Home Left

ସମୁଦ୍ରରେ ଗାଧେଇବା ବେଳେ ଭାସିଗଲେ ନାବାଳକ

ପୁରୀ ଅଫିସ,୧୧।୭: ପୁରୀ ସମୁଦ୍ରରେ ଗାଧେଇବା ବେଳେ ସୋମବାର ଜଣେ ନାବାଳକ ଭାସିଯାଇଛନ୍ତି। ନିଖୋଜ ନାବାଳକ ଜଣଙ୍କ ହେଲେ ଯାଜପୁର ଜିଲା ମାଳସାହି ଅଞ୍ଚଳର ଆୟୁଷ ଜେନା(୧୬) ବୋଲି ଜଣାପଡିଛି । ଆୟୁଷ ପରିବାର ସହ ଚୈତନ୍ୟ ଛକ ବେଳାଭୂମି ସେକ୍ଟର…

ପ୍ରେମ ସମ୍ପର୍କକୁ ଲୁଚାଇବା ପାଇଁ ପାସ୍‌ପୋର୍ଟ ଚିରି ଗିରଫ ହେଲେ ଯୁବକ

ମୁମ୍ବାଇ,୧୧।୭: ପାସ୍‌ପୋର୍ଟ ଚିରିବା ଅଭିଯୋଗରେ ପୁଣେର ଜଣେ ୩୨ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି। ଘରେ ସ୍ତ୍ରୀଙ୍କୁ ଅଫିସ କାମ ଥିବା କହି ଯୁବକ ଜଣକ ବିଦେଶରେ ରହୁଥିବା ପ୍ରେମିକାକୁ ଭେଟିବାକୁ ଯାଇଥିଲେ। ଫେରିବା ବେଳେ ସ୍ତ୍ରୀ ଯେପରି ପ୍ରେମ ସମ୍ପର୍କ…

‘୩ୟ ଡୋଜ୍‌ ମାଗଣାରେ ଦିଆଯିବା ପାଇଁ କେନ୍ଦ୍ରକୁ କହିବୁ’

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ବଢିଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଲେଣି। ଏହାରି ମଧ୍ୟରେ ଟିକାକରଣକୁ ନେଇ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମ୍ମୁଖ ଯୋଦ୍ଧା ଏବଂ…

‘ଚିହ୍ନଟ ହେଉଥିବା ଆକ୍ରାନ୍ତ ପୂର୍ବପରି ଗୁରୁତର ହେଉ ନାହାନ୍ତି’

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ଦେଶରେ ଏବେ ସଂକ୍ରମଣ ବଢ଼ିଥିବା ବେଳେ ଆମ ରାଜ୍ୟରେ ବି ଏବେ ୫ଶହ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ହେଲେ ଏବେ ଆକ୍ରାନ୍ତ…

ମଣିଷଠୁ ବି ଚତୁର ଛେଳି, ଭିଡିଓ ଦେଖିଲେ ହିଁ ବିଶ୍ୱାସ କରିବେ

ଅନେକ ଲୋକ ଭାବନ୍ତି ଯେ, କେବଳ ମଣିଷ ହେଉଛି ଦୁନିଆର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି। ପଶୁମାନଙ୍କର କୌଣସି କଥାରେ ଭାବନା ନାହିଁ। କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ୍‌। କାରଣ ପ୍ରକୃତି ପ୍ରତ୍ୟେକ ପ୍ରାଣୀକୁ ଚିନ୍ତା କରିବା ଏବଂ ବୁଝିବା ପାଇଁ…

ପାହାଡର ପଥର କୁଡିଆରେ ୩୦ ବର୍ଷ

ଭବାନୀପାଟଣା,୧୧।୭(ସ୍ବ.ପ୍ର.): ସମାଜରେ ଆଜି ବି ଅନ୍ଧବିଶ୍ୱାସ ଓ କୁସଂସ୍କାର ଭରି ରହିଛି। ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ସଚେତନତା ଆଗରେ ଭାରିପଡୁଛି ଅନ୍ଧବିଶ୍ୱାସ। ମଣିଷ ସମାଜରେ ରହିବାକୁ ଭଲପାଏ କିନ୍ତୁ ଯେତେବେଳେ ସମାଜ ମଣିଷକୁ ଦୂରେଇ ଦିଏ ସେତେବେଳେ ସେ…

ନୂଆ ସଂସଦ ଭବନ ଉପରେ ୬.୫ ମିଟର ଉଚ୍ଚତାର ଅଶୋକ ସ୍ତମ୍ଭ, ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ,୧୧।୭: ସଂସଦ ଗୃହର ନୂତନ କୋଠାର ଛାତ ଉପରେ ୬.୫ ମିଟର ଉଚ୍ଚର ଅଶୋକ ସ୍ତମ୍ଭ ନିର୍ମାଣ କରାଯାଇଛି। ଏହାକୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କ ସମେତ ଅନେକ…

ଚାରି ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ

ଚଣ୍ଡିଗଡ଼,୧୧ ।୭: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ଅଭିଯୁକ୍ତ ଲରେନ୍ସ ବିଶ୍ନୋଇଙ୍କୁ ସୋମବାର ଅମୃତସର କୋର୍ଟରେ ହାଜର କରାଯାଇଥିଲା । ସେଠାରେ କୋର୍ଟ ତାଙ୍କୁ ୪ ଦିନିଆ ଟ୍ରାନଜିଟ ରିମାଣ୍ଡରେ ହୋସିୟାରପୁର ପୋଲିସକୁ ହସ୍ତଗତ କରିଛନ୍ତି । ବିଶ୍ନୋଇଙ୍କୁ…

ଗୋଟିଏ ଓଭରରେ ୩୪ ରନ୍‌, ଖାଲି ଚୌକା-ଛକା ବର୍ଷା: ଦେଖନ୍ତୁ ଭିଡିଓ

ଲଣ୍ଡନ,୧୦।୭: ଇଂଲଣ୍ଡରେ ଏବେ ଟି-୨୦ ବ୍ଲାଷ୍ଟ ଖେଳାଯାଉଛି। ସମରସେଟ ଏବଂ ଡର୍ବିସାୟାର ମଧ୍ୟରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ସମରସେଟ ପାଇଁ ଖେଳୁଥିବା ରିଲେ ରୋସୋ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ…

କାଜୁ ବଗିଚାରେ ନବଜାତକକୁ ଛାଡ଼ି ଚାଲିଗଲେ

ପାଟଣା,୧୧ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା କାଜୁ ବଗିଚାରୁ ସୋମବାର ସକାଳୁ ଜଣେ ନବଜାତକକୁ ଉଦ୍ଧାର କରାଯାଇଛି। କେହି କାଜୁ ଗଛମୂଳେ ଏକ ଜରି ବ୍ୟାଗ୍‌ ଉପରେ ଶିଶୁକନ୍ୟାକୁ ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି। ଶିଶୁକନ୍ୟା ନାଭି କଟା ଯାଇ…

ଆନୁଷ୍ଠାନିକ ଭାବେ ଇସ୍ତଫା ଘୋଷଣା କଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୧୧ ।୭: ଶ୍ରୀଲଙ୍କାର ଆର୍ଥିକ ସଙ୍କଟକୁ ନେଇ ଲୋକେ ଉଗ୍ର ହେବା ସହ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ଏମାନେ ରାଷ୍ଟ୍ରପତି ଭବନ ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶି ସେଠାରେ ରହୁଛନ୍ତି । ସେମାନଙ୍କର ଦାବି ହେଲା, ଯେ…

ବାବୁଲ ସୁପ୍ରିଓଙ୍କୁ ମମତା ଦେଲେ ବଡ଼ ଦାୟିତ୍ୱ

କୋଲକାତା,୧୧।୭: ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବିଧାୟକ ବାବୁଲ ସୁପ୍ରିଓଙ୍କୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର କରାଯାଇଛି। ନୂଆ ଦାୟିତ୍ୱ ପାଇଁ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସେ ଟୁଇଟ୍‌ କରି ଧନ୍ୟବାଦ ଜଣାଇଛନ୍ତି। । ସୁପ୍ରିଓ ଦେଶର ଜଣେ ଜଣାଶୁଣା ଚେହେରା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri