ସିଫା ସହ ସୋଆର ବୁଝାମଣା ସ୍ବାକ୍ଷରିତ
ଭୁବନେଶ୍ୱର,୨୫।୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆଇସିଏଆର୍-ସେଣ୍ଟ୍ରାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ଫ୍ରେଶ୍ୱାଟର ଆକ୍ୱାକଲଚର (ସିଫା) ମଧ୍ୟରେ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ ଓ ଗବେଷଣା ନିମନ୍ତେ ବୁଧବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ହର୍ବାଲ ବାୟୋମେଡିସିନ୍ସ, ନାନୋଟେକ୍ନୋଲୋଜି, ମେରାଇନ୍…
ପ୍ରମୋଦ ଭଗତ ପାଇବେ ଭାରତ ଗୌରବ ସମ୍ମାନ
କଟକ ଅଫିସ,୨୫ା୮: ଚଳିତ ଗଣେଶ ପୂଜା ଅବସରରେ ଜୟ ଭାରତ ଫାଉଣ୍ଡେଶନର ୨୩ତମ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପାଇଁ ସୁନାମ ଆଣିଥିବା ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏ ନେଇ ବୁଧବାର…
ଜେକେ ଟାୟାରର ନୂତନ ଟ୍ରକ୍ ହୁଇଲ୍ ସେଣ୍ଟର
ଚୌଦ୍ୱାର,୨୫ା୮(ଡି.ଏନ୍.ଏ): ଦେଶର ପ୍ରମୁଖ ଟାୟାର ଉତ୍ପାଦକ ଜେକେ ଟାୟାର ଓ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ସ୍ଥାନୀୟ କଜଳକଣା ଗଡ଼ା ନିକଟରେ ଜେକେ ଟାୟାରର ନୂତନ ଟ୍ରକ୍ ହୁଇଲ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ପୂର୍ବ ଭାରତରେ କମ୍ପାନୀର ଟ୍ରକ୍ ହୁଇଲ ନେଟ୍ୱର୍କ ସଂଖ୍ୟା…
ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଫିକି ପ୍ରତିନିଧି ଦଳ
ଲକ୍ଷ୍ନୌ, ୨୫।୮: ଫିକିର ସଭାପତି ସଞ୍ଜୀବ ମେହେଟ୍ଟା ଏବଂ ବରିଷ୍ଠ ଉପସଭାପତି ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନିକଟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଲକ୍ଷ୍ନୌରେ ଭେଟିଥିଲେ। ଏପରିକି ଭାରତର ବୃହତ୍ତମ ରାଜ୍ୟର ଅପାର ସମ୍ଭାବନାକୁ ଆଲୋକିତ କରିବା…
ବିଓବି ପକ୍ଷରୁ ବରୋଦା ତ୍ରିରଙ୍ଗା ଜମା ଯୋଜନା
ଭୁବନେଶ୍ୱର,୨୫।୮: ବ୍ୟାଙ୍କ ଅଫ୍ ବରୋଦା (ବିଓବି) ଉଚ୍ଚ ସୁଧ ହାର ପ୍ରଦାନ କରୁଥିବା ଏକ ସ୍ବତନ୍ତ୍ର ସ୍ଥିର ଜମା ଉତ୍ପାଦ ‘ବରୋଦା ତ୍ରିରଙ୍ଗା ଜମା ଯୋଜନା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବରୋଦା ତିରଙ୍ଗା ଜମା ୨ଟି ଅବଧିରେ ଉପଲବ୍ଧ ଯଥା…
ଦେଶର ୨ୟ ବୃହତ୍ ଉଦ୍ୟୋଗ ଆଦାନୀ ସମୂହ
ନୂଆଦିଲ୍ଲୀ,୨୫।୮: ଗତ କିଛି ବର୍ଷ ମଧ୍ୟରେ ଆଦାନୀ ଗ୍ରୁପ୍ ସମଗ୍ର ବିଶ୍ୱର ଏକ ପ୍ରମୁଖ ଉଦ୍ୟୋଗ ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏପରିକି ଆଦାନୀ ଗ୍ରୁପ୍ର ଚେୟାରମ୍ୟାନ୍ ଗୌତମ ଆଦାନୀ ମଧ୍ୟ ଗୋଟିଏ ପରେ ଗୋଟିଏ କମ୍ପାନୀ କ୍ରୟ…
ଜୟପୁରରେ ସୁପ୍ରିମ୍ର ଏକ୍ସକ୍ଲୁସିଭ ଫର୍ନିଚର ଶୋ’ରୁମ୍
ଜୟପୁର,୨୫ା୮(ନିପ୍ର): ଦେଶର ପ୍ରମୁଖ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦକ ‘ସୁପ୍ରିମ୍ ଇଣ୍ଡଷ୍ଟ୍ରି ଲିମିଟେଡ୍ (ଏସ୍ଆଇଏଲ୍) ଫର୍ନିଚର ଡିଭିଜନ ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ବୁଧବାର କୋରାପୁଟ ଜିଲାର ଜୟପୁର ବେଲ୍ ରୋଡ୍ ସ୍ଥିତ ଗାୟତ୍ରୀ ଫର୍ନିଚର ଆନୁକୂଲ୍ୟରେ ମୋଲ୍ଡେଡ୍…
ଆଜିଠାରୁ ୪ଦିନିଆ ‘ପ୍ରୋପ୍ୟାକ୍ ଓଡ଼ିଶା’
ଭୁବନେଶ୍ୱର,୨୫।୮: ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ ‘ଓଡ଼ିଶା ଆସେମ୍ବ୍ଲି ଅଫ୍ ସ୍ମଲ୍ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍’ (ଓସ୍ମି) ପକ୍ଷରୁ ଏକ ୪ ଦିନିଆ ପ୍ରଦର୍ଶନୀ ଓ କର୍ମଶାଳାଭିତ୍ତିକ କାର୍ଯ୍ୟକ୍ରମ ‘ପ୍ରୋପ୍ୟାକ୍ ଓଡ଼ିଶା-୨୦୨୨’ର ଆୟୋଜନ କରାଯାଉଛି। ଚଳିତ ମାସ ୨୫ ରୁ ୨୮ତାରିଖ…
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ମିଲିନ୍ଦ ସୋମନ
ନୂଆଦିଲ୍ଲୀ,୨୫ ।୮: ବଲିଉଡ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ ଦେଶର ଟପ ଆଥେଲେଟରେ ସାମିଲ ଅଛନ୍ତି । ନିଜର ଫିଟନେସକୁ ନେଇ ସେ ଖୁବ୍ ଚର୍ଚ୍ଚିତ । ନିକଟରେ ମିଲିନ୍ଦ ୟୁନିଟ ରନ ଶେଷ କରିଛନ୍ତି । ଏହାପରେ ସେ…
ପାଠପଢ଼ା ଚାପ: ଆତ୍ମହତ୍ୟା କଲେ ୯ମ ଛାତ୍ର
ଚେନ୍ନାଇ,୨୫।୮: ପାଠପଢ଼ା ଚାପ ସମ୍ଭାଳି ନ ପାରି ତାମିଲନାଡ଼ୁ ଥିରୁଭରୁର ଜିଲା ସ୍ଥିତ ଏକ ଘରୋଇ ସ୍କୁଲର ୯ମ ଶ୍ରେଣୀ ଛାତ୍ର ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଅଧିକ ହୋମଓ୍ବର୍କ ଦିଆଯାଉଥିବାରୁ ଛାତ୍ର ସଞ୍ଜୟ ସ୍କୁଲ ବଦଳାଇବା ପାଇଁ…
ଶିକ୍ଷକଙ୍କ ମାଡ଼ରେ ଆଉ ଜଣେ ଦଳିତ ଛାତ୍ର ହସ୍ପିଟାଲରେ ଭର୍ତ୍ତି
ବାର୍ମେର,୨୫।୮: ରାଜସ୍ଥାନର ଜାଲୋର ଅଞ୍ଚଳରେ ଥିତ୍ବା ଏକ ସ୍କୁଲ୍ରେ ସବର୍ଣ୍ଣଙ୍କ ପାଇଁ ଉଦ୍ଦିଷ୍ଟ ପାଣି ମାଠିଆ ଛୁଇଁବାରୁ ଜଣେ ୯ ବର୍ଷର ପିଲାଙ୍କୁ ଶିକ୍ଷକ ନିର୍ଘାତ ମାଡ଼ ମାରିଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର ୧୫ ଦିନ…
ପପ୍ପନ ସିଂଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ,୨୫।୮: କୋଭିଡ୍ ଲକ୍ଡାଉନ ବେଳେ ପ୍ରବାସୀ ଶ୍ରମିକମାନଙ୍କୁ ବିମାନରେ ସେମାନଙ୍କ ଘରକୁ ପଠାଇ ଚର୍ଚ୍ଚିତ ହୋଇଥିବା ନୂଆଦିଲ୍ଲୀର ଜଣାଶୁଣା ଛତୁଚାଷୀ ପପ୍ପନ ସିଂ ଗେହଲଟ ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀର ଆଲିପୋର ଅଞ୍ଚଳରେ ନିଜ ଘର ସମ୍ମୁଖରେ ଥିବା ମନ୍ଦିର ସିଲିଂରୁ ତାଙ୍କର…
Archives


