ୟୁପି ପରେ ମଧ୍ୟପଦେଶ, ଉତ୍ତରାଖଣ୍ଡରେ ଟ୍ୟାକ୍ସ ଫ୍ରି ହେଲା ‘ସମ୍ରାଟ ପୃଥ୍ବୀରାଜ’
ମୁମ୍ବାଇ,୩।୬: ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଆଜି ସମଗ୍ର ଦେଶରେ ରିଲିଜ୍ ହୋଇଛି। ଫିଲ୍ମରେ ସୁପରଷ୍ଟାର ଅକ୍ଷୟ କୁମାର ପୃଥ୍ବୀରାଜଙ୍କ ଚରିତ୍ରରେ ନଜର ଆସିବେ। ଏସବୁ ଭିତରେ ଫିଲ୍ମଟିକୁ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଉଛି। ଗୁରୁବାର…
୨୪ ଘଣ୍ଟାରେ ୭୬୫ଥର ପାଣିକୁ ଡେଇଁ ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି
ଦୁନିଆରେ ଅନେକ ସାହସୀ ଲୋକ ଅଛନ୍ତି, ଯେଉଁମାନେ ଏପରି କିଛି କାର୍ଯ୍ୟ କରନ୍ତି, ଯାହା ଆମେ ଚିନ୍ତା କରିବା ମଧ୍ୟ କଷ୍ଟକର। ଏମିତି ଅସମ୍ଭବ କାର୍ଯ୍ୟ କରି ଦେଖାଇଛନ୍ତି ଫ୍ରାନ୍ସର ଫ୍ରାଙ୍କୋସ୍-ମେରି। ୨୪ ଘଣ୍ଟାରେ ୭୬୫ ଥର ପାଣିକୁ ଡେଇଁ ସେ…
ପ୍ରିୟଙ୍କା ଗାନ୍ଧୀ କରୋନା ପଜିଟିଭ୍
ନୂଆଦିଲ୍ଲୀ,୩।୬: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କୋଭିଡ ସଂକ୍ରମିତ ହୋଇଛନ୍ତି। ଶୁକ୍ରବାର ପ୍ରିୟଙ୍କା ଗାନ୍ଧୀ ଟୁଇଟ୍ କରି କହିଛନ୍ତି, ‘ମୁଁ କୋଭିଡ ସଂକ୍ରମିତ ହୋଇଛି। କରୋନାର ସାମାନ୍ୟ ଲକ୍ଷଣ ରହିଛି। ମୁଁ କରୋନା ପ୍ରୋଟୋକଲ ଅନୁଯାୟୀ ଘରେ ନିଜକୁ…
‘ସ୍ମାର୍ଟ ଯୋଡି’ ଶୋ’ର ଓ୍ବିନର ହେଲେ ଏହି ଯୋଡ଼ି
ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜୈନ ବିବାହ ପରେ ଅନେକ ରିଆଲିଟି ଶୋ’ରେ ନଜର ଆସନ୍ତି। ନିକଟରେ ‘ସ୍ମାର୍ଟ ଯୋଡି’ ଶୋ’ରେ ଏହି ଦମ୍ପତ୍ତଙ୍କର ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ଏହି ଶୋ’ରେ ଅଙ୍କିତା ଏବଂ ବିକି ବିଜେତା ହୋଇଛନ୍ତି।…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ଆଜି ଆସିବ ରାୟ
ଭୁବନେଶ୍ୱର/ନୂଆଦିଲ୍ଲୀ,୩।୬: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବ। ଗୁରୁବାର ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଉଭୟ ପକ୍ଷର ଯୁକ୍ତିକୁ ଶୁଣିବା ପରେ କୋର୍ଟ ଶୁକ୍ରବାର ଯାଏ ସଂରକ୍ଷିତ ରଖିଛନ୍ତି।…
ବିଳାସପୂର୍ଣ୍ଣ କାର୍ କିଣିଲେ ଶ୍ରେୟାସ, ଦାମ୍ ଜାଣିଲେ…
ମୁମ୍ବାଇ,୩।୬: ଭାରତୀୟ ବ୍ୟାଟ୍ସମ୍ୟାନ ତଥା କୋଲକାତା ନାଇଟ ରାଇଡର୍ସ (କେକେଆର୍) ଅଧିନାୟକ ଶ୍ରେୟାସ ଆୟର ଏକ ବିଳାସପୂର୍ଣ୍ଣ କାର୍ କିଣିଛନ୍ତି। ସେ ମର୍ସିଡିଜ- ଏଏମ୍ଜି ଜି ୬୩ ୪ମେଟିକ୍ ଏସ୍ୟୁଭି କିଣିଛନ୍ତି। ଏହି କାରର ମୂଲ୍ୟ ୨.୪୫ କୋଟି ଟଙ୍କା। ଶ୍ରେୟାସ…
୩ ମାସ ପରେ ଦେଶରେ ଦୈନିକ କରୋନା ସଂକ୍ରମଣ ୪ ହଜାର ଟପିଲା
ନୂଆଦିଲ୍ଲୀ,୩।୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦୪୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଫଳରେ ଗତ ୩ ମାସ ପରେ ଦେଶରେ…
ଆଜି ୟୁପି ଯିବେ ମୋଦି, ୧୪୦୬ ପ୍ରକଳ୍ପର କରିବେ ଶିଳାନ୍ୟାସ
ଲକ୍ଷ୍ନୌ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶ ଗସ୍ତ କରିବେ । ଆଜି ପୂର୍ବାହ୍ନ ୧୧ଟାରେ ଉତ୍ତରପ୍ରଦେଶରେ ପହଞ୍ଚିବା ପରେ ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ୟୁପି ନିବେଶକ ସମ୍ମିଳନୀର ଗ୍ରାଉଣ୍ଡ ବ୍ରେକିଂ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ…
ଆଗରେ ମୁଖ୍ୟମନ୍ତ୍ରୀ
ଚମ୍ପାୱତ,୩।୬: ଉତ୍ତରାଖଣ୍ଡର ଚମ୍ପାୱତ ଆସନରେ ଉପ-ନିର୍ବାଚନ ପାଇଁ ମତଗଣନା ଚାଲିଛି। ଶୁକ୍ରବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଗଣନାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆଗରେ ଅଛନ୍ତି। ଏପର୍ଯ୍ୟନ୍ତ ୮ଟି ରାଉଣ୍ଡ ଗଣତି ଶେଷ ହୋଇଛି। ଭାଜପା ପ୍ରାର୍ଥୀ ଧାମିଙ୍କୁ ଏପର୍ଯ୍ୟନ୍ତ…
କେରଳରେ ଲାଗୁ ହେବ ନାହିଁ ସିଏଏ, ଧର୍ମ ଆଧାରରେ ନାଗରିକତା ସ୍ଥିର କରିବାର ଅଧିକାର କାହାର ନାହିଁ: ମୁଖ୍ୟମନ୍ତ୍ରୀ
ଥିରୁଭାନନ୍ତପୁରମ,୩ ।୬: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ତାଙ୍କ ସରକାର ରାଜ୍ୟରେ ବିବାଦୀୟ ନାଗରିକତା (ସଂଶୋଧନ) ଅଧିନିୟମ(ସିଏଏ) ଲାଗୁ କରିବାକୁ ଦେବେନାହିଁ । କେରଳରେ ତାଙ୍କ ସରକାରକୁ ଏକ ବର୍ଷ ପୂରଣ ହୋଇଥିବା ଅବସରରେ ଆୟୋଜିତ ଏକ ସମାରୋହରେ ମୁଖ୍ୟମନ୍ତ୍ରୀ…
ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ: ୨ ଯୁବକ ଅଟକ, ହତ୍ୟାରେ ବ୍ୟବହୃତ ବୋଲେରୋ ସହ ଅଛି ସମ୍ପର୍କ
ଚଣ୍ଡିଗଡ଼,୩ ।୬: ପଞ୍ଜାବି ସିଙ୍ଗର ସିଦ୍ଧୁ ମୁସେୱାଲା ହତ୍ୟା ଘରଣାର ଖିଅ ଖୋଜି ଚାଲିଛି ପଞ୍ଜାବ ପୋଲିସ । ପୋଲିସର ଏକ ଟିମ ଗୁରୁବାର ଫତେହାବାଦ ଗାଁ ଭିରଡାନାରେ ସର୍ଚ୍ଚ ଅପରେଶନ କରି ୨ ଯୁବକଙ୍କୁ ଅଟକ ରଖିଛନ୍ତି । ପୱନ…
ପରିବାର ବିରୋଧ ସତ୍ତ୍ୱେ ପ୍ରେମିକଙ୍କୁ ଛାଡ଼ିପାରିଲେନି
ଭୁବନେଶ୍ୱର,୩।୬(ବ୍ୟୁରୋ): ବେଙ୍ଗାଲୁରୁରେ ରହୁଥିବା ଏକ ପ୍ରେମୀଯୁଗଳ ଗୁରୁବାର ବିମାନ ଯୋଗେ ଭୁବନେଶ୍ୱର ଆସୁଥିଲେ। ତେବେ ଯୁବତୀଙ୍କ ପରିବାର ଲୋକେ ସେମାନଙ୍କ ବିବାହ ପାଇଁ ରାଜି ନ ଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଦୁହେଁ କମିଶନରେଟ ପୋଲିସକୁ ଟୁଇଟ କରି ସହାୟତା…
Archives


