Home Left

ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ, ଆଉ ଏବେର ପାରିଶ୍ରମିକ…

ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ଅଭିନୟରେ ସମସ୍ତଙ୍କୁ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ତାଙ୍କ ଫିଟ୍‌ନେସ ଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ ଜୀବନ ପର୍ଯ୍ୟନ୍ତ, କାଜଲ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । କାଜଲ ଗୋଟିଏ ବର୍ଷରେ ୧୪ରୁ ୧୫ କୋଟି ଟଙ୍କା…

ଅଜଗର ପାଳିଥିଲେ ମହିଳା, ଶେଷରେ ଏମିତି ଘଟିଲା, ଭିଡିଓ ଦେଖିଲେ…

ସାଧାରଣତଃ ଲୋକମାନେ ଗୃହପାଳିତ ପଶୁ ରଖିବାକୁ ଭଲପାଆନ୍ତି। କେହି କେହି ଘରେ କୁକୁର,ବିଲେଇ, ଗାଈ ଏବଂ ଛେଳି ପାଳି ସେମାନଙ୍କର ଯତ୍ନ ନିଅନ୍ତି। ଅନେକ ଦେଶରେ ଲୋକମାନେ ସିଂହ ଏବଂ ବାଘ ପାଳିବାକୁ ମଧ୍ୟ ଭଲ ପାଆନ୍ତି, କିନ୍ତୁ କିଛି ଅଛନ୍ତି,…

ଇଚ୍ଛାକୃତ ସମ୍ମାନ ମିଳୁନାହିଁ କି?

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସମ୍ମାନ ସହିତ ଜଡିତ ସମସ୍ତ ବିଷୟ ଉପରେ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ ଦ୍ୱାରା ବର୍ଣ୍ଣିତ ନୀତିକୁ ଗ୍ରହଣ କରି ଜଣେ ବ୍ୟକ୍ତି ଜୀବନରେ ସମ୍ମାନ ପାଇ ପରିବ। ଜାଣନ୍ତୁ ସେ ସମ୍ପର୍କରେ… ଚାଣକ୍ୟ କହିଛନ୍ତି ଯେ,…

ଆଇପିଏଲ ନିଲାମ ଇସ୍ତାନବୁଲରେ ହେବା ସମ୍ଭାବନା, ପସନ୍ଦ ତାଲିକାରେ ୨ ସହର…

ନୂଆଦିଲ୍ଲୀ,୨୬।୧୦ : ଆଇପିଏଲର ପରବର୍ତ୍ତୀ ସିଜିନ ପାଇଁ ନିଲାମ ଚଳିତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଲାମର ସ୍ଥାନ ଏବଂ ତାରିଖ ବିଷୟରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହିଁ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏଥର…

ଧାମନଗରର ଉପନିର୍ବାଚନ: ୩୧ରେ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ଧାମନଗରର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବେ । ଆସନ୍ତା ୩୧ରେ ସେ ଭର୍ଚୁଆଲରେ ପ୍ରଚାର କରିବେ ବୋଲି ରାଜ୍ୟସଭା ଏମ୍‌ପି ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ଧାମନଗର ଉପନିର୍ବାଚନରେ ୨୦୨୦ରେ ହୋଇଥିବା ବାଲେଶ୍ୱର ଓ…

ନବବଧୂଙ୍କ ହତ୍ୟା ଅଭିଯୋଗ: ଶାଶୁ ଗିରଫ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ କଳିଙ୍ଗବିହାରରୁ ଦୀପାବଳିରେ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ବୁଧବାର ତାଙ୍କ ଶାଶୁଙ୍କୁ ଗିରଫ କରାଯାଇଛି। ମାତ୍ର ଏଯାବତ୍‌ ତାଙ୍କ ସ୍ବାମୀ ଓ ଶ୍ୱଶୁରଙ୍କ ପତ୍ତା ମିଳୁନାହିଁ। ମୃତ ନବବଧୂଜଣକ ହେଲେ ସୁଶ୍ରୀ…

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ଜଣେ ମୃତ,୨ ଗୁରୁତର

ହାଇଦ୍ରାବାଦ,୨୬।୧୦: ହାଇଦ୍ରାବାଦର ଚିଲକାଲଗୁଡା ଅଞ୍ଚଳର ଏକ ଘରେ ବୁଧବାର ସକାଳେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ଘଟିଛି। ଫଳରେ ୫୫ ବର୍ଷିୟ ନାରାୟଣସ୍ବାମୀ ନାମକ ଜଣେ ବ୍ୟକ୍ତିଙ୍କ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ…

ନକଲି ଔଷଧ କାରବାର ଘଟଣା: ୨ ଗିରଫ

କଟକ ଅଫିସ,୨୬।୧୦: କଟକରେ ନକଲି ଔଷଧ କାରବାର ଘଟଣାରେ ପୋଲିସ ବୁଧବାର ଦୁଇ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଗିରଫ ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ଠାରୁ ଏମାନେ ଔଷଧ କିଣୁଥିଲେ । ପୂର୍ବରୁ ଏହି ମାମଲାରେ ୬ ଜଣଙ୍କୁ ପୋଲିସ ଗିରଫ କରିସାରିଛି।ସୂଚନାନୁସାରେ,…

ଇଂଲଣ୍ଡର ବିଜୟ ପଥରେ ବର୍ଷା ବାଧକ, ଡିଏଲଏସ ନିୟମରେ ଆୟର୍ଲାଣ୍ଡ ଜିତିଲା…

ମେଲବୋର୍ନ,୨୬।୧୦ : ମେଲବୋର୍ନରେ ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ମଧ୍ୟରେ ବୁଧବାର ଟି -୨୦ ବିଶ୍ୱକପର ୨୦ ତମ ମ୍ୟାଚରେ ଇଂଲଣ୍ଡର ବିଜୟ ପଥରେ ବର୍ଷା ବାଧକ ସାଜିଛି। ଡକଓ୍ବର୍ଥ ଲୁଇସ୍‌(ଡିଏଲଏସ) ନିୟମ ଅନୁସାରେ ଆୟର୍ଲାଣ୍ଡ ଜିତିଛି। ଇଂଲଣ୍ଡ ୧୪.୩ ଓଭର ଖେଳି…

ଓଆରଏଚଡିସି ଦୁର୍ନୀତି ମାମଲା: ପୀୟୁଷ ମହାନ୍ତିଙ୍କୁ ମିଳିଲା ଜାମିନ

କଟକ ଅଫିସ,୨୫।୧୦: ଓଆରଏଚଡିସି ଦୁର୍ନୀତି ମାମଲାରେ ପୀୟୁଷ ମହାନ୍ତିଙ୍କୁ ମିଳିଲା ଆଶ୍ୱସ୍ତି । କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ଗୃହ ନିର୍ମାଣ ଏବଂ ଉନ୍ନୟନ ନିଗମ ମାମଲାରେ ଭିଜିଲାନ୍ସ କୋର୍ଟ ବିଧାୟକ ମୋକିମଙ୍କୁ ୩ ବର୍ଷ…

ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ସୁନକ: ରୁଷିଆ କହିଲା…

ଲଣ୍ଡନ/କିଭ୍‌,୨୬।୧୦: ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ଏହି ବାର୍ତ୍ତାଳାପରେ ସେ ୟୁକ୍ରେନର ଲୋକଙ୍କ ପାଇଁ ବ୍ରିଟେନର ଏକତା ଏବଂ ସମର୍ଥନ ବିଷୟରେ କହିଛନ୍ତି। ବୁଧବାର ଏନେଇ ସୁନକ ଟୁଇଟ କରି…

ସାମ୍ବାଦିକ ଭୂମିକାରେ ନଜର ଆସିବେ ଭୂମି ପେଡ୍‌ନେକର

ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡ୍‌ନେକର ନିଜ ଅଭିନୟ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ‘ଦମ ଲଗା କେ ହୈଶା’ ଫିଲ୍ମ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ବକ୍ସ ଅଫିସ୍‌ରେ ଫିଲ୍ମଟି ଭଲ ପ୍ରଦର୍ଶନ କରିଥିଲା। ବର୍ତ୍ତମାନ ଭୂମିଙ୍କୁ ତାଙ୍କ ଅପକମିଙ୍ଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?