ୟୁପି: ପ୍ରବଳ ବର୍ଷାରେ ୨୨ ମୃତ
ଲକ୍ଷ୍ନୌ,୧୭।୯: ଉତ୍ତରପ୍ରଦେଶରେ ଗୁରୁବାର ରାତିଠାରୁ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ସ୍ଥାନରେ କାନ୍ଥ ପଡ଼ି ମୋଟ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଲକ୍ଷ୍ନୌର ଦିଲକୁଶ ଅଞ୍ଚଳରେ ଏକ ନିର୍ମାଣାଧୀନ ପାଚେରି ଶୁକ୍ରବାର ସକାଳେ ଭୁଶୁଡ଼ି ପଡ଼ିବାରୁ ୩ ଶିଶୁଙ୍କ ସମେତ…
ଜୈବିକ କୃଷି ପ୍ରତି ବଢୁନି ଆଗ୍ରହ
କେନ୍ଦ୍ରାପଡ଼ା ଅଫିସ, ୧୭ା୯: କେନ୍ଦ୍ରାପଡ଼ା ଜିଲାର ଧାନ ଚାଷ ପରେ ସର୍ବାଧିକ କ୍ଷେତରେ ତୈଳବୀଜ ଚାଷ ହେଉଥିଲା। ବାଦାମ, ଶୋରିଷ, ସୂର୍ଯ୍ୟମୁଖୀ, ରାଶି, ଜଡା ଆଦି ଚାଷରେ ଏହି ଅଞ୍ଚଳର କୃଷକ ପରିବାର ରୋଜଗାରର ପନ୍ଥା ବାହାର କରୁଥିଲେ। ଉପଯୁକ୍ତ ଜଳବାୟୁ,…
ସହକାରୀ ଦେବୋତ୍ତର ଆୟୁକ୍ତଙ୍କ ରେକର୍ଡପତ୍ର ଯାଞ୍ଚ
ରଘୁନାଥପୁର,୧୬।୯(ଡି.ଏନ୍.ଏ.): ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠକୁ ଶୁକ୍ରବାର ସହକାରୀ ଦେବୋତ୍ତର ଆୟୁକ୍ତ କଟକ, ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟ ପରିଦର୍ଶନରେ ଆସିଥିଲେ। ଦାୟିତ୍ୱରେ ରହିବା ପରେ ଏହି ପୀଠକୁ ତାଙ୍କ ପ୍ରଥମ ଗସ୍ତ ଥିଲା। ଏହି…
ଏ ବର୍ଷ ବି ହେଲାନି ପାରାଦୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା
ପାରାଦୀପ,୧୭ା୯(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ ଚଳିତ ବର୍ଷ ବନ୍ଦ ରହିଲା। ୧୯୬୮ରୁ ପାଳିତ ହୋଇଆସୁଥିବା ଏହି ପୂଜା କନ୍ୟା ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥାଏ। ଏନେଇ ପାରାଦୀପ ବନ୍ଦର ନଗରୀ ସପ୍ତାହବ୍ୟାପି ଉତ୍ସବ ମୁଖର ହୋଇଉଠେ।…
ବାଲିଗୁଡ଼ାରୁ ଭୁବନେଶ୍ୱର ଆସୁଥିଲା ଗଞ୍ଜେଇ
ଖୋର୍ଦ୍ଧା ଅଫିସ,୧୭ା୯: ବ୍ରାଉନ୍ସୁଗାର ପରେ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଛି। ବ୍ରାଉନ୍ସୁଗାର କାରବାର ଉପରେ ଏସ୍ଟିଏଫ୍ ପକ୍ଷରୁ ବାରମ୍ବାର ଚଢ଼ାଉ ଯୋଗୁ ମାଫିଆମାନଙ୍କ ନଜର ଏବେ ଗଞ୍ଜେଇ ଉପରେ ରହିଛି। କନ୍ଧମାଳରୁ ଭୁବନେଶ୍ୱରକୁ ଜାତୀୟ ରାଜପଥ ଦେଇ ଗଞ୍ଜେଇ ଚୋରାଚାଲାଣ ଚାଲିଛି।…
ଆକର୍ଷଣ ସାଜିବ ରୁଷିଆର ଷ୍ଟେଟ୍ ହର୍ମିଟେଜ୍ ସଂଗ୍ରହାଳୟ
ଭୁବନେଶ୍ୱର,୧୭।୯(ବ୍ୟୁରୋ): ଧରାବତରଣ କରିବେ ଜଗଜ୍ଜନନୀ ମା’ ଦୁର୍ଗା। ହାତରେ ଆଉ ମାତ୍ର କେଇଟା ଦିନ। ମା’ଙ୍କୁ ସାଦରରେ ଆବାହନ କରିବା ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଅନ୍ୟମାନଙ୍କଠାରୁ କିଛି ନିଆରା କରି ଦେଖାଇବା ପାଇଁ ସମସ୍ତ…
ଭଙ୍ଗାହେଲା ମଟନ ହୋଟେଲ
ଭୁବନେଶ୍ୱର, ୧୭।୯ (ବ୍ୟୁରୋ): ନିୟମ ଉଲ୍ଲଂଘନ କରି ବ୍ୟବସାୟ କରିବା ଓ ପରେ ବିଏମ୍ସି ନିର୍ଦ୍ଦେଶକୁ ଅବମାନନା କରିବା ଶେଷରେ ମହଙ୍ଗା ପଡିଛି। ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା ଭୁବନେଶ୍ୱରର ପ୍ରସିଦ୍ଧ କିଶୋର ଭାଇନା ହୋଟେଲକୁ ବିଏମ୍ସି ଓ ବିଡିଏ ପକ୍ଷରୁ…
ମା’ ପୁଅ ସମେତ ୧୫ ଗିରଫ
ଭୁବନେଶ୍ୱର ୧୭।୯ (ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ବ୍ରାଉନସୁଗାର, ଗଞ୍ଜେଇ ଆଦି ନିଶା କାରବାର ବଢି ଚାଲିଛି। ନିଶା କବଳରେ ପଡି ସହରର ଯୁବପିଢି ବିଭିନ୍ନ ଆପରାଧିକ କାର୍ଯ୍ୟରେ ସାମିଲ ହେଉଛନ୍ତି। ତେଣୁ ନିଶା କାରବାର ରୋକିବା ପାଇଁ କମିଶନରେଟ ପୋଲିସ…
୬୩ ବର୍ଷର ସରକାରୀ ବିଦ୍ୟାଳୟ ଅବହେଳିତ
ନିମାପଡ଼ା,୧୭।୯(ଡି.ଏନ୍.ଏ.): ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଭୋଗଶାଳଦା ପଞ୍ଚାୟତର ବଡ଼ରିକିଲୋ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିର୍ମାଣକୁ ୬୩ ବର୍ଷ ପୂରିଲାଣି। ହେଲେ ଏହା ବିକାଶ ଆଢୁଆଳରେ ରହିଯାଇଛି। ୧୯୫୯ରେ ପ୍ରତିଷ୍ଠିତ ଏହି ପୁରାତନ ବିଦ୍ୟାଳୟଟି ପ୍ରଶାସନିକ ଉଦାସୀନତା ଏବଂ…
ଗହମ ଯୋଗାଣ ବନ୍ଦ, ଉପଭୋକ୍ତା ହଇରାଣ
ପୁରୀ ଅଫିସ, ୧୭ା୯: ଉପଭୋକ୍ତାଙ୍କ ସମସ୍ୟା ନେଇ ଭାରତୀୟ କମ୍ପ୍ୟୁନିଷ୍ଟ ପାର୍ଟି (ମାକର୍ସବାଦୀ) (ସିପିଆଇଏମ୍) ପୁରୀ ଜିଲା କମିଟି ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି। ସ୍ମାରକପତ୍ରରେ ଦର୍ଶାଯାଇଛି…
ସାକ୍ଷୀଗୋପାଳ ଡାକ୍ତରଖାନା ଛାତରୁ ଖସୁଛି କଂକ୍ରିଟ
ସାକ୍ଷୀଗୋପାଳ, ୧୭।୯(ସ୍ବ.ପ୍ର./ଡି.ଏନ୍.ଏ.): ସତ୍ୟବାଦୀ ବ୍ଲକରେ ଥିବା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ଦେଢ଼ଲକ୍ଷ ଲୋକ ନିର୍ଭର କରିଥାନ୍ତି। ଜାତୀୟ ରାଜପଥ ପାର୍ଶ୍ୱରେ ସ୍ବାସ୍ଥ୍ୟକେନ୍ଦ୍ରଟି ରହିଥିବାରୁ ଏଠାକୁ ରାସ୍ତା ଦୁର୍ଘଟଣାରେ ଶିକାର ଅନେକ ଗୁରୁତର ରୋଗୀ ଚିକିତ୍ସା ପାଇଁ…
୨ ବର୍ଷ ପରେ ମା’ଙ୍କ ଦର୍ଶନ କରିବେ ଭକ୍ତ
ଜୁନାଗଡ,୧୭।୯(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡର ଅଧିଷ୍ଟାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଆଜି (ଶନିବାର) ପାଳନ ହେବ। କୋଭିଡ୍ କଟକଣା ଯୋଗୁ ଗତ ୨ ବର୍ଷ ହେଲା ବିନା ଭକ୍ତରେ ମା’ଙ୍କ ପର୍ବ ପାଳିତ ହେଉଥିଲା। ଏହି ସମୟରେ ପ୍ରଶାସନ…
Archives


