Home Left

ଫେକ୍‌ ଆଇଡିରେ ବନ୍ଧୁତା, ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ଅନ୍ତରଙ୍ଗ ଫଟୋ ଭାଇରାଲ୍‌ ଓ ହତ୍ୟା ଧମକ, ଯୁବତୀ ଗିରଫ

ପାରଳାଖେମୁଣ୍ଡି, ୨୩।୧୦ (ଗିରିଧାରୀ ପରିଛା): ସୋସିଆଲ୍‌ ମିଡିଆରେ ନକଲି ପରିଚୟ ଦେଇ ବନ୍ଧୁତା ସ୍ଥାପନ, ବିବାହର ପ୍ରତିଶ୍ରୁତି ଦେଇ ବିଶ୍ୱାସ ଜିଣିବା ଏବଂ ପରେ ଅନ୍ତରଙ୍ଗ ଫଟୋ ଓ ଭିଡିଓ ପ୍ରସାରଣ ସହ ହତ୍ୟା ଧମକ ଦେବା ଅଭିଯୋଗରେ ଜଣେ ଯୁବତୀଙ୍କୁ…

ଓଡ଼ିଶାରେ ମେଗା ପୋଲିସ ନିଯୁକ୍ତି: ୭୨୬୮ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ପ୍ରଥମ ଥର ପାଇଁ ହେବ…

ଭୁବନେଶ୍ୱର, ୨୩ା୧୦: ଓଡ଼ିଶାରେ ଚାକିରି ଆଶାୟୀ ଯୁବକଯୁବତୀଙ୍କ ପାଇଁ ଏକ ବଡ଼ ଖୁସିଖବର ଆସିଛି। ରାଜ୍ୟରେ ମୋଟ ୭୨୬୮ଟି ପୋଲିସ ପଦବୀ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OUSSSC) ପକ୍ଷରୁ ‘କମ୍ବାଇନ୍‌ଡ ୟୁନିଫର୍ମଡ୍ ସର୍ଭିସେସ୍‌’…

କୋଟିଆ ସୀମାନ୍ତ ଗ୍ରାମ ଗସ୍ତ କରି ସ୍ଥିତି ପରଖିଲେ ବିଧାୟକ ରାମଚନ୍ଦ୍ର କାଡାମ୍

ପଟ୍ଟାଙ୍ଗି, ୨୩।୧୦ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ର କୋଟିଆ ପଞ୍ଚାୟତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଆନ୍ଧ୍ରପ୍ରଦେଶର ଜିଲା ପରିଷଦ ଓ ସମିତି ନିର୍ବାଚନକୁ ନେଇ ଓଡ଼ିଶାର ବିଜେଡି ପ୍ରତିନିଧି ଦଳ କୋଟିଆ ଗସ୍ତ…

ଦିଗପହଣ୍ଡିରେ ଶାରଦୀୟ ଠାକୁରାଣୀ ଯାତ୍ରା ମହୋତ୍ସବ: ଶେଷ ହେଲା ଘଟ ଶୋଭାଯାତ୍ରା, ମେଲୋଡି କୁଇନ୍ ଇରା ମହାନ୍ତିଙ୍କ ଗୀତରେ ଝୁମିଲେ ଦର୍ଶକ

ଦିଗପହଣ୍ଡି, ୨୩।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବର ଶୁକ୍ରବାର ସପ୍ତମ ଦିବସ ବିତିଛି। ସନ୍ଧ୍ୟାରେ ବଜାରସାହି ଗାନ୍ଧୀଛକସ୍ଥିତ ଅସ୍ଥାୟୀ ଯାତ୍ରାପୀଠରେ ଆଶ୍ୱିନ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି…

ଦିଗପହଣ୍ଡିରେ ଖୁସିର ଲହର, ୫୯୧ ହିତାଧିକାରୀଙ୍କୁ ମିଳିଲା ପଟ୍ଟା

ଦିଗପହଣ୍ଡି, ୨୩।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ପ୍ରଶାସନ ପକ୍ଷରୁ ବଡ଼ଡୁମ୍ବୁଳା ଓ କରପଡ଼ା ପଞ୍ଚାୟତରେ ଶୁକ୍ରବାର ପଟ୍ଟା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ଇତିହାସ ରଚିଲା ଜିଓ ଆଇପିଓ: ମାତ୍ର ତିନି ଦିନରେ ୧.୩୮ କୋଟିରୁ ଅଧିକ ଆବେଦନ, ୨୨ ଗୁଣରୁ ଅଧିକ ସବସ୍କ୍ରିପ୍ସନ୍

ନୂଆଦିଲ୍ଲୀ,୨୩।୧୦: ଦେଶର ସର୍ବବୃହତ୍ ଆଇପିଓ (IPO) ଜିଓ ପ୍ଲାଟଫର୍ମସ୍‌ ନିଜର ଐତିହାସିକ ସମାପ୍ତି ସହ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ୩୦,୨୧୩ କୋଟି ଟଙ୍କାର ଏହି ମେଗା ଆଇପିଓରେ ମାତ୍ର ତିନି ଦିନ ମଧ୍ୟରେ ୧.୩୮ କୋଟିରୁ ଅଧିକ…

ଘୋଡାହାଡ ଡ଼୍ୟାମରୁ ଛଡାଯିବ ପାଣି : ନଦୀ ତଟବର୍ତ୍ତିି ଗ୍ରାମବାସୀଙ୍କୁ ସତର୍କ

ଦିଗପହଣ୍ଡି,୨୩|୧୦(ଅଶେଷ ନାଥ ମିଶ୍ର) ଦକ୍ଷିଣ – ପୂର୍ବ ଓ ସଂଲଗ୍ନ ପୂର୍ବ – ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇଛି।ଏହାର ପ୍ରଭାବରେ ଆସନ୍ତା ସୋମବାର ଠାରୁ ପ୍ରବଳ ପବନ ଓ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା…

ଲାଇଭ୍‌ ମ୍ୟାଚ୍‌ ବେଳେ ଆକ୍ରମଣ କଲା ହନୁ ମାଙ୍କଡ଼, ବଞ୍ଚିବାକୁ ଯାଇ ପଡ଼ିଗଲେ ଖେଳାଳି; ତା’ ପରେ…

ନୂଆଦିଲ୍ଲୀ,୨୩।୧୦: ନାଗପୁରରେ ଚାଲିଥିବା ମହିଳା ଅଣ୍ଡର-୧୯ ଟି-୨୦ ଟ୍ରଫିର କ୍ୱାଟର ଫାଇନାଲ୍ ମ୍ୟାଚ୍‌ରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। କର୍ଣ୍ଣାଟକ ଏବଂ ବିଦର୍ଭ ମଧ୍ୟରେ ଖେଳାଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ସମୟରେ ହଠାତ୍ ମଇଦାନ ଭିତରକୁ ଏକ…

ସରଫରାଜଙ୍କୁ କେବେ ମିଳିବନି ଟିମ୍ ଇଣ୍ଡିଆରେ ସୁଯୋଗ? ବଡ଼ କଥା କହିଦେଲେ…

ନୂଆଦିଲ୍ଲୀ,୨୩।୧୦: ଭାରତୀୟ କ୍ରିକେଟର ଯୁବ ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନ ରଣଜୀ ଟ୍ରଫିରେ ପୁଣିଥରେ ନିଜର ଶତକୀୟ ପ୍ରଦର୍ଶନ ବଳରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଘରୋଇ କ୍ରିକେଟରେ କ୍ରମାଗତ ଭାବେ ଚମତ୍କାର ପ୍ରଦର୍ଶନ କରିଆସୁଥିଲେ ମଧ୍ୟ ତାଙ୍କୁ ଜାତୀୟ ଦଳ କିମ୍ବା ‘ଇଣ୍ଡିଆ…

ଜମିରେ ପାଣି ନାହିଁ, ଫସଲ ନଷ୍ଟ ଆଶଙ୍କାରେ ଚାଷୀ

ପଦ୍ମପୁର, ୨୩।୧୦ (ପ୍ରଦୀପ୍ତ ଦାଶ): ଧାନ ପାଚିବାକୁ ଆଉ ମାତ୍ର ଏକରୁ ଦୁଇ ସପ୍ତାହ ବାକି। ଏଭଳି ସମୟରେ ବର୍ଷା ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଅକ୍ଟୋବରରେ ଆବଶ୍ୟକ ମୁତାବକ ବର୍ଷା ନ ହେବାରୁ ପଦ୍ମପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ…

ଗଜଲକ୍ଷ୍ମୀ ପୂଜାକୁ ନେଇ ବିବାଦ, ଅନଶନରେ ଆୟୋଜକ

କଟକ ସଦର, ୨୩ା୧୦ (ସୁଶାନ୍ତ କୁମାର ଜେନା): ୪୨ ମୌଜା ଥାନା ଅନ୍ତର୍ଗତ କଳପଡ଼ା ଗ୍ରାମରେ ଚଳିତ ବର୍ଷ ଏକ ଗୋଷ୍ଠୀ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଆୟୋଜନ କରାଯାଇଥିଲା। ଏଥିପାଇଁ ପୋଲିସର ଅନୁମତି ନିମନ୍ତେ ମଧ୍ୟ ଆବେଦନ କରାଯାଇଥିଲା। ମାତ୍ର ସ୍ଥାନୀୟ…

ଭାରତର ପତାକାବାହକ ଦାୟିତ୍ୱ ତୁଲାଇବେ ମୋନା, ନିଶାଦ: ଜାଣନ୍ତୁ ତାଙ୍କ ସଙ୍ଘର୍ଷ…

ନାଗୋୟା, ୨୩ା୧୦: ଭାରତ ଡବଲ ସ୍ବର୍ଣ୍ଣ ପଦକ ବିଜେତା ଶୁଟର ମୋନା ଅଗରଓ୍ବାଲ ଏବଂ ଜମ୍ପ ସ୍ପେଶାଲିଷ୍ଟ ନିଶାଦ କୁମାର ଶନିବାର ହେବାକୁଥିବା ଏସିଆନ ପାରା ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ପତାକାବାହକ ଦାୟିତ୍ୱ ତୁଲାଇବା ପାଇଁ ମନୋନୀତ ହୋଇଛନ୍ତି। ଗେମ୍ସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?