍ଷରୁ କୋର୍ଟରେ ଲୋକମଙ୍ଗଳକାରୀ ଅଭିଯୋଗ(ପିଆଇଏଲ୍) ପତ୍ର ଦାଖଲ ପରେ ଏନେଇ…
କମୁଛି କରୋନା, ଚିହ୍ନଟ ହେଲେ ୧୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୪୨୨ ଜଣକୁ ବୃଦ୍ଧି ପାଇଛି । ଏ ନେଇ ଶନିବାର ରାଜ୍ୟ ସୂଚନା ଓ ଲୋକ…
ଖାଦ୍ୟ ପରଷିବାରେ ବିଳମ୍ବ ହେବାରୁ ସ୍ତ୍ରୀଙ୍କୁ …
ଭୋପାଳ,୨୮।୫: ଖାଦ୍ୟ ଦେବାରେ ବିଳମ୍ବ ପାଇଁ ସ୍ବାମୀ ନିଜ ଉପରୁ ଆୟତ୍ତ ହରାଇ ସ୍ତ୍ରୀଙ୍କୁ କୂଅକୁ ଫିଙ୍ଗି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ହାତପିପ୍ଲିୟା ଅଞ୍ଚଳର ଦଓ୍ବୋସରେ ଘଟିଛି। ମଙ୍ଗଳବାର ଦିନେଶ ମାଳି ଅପରାହ୍ନରେ ଘରକୁ ଖାଇବାକୁ ଆସିଥିଲେ। ଖାଦ୍ୟ…
ଓ୍ବେଡିଂ ଭେନ୍ୟୁ ବଦଳାଇଲେ ନୟନତାରା
ସାଉଥ୍ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ନୟନତାରା ତାଙ୍କ ପ୍ରେମିକା ବିଗ୍ନେଶ ଶିବନ ବିବାହକୁ ନେଇ ଚର୍ଚ୍ଚାରେ। ଆସନ୍ତା ମାସ ଜୁନ ୯ରେ ବିବାହ କରିବାକୁ ଯାଉଛନ୍ତି। ହେଲେ ଏ ବିଷୟରେ ଦୁହିଁଙ୍କ ତରଫରୁ କୌଣସି ଅଫିସିଆଲି ସୂଚନା ମିଳି ନାହିଁ ।ଦୀର୍ଘଦିନ…
Archives


