Home Left

ଶେଷ ପର୍ଯ୍ୟାୟରେ ମା’ ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି: ଉତ୍ସବମୁଖର ପୁଇଁତୋଳା

ଗଞ୍ଜାମ, ୨୪।୧୦(ବିଦ୍ୟାଧର ସାହୁ): ଆସନ୍ତା ୨୫ରୁ ପୁଇଁତୋଳାରେ ମହାଆଡ଼ମ୍ବରରେ ପାଳିତ ହେବ ମା’ ଗଜଲକ୍ଷ୍ମୀଙ୍କ ପୂଜା। ଏଥିପାଇଁ ଗାଁରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୂର୍ବରୁ ଶୁଭଖୁଣ୍ଟ ସ୍ଥାପନ କରାଯାଇଥିବାବେଳେ ପୂଜାକୁ ନେଇ ସମଗ୍ର ଗ୍ରାମରେ ଉତ୍ସାହ ଓ ଆନନ୍ଦର ପରିବେଶ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଖୁସି ଖବର: ଅକ୍ଟୋବର ୩୦ରେ ଖାତାକୁ ଆସିବ PM-କିଷାନର ୨ହଜାର ଟଙ୍କା; ତୁରନ୍ତ ଚେକ କରନ୍ତୁ ଷ୍ଟାଟସ

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (PM-Kisan)ର ୨୪ତମ କିସ୍ତିକୁ ଅପେକ୍ଷା କରିଥିବା ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ବହୁତ ଖୁସି ଖବର ଆସିଛି। ଦୀପାବଳିର ପବିତ୍ର ପର୍ୱ ପୂର୍ୱରୁ ସରକାର ୨୪ତମ କିସ୍ତି ପ୍ରଦାନ କରିବାର ତାରିଖ…

ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼: ସାବୁନ, ତେଲ, ବିସ୍କୁଟ ଠାରୁ ଆରମ୍ଭ କରି ମୋବାଇଲ ରିଚାର୍ଜ ଯାଏଁ ସବୁ ହେଲା ମହଙ୍ଗା!

ନୂଆଦିଲ୍ଲୀ,୨୪।୧୦: ସାଧାରଣ ଲୋକଙ୍କ ପକେଟ ଉପରେ ମହଙ୍ଗା ମାଡ଼ର ଆଉ ଏକ ବଡ଼ ବୋଝ ପଡ଼ିବାକୁ ଯାଉଛି। କ୍ରିସିଲ (CRISIL), ଏଲାରା ଏବଂ କୋଟାକ ନିଓର ବିଶ୍ଳେଷକମାନଙ୍କ ରିପୋର୍ଟ ଅନୁସାରେ, ଅଶୋଧିତ ତୈଳ ଏବଂ ସପ୍ଲାଇ ଚେନ ବାଧାପ୍ରାପ୍ତ ହେବା ଯୋଗୁଁ…

ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କତା: ୩୦ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଛତ୍ରପୁର, ୨୪।୧୦ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକୁ ନେଇ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ଅକ୍ଟୋବର ୩୦…

ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ଚଳନ: ୫ ଡିସେମ୍ୱର ଯାଏଁ ୪ ରାଶି ଉପରେ ଧନବର୍ଷା! ହୁ ହୁ ହୋଇ ବଢିବ ଧନ

ଶୁକ୍ର ଗ୍ରହ ଡିସେମ୍ୱର ୫ ତାରିଖ ପର୍ଯ୍ୟନ୍ତ ଚିତ୍ରା ନକ୍ଷତ୍ରରେ ରହିବେ। ଏହା ପରେ ସୱାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ପ୍ରଭାବରେ ୪ଟି ରାଶିକୁ ଭାଗ୍ୟର ସାଥ ମିଳିବ। ଏହି ରାଶିଗୁଡ଼ିକ ପାଇଁ କ୍ୟାରିୟରରେ ଉନ୍ନତିର ଯୋଗ…

ନୂତନ ପୋଡ଼ମପେଟାକୁ ଗଡ଼ିଲା ବସ: ବିଧାୟକଙ୍କ ପଦକ୍ଷେପରେ ଗ୍ରାମବାସୀ ଆଶ୍ୱସ୍ତ

ଗଞ୍ଜାମ, ୨୪।୧୦ (ଅନାଥ ତରାଇ): ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ନୂତନ ପୋଡ଼ମପେଟା (ସିଦ୍ଧାନ୍ତ ନଗର) ଗ୍ରାମକୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବସ ସେବା। ଏଥିସହ ଗ୍ରାମର ଦୀର୍ଘଦିନର ପାନୀୟ ଜଳ ସମସ୍ୟାର ସମାଧାନ…

ଆଗକୁ ଧାନ ଅମଳ, ଚାଷୀଙ୍କୁ ବିକ୍ରି ଚିନ୍ତା: ବଢୁଛି ଆଶଙ୍କା

ବରଗଡ଼,୨୪।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଅଧିକାଂଶ ଅଞ୍ଚଳରେ ଖରିଫ୍‌ ଧାନ ଫସଲ ଅମଳକ୍ଷମ ଅବସ୍ଥାକୁ ଆସିଗଲାଣି। କାଁ ଭାଁ କେଉଁଠି ଅମଳ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆଉ ସପ୍ତାହକ ପରେ ଏହା ଜୋର୍‌ ଧରିବ। ଧାନ ଅମଳ ସମୟ ଯେତିକି ପାଖେଇ ଆସୁଛି,…

୩ ଗୃହରେ ପଢ଼ୁଛନ୍ତି ୯ ଶ୍ରେଣୀର ପିଲା: ଅବ୍ୟବସ୍ଥା ଘେରରେ ସରକାରୀ ବିଦ୍ୟାଳୟ

ହାଟଡିହୀ, ୨୪l୧୦(ଶୁଭକାନ୍ତ ନାୟକ):ରାଜ୍ୟ ସରକାର ଶିକ୍ଷାର ମାନ ବୃଦ୍ଧି ସହ ଗ୍ରାମାଞ୍ଚଳ ଓ ଖଣି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍‌ ଧନୁର୍ଜୟପୁର ପଞ୍ଚାୟତ ଅଧୀନ ବଉଳା ଗୋପବନ୍ଧୁ…

ତଳ ସ୍ତରରେ ଅନିଶ୍ଚିତତା

ଗତ ୩ମାସ ମଧ୍ୟରେ ୫ଜଣ ଅଧିକାରୀଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏଥିରେ କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଅଛନ୍ତି। ପ୍ରଶ୍ନ ଉଠୁଛି, ମୋଦି ସରକାର କ’ଣ ବିଶ୍ୱସ୍ତ ଅଧିକାରୀଙ୍କୁ ବିଦାୟଦେବାକୁ ଅନିଚ୍ଛୁକ? କାର୍ଯ୍ୟକାଳ…

ବିପଦରେ ବିଶ୍ୱର ପୁରାତନ ଗୁମ୍ଫା ଚିତ୍ରକଳା

ଜାକର୍ତ୍ତା, ୨୪ା୧୦: ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପରେ ଦେଖାଦେଇଥିବା ଭୟାବହ ଜଙ୍ଗଲ ନିଆଁ ଯୋଗୁ ବିଶ୍ୱର ସବୁଠୁ ପ୍ରାଚୀନ ଗୁମ୍ଫା ଚିତ୍ରକଳା ଏବେ ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ସ୍ଥିତିରେ ରହିଛି। ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ ବୋଲି କୁହାଯାଉଛି।…

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୪ା୧୦(ସୁନିତ୍‌ ମିଶ୍ର): କୋଟିଆକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। କୋଟିଆର କେତୋଟି ପଞ୍ଚାୟତରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଥିବାରୁ ଓଡ଼ିଶାରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ସବୁ ରାଜନୈତିକ ଦଳ ପକ୍ଷରୁ ଏହାକୁ ଜୋରଦାର…

ଇସିଆଇ ମୁଖ୍ୟାଳୟକୁ ଏସ୍‌ଆଇଆର୍‌ ବିରୋଧୀ ପଦଯାତ୍ରା

ନୂଆଦିଲ୍ଲୀ,୨୪ା୧୦: ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବିରୋଧରେ ଶୁକ୍ରବାର କେନ୍ଦ୍ରୀୟ ଦିଲ୍ଲୀସ୍ଥିତ ଭାରତର ନିର୍ବାଚନ କମିଶନ (ଇସିଆଇ) ମୁଖ୍ୟାଳୟ ଅଭିମୁଖେ ପଦଯାତ୍ରାରେ ଯାଉଥିବା ଶତାଧିକ ବିକ୍ଷୋଭକାରୀଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି। ଏଥିସହିତ ସମାବେଶ ରୋକିବା ପାଇଁ ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?