Home Left

ବନ୍ଧୁକ ଚୋରାଚାଲାଣ ଗ୍ୟାଙ୍ଗ୍‌ର ୭ ଗିରଫ

ପୁରୀ ଅଫିସ,୨୯।୫ ପୁରୀରେ ବନ୍ଧୁକ ଚୋରାଚାଲାଣ ହେଉଥିବାରୁ ଗତ କିଛିଦିନ ମଧ୍ୟରେ ଲଗାତର ହତ୍ୟା, ଲୁଟ୍‌, ଗୁଳିକାଣ୍ଡ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ପୁରୀ ପୋଲିସ ତତ୍ପରତା ଦେଖାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତଦନ୍ତ କରୁଥିବା ବେଳେ ଶନିବାର…

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର,୨୯।୫ (ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ବ୍ରାଉନସୁଗାର ବେପାରୀଙ୍କ ସହ କାରାବାର ବୃଦ୍ଧି ପାଇବାରେ ଲାଗିଛି। ବାହାର ରାଜ୍ୟରୁ ବ୍ରାଉନ୍‌ସୁଗାର ଆଣି ଏଠାରେ କିଭଳି କାରବାର କରାଯାଇପାରିବ ସେନେଇ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଏହି କ୍ରମରେ ଶୁକ୍ରବାର ସ୍ପେଶାଲ…

୫ ଦିନିଆ ରିମାଣ୍ଡରେ ରାଜେଶ,ରବିନ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ଚକରା ଗ୍ୟାଙ୍ଗରେ ସାମିଲ ହୋଇ ରାଜଧାନୀର ବିଭିନ୍ନ ସ୍ଥାନରୁ ବନ୍ଧୁକ ମୁନରେ ଆତଙ୍କ ଖେଳାଇ ଲୁଟ୍‌ପାଟ, ରାହାଜାନି, ଡକାୟତି ଭଳି ଅପରାଧରେ ଜଡ଼ିତ ୨ଅଭିଯୁକ୍ତ ରାଜେଶ ମହାପାତ୍ର ଓ ରବିନ ଶତପଥୀଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି ଖଣ୍ଡଗିରି…

ଫଳ ଦର ଆକାଶଛୁଆଁ

ଭୁବନେଶ୍ୱର, ୨୯।୫ (ବ୍ୟୁରୋ): ସୋମବାର ସାବିତ୍ରୀ ବ୍ରତ। ମହିଳାମାନେ ସ୍ବାମୀଙ୍କ ମଙ୍ଗଳ ମନାସି ଠାକୁରଙ୍କ ନିକଟରେ ସାତ ଫଳ ଭୋଗ କରି ପୂଜା କରିବେ। ତେଣୁ ଫଳବଜାରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଗ୍ରାହକଙ୍କ ଚାହିଦାକୁ ଦେଖି ଫଳ ଦର ମଧ୍ୟ…

ବିକାଶ ନାଁରେ ରାଜଧାନୀ ହେବ ବୃକ୍ଷଶୂନ୍ୟ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଉନ୍ନୟନମୂଳକ କାର୍ଯ୍ୟ ପାଇଁ ରାଜଧାନୀ ଭୁବନେଶ୍ୱରରେ ଗଛକଟା ଚାଲିଛି। ପଚାଶ ବର୍ଷରୁ ଊର୍ଦ୍ଧ୍ୱ ବିଶାଳକାୟ ଗଛକୁ ମଧ୍ୟ କାଟି ପଦା କରି ଦିଆଯାଉଛି। ବିକାଶ ବାହାନାରେ ଜଙ୍ଗଲ ବିଭାଗ ମଧ୍ୟ ଅନୁମତି ଦେଉଛି। ଏଭଳି ଧାରା ଜାରି ରହିଲେ ଅଳ୍ପ…

ଆଜି ଆଇପିଏଲ୍‌ର ମହା ମୁକାବିଲା: ରାଜସ୍ଥାନ ରୟାଲ୍ସକୁ ଭେଟିବ ଗୁଜରାଟ ଟାଇଟନ୍ସ

ନୂଆଦିଲ୍ଲୀ,୨୯।୫: ଆଜି ଫାଇନାଲ ମହା ମୁକାବିଲାରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ। ଦୁହିଁଙ୍କ ମଧ୍ୟରେ କଡା ଟକ୍କର ଚାଲିବ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ ଆଇପିଏଲ ମୁକାବିଲା। ଏହି ମ୍ୟାଚ୍‌ ପ୍ରାୟ ୧ ଲକ୍ଷ ଲୋକଙ୍କ…

ନନ୍ଦନକାନନ ପିଛା ଛାଡ଼ୁନି ବିବାଦ

ଭୁବନେଶ୍ୱର, (ବ୍ୟୁରୋ)/ବାରଙ୍ଗ, ୨୯।୫ (ଡି.ଏନ୍‌.ଏ.): ଦେଶର ଅନ୍ୟତମ ପ୍ରମୁଖ ଚିଡ଼ିଆଖାନା ନନ୍ଦନକାନନ ଏବେ ଅସୁରକ୍ଷିତ ପ୍ରାଣୀ ଉଦ୍ୟାନରେ ପରିଣତ ହୋଇଛି। ପ୍ରତିଦିନ ଜୀବଜନ୍ତୁଙ୍କ ମୃତ୍ୟୁ ଖବର ମିଳୁଛି। ଦୁର୍ନୀତି, ପର୍ଯ୍ୟଟକଙ୍କୁ ଆକ୍ରମଣ, ଦୁର୍ବ୍ୟବହାର ଘଟଣାରେ ନନ୍ଦନକାନନ ବିବାଦ ଘେରକୁ ଚାଲି ଆସିଥିବାବେଳେ…

ୟୁକ୍ରେନ୍‌ରୁ ଶସ୍ୟ ପରିବହନ ଉପରେ ଆଲୋଚନା ପାଇଁ ରୁଷିଆ ରାଜି

ମସ୍କୋ, ୨୯ା୫: ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଖାଦ୍ୟସଙ୍କଟ ଦେଖାଦେଇଛି। କୃଷ୍ଣ ସାଗର ଓ ଆଜୋଭ ସାଗରକୁ ରୁଷିଆ ବ୍ଲକ୍‌ କରିଥିବାରୁ ୟୁକ୍ରେନ୍‌ରୁ ଖାଦ୍ୟଶସ୍ୟ ପରିବହନ ବାଧାପ୍ରାପ୍ତ ହୋଇଛି। ଏ ନେଇ ଜର୍ମାନୀ ଚାନ୍‌ସେଲର ଓଲାଫ୍‌ ସ୍କୋଲ୍‌ଜ ଏବଂ ଫ୍ରାନ୍ସ…

ହିଜାବ, ମସ୍‌ଜିଦ ବିବାଦରୁ କର୍ନାଟକରେ ସାମ୍ପ୍ରଦାୟିକ ଉତ୍ତେଜନା

ବେଙ୍ଗାଲୁରୁ,୨୯।୫ (ଆଇଏଏନ୍‌ଏସ୍‌): ହିଜାବ ବିବାଦ ପୁଣିଥରେ ଉପକୂଳ କର୍ନାଟକରେ ମୁଣ୍ଡ ଟେକିଛି। ଏଥିସହିତ ମଲାଲି ମନ୍ଦିର-ମସ୍‌ଜିଦ ବିବାଦକୁ ନେଇ ଉତ୍ତର କନ୍ନଡ, ଦକ୍ଷିଣ କନ୍ନଡ ଏବଂ ଉଡୁପିରେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଛି। ଭାଜପାର ଗଡ଼ କୁହାଯାଉଥିବା କର୍ନାଟକର ଉପକୂଳ ଅଞ୍ଚଳ ସାମ୍ପ୍ରଦାୟିକତା…

୫୦ ଦିନରେ ଗୋଟାବାୟା ବିରୋଧୀ ଆନ୍ଦୋଳନ

କଲମ୍ବୋ,୨୯।୫(ପି.ଟି.): ଶ୍ରୀଲଙ୍କାରେ ଗମ୍ଭୀର ଆର୍ଥିକ ସଙ୍କଟକୁ ନେଇ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କ ଇସ୍ତଫା ଦାବିରେ ସରକାର ବିରୋଧୀ ଆନ୍ଦୋଳନ ଶନିବାର ୫୦ ଦିନରେ ପହଞ୍ଚତ୍ଛି। ଏପ୍ରିଲ ୯ରୁ ‘ଗୋ ଗୋଟା ଗାମା’ (ଗୋଟାବାୟା ଗାଁକୁ ଯାଅ) ଆନ୍ଦୋଳନ ଆରମ୍ଭ ହୋଇଥିଲା। ଆନ୍ଦୋଳନର…

ବାଲ୍ୟବିବାହ କରିଥିବା ୩ ଭଉଣୀଙ୍କ ସମେତ ୫ ଜଣଙ୍କୁ ହତ୍ୟା

ଜୟପୁର,୨୯।୫: ରାଜସ୍ଥାନ ଜୟପୁର ଜିଲାର ଡୁଡୁ ସହରରେ ଥିବା ଏକ କୂଅରୁ ୩ ମହିଳା ଓ ୨ ଶିଶୁଙ୍କ ମୃତଦେହ ମିଳିଛି। ସେମାନଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ମହିଳା କଲୁ ଦେବୀ (୨୭), ମମତା (୨୩)…

ଛୋଟ ସହର ଦଖଲ କରୁଛି ରୁଷିଆ

  କିଭ୍‌, ୨୯ା୫: ପୂର୍ବ ୟୁକ୍ରେନ୍‌ରେ ଆକ୍ରମଣ ତୀବ୍ର କରିଥିବା ରୁଷିଆ ଏବେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିବା ଛୋଟ ଛୋଟ ସହର ଦଖଲ ଉଦ୍ୟମ ଜାରି ରଖିଛି। ଶନିବାର ରୁଷିଆ ଲିମ୍ୟାନ ସହରକୁ କବ୍‌ଜା କରିଥିବା ଦାବି କରିଛି। ଡୋନ୍‌ବାସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri