Home Left

ଅଧରାତିରେ ଅଟକୁଛି ଆମ୍ବୁଲାନ୍ସ

ଅନୁଗୋଳ ଅଫିସ, ୨୩ା୧୨: କେତେବେଳେ ଢେଙ୍କାନାଳରୁ ତ ପୁଣି କେବେ ଦେବଗଡ଼ ଜିଲାରୁ ଗୁରୁତର ରୋଗୀ ଆସୁଛନ୍ତି ଅନୁଗୋଳକୁ। ହେଲେ ଆମ୍ବୁଲାନ୍ସରେ ରାତି ଅଧରେ ଆସୁଥିବା ଏହି ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟ ପଛ ପାର୍ଶ୍ୱ ଫାଟକ ଠାରେ ପହଞ୍ଚିଲେ ସେମାନଙ୍କୁ…

ପ୍ରିଣ୍ଟିଂ କାର୍ଯ୍ୟରେ ଠିକା ସଂସ୍ଥାକୁ ଅନୁକମ୍ପା ଅଭିଯୋଗ ଘଟଣା: ପହଞ୍ଚିଲାନି ତଦନ୍ତ ରିପୋର୍ଟ

ଅନୁଗୋଳ ଅଫିସ,୨୩ା୧୨: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର କେତେଜଣ ଅଧିକାରୀ ଟିକେଟ୍‌, ଫର୍ମ, ବ୍ୟାନର ଆଦି ପ୍ରିଣ୍ଟିଂ କାର୍ଯ୍ୟ ପ୍ରଦାନରେ ଏକ ଠିକା ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଥିଲା। ଏ ନେଇ ଗତ ୧୩ ତାରିଖରେ ‘ଧରିତ୍ରୀ’ରେ ଖବର…

ଖଣ୍ଡେ ଶାଢ଼ି, ହଜାରେ ଟଙ୍କା ବଦଳରେ ଯାଆଁଳା ଶିଶୁ ଶିଶୁ ବିକ୍ରି

ମୋରଡ଼ା,୨୩ା୧୨ (ଡି.ଏନ୍‌.ଏ.): ଦାରିଦ୍ର୍ୟର ତାଡ଼ନାରେ ଜଣେ ଆଦିବାସୀ ମହିଳା ହଜାରେ ଟଙ୍କା ଆଉ ଖଣ୍ଡେ ଶାଢ଼ି ବଦଳରେ ନବଜାତ ଯାଆଁଳା ଶିଶୁଙ୍କୁ ଦୁଇ ବ୍ୟକ୍ତିଙ୍କୁ ବିକିଦେବା ଚର୍ଚ୍ଚାର ବିଷୟ ହୋଇଛି। ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଭାଲିଆଡିହା ପଞ୍ଚାୟତର ଡାକୋଇ ଅମଣନାମା…

ବଡ଼ବଡ଼ିଆଙ୍କୁ ଉଚ୍ଛେଦ କରିପାରୁନି ବିଏମ୍‌ସି

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଭୁବନେଶ୍ୱରରେ ଅନେକ ସରକାରୀ ଜମି ଲୋକଙ୍କ କବ୍‌ଜାରେ ରହିଛି। ଏହା ଉପରେ ଜବରଦଖଲ କରି କେତେଜଣ ଲୋକ ବ୍ୟବସାୟ ପ୍ରତିଷ୍ଠାନ ଗଢି ଲାଭବାନ୍‌ ହେଉଛନ୍ତି। ତେବେ ସରକାରୀ ଜମିକୁ ଜିଏ ବିଭାଗ ବିଏମ୍‌ସିକୁ ହସ୍ତାନ୍ତର କରିବା ପରେ ବି ସମ୍ପୃକ୍ତ…

ଉତ୍ତର ପ୍ରଦେଶ, କର୍ନାଟକ, ମୁମ୍ବାଇରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୩ ।୧୨: ଚାଇନାରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏବେ ଭାରତକୁ ଏହାର ଭୟ ଫେରିଛି । ଚାଇନାରେ ଓମିକ୍ରନର ସବ ଭାରିଏଣ୍ଟ ବିଏଫ.୭ ସ୍ଥିତିକୁ ଏକବାର ବିଗାଡି ଦେଇଛି । ଏବେ ଏହି ସଂକ୍ରମଣକୁ ରୋକିବାକୁ ଭାରତ ପ୍ରସ୍ତୁତ…

ଚକ୍‌ମକ୍‌ ଧଉଳିର ଅବହେଳିତ ଐତିହ୍ୟ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ନୂଆ ରୂପ ପାଇଛି ଶାନ୍ତିସ୍ତୂପ। ପୀଠର ସୌନ୍ଦର୍ଯ୍ୟକରଣ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ନାନାଦି ପଦକ୍ଷେପ ଗ୍ରହଣ କରାଯାଇଛି। ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’ ଏହି ବୌଦ୍ଧ କୀର୍ତ୍ତିରାଜିର ଇତିହାସ ବଖାଣୁଛି। ହେଲେ ବଦଳିନି ଚକ୍‌ମକ୍‌ ଧଉଳିର ଅନେକ ଐତିହ୍ୟର…

ର‌୍ୟୁମର୍ଡ ବୟଫ୍ରେଣ୍ଡଙ୍କ ସହ ନଜର ଆସିଲେ ଦିଶା

ମୁମ୍ବାଇ: ବଲିଉଡ କୁଇନ ଦିଶା ପାଟନିଙ୍କୁ ତାଙ୍କ ର‌୍ୟୁମର୍ଡ ବୟଫ୍ରେଣ୍ଡ ଆଲେକଜାଣ୍ଡର ଏଲେକ୍ସଙ୍କ ସହ ଏକ ପାର୍ଟିରେ ସ୍ପଟ କରାଯାଇଛି । ଦିଶା ଏମିତି ଜଣେ ଅଭିନେତ୍ରୀ ଯିଏ ନିଜ ପ୍ରଫେସନାଲ ଫ୍ରଣ୍ଟ ଅପେକ୍ଷା ପର୍ସନାଲ ଲାଇଫକୁ ନେଇ ଅଧିକ ଚର୍ଚ୍ଚାରେ…

ଆବାସ ଯୋଜନାରୁ ବଞ୍ଚିତ ପୁଷ୍ପଲତା

ବୋଲଗଡ଼,୨୩ା୧୨(ଡି.ଏନ୍‌.ଏ.): ବୋଲଗଡ଼ ବ୍ଲକ ଖଙ୍ଗୁରିଆ ଗ୍ରାମରେ ଆବାସ ଯୋଜନାରେ ଚଞ୍ଚକତା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଚାଳ ଛପର ଘରେ ପରିବାର ସହ ବାସ କରୁଥିବା ୩୭ଜଣ ବିପିଏଲ ହିତାଧିକାରୀଙ୍କ ନାମ ପୂର୍ବରୁ ଆବାସ ଯୋଜନା ତାଲିକାରେ ରହିଥିବା ବେଳେ ଚଳିତ…

ଚାଇନାରେ କରୋନା ବିସ୍ଫୋରଣକୁ ଦେଖି ଡରିଗଲାଣି ଆମେରିକା

ୱାଶିଂଟନ,୨୩ ।୧୨: ଚାଇନାରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦେଖି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ସରକାରଙ୍କୁ କୋଭିଡ ସମ୍ପର୍କିତ ସମସ୍ତ ଡାଟା ଶେୟାର କରିବାକୁ ଅନୁରୋଧ…

ଚଢ଼ାଉ ସତ୍ତ୍ୱେ ବଢୁଛି ନିଶା କାରବାର

ଖୋର୍ଦ୍ଧା ଅଫିସ,୨୩ା୧୨: ଖୋର୍ଦ୍ଧାରେ ବ୍ରାଉନସୁଗାର କାରବାର ବଢ଼ିଚାଲିଛି। କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌, ଅବକାରୀ, ଅବକାରୀ ଗୁଇନ୍ଦା, ଫ୍ଲାଇଙ୍ଗ ସ୍କ୍ବାଡ୍‌ ଏବଂ ପୋଲିସର ବାରମ୍ବାର ଚଢ଼ାଉ ସତ୍ତ୍ୱେ ଏହି କାରବାର ଥମୁନାହିଁ। କୋଲକାତା, ବାଲେଶ୍ୱର ଓ ଜଳେଶ୍ୱରରୁ ବିଭିନ୍ନ ଗଳାବାଟ ଦେଇ ଖୋର୍ଦ୍ଧାରେ ବ୍ରାଉନସୁଗାର…

୫୦୪ ଗୋରୁ ଲମ୍ଫି ରୋଗରେ ଆକ୍ରାନ୍ତ

ସାକ୍ଷୀଗୋପାଳ,୨୩।୧୨ (ସ୍ବ.ପ୍ର./ଡି.ଏନ୍‌.ଏ.): ଦେଶର କେତୋଟି ସ୍ଥାନରେ ଗୋରୁଙ୍କୁ ଲମ୍ଫି ରୋଗ ହୋଇଥିବାବେଳେ ଏବେ ତାହା ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଡେଇଁଲାଣି। ଏହି ଲମ୍ଫି ରୋଗ ଦ୍ୱାରା ଗୋରୁଙ୍କ ମୃତ୍ୟୁ ହେଉଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟିକାକରଣ…

ପଦରୁ ହଟିଲେ ଇମ୍ରାନଙ୍କ ନିକଟତର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ପରଭେଜ ଇଲାହି

ଇସଲାମାବାଦ,୨୩ ।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନିକଟତମ ତଥା ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ଚୌଧୁରୀ ପରଭେଜ ଇଲାହିଙ୍କ ଉପରେ ଖଣ୍ଡା ଝୁଲିଛି । ରାଜ୍ୟପାଳ ବଲିଗୁର ରହମାନ ଶୁକ୍ରବାର ତାଙ୍କୁ ବିଶ୍ୱାସ ମତ ହାସଲ କରିବାକୁ ଆଦେଶ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?