Home Left

ବାଲୁକାକଳାରେ ଦ୍ରୌପଦୀଙ୍କୁ ଶୁଭେଚ୍ଛା

ପୁରୀ ଅଫିସ,୨୧।୭: ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲେ ହେଁ ଚୂଡ଼ାନ୍ତ ଫଳାଫଳ ପ୍ରକାଶକୁ ଅପେକ୍ଷା ରହିଛି। ଗୁରୁବାର ନିର୍ବାଚନର ଗଣତି ଜାରି ରହିଥିବା ବେଳେ ସାରା ରାଜ୍ୟରେ ଉତ୍ସବର ବାତାବରଣ…

କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ

ଭୁବନେଶ୍ୱର,୨୧ା୭(ବ୍ୟୁରୋ): ସୋନିଆ ଗାନ୍ଧୀଙ୍କୁ ଇଡି ସମନ ପରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ଭବନରୁ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ବାହାରିଥିଲେ। ରାଜମହଲ ଛକରେ ପୋଲିସ ଅଟକାଇବାରୁ କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ ହୋଇଥିଲେ। ସୂଚନାଯୋଗ୍ୟ, ନ୍ୟାଶନାଲ ହେରାଲ୍ଡ…

ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ବିଧାନସଭା ଅଧିବେଶନରେ ଉଠିଲା ଇଡିର ଜେରା ପ୍ରସଙ୍ଗ । ଏହାକୁ ନେଇ ବିଧାନସଭାରେ ଭାଜପା ଓ କଂଗ୍ରେସ ସଦସ୍ୟଙ୍କ ହୋହାଲ୍ଲା ଓ ହଟ୍ଟଗୋଳ ଯୋଗୁ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ସୂଚନାନୁଯାୟୀ, ବିଧାନସଭା ଗୁରୁବାର…

କାଉଡ଼ି ଯାତ୍ରା ଭିଡ଼, ଗାଜିଆବାଦରେ ଜୁଲାଇ ୨୬ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ…

ଗାଜିଆବାଦ,୨୧।୭ : ଶ୍ରାବଣ ମାସରେ କାଉଡ଼ି ଯାତ୍ରା ଭିଡ଼କୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଗାଜିଆବାଦ ଜିଲା ପ୍ରଶାସନ ଜୁଲାଇ ୨୬ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏନେଇ ଗାଜିଆବାଦ ଜିଲା ପ୍ରଶାସନ ପକ୍ଷରୁ…

ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାର ଦ୍ୱାରସ୍ଥ ହେଲେ ଏମ୍‌ପି

ଢେଙ୍କାନାଳ ଅଫିସ,୨୧ା୭: ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଥିବା ଏବଂ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ପରେ କାର୍ଯ୍ୟକାରୀ ନ ହେବାରୁ ରାଜପଥ ମରଣଯନ୍ତାରେ ପରିଣତ ହୋଇଛି। ଏହାକୁ ନେଇ ଏମ୍‌ପି ମହେଶ ସାହୁ ଗୁରୁବାର…

ଶପିଂମଲ୍‌ରେ ବୁଷ୍ଟର ଡୋଜ୍‌

ଭୁବନେଶ୍ୱର,୨୧ା୭(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ କରୋନା ମାଡ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ଟିକାକରଣକୁ ବ୍ୟାପକ କରିଛି। ରାଜଧାନୀର ବିଭିନ୍ନ ମଲ୍‌ରେ ବୁଷ୍ଟର ଡୋଜ୍‌ ବ୍ୟବସ୍ଥା କରିଛି ବିଏମ୍‌ସି। ଆଜି ପାତ୍ରପଡ଼ା ଡିଏନ ରେଗାଲିଆ ମଲ୍‌, ହଂସପାଳ ସିମ୍ଫୋନି ମଲ୍‌…

ପ୍ରେମ ଜ୍ଞାନ ବାଣ୍ଟିଲେ ସୁସ୍ମିତାଙ୍କ ଏକ୍ସ-ବୟଫ୍ରେଣ୍ଡ୍‌

ବିବାଦୀୟ ବ୍ୟବସାୟୀ ତଥା ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ଡେଟ କରୁଛନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ। ଯେବେଠୁ ଲଳିତ ମୋଦି ସୁସ୍ମିତାଙ୍କୁ ଡେଟ କରୁଥିବା ନେଇ ଖୁଲାସା କରିଛନ୍ତି ସେବେଠୁ ଦୁହେଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।…

ଜମିଜମା ବିବାଦକୁ ନେଇ ସଂଘର୍ଷ, ଦୁଇ ଗୁରୁତର

ବାଲେଶ୍ୱର ଅଫିସ,୨୧ା୭: ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡିଗାଁରେ ଜମିଜମା ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ ସହ ଘର ଭଙ୍ଗାରୁଜା ଓ ଲୁଟ୍‌ ପାଟ ହୋଇଛି । ବିପକ୍ଷ ଗୋଷ୍ଠୀର ଖଣ୍ଡା ଏବଂ ଠେଙ୍ଗାମାଡ଼ରେ ଦୁଇ ଗୁରୁତର ହୋଇ ଜିଲା…

‘ମୁଁ ଇନ୍ଦିରାଜୀଙ୍କ ବୋହୂ, କାହାକୁ ଡରେ ନାହିଁ’

ନୂଆଦିଲ୍ଲୀ,୨୧।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଗୁରୁବାର ପଚରାଉଚରା କରିବ। ଏଥିପାଇଁ ସୋନିଆ ଇଡି ଅଫିସରେ ହାଜର ହୋଇଛନ୍ତି। କଂଗ୍ରେସକର୍ମୀମାନେ ଇଡି ତଦନ୍ତ ବିରୋଧରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛନ୍ତି। ଇଡିରେ ହାଜର ହେବା…

ଇଡି ଅଫିସ୍‌ରେ ପହଞ୍ଚିଲେ ସୋନିଆ: ବାହାରେ ବିରୋଧ ପ୍ରଦର୍ଶନ ଜାରି

ନୂଆଦିଲ୍ଲୀ,୨୧।୭: ନ୍ୟାଶନାଲ୍‌ ହେରାଲ୍ଡ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ପଚରାଉଚରା ପାଇଁ ହାଜର ହୋଇଛନ୍ତି। ତାଙ୍କ ସହ ଝିଅ ପ୍ରିୟଙ୍କା ଏବଂ ପୁଅ ରାହୁଲ ଗାନ୍ଧୀ ମଧ୍ୟ ଯାଇଛନ୍ତି। ଏପଟେ ଏହାକୁ ବିରୋଧ କରି କଂଗ୍ରେସକର୍ମୀମାନେ…

‘ପରିବାର ପକେଟ୍‌ରେ କଂଗ୍ରେସ ସମ୍ପତ୍ତି’

ନୂଆଦିଲ୍ଲୀ,୨୧।୭: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ପଚରାଉଚରା ପାଇଁ ଡକାଯାଇଛି। ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ସାରା ଦେଶରେ ବିରୋଧ କରିବାକୁ ଯାଉଛନ୍ତି। କଂଗ୍ରେସର ଏହି ପ୍ରତିବାଦକୁ ତାଚ୍ଛଲ୍ୟ କରିଛନ୍ତି ଭାଜପା ନେତା ରବି…

ଛୋଟ ପିଲାଙ୍କୁ କାମୁଡ଼ିବାରୁ ୨୯ ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା କଲେ ଲୋକେ, ସୋସିଆଲ ମିଡ଼ିଆରେ ଭାଇରାଲ…

ଦୋହା,୨୧।୭ : କାତାରରେ ସଶସ୍ତ୍ର ଲୋକେ ଏକ ଅଞ୍ଚଳରେ ଆକ୍ରମଣ କରି ୨୯ ବୁଲା କୁକୁରଙ୍କୁ ହତ୍ୟା କରଛନ୍ତି। ସଶସ୍ତ୍ର ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି ଯେ ଗୋଟିଏ କୁକୁର ସେମାନଙ୍କ ଛୋଟ ପିଲାକୁ କାମୁଡ଼ି ଦେଇଛି। ଏହି ଘଟଣା ସୋସିଆଲ ମିଡିଆରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri