Home Left

୪୮ଘଣ୍ଟାରେ ଲଘୁଚାପ!

ଭୁବନେଶ୍ୱର,୧୬।୯(ବ୍ୟୁରୋ): ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି। ଫଳରେ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

ରାଜଧାନୀରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ: ଦେଶରେ ସଂଖ୍ୟା ୧୩କୁ ବୃଦ୍ଧି

ନୂଆଦିଲ୍ଲୀ,୧୬।୯: ରାଜଧାନୀ ଦିଲ୍ଲୀରେ କରୋନା ପରେ ଏବେ ମଙ୍କିପକ୍ସ ଭାଇରସ୍‌ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟରେ ମଙ୍କିପକ୍ସ ଏବେ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ…

ନିକ୍‌ଙ୍କ ଜନ୍ମଦିନ ଏମିତି ପାଳନ କଲେ ପ୍ରିୟଙ୍କା

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ଗାୟକ ନିକ୍‌ ଜୋନାସ ୧୬ ସେପ୍ଟେମ୍ବର ଅର୍ଥାତ୍‌ ଆଜି ତାଙ୍କର ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି। ସବୁବେଳେ ମଜା କରୁଥିବା ନିକ୍‌ ତାଙ୍କ ଜନ୍ମଦିନକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଜନ୍ମଦିନ…

ରିଲିଜ୍‌ ପୂର୍ବରୁ ବିବାଦ ଘେରରେ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ’

ମୁମ୍ବାଇ: ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ପ୍ରତୀକ୍ଷିତ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ’ ଅକ୍ଟୋବର ୨୪ରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ଅଜୟ ଦେବଗନ, ସିଦ୍ଧାର୍ଥ ମାଲହୋତ୍ରା ଏବଂ ରାକୁଲ ପ୍ରୀତ ସିଂ ଆସି ଷ୍ଟାର୍‌କାଷ୍ଟ ଅଛନ୍ତି। ଫିଲ୍ମର ଟ୍ରେଲର ସେପ୍ଟେମ୍ବର ୯ରେ…

ଭୈରବ ଦେବଙ୍କ ଝାମୁଯାତ୍ରା, କଣ୍ଟା ଦୋଳିରେ ଝୁଲିଲେ କାଳିଶି

ଭବାନୀପାଟଣା/କୋକସରା,୧୬।୯(ସ୍ବ.ପ୍ର/ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା ତଥା ବାଲିଯାତ୍ରା ଉତ୍ସବ ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଯାଇଛି। ପୀଠରେ ତାନ୍ତ୍ରିକ ଓ ଗୁପ୍ତ ପଦ୍ଧତିରେ ପୂଜାର୍ଚ୍ଚନା କରାଯାଉଥିବାରୁ ଝାମୁଯାତ୍ରା ଦିନ କାଳିଶିଙ୍କ ଦେହରେ ଅଗ୍ନି ଭୈରବ ପ୍ରବେଶ…

ଗାଡ଼ିଧକ୍କାରେ ଛାତ୍ରୀଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଝାରସୁଗୁଡ଼ା ଅଫିସ,୧୬ା୯: ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ରାସ୍ତାରେ ଶୁକ୍ରବାର  ଜଣେ ଛାତ୍ରୀ ସାଇକେଲରେ କଲେଜ ଯାଉଥିବା ବେଳେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣଙ୍କ ହେଲେ ସ୍ଥାନୀୟ ଜମିଦାରପଡ଼ାର ଲିଜା…

ଟିମ୍‌ ଇଣ୍ଡିଆ ପାଇଁ କଡ଼ା ପରୀକ୍ଷା

ଅକ୍ଟୋବରରେ ଟି୨୦ ବିଶ୍ୱକପ ଖେଳିବାପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା ହୋଇସାରିଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚବିଶିଷ୍ଟ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ। ତେଣୁ ଏସିଆ କପ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା…

୮୦୦ କୋଟି ବଜେଟ୍‌ରେ ନିର୍ମିତ ହେବ ରାଜାମୌଲିଙ୍କ ଫିଲ୍ମ, ସାଇନ କଲେ ଆଲିଆ

ମୁମାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ- ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ୍‌ ହୋଇଯାଇଛି। ଯାହା ଏବେ ବକ୍ସ ଅଫିସରେ ଦମ୍‌ଦାର ପ୍ରର୍ଦଶନ କରିବା ସହ ଭଲ ଆୟ ମଧ୍ୟ କରିଛି। ରଣବୀର-ଆଲିଆ ଅଭିନୟକୁ ଦର୍ଶକ ପ୍ରଶଂସା କରିଛନ୍ତି।…

ମାଟିରେ ମିଶିଲା କିଶୋର ଭାଇନାଙ୍କ ମଟନ ହୋଟେଲ

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ରାଜଧାନୀର ପ୍ରସିଦ୍ଧ କିଶୋର ଭାଇନାଙ୍କ ମଟନ ହୋଟେଲ ଶୁକ୍ରବାର ମାଟିରେ ମିଶିଛି। ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି ନେଇ ବିଏମ୍‌ସି ପକ୍ଷରୁ ଆଜି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଏମ୍‌ସି ପକ୍ଷରୁ ବୁଧବାର ଦୋକାନ ସିଲ୍‌ କରାଯାଇଥିବା ବେଳେ ଗୁରୁବାର ପୁଣି…

ସ୍ବାମୀଙ୍କୁ ପଛରେ ବସାଇ ବାଇକ୍‌ ଚଳାଇଲେ ବୃଦ୍ଧା ମହିଳା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍‌ ସେପରି ଏକ ଭିଡିଓ ସୋସିଆଲ ମିଡିଆରେ ଘୂରିବୁଲୁଛି। ଯାହାକୁ ଦେଖିଲେ ଆପଣ ବି ଖୁସି ହୋଇଯିବେ। ତେବେ ସେହି ଭିଡିଓରେ ଏକ ବୃଦ୍ଧା…

୨୫ ବର୍ଷ ପାଇଁ ଆଶା ଓ ଲକ୍ଷ୍ୟ

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ସଫଳତା ନିଶ୍ଚିତ ଭାବେ ଭବିଷ୍ୟତ ପାଇଁ ଶୁଭ ସଙ୍କେତ। ମାତ୍ର ଭାରତ ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟାର ଦେଶ ହୋଇଥିଲେ ହେଁ ଆମର କ୍ରୀଡ଼ା ପାରଦର୍ଶିତା ବିଶ୍ୱର ଅନ୍ୟ ବିକାଶଶୀଳ ଦେଶଗୁଡ଼ିକ ତୁଳନାରେ ଉତ୍ସାହଜନକ ମନେହୁଏ…

ନାତୁଣୀଙ୍କ ଏମିତି ଉପହାର ଦେଖି ଭାବବିହ୍ବଳ ହେଲେ ଜେଜେମା’, ଭିଡିଓ ଦେଖିଲେ ଆଖିରେ ଆସିବ ଲୁହ

ମୁନ୍‌ସୀ ପ୍ରେମଚାନ୍ଦ ତାଙ୍କ କାହାଣୀ ‘ବୁଢ଼ୀ କାକି’ରେ କହିଥିଲେ, ବୃଦ୍ଧାବସ୍ଥା ପ୍ରାୟତଃ ପିଲାଦିନକୁ ଫେରିବା ପରି ହୋଇଥାଏ। ଯେତେବେଳେ ଲୋକମାନେ ବୃଦ୍ଧ ହେବା ଆରମ୍ଭ କରନ୍ତି, ସେମାନେ ପୁନର୍ବାର ପିଲାମାନଙ୍କ ପରି ଅଭିନୟ ଆରମ୍ଭ କରନ୍ତି। ଛୋଟ ଜିନିଷ ସେମାନଙ୍କୁ ଆନନ୍ଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri