Home Left

ସଲମାନଙ୍କ ଫିଲ୍ମରେ ସାଉଥ୍‌ର ଏହି ବଡ଼ ଷ୍ଟାରଙ୍କ ଏଣ୍ଟ୍ରି

ମୁମ୍ବାଇ: ବଲିଉଡ୍‌ ସୁଲତାନ ସଲମାନ ଖାନ୍‌ଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ବାଲି’ର ଷ୍ଟାର କାଷ୍ଟ ବିଷୟରେ ଅନେକ ଚର୍ଚ୍ଚା ଚାଲିଛି। ପ୍ରତିଦିନ ଫିଲ୍ମ ବିଷୟରେ ନୂଆ ନୂଆ ଅପଡେଟ୍‌ ସାମ୍ନାକୁ ଆସୁଛି। ଏବେ ଶୁଣିବାକୁ ମିଳୁଛି ‘କଭି ଇଦ୍‌ କଭି…

ଜନ୍ମଦିନରେ ବଡ଼ ଘୋଷଣା କଲେ କରଣ

ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନିର୍ଦ୍ଦେଶକ କରଣ ଜୋହର ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ଏକ ବଡ଼ ଘୋଷଣା କରିଛନ୍ତି। ଜନ୍ମଦିନରେ ସେ ଦୁଇଟି ନୋଟ ଶେୟାର କରିଛନ୍ତି। ପ୍ରଥମ ନୋଟରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୭…

ହାଇଓ୍ବା ଧକ୍କାରେ ୩ ଜଣଙ୍କ ଜୀବନ ଗଲା

ସମ୍ବଲପୁର ଅଫିସ,୨୫ା୫: ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ଭବାନୀପାଲି ପେଟ୍ରୋଲ ପମ୍ପ ସାମ୍ନା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା…

ଭାବପ୍ରବଣ ହେଲେ ସଞ୍ଜୟ

୬୦ ଦଶକର ଭେଟେରାନ ଅଭିନେତା ସୁନୀଲ ଦତ୍ତ ଏକରୁ ଅଧିକ ବଲିଉଡ ଫିଲ୍ମରେ ଅଭିନୟ କରିଥିଲେ। ସୁନୀଲ ଦତ୍ତ ଆଜି ଏହି ଦୁନିଆରେ ନାହାଁନ୍ତି ସତ, ମାତ୍ର ତାଙ୍କର ଅଭିନୟ ପ୍ରଶଂସକଙ୍କ ହୃଦୟରେ ଏବେ ବି ସତେଜ ରହିଛି। ସେ ମୋ…

ବ୍ୟାଗ୍‌ରେ ଏସବୁ ଜିନିଷ ରଖନ୍ତି ଦୀପିକା

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ଫ୍ରାନ୍ସରେ ଚାଲିଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ନିଜ ଜଲଓ୍ବା ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛନ୍ତି। ଚଳିତ ଥର ଦୀପିକା ପ୍ରଥମ ଥର ‘କାନ୍ସ’ରେ ଜୁରୀ ଟେବୁଲରେ ନଜର ଆସିଥିଲେ। ଦୀପିକା ନିକଟରେ ‘ଭୋଗ ଇଣ୍ଡିଆ’…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୯,୧୪୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଅନୁଭବଙ୍କ ନାଁରେ ଆଉ ଏକ ଏତଲା ଦେଲେ ବର୍ଷା

କଟକ ଅଫିସ,୨୫ା୫: ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ ସାଇବର ଥାନାର ଆଉ ଏକ ଏତଲା ଦେଇଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଭାବମୂର୍ତ୍ତିକୁ ଅନୁଭବ କଳଙ୍କିତ ଉଦ୍ୟମ କରୁଥିବା…

ଫାଇନାଲ୍‌ରେ ଦଳକୁ ପହଞ୍ଚାଇବା ପରେ ଏମିତି କଥା କହିଦେଲେ ପାଣ୍ଡ୍ୟା

କୋଲକତା,୨୫।୫: ଆଇପିଏଲ ୨୦୨୨ର କ୍ୱାଲିଫାୟାର୍‌-୧ ମ୍ୟାଚରେ ଗୁଜରାଟ ଟାଇଟାନ୍ସ (ଜିଟି) ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌)କୁ ୭ ଉଇକେଟରେ ପରାସ୍ତ କରି ଫାଇନାଲ ଟିକେଟ ପାଇଛି। ଗୁଜରାଟ ଟାଇଟାନ୍ସ (ଜିଟି)ର ଏହି ବିଜୟ ପରେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ବହୁତ…

ଏକ ପ୍ଲାଷ୍ଟିକ୍‌ ବାଲ୍‌ଟିର ଦାମ୍‌ ଜାଣିଲେ…

ଦାମୀ ବ୍ରାଣ୍ଡ୍‌ର ଜିନିଷ ନିଶ୍ଚୟ ଦେଖିଥିବେ କିମ୍ବା କିଣିଥିବେ ମଧ୍ୟ। ମାତ୍ର ଫ୍ୟାଶନ ଏବଂ ଟ୍ରେଣ୍ଡ ନାମରେ ଯେ, ଲୁଟ୍‌ କରାଯାଉଛି ତାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଅନ୍‌ଲାଇନ୍‌ ଶପିଂରେ ଆମାଜନର ନାଁ ଶୁଣିଥିବେ। କୁହାଯାଏ, ଏହି କମ୍ପାନୀର ସାମଗ୍ରୀ ଭଲ…

ଫାଷ୍ଟଟ୍ରାକ କୋର୍ଟକୁ ଟ୍ରାନ୍ସଫର ହେଲା ଜ୍ଞାନବ୍ୟାପି ମାମଲା: ୩୦ ମେ’ରେ ପରବର୍ତ୍ତି ଶୁଣାଣି

ବାରାଣସୀ,୨୫ ।୫: ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପି ମସଜିଦ ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ସମୟ ନଷ୍ଟ ନ କରି କୋର୍ଟଙ୍କ ପକ୍ଷରୁ ଏହାର ଶୁଣାଣି କରାଯାଉଥିବା ବେଳେ ଏହାକୁ ଫାଷ୍ଟ ଟ୍ରାକ କୋର୍ଟକୁ ଟ୍ରାନ୍ସଫର କରାଯାଇଛି…

ଆଜି ଏଲିମିନେଟର୍‌ ମ୍ୟାଚ୍‌

କୋଲକତା,୨୫।୫: ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚ ଆଜି ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଫାପ ଡୁ ପ୍ଲେସିସ ବନାମ…

ଦଳକୁ ଫାଇନାଲ୍‌ ନେବା ପରେ କ୍ଷମା ମାଗିଲେ ମିଲର୍‌

କୋଲକତା,୨୫।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଫାଇନାଲ୍‌ରେ ପହଞ୍ଚିଛି ଗୁଜରାଟ ଟାଇଟାନ୍ସ। କୋଲକାତାର ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା କ୍ୱାଲିଫାୟାର-୧ରେ ଦଳ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟ୍‌ରେ ପରାସ୍ତ କରି ଫାଇନାଲ୍‌ ଟିକେଟ୍‌ ହାସଲ କରିଛି। ଗୁଜରାଟର ବିଜୟର ହିରୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri