ରାସ୍ତାରେ ଟ୍ରକ୍‌ ରଖି କରୁଥିଲେ ରୋଷେଇ, ହୁ ହୁ ହୋଇ ଜଳିଲା

ପାଟଣା,୨୩।୧୦(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ୪୯ ନମ୍ବର ଜାତୀୟ ରାଜ ପଥ ଖୁରେଇ ଟାଙ୍ଗିରି ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ଅଘଟଣ ଘଟିଛି। ସେଠାରେ ଏକ ୧୪ ଚକିଆ ଟ୍ରକ୍‌ ହୁତୁ ହୁତୁ ହୋଇ ଜଳି ଯାଉଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ରାସ୍ତା କଡ଼ରେ ଟ୍ରକ୍‌ ଛିଡ଼ା କରି ଗାଡ଼ି ଭିତରେ ଗ୍ୟାସ୍‌ରେ ରୋଷେଇ କରୁଥିବା ବେଳେ ଏଭଳି ଅଘଟଣ ଘଟିଛି। ତେବେ ଅଳ୍ପକେ ଚାଳକ ଓ ହେଲ୍ପର ବର୍ତ୍ତି ଯାଇଛନ୍ତି। ଆଇରନ ବୋଝେଇ ଟ୍ରକ୍‌ଟି ସୁଆକାଠିରୁ କଲିକତା ଯାଉଥିଲା କେନ୍ଦୁଝର ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଟ୍ରକର କ୍ୟାବିନ୍‌ଟି ସମ୍ପୂର୍ଣ୍ଣ ଜଳି ପୋଡି ନଷ୍ଟ ହୋଇଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ କୋହଳ ହେଲା କର୍ଫ୍ୟୁ

ବାଲେଶ୍ୱର,୨୦ା୬(ମାନସ ବିଶ୍ବାଳ)ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ପରେ ବାଲେଶ୍ୱର ସହରର ଅଣାୟତ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ସୋମବାର ବିଳମ୍ବିତ ରାତିରୁ...

ସାଙ୍ଗଙ୍କ ସହ ଗାଧୋଇବାକୁ ଯାଇ ସମୁଦ୍ରରେ ଭାସିଗଲେ ଯୁବକ

ଛତ୍ରପୁର,୧୯ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ କେ. ଆର୍ଯ୍ୟପଲ୍ଲୀ ଗ୍ରାମର ହେମନସେନ...

ନିର୍ମାଣାଧୀନ କୋଠାରୁ ୨ ଟନ୍‌ ଲୁହା ସାମଗ୍ରୀ ଚୋରି

ଗୋପାଳପୁର,୧୯ା୬(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ପେଟ୍ରୋଲ ପମ୍ପ ଅଞ୍ଚଳରୁ ଏକ ନିର୍ମାଣାଧୀନ କୋଠା ପରିସରରୁ ୨ ଟନ୍‌ ବିଭିନ୍ନ...

ମହିଳାଙ୍କୁ ପଥରରେ ଆକ୍ରମଣ କରି ଜଣେ ଗିରଫ

ଗୋପାଳପୁର,୧୯ା୬(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପନ୍ଦରା ସାହିରେ ମହିଳାଙ୍କୁ ପଥରରେ ଆକ୍ରମଣ କରିବା ଘଟଣାରେ ବୁଧବାର ପୋଲିସ ଅଭିଯୁକ୍ତକୁ ଗିରଫ...

ପ୍ରେମିକାଙ୍କ ସହ ଝଗଡ଼ା କରି ନିଜ ଦେହରେ ଛୁରି ଭୁସିଲେ ପ୍ରେମିକ

ଖଲ୍ଲିକୋଟ,୧୯ା୬(ପ୍ରଶାନ୍ତ କୁମାର ମିଶ୍ର): ପ୍ରେମିକାଙ୍କ ସହ ଝଗଡ଼ା କରି ନିଜ ପେଟକୁ ନିଜେ ଛୁରି ମାରିଛନ୍ତି ପ୍ରେମିକ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...

ଖୋଲିବନି ରତ୍ନଭଣ୍ଡାର, ମନା କଲେ ମନ୍ତ୍ରୀ

ଭୁବନେଶ୍ୱର,୧୯ା୬: ରତ୍ନଭଣ୍ଡାର ଆସନ୍ତା ଜୁଲାଇ ୮ରେ ଖୋଲିବ ବୋଲି ଜଣେ ଏଏସ୍‌ଆଇ ଅଧିକାରୀ କହିଥିଲେ। ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।...

ଜିଲା ପ୍ରଶାସନର ନିଷ୍ପତ୍ତି; ଆଉ ଦୁଇଦିନ ସ୍କୁଲ, କଲେଜ ବନ୍ଦ

ବାଲେଶ୍ୱର, ୧୯।୬: ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଆଉ ୨ ଦିନ ସ୍କୁଲ, କଲେଜ ବନ୍ଦ ନିଷ୍ପତ୍ତି...

ଓଲଟିଲା ଯାତ୍ରୀବାହୀ ଅଟୋ

ଦିଗପହଣ୍ଡି,୧୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ଅନଙ୍ଗପୁର ଗାଁ ନିକଟ ମୁଖ୍ୟରାସ୍ତାରେ ବୁଧବାର ଅପରାହ୍ନରେ ଏକ ଯାତ୍ରୀବାହୀ ଅଟୋ (ନଂ.ଓଡି ୦୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri