Home Left

ଭାରତ ଆଗରେ ୩୧୨ ରନ୍‌ର ବିଜୟ ଲକ୍ଷ୍ୟ

ପୋର୍ଟ-ଅଫ୍‌-ସ୍ପେନ,୨୪ା୭: କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ରବିବାର ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ୱେଷ୍ଟଇଣ୍ଡିଜର ପାଳି ଆରମ୍ଭ କରିଥିଲେ ବ୍ୟାଟର ଶାଇ ହୋପ ଏବଂ କାଇଲ ମେୟର୍ସ।…

ସିଂହ ଟାଣି ନେଲା

ରାଜକୋଟ, ୨୪ା୭: ଗୁଜରାଟର ଅମ୍ରେଲି ଜିଲାରେ ସିଂହ ଆକ୍ରମଣରେ ୧୮ ବର୍ଷୀୟ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ମଧ୍ୟପ୍ରଦେଶର ବୋଲି ଜଣାପଡ଼ିଛି। ସେ ତୁଲସିଶ୍ୟାମ୍‌ ରେଞ୍ଜ୍‌ ଅଧୀନ ନାନିଧାରୀ ଗ୍ରାମକୁ ଫେରୁଥିବା ବେଳେ ହଠାତ୍‌ ସିଂହଟି ତାଙ୍କୁ ଟାଣି ନେଇଥିଲା।…

ଆଜି ଝୁରୁଛି ଜନ୍ମମାଟି

ଝାରସୁଗୁଡ଼ା ଅଫିସ,୨୪ା୭: ଝାରସୁଗୁଡ଼ା ଜିଲା ବେଲପାହାଡର ସାମାଜିକ କର୍ମୀ ପାରଶ ଜୟସ୍ବାଲ(୬୪)ଙ୍କ ହୃଦଘାତରେ ରବିବାର ପରଲୋକ ହୋଇଯାଇଛି। ସେ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ନିକଟସ୍ଥ ଟାଟାକ୍ରୋସାକୀ ହସ୍ପିଟାଲ୍‌କୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜିଲାର ବହୁ…

ଦିନିକିଆ ରିମାଣ୍ଡରେ ଗଲେ ଅର୍ପିତା

କୋଲକାତା,୨୪।୭: ମନିଲଣ୍ଡରିଂ ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖର୍ଜୀଙ୍କୁ ରବିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିନିକିଆ ରିମାଣ୍ଡରେ ନେଇଛି। ସୋମବାର ତାଙ୍କୁ ମନିଲଣ୍ଡରିଂ ନିରୋଧୀ ଆଇନ୍‌ (ପିଏମ୍‌ଏଲ୍‌ଏ) କୋର୍ଟରେ ହାଜର କରାଯିବ। ଗିରଫ ଅର୍ପିତାଙ୍କୁ…

ଭୟାନକ ରୂପ ନେଉଛି କଲେରା: କାଶୀପୁରରେ ୫ ଶିଶୁ ଆକ୍ରାନ୍ତ

ରାୟଗଡ଼ା ଅଫିସ/ଟିକିରି,୨୪ା୭: ରାୟଗଡ଼ା ଜିଲା କାଶୀପୁର ବ୍ଲକରେ କଲେରା ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ଏବେ ଛୋଟ ପିଲା ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ୩ରୁ ୧୨ ବର୍ଷ ବୟସର ୫ ଶିଶୁ କଲେରାରେ ଆକ୍ରାନ୍ତ ହୋଇ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ…

ପ୍ରକୃତି ମୋତେ ଭଲ ସାହାଯ୍ୟ କରୁଛନ୍ତି: ବାବୁସାନ

ଭୁବନେଶ୍ୱର,୨୪।୭(ବ୍ୟୁରୋ):ବଲିଉଡ୍‌ ଅଭିନେତା ବାବୁଶାନ, ତାଙ୍କ ସ୍ତ୍ରୀ ତୃପ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଉଭୟଙ୍କ ପକ୍ଷରୁ ଜଣେ ପରେ ଜଣେ ଭିଡିଓ ଶେୟାର କରି ନିଜ ମତ ରଖୁଥିବା ଦେଖାଯାଇଛି। ପ୍ରକୃତି ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ…

ଝାରସୁଗୁଡ଼ାରୁ ରାୟପୁର ଦେଇ ଦିଲ୍ଲୀକୁ ଉଡ଼ିଲା ବିମାନ

ଝାରସୁଗୁଡ଼ା ଅଫିସ,୨୪ା୭: ଏଲାୟନ୍ସ ଏୟାର ତରଫରୁ ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନବନ୍ଦରରୁ ଭାୟା ରାୟପୁର ଦେଇ ଦିଲ୍ଲୀକୁ ରବିବାର ପରୀକ୍ଷାମୂଳକ ଭାବେ ୨ ବିମାନ ଚଳାଚଳ ଆରମ୍ଭ କରିଛି। ଏହି ଅବସରରେ ଏଲାୟନ୍ସ ଏୟାରର ୯୧୭୪୮ ନଂ.ବିଶିଷ୍ଟ ୭୦ ସିଟେଡ୍‌ ବିମାନରେ ଝାରସୁଗୁଡ଼ାରୁ…

ଦେଶର ମୁସଲମାନଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ କରିଦେଇଛନ୍ତି ମୋଦି ସରକାର: ଓଓ୍ବାଇସି

ନୂଆଦିଲ୍ଲୀ,୨୪।୭: ସଂସଦର ଅଧିବେଶନ ମଧ୍ୟରେ ଏଆଇଏମଆଇଏମ ସଭାପତି ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସାଭରକର ଏବଂ ଗୋଲୱାଲକର ନୀତି ଉପରେ କାର୍ଯ୍ୟ କରୁଛନ୍ତି। ସମାନ ନୀତିରେ କାର୍ଯ୍ୟ କରି ସେ ଦେଶର…

ଖରିଫ ଚାଷ ପାଇଁ ବାଘୁଆ ଜଳଭଣ୍ଡାରରୁ ଛଡ଼ାଗଲା ପାଣି

ବୁଗୁଡ଼ା,୨୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅଧୀନ ମତାଝରୀ ନିକଟସ୍ଥ ବାଘୁଆ ଜଳଭଣ୍ଡାରରୁ ଖରିଫ ଚାଷ ପାଇ ପାଣି ଛଡାଯାଇଛି। ଦୁଇଟି କେନାଲ ଦେଇ ଏହି ପାଣି ଛଡ଼ାଯାଇଛି। ଏହି ଅବସରରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁଙ୍କ ସମେତ ଅନ୍ୟ କର୍ମଚାରୀ…

ଡାକ୍ତରଖାନା ଗ୍ରୀଲ୍‌ ଭାଙ୍ଗି ନେଇଗଲେ ଇନ୍‌ଭର୍ଟର

ପାତ୍ରପୁର,୪ା୭(ଡି.ଏନ୍‌.ଏ.): ଗଞ୍ଚାମ ଜିଲା ପାତ୍ରପୁର ବ୍ଲକ ତୁରିବୁଡ଼ି ଡାକ୍ତରଖାନାରୁ ଚୋରି ହୋଇଥିବା ନେଇ ରବିବାର ଜରଡ଼ା ଥାନାରେ ଅଭିଯୋଗ ହୋଇଛି। ଡାକ୍ତର ଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ ପୂର୍ଣ୍ଣଚନ୍ଦ୍ର ଭଟ୍ଟ ସକାଳୁ ଡାକ୍ତରଖାନା ଖୋଲିବାକୁ ଆସି ପ୍ରବେଶ ପଥରେ ଥିବା ଗ୍ରୀଲ୍‌ ଭାଙ୍ଗିଥିବା…

ଚାଣ୍ଡିମଲ-ଫର୍ନାଣ୍ଡୋଙ୍କ ଅର୍ଦ୍ଧଶତକ: ଶ୍ରୀଲଙ୍କା ୩୧୫/୬

ଗାଲେ,୨୪ା୭: ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ସୁଦ୍ଧା ଶ୍ରୀଲଙ୍କା ୬ ଉଇକେଟ ହରାଇ ୩୧୫ ରନ୍‌ କରିବାରେ ସକ୍ଷମ ହୋଇଛି। ଦୀନେଶ ଚାଣ୍ଡିମଲ ଏବଂ ଓଶାଡା ଫର୍ନାଣ୍ଡୋଙ୍କ ଅର୍ଦ୍ଧଶତକ ଏବଂ ଅଞ୍ଜେଲୋ ମାଥ୍ୟୁସଙ୍କ…

ବାଣ କାରଖାନାରେ ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି, ୮ ଗୁରୁତର

ପାଟନା,୨୪।୭: ବିହାରର ସରଣ ଜିଲା ଖଇରା ଥାନା ଅଧୀନ ଖୁଦାଇବାଗ ଗ୍ରାମରେ ରବିବାର ଶବୀର ହୁସେନଙ୍କ ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ଆହତ ହୋଇ ସ୍ଥାନୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri