Home Left

ବିବାହ ପାଇଁ ପ୍ରଥମେ ଅରବାଜଙ୍କୁ ପ୍ରପୋଜ କରିଥିଲେ ମଲାଇକା

ମୁମ୍ବାଇ: ବଲିଉଡର ବଡ ବଡ ଅଭିନେତ୍ରୀଙ୍କୁ ଟକ୍କର ଦେଉଥିବା ଅଭିନେତ୍ରୀ ମଲାଇକା ଆରୋରା ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ୨୩ ଅକ୍ଟୋବର ମଲାଇକାଙ୍କ ଜନ୍ମଦିନ ହୋଇଥିବା ବେଳେ ଏବେ ସେ ତାଙ୍କର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି…

‘ବାହୁବଳୀ’ ପରେ ପ୍ରଭାସଙ୍କ ନିକଟକୁ ଆସିଥିଲା ୬ ହଜାର ବିବାହ ପ୍ରସ୍ତାବ

ମୁମ୍ବାଇ: ଫିଲ୍ମ ‘ବାହୁବଳୀ’ରୁ ମନୋରଞ୍ଜନ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଭାସ ରବିବାର ଅର୍ଥାତ୍ ୨୩ ଅକ୍ଟୋବରରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ପ୍ରଭାସ ୪୩ ବର୍ଷରେ ପାଦ ରଖିଛନ୍ତି । ଏବେ ସେ ତାଙ୍କ…

କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଆଜି ପହଞ୍ଚିବ ତେଲେଙ୍ଗାନା

ନୂଆଦିଲ୍ଲୀ,୨୩ ।୧୦: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା ରବିବାର କର୍ନାଟକର ରାୟଚୁରରୁ ତେଲେଙ୍ଗାନାର ଗୁଡେବେଲ୍ଲୁର ପହଞ୍ଚିବ । ତେଲେଙ୍ଗାନାରେ ଏହି ପଦଯାତ୍ରା ମହବୁବନଗରର ଗୁଡେବେଲ୍ଲୁରରୁ ଆରମ୍ଭ ହେବ । କଂଗ୍ରେସର ତେଲେଙ୍ଗାନା ମୁଖ୍ୟ କର୍ନାଟକ-ତେଲେଙ୍ଗାନା ସୀମାରେ ଏହି…

ସପ୍ତାହରେ ୪୦୦ ଉଦ୍ଧାର

୧୯୮୦ ଓ ୯୦ ଦଶକର ପ୍ରାରମ୍ଭରେ ଅବିଭକ୍ତ ବଲାଙ୍ଗୀର ଦେଶର ଦରିଦ୍ରତମ ଜିଲାଗୁଡ଼ିକ ମଧ୍ୟରେ ପରିଗଣିତ ହେଉଥିଲା। ବିଗତ ୨ ଦଶନ୍ଧି ହେଲା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାରେ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ଏହାସତ୍ତ୍ୱେ ଗ୍ରାମାଞ୍ଚଳରେ ସରକାରୀ ସ୍ତରରେ…

ମୁଖ୍ୟ ସଚିବଙ୍କ ସତ୍ୟବାଦୀ ଗସ୍ତ: ଉତ୍କଳମଣିଙ୍କ ଜନ୍ମପୀଠ ବିକାଶ ନେଇ ସମୀକ୍ଷା

ସାକ୍ଷୀଗୋପାଳ,୨୨ା୧୦(ଡି.ଏନ୍‌.ଏ.): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲା ସତ୍ୟବାଦୀ ବ୍ଲକ ସୁଆଣ୍ଡୋ ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ କୋଟି ଟଙ୍କା ବ୍ୟୟରେ ଐତିହ୍ୟ ବିକାଶ ପ୍ରକଳ୍ପ ଏବଂ ବକୁଳବନରେ ୩୫ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଓଡ଼ିଆ…

ମାଳ ବଦଳରେ ନୋଟ୍‌ର ଶେଯ ପିନ୍ଧିଲେ ପାକିସ୍ତାନୀ ବର! ଛିଡ଼ା ହେବା ମାତ୍ରେ…

ନିଜର ବିବାହକୁ ସ୍ମରଣୀୟ କରିବାକୁ କିଏ ବା ନ ଚାହେଁ। ଏଥିଲାଗି ଲୋକେ ଏବେ ବିଭିନ୍ନ କୌଶଳ ଆପଣାଉଛନ୍ତି। କାରଣ ଏହା ଜୀବନରେ ଥରଟିଏ ହୁଏ। ଏହି କ୍ରମରେ ଜଣେ ପାକିସ୍ତାନୀ ବର ତାଙ୍କ ବିବାହ ଦିନ ଏଭଳି କିଛି କରିଛନ୍ତି,…

ଗଜରଙ୍ଗବାଲିଙ୍କୁ ନିଗମ ପ୍ରଶାସନ ପକ୍ଷରୁ ଜଳକର ନୋଟିସ ଜାରି, ପୈଠ ପାଇଁ ୧୫ ଦିନ ସମୟ…

ରାୟପୁର,୨୨।୧୦ : ଛତିଶଗଡକୁ ମାତା କୌଶଲ୍ୟାଙ୍କ ସହର କୁହାଯାଏ। ଏହା ମଧ୍ୟ ଭଗବାନ ଶ୍ରୀ ରାମଙ୍କ ଆଈଙ୍କ ଘର। ଶ୍ରୀ ରାମଙ୍କ ଆଈଙ୍କ ଘରେ ରାମଙ୍କ ଭକ୍ତ ପ୍ରଭୁ ହନୁମାନଙ୍କ ପାଇଁ ଏକ ନୋଟିସ ଜାରି କରାଯାଇଛି। ବଜରଙ୍ଗବାଲିଙ୍କ ଏହି ନୋଟିସ…

ଡକାୟତି ଯୋଜନା ପଣ୍ଡ: ମାରଣାସ୍ତ୍ର ଜବତ, ୭ ଗିରଫ

ହିଞ୍ଜିଳିକାଟୁ,୨୨ା୧୦(ଡି.ଏନ୍‌.ଏ.): କିଛିଦିନ ହେବ ହିଞ୍ଜିଳି ଅଞ୍ଚଳରେ ଆତଙ୍କରାଜ ଚଳାଇଥିବା ଏକ ଡକାୟତି ଗ୍ୟାଙ୍ଗକୁ ସ୍ଥାନୀୟ ପୋଲିସ କାବୁ କରିବା ସହ ସେମାନଙ୍କଠାରୁ ୨ଟି ପିସ୍ତଲ, ୪ ବୋମା, ୨ ଖଣ୍ଡା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ହିଞ୍ଜିଳିକାଟୁ କେନାଲ ସାହିର…

ସାମ୍ନାକୁ ଆସିଲା ରାସ୍ତାରେ ଫୁଲ ବିକୁଥିବା ଏହି ଯୁବତୀଙ୍କ ଅସଲି ଫଟୋ, ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ…

ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜଣେ ଯୁବତୀ ଚର୍ଚ୍ଚାରେ ରହିଥିଲେ। ପ୍ରଥମେ ସେ ରାସ୍ତାକଡ଼ରେ ଫୁଲ ବିକ୍ରି କରୁଥିବା ବେଳର ଫଟୋ ଏବଂ ଭିଡିଓ ବେଶ ଭାଇରାଲ ହୋଇଥିଲା। ଏଜଣେ କ୍ୟାମେରାମ୍ୟାନ ଯୁବତୀଙ୍କ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା।…

ଛୁରି ଦେଖାଇ ମହିଳାଙ୍କୁ ବଳାତ୍କାର, ଏତଲା ଦେଲେ ହତ୍ୟା ଧମକ

ବାଲିଗୁଡ଼ା,୨୨ା୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଓ ପରେ ହତ୍ୟା ଧମକ ଦେଇଥିବା ନେଇ ପୀଡ଼ିତାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ରାତିରେ ବାହାରକୁ ମହିଳା ଜଣକ ଶୌଚ ହେବାକୁ ଯାଇଥିବା…

ଇଂଲଣ୍ଡର ସହଜ ବିଜୟ…

ମେଲବୋର୍ନ,୨୨।୧୦ : ଟି -୨୦ ବିଶ୍ୱକପରେ ସୁପର -୧୨ର ମ୍ୟାଚରେ ଇଂଲଣ୍ଡ ଦଳ ଆଫଗାନିସ୍ତାନ ବିପକ୍ଷରେ ସହଜ ବିଜୟ ହାସଲ କରିଛି। ଧାର୍ଯ୍ୟ ୧୧୩ ରନ୍‌ର ପିଛା କରି ଇଂଲଣ୍ଡ ୧୮.୧ ଓଭରରେ ୫ ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରିଛି।…

ଅବିଶ୍ୱସନୀୟ କ୍ୟାଚ୍‌! ଅଷ୍ଟ୍ରେଲିଆ ବିପକ୍ଷରେ ଫିଲିପ୍ସ ହେଲେ ‘ସୁପରମ୍ୟାନ୍‌’…

ସିଡନୀ,୨୨।୧୦: ଅଷ୍ଟ୍ରେଲିଆରେ ଚାଲୁଥିବା ଟି୨୦ ବିଶ୍ୱକପ୍‌ ୨୦୨୨ରେ ସୁପର-୧୨ ମୁକାବିଲା ଆରମ୍ଭ ହୋଇଛି। ଏହି କ୍ରମରେ ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୮୯ରନ୍‌ରେ ବୃହତ ବିଜୟ ଲାଭ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?