Home Left

ବିପଦ ସଙ୍କେତ ଟପିଲା ବୈତରଣୀ: ଲୋକେ ଆତଙ୍କିତ

ଆନନ୍ଦପୁର,୨୦ା୮(ସ୍ବ.ପ୍ର.): କେନ୍ଦୁଝର ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ୨୦ ତାରିଖ ଭୀଷଣ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖାଯାଇ ପ୍ରଶାସନିକ ସ୍ତରରେ ଆଗୁଆ ପଦକ୍ଷେପ ଗ୍ରହଣ କରାଯିବା ସହିତ ଜରୁରିକାଳୀନ ବୈଠକ ଆଧାରରେ ଆନନ୍ଦପୁରଠାରେ ପ୍ରଶାସନିକ ତପତ୍ରତା ମଧ୍ୟ ପ୍ରକାଶ ପାଇଥିଲା।…

୫୯ ନଂ ଜାତୀୟ ରାଜପଥରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ

ବାଲିଗୁଡ଼ା,୨୦ା୮(ଡି.ଏନ୍‌.ଏ.): ଲଘୁଚାପ ଜନିତ ଲଗାଣ ବର୍ଷାରେ ଗାଁଠୁ ସହର ସବୁଠି ସଙ୍ଗୀନ ପରିସ୍ଥିତି। ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। କନ୍ଧମାଳ ଜିଲାର ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ବିଭିନ୍ନ ସ୍ଥାନରେ ପୋଲ ଧୋଇ ହୋଇଯାଇ ଯୋଗାଯୋଗ…

ମହାନଦୀରେ ଭାସିଗଲା ଡଙ୍ଗା

ମହାକାଳପଡ଼ା,୨୦ା୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବାହାକୁଦ ଘାଟରେ ଶନିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ପାରାଦୀପ ପଟରୁ ବାହାକୁଦ ଫେରିଘାଟକୁ ଆସୁଥିବା ଯାତ୍ରୀବାହୀ ଡଙ୍ଗାଟି ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ଭାସିଯାଇଛି। ଏଥିରେ ୩୦ ଜଣ ଯାତ୍ରୀ ଥିଲେ।…

ଏସିଆ କପ୍‌ ପୂର୍ବରୁ ପାକିସ୍ତାନକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୨୦।୮: ପାକିସ୍ତାନ ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ଦ୍ରୁତ ବୋଲର ଶାହିନ୍‌ ଆଫ୍ରିଦି ଆହତ ହେବା କାରଣରୁ ଏସିଆ କପ୍‌ରୁ ବାଦ୍‌ ପଡ଼ିଛନ୍ତି। ଗଲ୍‌ରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ବେଳେ ଶାହିନଙ୍କ ଡାହାଣ ଆଣ୍ଠୁରେ…

ପୁଣି ଭାସିଗଲା ଅସ୍ଥାୟୀ କଲଭର୍ଟ

ରାଇକିଆ,୨୦ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମୁରୁଡ଼ିକୁପୁଡ଼ାଠାରେ ଥିବା ଅସ୍ଥାୟୀ ପୋଲ ଉପରେ ପୁଣି ବର୍ଷା ପାଣି ପ୍ରବାହିତ ହେବାରୁ ରାଇକିଆ-ଦାରିଙ୍ଗିବାଡ଼ି ରାସ୍ତାରେ ଯାତାୟାତ ବନ୍ଦ ରହିଛି। ଗତ ରବିବାର ଲଗାଣ ବର୍ଷାରେ ଅସ୍ଥାୟୀ ପୋଲ ଧୋଇଯିବା ଯୋଗୁ ୪ ଦିନ…

ଫ୍ଲପ୍‌ ହେଲେ କେ.ଏଲ୍‌. ରାହୁଲ

ହରାରେ,୨୦।୮: ନିରାଶ କଲେ ଭାରତୀୟ ଟିମ୍‌ର ଅଧିନାୟକ କେ.ଏଲ୍‌. ରାହୁଲ। ଶନିବାର ଜିମ୍ବାଓ୍ବେ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ସେ ମାତ୍ର ୫ ବଲ୍‌ରେ ୧ ରନ୍‌ କରି ଆଉଟ୍‌ ହୋଇଥିଲେ। ତିନି ମାସ ପରେ ରାହୁଲ ଅନ୍ତର୍ଜାତୀୟ ମ୍ୟାଚ୍‌କୁ ଫେରିଥିବା…

କ୍ଷମା ମାଗିଲେ ବାବୁସାନ

ଭୁବନେଶ୍ୱର: ଓଲିଉଡ୍‌ ସୁପରଷ୍ଟାର ବାବୁସାନ୍‌ କ୍ଷମା ମାଗିଛନ୍ତି। ଶନିବାର ସେ ଏକ ଭିଡିଓ ଜାରି କରି କହିଛନ୍ତି, ଏମିତି ଭୁଲ ଆଉ କେବେ ହେବନି। ନିକଟରେ ଯେଉଁ ଘଟଣା ଘଟିଥିଲା, ସେଥିପାଇଁ ମୁଁ ଓଡ଼ିଶାବାସୀଙ୍କୁ କ୍ଷମା ମାଗୁଛି। ସେ କହିଛନ୍ତି, ସ୍ତ୍ରୀ…

ଏହି ୬ ଅଭ୍ୟାସ ଥିବା ବ୍ୟକ୍ତିଙ୍କୁ କେବେ ଅସୁବିଧାରେ ପକାନ୍ତି ନାହିଁ ଶନି, ରଖିଥାନ୍ତି କୃପାଦୃଷ୍ଟି

ସୂର୍ଯ୍ୟ ପୁତ୍ର ହେଉଛନ୍ତି ଶନି। କୁହାଯାଏ ଶନିଙ୍କ ଦୃଷ୍ଟି ଯାହା ଉପରେ ପଡେ ତା’ ଜୀବନ ଦୁଃଖରେ ପରିପୂର୍ଣ୍ଣ ହୋଇଯାଏ। ହେଲେ ନ୍ୟାୟର ଦେବତା କୁହାଯାଉଥିବା ଶନି ସର୍ବଦା ଲୋକଙ୍କୁ ଅସୁବିଧାରେ ପକାଇ ନ ଥାନ୍ତି। ଯଦି ସେ କାହା ଉପରେ…

ଗାଁ ଦାଣ୍ଡରେ ପିଟି ପିଟି ସ୍ତ୍ରୀଙ୍କୁ ମାରିଦେଲେ ସ୍ବାମୀ

ହିଞ୍ଜିଳିକାଟୁ,୨୦ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମହିରକଣା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ଦାଣ୍ଡରେ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଛନ୍ତି ସ୍ବାମୀ। ମୃତ ମହିଳା ଜଣକ ହେଲେ ଅନୀତା ନାଇକ (୨୬) ।…

କେବେ ଥିଲେ ଲୋକପ୍ରିୟ ଅଭିନେତ୍ରୀ, ଏବେ ସନ୍ନ୍ୟାସିନୀ

ବମ୍ବେ: ପ୍ରାୟ ତିନି ଦଶନ୍ଧି ଧରି ମନୋରଞ୍ଜନଜଗତ ସହ ଜଡ଼ିତ ରହିବା ପରେ ଏବେ ସନ୍ନ୍ୟାସିନୀ ହୋଇଛନ୍ତି ଅଭିନେତ୍ରୀ ନୁପୂର ଅଳଙ୍କାର। ସମସ୍ତ ଚାକଚକ୍ୟ, ବିଳାସବ୍ୟସନକୁ ସେ ପରିତ୍ୟାଗ କରି ଗେରୁଆ ବସ୍ତ୍ର ପରିଧାନ କରୁଛନ୍ତି ସେ। ଏପରିକି ସେ ହିମାଳୟ…

ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ମାଗିବା ନେଇ ବିଇଓଙ୍କୁ ଘେରିଲା ଶିକ୍ଷକ ସଂଘ

ସାରସକଣା,୨୦ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ଯ୍ୟକଳାପ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଜୁଲାଇ ୧୭ ତାରିଖ ଚିଠି ସଂଖ୍ୟା ୧୫୩୬ ଅନୁସାରେ ସିଆରସିସି ଚନ୍ଦନ ସାହୁଙ୍କୁ ବିଭିନ୍ନ ଘଟଣାକୁ ନେଇ ୩ ଦିନ ମଧ୍ୟରେ ଜଣାଇବା ପାଇଁ କାରଣ…

ସୋନମ-ଆନନ୍ଦଙ୍କ ଘରକୁ ଆସିଲା କୁନି ଅତିଥି

ବମ୍ବେ: ମା’ ହୋଇଛନ୍ତି ବଲିଉଡ୍‌ର ଫ୍ୟାଶନ୍‌ ଡିଭା ତଥା ଅଭିନେତ୍ରୀ ସୋନମ କପୁର। ବିବାହର ଚାରି ବର୍ଷ ପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନୀତୁ କପୁର ତାଙ୍କର ଇନ୍‌ଷ୍ଟାଗ୍ରାମରେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ଏପରିକି ସେ ପ୍ରଥମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri