Home Left

ଟ୍ରେଣ୍ଡ୍‌ସ ପକ୍ଷରୁ ପୁରସ୍କୃତ ହେଲେ ୯ କୃତୀ ପ୍ରତିଯୋଗୀ

ଭୁବନେଶ୍ୱର,୧୭।୯: ରିଲାଏନ୍ସ ରିଟେଲ୍‌ର ପ୍ରମୁଖ ବ୍ରାଣ୍ଡ୍‌ ଟ୍ରେଣ୍ଡ୍‌ସ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ‘ଟ୍ରେଣ୍ଡସ୍‌ ସ୍ବାଗତମ୍‌ ଶ୍ରୀଗଣେଶ ପ୍ରତିଯୋଗିତା-୨୦୨୨’ର ବିଜେତା ଘୋଷଣା ସହ ବିଜେତାମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି। ଶୁକ୍ରବାର ସ୍ଥାନୀୟ ଶହୀଦନଗରସ୍ଥିତ ଟ୍ରେଣ୍ଡ୍‌ସର ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ଅନୁଷ୍ଠିତ…

ଇମାନତୁଲ୍ଲାହ ଖାଁଙ୍କ ଗିରଫକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଲେ ସିସୋଡିଆ

ନୂଆଦିଲ୍ଲୀ,୧୭ ।୯: ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ କେନ୍ଦ୍ର ସରକାରଙ୍କ ଉପରେ ପୁଣିଥରେ ବର୍ଷିଛନ୍ତି । ଶନିବାର ସକାଳେ ସେ ଏକ ଟୁଇଟ କହି କହିଛନ୍ତି, ପ୍ରଥମେ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଗଲା, ହେଲେ କୋର୍ଟରେ ତାଙ୍କ ବିରୋଧରେ କୌଣସି…

୧୪ ଲକ୍ଷରୁ ଊର୍ଦ୍ଧ୍ୱ ନେଇନାହାନ୍ତି ପ୍ରିକଶନ ଡୋଜ୍‌

ଛତ୍ରପୁର,୧୭।୯(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଏବେ ବି ବହୁଲୋକ କରୋନା ଟିକା ନେଇ ନ ଥିବା ଜଣାପଡିଛି। ବିଶେଷ କରି ୧୮ ବର୍ଷରୁ ୫୯ ବୟସ୍କ ଲୋକ ୭୧ ପ୍ରତିଶତ ପ୍ରିକଶନ ଡୋଜ ଟିକା ନେଇ ନ ଥିବା ସିଡିଏମଓଙ୍କ ପକ୍ଷରୁ ସୂଚନା…

ଲେଭିସ୍‌ର ନୂତନ କଲେକ୍ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୯: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ପ୍ରଦର୍ଶନକାରୀ ଲେଭିସ୍‌ ପକ୍ଷରୁ ପାର୍ବଣଋତୁ ଉପଲକ୍ଷେ ନୂତନ କଲେକ୍ସନ ସହ ସିଜନ-୩ର ମଧ୍ୟ ଶୁଭାରମ୍ଭ କରାଯାଇଛି। ବିଶେଷକରି ଉକ୍ତ ସିଜନରେ ଦୀପିକା ପାଦୁକୋନ୍‌ ଏକ ଷ୍ଟ୍ରିଟ୍‌ୱେର ଅନୁପ୍ରାଣିତ କଲେକ୍ସନ ରିଲାକ୍ସଡ୍‌, କମ୍ଫର୍ଟେବୁଲ ପରିଧାନର ବଜାର…

ବିଓଆଇ ପକ୍ଷରୁ ହିନ୍ଦୀ ଦିବସ ପାଳିତ

ଭୁବନେଶ୍ୱର,୧୭।୯: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଭୁବନେଶ୍ୱର ଅଞ୍ଚଳର ପୁରୀ ଶାଖାଠାରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସମାଚାର ପଠନ ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇଥିଲା। ବିଶେଷକରି ପୁରୀସ୍ଥିତ ନୂଆସନ୍ଥ, ପିପିଲି, ଚନ୍ଦନପୁର, ନବକଳେବର ରୋଡ୍‌, ଲୋକନାଥ…

୨ ସିମେଣ୍ଟ କମ୍ପାନୀ କିଣିଲେ ଆଦାନୀ

ମୁମ୍ବାଇ,୧୭।୯: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ନିକଟରେ ୨ଟି ସିମେଣ୍ଟ କମ୍ପାନୀ ଆଦାନୀ ଅମ୍ବୁଜା ସହ ଏସିସି ସିମେଣ୍ଟକୁ ମଧ୍ୟ କିଣିଥିଲେ। ହେଲେ କିଛି ସରକାରୀ ନିୟମାବଳୀ ଓ କାଗଜପତ୍ର କାମ ପାଇଁ ବିଧିବଦ୍ଧ…

ଆଗାମୀ ୪୦ ବର୍ଷ ଲାଗି ଯୋଜନା କରିଛନ୍ତି ରାମଦେବ

ମୁମ୍ବାଇ,୧୭।୯: ଦେଶର ପ୍ରମୁଖ ଅନୁଷ୍ଠାନ ପତଞ୍ଜଳି ଆଗାମୀ ୪୦ ବର୍ଷ ଲାଗି ଯୋଜାନା ପ୍ରସ୍ତୁତ କରିଛନ୍ତି। ସେହିପରି ଯୋଗଗୁରୁ ରାମଦେବ ପତଞ୍ଜଳି ଗ୍ରୁପ୍‌ର ୪କମ୍ପାନୀଙ୍କ ଆଇପିଓ ଆଣିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଏହାଛଡା ୨୦୨୭ ପାଇଁ ପତଞ୍ଜଳି ବ୍ୟାପକ ଯୋଜନା…

୧୨ ସିଡବ୍ଲ୍ୟୁସି ପଦବୀ ଲାଗି ନିର୍ବାଚନ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୧୭।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଦଳ ପକ୍ଷରୁ ଏହାର ସର୍ବୋଚ୍ଚ ସଂଗଠନ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି)ର ୧୨ ପଦବୀ ପାଇଁ ନିର୍ବାଚନ ଘୋଷଣା କରାଯାଇଛି। ସିଡବ୍ଲ୍ୟୁସିର ୨୩ ସଦସ୍ୟଙ୍କ ମଧ୍ୟରୁ ୧୨ ଜଣଙ୍କୁ ନିର୍ବାଚିତ କରାଯିବାକୁ…

ମୋଦିଙ୍କ ଜନ୍ମଦିନରୁ ଅକ୍ଟୋବର ୨ ‘ସେବାପକ୍ଷ’ପାଳିବ ଭାଜପା

ଭୁବନେଶ୍ୱର,୧୭।୯(ବ୍ୟୁରୋ): ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ୧୫ ଦିନ ଧରି ଭାଜପା ପକ୍ଷରୁ ‘ସେବାପକ୍ଷ’ ପାଳନ କରାଯିବ। ଏଥିପାଇଁ ସମଗ୍ର…

୨ ଦିନିଆ ଓଡ଼ିଶା ଗସ୍ତରେ ଦିଗ୍‌ବିଜୟ, ଜୟରାମ

ଭୁବନେଶ୍ୱର,୧୭।୯(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଆରମ୍ଭ କରାଯାଇଥିବା ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ପ୍ରସ୍ତୁତିକୁ ତଦାରଖ କରିବା ସହ ରାଜ୍ୟରେ କଂଗ୍ରେସର ସ୍ଥିତି ପରଖିବାକୁ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ, ଏମ୍‌ପି ଜୟରାମ…

ବାଲୁକାକଳାରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା

ପୁରୀ ଅଫିସ,୧୭।୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିନ। ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶେଷ କରି ଏହି ବାଲୁକାକଳାରେ ୧୨୧୩ଟି ମାଟି ଚା କପ ବ୍ୟବହାର…

ଆଜି ବ୍ଲୁ ଫ୍ଲାଗ୍‌ ବିଚରେ ସୂର୍ଯ୍ୟକରଣ ଏୟାର ଶୋ’

ପୁରୀ ଅଫିସ,୧୭।୮: ପୁରୀ ବେଳାଭୂମିର ବ୍ଲୁ ଫ୍ଲାଗ୍‌ ବିଚରେ ଶନିବାର ପୂର୍ବାହ୍ନ ୧୦.୨୦ରୁ ୧୧ ଟା ଯାଏ ଫୁଲ ଡ୍ରେସ ସୂର୍ଯ୍ୟକରଣ ଏୟାର ଶୋ’ ରିହର୍ସାଲ ହେବ। ୧୮ ତାରିଖରେ ପାଗ ଖରାପ ରହିବା ନେଇ ଆଶଙ୍କା ଥିବାରୁ ଇଣ୍ଡିଆନ ଏୟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri