Home Left

ହୋଟେଲରେ ଲାଗିଲା ନିଆଁ

ବରଗଡ଼ ଅଫିସ,୨୮।୫: ବରଗଡ଼ ସହର ଉପକଣ୍ଠ ବରାହଗୋଡା ଛକରେ ଥିବା ଏକ ସାଉଥ୍‌ ଇଣ୍ଡିଆନ ହୋଟେଲରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ହୋଟେଲରେ ଲାଗିଥିବା ଏସି, କୁଲର ଆଦି ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ତେବେ ଅଗ୍ନିକାଣ୍ଡ କିଭଳି ଘଟିଲା, ତାହା…

ଜମ୍ମୁରେ ଓଲଟିଲା ବସ: ୨୫ ଯାତ୍ରୀ ଆହତ

ଜମ୍ମୁ,୨୮ା୫: ଜମ୍ମୁର ଡୋଡା ଜିଲାକୁ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଉଦ୍ଧାମପୁରର ବଟ୍ଟଲ ବଲିଆ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି। ଫଳରେ ୨୫ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଉଦ୍ଧାମପୁରସ୍ଥ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସଂକଟାପନ୍ନ ଅବସ୍ଥାରେ ଥିବା…

ଜାଲ୍‌ ସାର୍ଟିଫିକେଟରେ ଚାକିରି ଅଭିଯୋଗ: ପ୍ରଧାନ ଶିକ୍ଷକ ନିଲମ୍ବିତ

ପାଟଣା,୨୮।୫(ସ୍ବ.ପ୍ର.): ଜାଲ୍‌ ବିଇଡି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବିଲା ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଶୀଲ କୁମାର ବେହେରାଙ୍କୁ ନିଲମ୍ବନ କରାଯାଇଛି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି ସଂଖ୍ୟା ୮୧୨/୨୧ା୫ା୨୨ ଅନୁଯାୟୀ…

ଚିନ୍ତା ବଢାଇଲାଣି ମଙ୍କିପକ୍ସ: ଡବ୍ଲୁଏଚ୍‌ଓ ପକ୍ଷରୁ ସତର୍କତା ଜାରି

ନୂଆଦିଲ୍ଲୀ, ୨୮।୫: ସାରା ବିଶ୍ୱରେ ଏବେ ଚିନ୍ତା ବଢାଉଛି ମଙ୍କିପକ୍ସ ଭାଇରସ। ବର୍ତ୍ତମାନ ସୁଦ୍ଧା ଏହି ମାମଲା ୨୦ରୁ ଅଧିକ ଦେଶରେ ବ୍ୟାପିସାରିଲାଣି। ପ୍ରାୟ ୨୦୦ ଟି ମାମଲା ଚିହ୍ନଟ ହୋଇଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଏହାକୁ ଦୃଷ୍ଟିରେ…

ପୁଣି ତାତି, ୪୦ ଡିଗ୍ରୀ ଉପରେ ରହୁଛି ପାରଦ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ପୁଣି ତାତି ଅନୁଭୂତ ହେଉଛି। କିଛିଦିନ ହେଲା ବିଭିନ୍ନ ଜିଲାରେ ୪୦ ଡିଗ୍ରୀ ଉପରେ ପାରଦ ରହୁଛି । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକଠାରୁ ଉପରମୁହାଁ ହେବାରେ ଲାଗିଛି ପାରଦ । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ହୀରାକୁଦ, ଟିଟିଲାଗଡ଼,…

ହୃଦ୍‌ଘାତରେ ବଢ଼ୁଛି କେଦାରନାଥ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା

ଡେରାଡୁନ,୨୮।୫: କେଦାରନାଥ ଯାତ୍ରାରେ ଶୁକ୍ରବାର ଆଉ ୨ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁର କାରଣ ହୃଦ୍‌ଘାତ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଶୁକ୍ରବାର ଗୁଜରାଟର ପଟେଲ ଧନୀଶ ଭାଇ(୩୨) ଏବଂ ପାଟନାର ଭାନୁ ଶଙ୍କର ପ୍ରସାଦ (୭୧) କେଦାରନାଥ ଯାତ୍ରାରେ ଆସିଥିଲେ।…

ବିନିକାରେ ଝଡ଼: ଉଡ଼ିଲା ଛାତ, ଉପୁଡ଼ିଲା ଗଛ

ବିନିକା,୨୮ା୫(ଡି.ଏନ୍‌.ଏ.): ହଠାତ୍‌ କାଳବୈଶାଖୀ ପ୍ରଭାବରେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକର କେତେକ ସ୍ଥାନରେ ଝଡ଼ତୋଫାନ ଦେଖାଦେଇଛି। ଜୋରରେ ପବନ ବହିବା ଯୋଗୁ ବହୁ ଲୋକଙ୍କ ଘର ଛପର ଉଡିଯାଇଛି। ଏପରି କି ପନିପରିବା ଫସଲ ଉଜୁଡି ଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି।…

କଟକରେ ଦୂଷିତ ଖାଦ୍ୟକୁ ନେଇ ଚିନ୍ତା: ଗୁପଚୁପ୍‌ ପଟିରେ ଚଢ଼ାଉ

କଟକ ଅଫିସ,୨୮।୫: ନକଲି ହବ୍‌ କଟକରେ ଏବେ ଦୂଷିତ ଖାଦ୍ୟକୁ ନେଇ ଚିନ୍ତା। ଖାଲି ସାଧାରଣ ଲୋକ ନୁହଁନ୍ତି, ଏ ନେଇ ପ୍ରଶାସନର ମୁଣ୍ଡବିନ୍ଧିବାର କାରଣ ହୋଇଛି। ଦୂଷିତ ପରିବେଶରେ ଗୁପଚୁପ ପ୍ରସ୍ତୁତି ବେଳେ ଶନିବାର ସିଏମ୍‌ସି ପକ୍ଷରୁ ଚଢ଼ାଉ କରାଯାଇଛି।…

ଭାରତରେ ମଙ୍କିପକ୍ସ ଚିହ୍ନଟ ପାଇଁ ବିକଶିତ ହେଲା କିଟ୍‌: ଘଣ୍ଟାକରେ ଆସିବ ରିପୋର୍ଟ

ନୂଆଦିଲ୍ଲୀ,୨୮।୫: ସମଗ୍ର ବିଶ୍ୱରେ ମଙ୍କିପକ୍ସ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗ ୨୦ରୁ ଅଧିକ ଦେଶରେ ବ୍ୟାପସାରିଲାଣି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ)ଅନୁଯାୟୀ,ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୦୦ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ଇତିମଧ୍ୟରେ ଏକ ଖୁସି…

ନନ୍ଦନକାନନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ

ବାରଙ୍ଗ, ୨୮।୫(ଡି.ଏନ୍‌.ଏ.): ନନ୍ଦନକାନନରେ ଶନିବାର ଏକ ଆଫ୍ରିକୀୟ ସିଂହୀର ମୃତ୍ୟୁ ଘଟିଛି। ସିଂହୀଟି ଖୁଆଡ଼ ନମ୍ବର ୨୯ (ବି)ରେ ରହୁଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଫଳରେ ବର୍ତ୍ତମାନ ନନ୍ଦନକାନନରେ ସିଂହୀ ସଂଖ୍ୟା…

ବଳାତ୍କାର କରି ବ୍ଲାକମେଲିଂ କରୁଥିଲେ

କୁଚିଣ୍ଡା,୨୮ା୫(ଡି.ଏନ୍‌.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ୨୦୨୦ ଲକ୍‌ଡାଉନ ସମୟରେ ଟ୍ୟୁଶନରୁ ଫେରିବା ବାଟରେ କିରାଶାସନ ଗ୍ରାମର ବାଦଲ ମିଞ୍ଜ ଓ ନାରେନ ମାଝି ଟେକିନେଇ ବଳାତ୍କାର କରି ଏହାର ଭିଡିଓ ଉତ୍ତୋଳନ କରିଥିଲେ। ସେହିଦିନରୁ ଅଭିଯୁକ୍ତଦ୍ୱୟ…

ଖୁବ୍‌ଶୀଘ୍ର ଆରମ୍ଭ ହେବ ‘କବୀର ସିଂ’ର ସିକ୍ୱେଲ!

ବଲିଉଡ୍‌ ଅଭିନେତା ସାହିଦ କପୁର ଲୁକ୍‌ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଫିଲ୍ମ‘ କବୀର ସିଂ’ ପରେ ତାଙ୍କର ଲୋକପ୍ରିୟ ଆହୁରି ବଢି ଯାଇଥିଲା। ଫିଲ୍ମଟି ବକ୍ସ ଅଫିସରେ ଧମାଲ କରବା ପରେ ୨୫୦ କୋଟିର କ୍ଲବରେ ସାମିଲ ହୋଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri