Home Left

ମଣିପୁର-ନେପାଳରେ ଭୂକମ୍ପ…

ଇମ୍ଫାଲ/କାଠମାଣ୍ଡୁ,୨୫।୭ : ସୋମବାର ସକାଳ ପ୍ରାୟ ୫ଟା ୫୨ ସମୟରେ ଭାରତର ମଣିପୁର ଏବଂ ନେପାଳରେ ଭୂକମ୍ପ ଅନୁଭୂତ ହୋଇଛି। ଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିଲା ବୋଲି ଭାରତୀୟ ଜାତୀୟ ଭୂଗବେଷଣା ନ୍ଦ୍ରେ ପକ୍ଷରୁ ସୂଚନା ପ୍ରଦାନ…

ବଡ଼ଦାଣ୍ଡକୁ ସଙ୍କୁଚିତ କରୁଛି ଜବରଦଖଲ

ପୁରୀ ଅଫିସ,୨୫।୭: ଜାତୀୟ ରାଜପଥ ପ୍ରାଧିକରଣ ଆଇନ ପୁରୀ ବଡ଼ଦାଣ୍ଡରେ ଲାଗୁ ହେଉନାହିଁ। ବଡ଼ଦାଣ୍ଡ ୩୧୬ ନମ୍ବର ଜାତୀୟ ରାଜପଥ ଭାବେ ମାନ୍ୟତାପ୍ରାପ୍ତ। ଜାତୀୟ ରାଜପଥ ଆଇନକାନୁନ ଅନୁଯାୟୀ ରାଜପଥ ଅବରୋଧ କରାଯାଇପାରିବ ନାହିଁ। ବିଗତ ଦିନରେ ସୁପ୍ରିମକୋର୍ଟ ନିଜ ରାୟରେ…

ଅସୁସ୍ଥ ଅଛନ୍ତି ସନ୍ନି

ମୁମ୍ବାଇ: ବଲିଉଡ ଷ୍ଟାର ଓ ଆକ୍ସନ ହିରୋ ସନ୍ନି ଦେଓଲ କିଛିଦିନ ପୂର୍ବେ ଶୁଟିଂ ସମୟରେ ଆହତ ହୋଇଥିଲେ । ତାଙ୍କ ପିଠିରେ ଆଘାତ ଲାଗିଥିଲା । ଏବେ ସେ ଏହାର ଚିକିତ୍ସା କରିବାକୁ ଆମେରିକାରେ ଅଛନ୍ତି । ଗୋଟିଏ ସପ୍ତାହ…

ଜୁ’ରେ ହୀନସ୍ତା ଜଙ୍ଗଲୀଜୀବ

ଢେଙ୍କାନାଳ ଅଫିସ,୨୫।୭: ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଢେଙ୍କାନାଳର କପିଳାସ ପ୍ରାଣୀ ଉଦ୍ୟାନ। ଜୁ’ରେ ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର କାର୍ଯ୍ୟକ୍ଷମ ହେବା ପରେ ଏହାର ଗୁରୁତ୍ୱ ଅନେକାଂଶରେ ବଢ଼ିଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇ…

ସେକ୍ସ ରାକେଟ ଚଳାଉଥିଲେ ଭାଜପା ନେତା

ନୂଆଦିଲ୍ଲୀ, ୨୫ା୭: ମେଘାଳୟ ଭାଜପା ଉପାଧ୍ୟକ୍ଷ ବର୍ନାର୍ଡ ଏନ୍‌. ରିମ୍ପୁ ମରାକ୍‌ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ଓ୍ବେଷ୍ଟଗାରୋ ହିଲ୍ସ ଜିଲା ସଦର ମହକୁମା ତୁରା ସ୍ଥିତ ଏକ ଫାର୍ମ ହାଉସ୍‌ରେ ସ୍ଥାନୀୟ ପୋଲିସ ଚଢ଼ାଉ କରିଛି। ମରାକ୍‌ ସେଠାରେ ଗଣିକାଳୟ…

ବରଗଡ଼-ନୂଆପଡ଼ା ନୂତନ ରେଲଓ୍ବେ ଲାଇନ କାମକୁ ଅନୁମୋଦନ

ଭୁବନେଶ୍ବର, ୨୫ା୭(ବ୍ୟୁରୋ): ଜନସାଧାରଣଙ୍କ ବହୁ ଦିନର ଆଶା ଆକାଂକ୍ଷା ଓ ଦାବି ପ୍ରତି କେନ୍ଦ୍ର ସରକାର ମୋହର ମାରି ବରଗଡ଼ରୁ ନୂଆପଡ଼ା ପର୍ଯ୍ୟନ୍ତ ନୂତନ ରେଲୱେ ଲାଇନକୁ ଅନୁମୋଦନ କରିଛନ୍ତି। ଏଥିଲାଗି ନୂଆଦିଲ୍ଲୀ ରେଲୱେ ଭବନରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ…

ଅକ୍ଷୟ ପୁଣି ଥରେ ସର୍ବୋଚ୍ଚ ଟିକସଦାତା

ମୁମ୍ବାଇ,୨୫ା୭: ବଲିଉଡ୍‌ ଷ୍ଟାର ଅକ୍ଷୟ କୁମାର ପୁଣିଥରେ ଦେଶର ମନୋରଞ୍ଜନ ଇଣ୍ଡଷ୍ଟ୍ରିର ସର୍ବୋଚ୍ଚ ଟିକସଦାତା ହୋଇଛନ୍ତି। ଆଗାମୀ ଚଳଚ୍ଚିତ୍ରର ଶୁଟିଂ ପାଇଁ ଅକ୍ଷୟ ବ୍ରିଟେନରେ ରହିଥିବାବେଳେ ଆୟକର ବିଭାଗରୁ ସେ ପାଇବାକୁ ଥିବା ‘ସମ୍ମାନ ପତ୍ର’କୁ ତାଙ୍କ ଟିମ୍‌ ଗ୍ରହଣ କରିଛି।…

ଚିନି କଳ ପୁନରୁଦ୍ଧାରରେ ସରକାର ବିଫଳ

ଭୁବନେଶ୍ବର,୨୫ା୭(ବ୍ୟୁରୋ): ରାଜ୍ୟରେ ମୋଟ ୫ଟି ସମବାୟ ଭିତ୍ତିକ ଶିଳ୍ପ ଥିବାବେଳେ ମାତ୍ର ଗୋଟିଏ ଚାଲିଛି। ବିଧାନସଭାରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ ରଖିଥିବା ଉତ୍ତରରୁ ହିଁ ସମବାୟ ଭିତ୍ତିକ ଶିଳ୍ପଗୁଡିକର ଉନ୍ନତୀକରଣ ଲାଗି ସରକାରଙ୍କ ଆନ୍ତରିକତା କେତେ ରହିଛି ସେକଥା…

କେନ୍ଦୁଝର ଜିଲାର ୩ ହାଇସ୍କୁଲକୁ ଅପ୍‌ଗ୍ରେଡ୍‌

କେନ୍ଦୁଝର,୨୫ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାର ୩ଟି ହାଇସ୍କୁଲକୁ ଅପ୍‌ଗ୍ରେଡ୍‌ କରି ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ୨ କଳା)ରେ ପରିଣତ କରାଯାଇଛି। ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି ପକ୍ଷରୁ ଚିଠି ନମ୍ବର ୮୮୦୭/୧୯ା୭ା୨୨ରେ ରାଜ୍ୟର ୫୭ ସ୍କୁଲକୁ ଅପ୍‌ଗ୍ରେଡ୍‌ କରଯାଇଥିବା…

ଗିରଫ ପୂର୍ବରୁ ପାର୍ଥଙ୍କ ଫୋନ ଉଠାଇଲେ ନାହିଁ ମମତା

କୋଲକାତା,୨୫ ।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢାଉ କରିଥିଲେ । ସେଠାରୁ ଇଡିକୁ ୨୦ କୋଟିରୁ ଅଧିକ ଟଙ୍କା ମିଳିଥିଲା । ଏହା ବ୍ୟତୀତ ଏମିତି କିଛି କାଗଜ ପତ୍ର ମିଳିଲା ଯେଉଁଥିରେ ବେଆଇନ…

ବୁଝି ପାରୁନି ମହାମହିମଙ୍କୁ ଆପଣ ନା ତୁମେ କହି ସମ୍ବୋଧନ କରିବି

ନୂଆଦିଲ୍ଲୀ,୨୫ ।୭: ଦେଶର ସର୍ବୋଚ୍ଚ ସାମ୍ବିଧାନକ ପଦ ପାଇଁ ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ସୋମବାର  ଶପଥ ନେବାକୁ ଯାଉଛନ୍ତି । ଏପଟେ କିନ୍ତୁ ସୁଦୂର ଓଡ଼ିଶାରେ ଥିବା ତାଙ୍କ ସାଙ୍ଗସାଥିମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି ଯେ ଏବେଠାରୁ ସେ ତାଙ୍କ…

ଏକଦା ଆତ୍ମହତ୍ୟା କରିବାକୁ ଭାବିଥିଲେ ମିଥୁନ ଚକ୍ରବର୍ତ୍ତୀ, ଏଇ ଗୋଟିଏ କଥା ବଦଳାଇଦେଇଥିଲା ନିଷ୍ପତ୍ତି

ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଆଜି ମଧ୍ୟ ସୋସିଆଲ ମିଡିଆ ଜରିଆରେ ସେ ତାଙ୍କ ପ୍ରଂଶସକଙ୍କ ସହିତ ଯୋଡି ହୋଇ ରହିବାକୁ ଚେଷ୍ଟା କରନ୍ତି। ତେବେ ତାଙ୍କ ସମ୍ପର୍କରେ ଏପରି ଅନେକ କିଛି କଥା ଅଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri