ପରିବାର ସହ ସମୟ ବିତାଇ ପାରିନଥିବାରୁ ଭାବବିହ୍ବଳ ହୋଇପଡ଼ିଲେ ଆମିର, କହିଲେ…
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଆମିର ଖାନ କେବଳ ତାଙ୍କ ଚଳଚ୍ଚିତ୍ର ପାଇଁ ନୁହେଁ, ବରଂ ତାଙ୍କର ସ୍ପଷ୍ଟବାଦୀ ସ୍ବଭାବ ପାଇଁ ମଧ୍ୟ ଜଣାଶୁଣା। ନିକଟରେ ସିଙ୍ଗାପୁର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଆମିରଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ରୂପ ଦେଖିବାକୁ ମିଳିଥିଲା। ତିନି…
‘ସେଠାରେ ସେ ସେହି ଖୁସି ପାଉଛନ୍ତି, ଯାହା ମୁଁ ଦେଇପାରିନଥିଲି’, ଗୋବିନ୍ଦାଙ୍କ ସହ ସମ୍ପର୍କକୁ ନେଇ ନିଜର ଯନ୍ତ୍ରଣା ବଖାଣିଲେ ସୁନୀତା ଆହୁଜା
ମୁମ୍ବାଇ: ବଲିଉଡର ‘ହିରୋ ନମ୍ବର ୧’ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜା ନିଜ ବ୍ୟକ୍ତିଗତ ଜୀବନକୁ ନେଇ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ବୈବାହିକ ଜୀବନରେ ମତଭେଦ ଥିବା ନେଇ ଖବର ବାରମ୍ବାର ସାମ୍ନାକୁ ଆସୁଛି।…
BCCIର ବଡ଼ ନିଷ୍ପତ୍ତି; ମାତ୍ର ଦୁଇଟି T20I ଖେଳିଥିବା ଖେଳାଳିଙ୍କୁ ନିଯୁକ୍ତ କଲା ଜୁନିୟର ମୁଖ୍ୟ ଚୟନକର୍ତ୍ତା
ନୂଆଦିଲ୍ଲୀ,୨୩।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ପରବିନ୍ଦର ଅୱାନାଙ୍କୁ ଜୁନିୟର ଚୟନ କମିଟିର ମୁଖ୍ୟ ଚୟନକର୍ତ୍ତା ଭାବରେ ନିଯୁକ୍ତ କରିଛି। ନିଜ କ୍ୟାରିୟର ମଧ୍ୟରେ ଅୱାନା ଭାରତ ପାଇଁ ମାତ୍ର ଦୁଇଟି…
ହୋଟେଲରୁ ମିଳିଲା DSPଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା…
ବୋଙ୍ଗାଇଗାଁଓ(ଆସାମ),୨୩।୧୦: ଆସାମର ବୋଙ୍ଗାଇଗାଁଓ ଜିଲାର ଏକ ହୋଟେଲ ରୁମ୍ରୁ ଜଣେ ଡିଏସ୍ପିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଅଧିକାରୀ ଜଣକ ଖାର୍ଗେଶ୍ୱର ରାଭା ବୋଲି ଜଣାପଡିଛି। ଖାର୍ଗେଶ୍ୱର ମୁଖ୍ୟମନ୍ତ୍ରୀଙ୍କ ଭିଜିଲାନ୍ସ ସେଲ୍ରେ DSP ଭାବେ କାର୍ଯ୍ୟରତ ଥିଲେ। ହେଲେ ତାଙ୍କ ମୃତ୍ୟୁର…
ଖେଳପଡ଼ିଆରୁ ଦେଶସେବା, ଯୁବପିଢ଼ିଙ୍କୁ ନୂଆ ଭରସା: ଦୁଇ ମିନି ଷ୍ଟାଡିୟମ୍ ପାଇଁ ଖର୍ଚ୍ଚ ହେବ ୨୯ କୋଟି
ଭଞ୍ଜନଗର, ୨୩ା୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ସହ ଯୁବପିଢ଼ିଙ୍କୁ ଦେଶସେବା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏକାଧିକ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଦୁଇଟି ମିନି ଷ୍ଟାଡିୟମ୍ ନିର୍ମାଣ ପାଇଁ ୨୯ କୋଟି…
ମାଡ଼ି ଆସୁଛି ବାତ୍ୟା, ପଶ୍ଚିମବଙ୍ଗ ସହ ଓଡ଼ିଶାକୁ ସତର୍କ କଲା ପାଣିପାଗ ବିଭାଗ
ନୂଆଦିଲ୍ଲୀ,୨୩।୧୦: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି କି ବଙ୍ଗୋପସାଗରରେ ଅକ୍ଟୋବର ୨୬ ସୁଦ୍ଧା ଏକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ସହ ଏନେଇ…
ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଦିଲଜିତ ଦୋସାଞ୍ଜଙ୍କ କନସର୍ଟକୁ ବୋମା ମାଡ଼ରେ ଉଡ଼ାଇବାକୁ ଧମକ
ମୁମ୍ବାଇ,୨୩।୧୦: ମୁମ୍ବାଇ ମେୟର ରିତୁ ତାୱଡେଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ ମିଳିଛି। ଏଥିରେ ଅଭିନେତା ଅମିତାଭ ବଚ୍ଚନଙ୍କ ବାସଭବନ ଏବଂ ଗାୟକ ଦିଲଜିତ ଦୋସାଞ୍ଜଙ୍କ କାର୍ଯ୍ୟକ୍ରମ (କନସର୍ଟ) ସ୍ଥଳକୁ ବୋମା ଲଗାଇ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଏହା ପରେ ସୁରକ୍ଷା…
ଟାଙ୍ଗିଆ ଆକ୍ରମଣରେ ବୃଦ୍ଧ ମୃତ, ଅଭିଯୁକ୍ତଙ୍କୁ ବାନ୍ଧିଲେ ପରିବାର
ପାପଡ଼ାହାଣ୍ଡି, ୨୩ା୧୦ (ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସିରସୀ ପଞ୍ଚାୟତର ପାଳପୁର କଦମଗୁଡ଼ା ଗ୍ରାମରେ ଟାଙ୍ଗିଆ ଆକ୍ରମଣରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନବରଙ୍ଗପୁର ବ୍ଲକ ବିକ୍ରମପୁର ପଞ୍ଚାୟତ ଡଙ୍ଗରିଗୁଡ଼ା ଗ୍ରାମର ମୁଣ୍ଡରା…
ବିରାଟ କୋହଲିଙ୍କୁ ନେଇ ଅମିତ ମିଶ୍ର କହିଲେ, ନିଜ ପ୍ରତିଶ୍ରୁତି ରଖିବାରେ ବିଫଳ ହେଲେ…
ନୂଆଦିଲ୍ଲୀ,୨୩।୧୦: ଭାରତର ପୂର୍ବତନ ଲେଗ-ସ୍ପିନର ଅମିତ ମିଶ୍ରଙ୍କ ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଏକ ସୁଖଦ ମୋଡ଼ରେ ଶେଷ ହୋଇନଥିଲା। ୨୦୧୭ ମସିହାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଏକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ତାଙ୍କ ପାଇଁ ଭାରତୀୟ ଦଳ ପକ୍ଷରୁ ଶେଷ ମ୍ୟାଚ…
ଶାସନ ପରିବର୍ତ୍ତନ ଉପରେ ଅଭିଜିତ ଦୀପକେଙ୍କର ବଡ଼ ବୟାନ: ‘ଯଦି ଜ୍ଞାନେଶ କୁମାର ଇସ୍ତଫା ଦିଅନ୍ତି, ତେବେ …’
ନୂଆଦିଲ୍ଲୀ,୨୩।୧୦: ‘କକରୋଚ ଜନତା ପାର୍ଟି’ (CJP) ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ ସାକ୍ଷାତକାରରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି, ଯେଉଁଥିରେ CJP ଆନ୍ଦୋଳନ ଏବଂ ‘ଶାସନ ପରିବର୍ତ୍ତନ’ (regime change) ର ଧାରଣା ଅନ୍ତର୍ଭୁକ୍ତ। ନେପାଳ, ବାଂଲାଦେଶ କିମ୍ବା…
କେନାଲକୁ ଶୌଚ ଯିବା ହେଲା କାଳ, ବାଟରେ…
ଦିଗପହଣ୍ଡି,୨୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଘୋଡ଼ାହାଡ଼ ଡ଼୍ୟାମ ଛକରେ ଥିବା ଏକ ପାଉଁରୁଟି ଫ୍ୟାକ୍ଟ୍ରି ରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ହାଟୁଆ ସାହିର…
ଏସ୍ପିଙ୍କ ବଡ଼ ବୟାନ: ଅପରାଧ ନିୟନ୍ତ୍ରଣରେ ପୋଲିସକୁ ମିଳୁଛି ସଫଳତା
ଭଞ୍ଜନଗର, ୨୩।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅପରାଧ ହାର ଯଥେଷ୍ଟ ହ୍ରାସ ପାଇଛି। ଅପରାଧ ନିୟନ୍ତ୍ରଣ ସହ ହଜିଯାଇଥିବା ମୋବାଇଲ ଫୋନ୍ ଏବଂ ଚୋରି ସାମଗ୍ରୀ ଉଦ୍ଧାର କ୍ଷେତ୍ରରେ ପୋଲିସକୁ ସଫଳତା ମିଳିଛି। ଶୁକ୍ରବାର ଭଞ୍ଜନଗର…

