କାନ ଧରି ଆଣ୍ଠେଇଲେ ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଓଡ଼ିଶାରୁ ବେସାମରିକ ସେବା ପୁନଃ ଥଇଥାନ ନିୟମ-୨୦୨୦କୁ ଉଚ୍ଛେଦ କରି ପୁଣିଥରେ ପୁନଃ ଥଇଥାନ ନିୟମ-୧୯୯୦ ଲାଗୁ କରିବା ଦାବିରେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘ ପକ୍ଷରୁ ଗଣଧାରଣା ଜାରି ରହିଛି। ଶୁକ୍ରବାର ଅଭିନବ ଉପାୟରେ ଲୋୟର ପିଏମଜିଠାରେ ସେମାନେ ପ୍ରତିବାଦ କରିଛନ୍ତି। ପୂର୍ବରୁ ରାସ୍ତାରେ ଖାଲି ବୋତଲ ବାଡ଼େଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିକ୍ଷୋଭକାରୀ ଉଦ୍ୟମ କରିଥିବାବେଳେ ଶୁକ୍ରବାର ଭିନ୍ନ ପନ୍ଥା ଆପଣେଇଛନ୍ତି। ୩ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଳାଇଥିବା ଏହି ସଂଘ ରାସ୍ତାରେ କାନ ଧରି ଆଣ୍ଠେଇ ଦାବି ଉପସ୍ଥାପନ କରୁଥିବା ଦେଖିବାକୁ ମିଳିଛି। ପୁନଃ ଥଇଥାନ ନିୟମ-୧୯୯୦ ଲାଗୁ କରାଯିବା ସହ ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି। ସେହିପରି ୨୦୦୩-୦୪ରେ ନିଯୁକ୍ତ ଶିକ୍ଷା ସହାୟକଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ ତଥା ଛଟେଇ ହୋଇଥିବା ଶିକ୍ଷା ସହାୟକଙ୍କୁ ପୁନଃ ନିଯୁକ୍ତି ନେଇ ଦାବି ଉପସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଆଘାତରେ ଓଡ଼ିଶାରେ ସର୍ବାଧିକ ହାତୀଙ୍କ ମୃତ୍ୟୁ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ):  ବିଦ୍ୟୁତ୍‌ ଆଘାତରେ ଓଡିଶାରେ ସର୍ବାଧିକ ହାତୀଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦୦୯ରୁ ୨୦୧୯...

୩,୩୩,୯୪୩ ମାମଲାର ଫଇସଲା

କଟକ ଅଫିସ,୨୬ା୨: କଟକ ଜୁଡିସିଆଲ୍‌ ଏକାଡେମୀରେ ୩ ଦିନ ବ୍ୟାପୀ ହେବାକୁ ଥିବା ଜିଲା ଜଜ୍‌ ସମ୍ମିଳନୀ-୨୦୨୨ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ହାଇକୋର୍ଟ ମୁଖ୍ୟ...

ଭୁବନେଶ୍ୱରରେ ୧୦୦ ପ୍ରତିଶତ ଟିକାକରଣ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ହୋଇଥିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ମୋଟ୍‌ ୯ ଲକ୍ଷ ୭ ହଜାର ଲୋକଙ୍କୁ ୨...

ରେକର୍ଡ ଭାଙ୍ଗିଲା ପୁରୀ, ଭୁବନେଶ୍ୱର

ଭୁବନେଶ୍ୱର,୧୩।୯(ବ୍ୟୁରୋ):ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ବର୍ଷା ପୁରୀରେ ୮୭ ବର୍ଷର ରେକର୍ଡ ଭାଙ୍ଗି ଥିବା ବେଳେ ଭୁବନେଶ୍ୱରରେ ୬୩ ବର୍ଷର...

ସକ୍ରିୟ ରହିଛି ଲଘୁଚାପ :୧୨ ଘଣ୍ଟା ମଧ୍ୟରେ ଅବପାତ

ଭୁବନେଶର, ୨୨।୧୦(ବ୍ୟୁରୋ): ଦକ୍ଷିଣ-ପୂର୍ବ ପାର୍ଶବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୁଦୃଶଃ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ପୂର୍ବକେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ...

ଗାଈକୁ ବଞ୍ଚାଇବାକୁ ଯାଇ ସୁବର୍ଣ୍ଣପୁର ଏସ୍‌ପିଙ୍କ ଗାଡ଼ି ଦୁର୍ଘଟଣାଗସ୍ତ, ୨୦ ଫୁଟ ତଳକୁ ଖସିଲା

ସୋନପୁର,୨୨।୧(ନି.ପ୍ର): ସୁବର୍ଣ୍ଣପୁର ଏସ୍‌ପି ଦେବୀପ୍ରସାଦ ଦାଶଙ୍କ ଗାଡ଼ି ବୁଧବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏସ୍‌ପି ସମ୍ବଲପୁର ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ସଦାଚାର କମିଟି...

ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା

ଆନନ୍ଦପୁର,୨୮।୬(ସ୍ବ.ପ୍ର.): ରାଜନୈତିକ ଦୃଷ୍ଟିକୋଣରୁ କେନ୍ଦୁଝର ଜିଲାର ଘସିପୁରା ସ୍ପର୍ଶକାତର ନିର୍ବାଚନମଣ୍ଡଳୀ ଭାବେ ପରିଚିତ। ଏହି ନିର୍ବାଚନମଣ୍ଡଳୀ ଏବେ ବିଜେଡି ଅକ୍ତିଆରରେ ରହିଛି। ୨୦୦୯ରୁ ଏପର୍ଯ୍ୟନ୍ତ ପୂର୍ବତନ...

ଖଣ୍ଡାରେ ହାଣି ଲୁଟିନେଲେ ୫ ଲକ୍ଷ

ଢେଙ୍କିକୋଟ, ୨୨।୨(ଡି.ଏନ.ଏ.)- କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥ ପିପିଳିିଆ ଘାଟି ମଙ୍ଗଳାଠାରେ ଶରତ କୁମାର ବାରିକଙ୍କ ମିନିଟ୍ରକ ଅଟକାଇ ୪ଜଣ...

Advertisement
Archives

Model This Week