Home Left

ସୁବିଧାଜନକ ସ୍ଥିତିରେ ଭାରତ ଏ’

ବେଙ୍ଗାଲୁରୁ, ୧୭।୯(ପି.ଟି.): ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ତୃତୀୟ ଅନ୍‌ ଅଫିସିଆଲ ଟେଷ୍ଟରେ ଭାରତ ଏ’ ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରି ସୁବିଧାଜନକ ସ୍ଥିତିରେ ରହିଛି। ଶୁକ୍ରବାର ଦ୍ୱିତୀୟ ଦିବସ ଖେଳରେ ସ୍ପିନ ବୋଲର ସୌରଭ କୁମାର (୪/୪୮) ଓ ରାହୁଲ…

ଶିମିଳିପାଳରୁ ୨ ଦେଶୀ ବନ୍ଧୁକ ଜବତ

ଖୁଣ୍ଟା,୧୭ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଡୁକୁରା ବନ୍ୟପ୍ରାଣୀ ବିଭାଗ ପାଟ୍ରୋଲିଂ ସମୟରେ ଶିମିଳିପାଳ ଅଭ୍ୟୟାରଣ୍ୟ ମଧ୍ୟରୁ ୨ ଦେଶୀ ବନ୍ଧୁକ ଜବତ କରିଛି। ଅଭୟାରଣ୍ୟର କମ୍ପାର୍ଟମେଣ୍ଟ ଇଡି-୪ର ଚୁନଭାଟି- ଖଲାଡି ଅଞ୍ଚଳରେ ଥିବା ପାଦଚଲା ରାସ୍ତାରେ ଶିକାରୀମାନେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ପୂର୍ବରୁ…

ଓ୍ବାଲର୍‌ଡ ଜାଏଣ୍ଟ୍ସକୁ ହରାଇଲା ଇଣ୍ଡିଆ ମହାରାଜାସ

କୋଲକାତା, ୧୭।୯(ପି.ଟି.): ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟ ପୂର୍ବରୁ ଶୁକ୍ରବାର ଏଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଚ୍ୟାରିଟି ମ୍ୟାଚରେ ଇଣ୍ଡିଆ ମହାରାଜାସ ୬ ଉଇକେଟରେ ଓ୍ବାଲର୍‌ଡ ଜାଏଣ୍ଟ୍ସକୁ ପରାସ୍ତ କରିଛି। ଓ୍ବାଲର୍‌ଡ ଜାଏଣ୍ଟ୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୭୦…

ବେଆଇନ କ୍ରଶର ବଢ଼ାଉଛି ପ୍ରଦୂଷଣ

କେନ୍ଦୁଝର, ୧୭ା୯ (ସ୍ବ.ପ୍ର.): ଖଣି ଲିଜ୍‌ ସୀମା ଭିତରେ ବା ଏହାଠାରୁ ୫ କିଲୋମିଟର ବ୍ୟାସାର୍ଦ୍ଧରେ କୌଣସି କ୍ରସର ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ଷ୍ଟେଟ ଏନ୍‌ଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି (ଏସ୍‌ଇଆଇଏଏ)ର କଡ଼ା ନିର୍ଦ୍ଦେଶ ରହିଛି। ମାତ୍ର ଏହାର ନିୟମ…

ଆଜିଓ ଅଲ୍‌ଷ୍ଟାର୍‌ ସେଲ୍‌ର ଶୁଭାରମ୍ଭ

ମୁମ୍ବାଇ,୧୭।୯: ଦେଶର ପ୍ରମୁଖ ଅନ୍‌ଲାଇନ ଫ୍ୟାଶନ ଇ-ରିଟେଲର ଆଜିଓ ଅଲ୍‌ ଷ୍ଟାର୍‌ ସେଲ୍‌ର ଶୁଭାରମ୍ଭ ସମ୍ପର୍କରେ ଶୁକ୍ରବାର ଘୋଷଣା କରାଯାଇଛି। ଏହା ଅନେକ ତାରକା ଖଚିତ ଅଫରକୁ ନେଇ ଆସିଛି। ଏପରିକି ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଷ୍ଟାର ବ୍ରାଣ୍ଡ୍‌ ସମୂହ…

ରପ୍ତାନି କ୍ଷେତ୍ରକୁ ୧୦୦୦ କୋଟିର ପାଣ୍ଠି ଯୋଗାଇବ ଏସ୍‌ବିଆଇ

ଭୁବନେଶ୍ୱର,୧୭।୯: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ସରକାର ସହ ସୁସମ୍ପର୍କକୁ ଅଗ୍ରାଧିକାର ଦେଇ ଆସୁଛି। ବିଶେଷକରି ‘ମେକ୍‌ ଇନ୍‌ ଓଡ଼ିଶା’ କାର୍ଯକ୍ରମକୁ ସଫଳ କରିବା ପାଇଁ ମଧ୍ୟ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ନିକଟରେ ମୁମ୍ବାଇରେ ଶେଷ ହୋଇଥିବା ଓଡ଼ିଶା ଇନ୍‌ଭେଷ୍ଟର ମିଟ୍‌-୨୦୨୨ରେ…

୨୪ ଘଣ୍ଟାରେ ରାଜ୍ୟରୁ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୭।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୩୬ ଜଣ ଚିହ୍ନଟ ହୋଇଥିବା ବେଳେ ୯୭ ଜଣ ଲୋକାଲ କେସ ରହିଛନ୍ତି। ସେହିପରି ୧୮ ବର୍ଷରୁ କମ୍‌ ବୟସର ପିଲା ୩୪…

୫ ଦିନ ହେଲା ଏନ୍‌ଏସିର ବିଭିନ୍ନ କେନ୍ଦ୍ର ବନ୍ଦ

ବୁଗୁଡ଼ା,୧୭ା୯(ଡି.ଏନ.ଏ.): ସମ୍ପ୍ରତି ବୁଗୁଡ଼ା ଏନ୍‌ଏସି ଅଧୀନ ୫ନଂ ୱାର୍ଡର ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ଓ ସହାୟିକାଙ୍କ ବିବାଦ ଲାଗି ରହିଛି। ଏ ନେଇ ୫ ଦିନ ହେଲା ଏନ୍‌ଏସି ଅନ୍ତର୍ଗତ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିଥିବା ବେଳେ ଏଥିରେ ସ୍ଥାନୀୟ…

ଶିଶୁଗୃହକୁ ସହାୟତା ଦେଲା ଇକୋରୋ

ଭୁବନେଶ୍ୱର,୧୭।୯: ରାଜ୍ୟର ପ୍ରମୁଖ ସାମାଜିକ ଅନୁଷ୍ଠାନ ଭାବେ ଜଣାଶୁଣା ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଙ୍ଗଠନ (ଇକୋରୋ) ପକ୍ଷରୁ ଦରିଦ୍ର ପିଲାମାନଙ୍କ ଆଶ୍ରୟସ୍ଥଳ ‘ଆଦୃତ’ର ଅନ୍ତେବାସୀମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଏପରିକି ଇକୋରୋର ସଭାପତି ଅନୁପମା ଶ୍ରୀବାସ୍ତବ ଶୁକ୍ରବାର ସ୍ଥାନୀୟ କଣ୍ଟାବାଡ଼ଠାରେ…

ପବିତ୍ର ବିଶ୍ୱକର୍ମା ପୂଜାରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର,୧୭।୯(ବ୍ୟୁରୋ): ଆଜି ହେଉଛ ପବିତ୍ର ବିଶ୍ୱକର୍ମା ପୂଜା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ସଭିଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।…

ରଞ୍ଜୀବ ଜୀ ସାର୍ଥକର ଲକ୍ଷପତି ବିଜେତା

ଭୁବନେଶ୍ୱର,୧୭।୯: ରାଜ୍ୟର ପ୍ରମୁଖ ଓଡ଼ିଆ ମନୋରଞ୍ଜନ ଭିତ୍ତିକ ଘରୋଇ ଚ୍ୟାନେଲ ଜୀ ସାର୍ଥକ ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜୀ ସାର୍ଥକର ଶ୍ରେଷ୍ଠ ଦର୍ଶକ ଭଦ୍ରକ ଜିଲାର ରଞୀବ ବିଶ୍ୱାଳଙ୍କୁ ଚ୍ୟାନେଲ ପକ୍ଷରୁ ଲକ୍ଷପତି…

ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ ମାନ ଯାଞ୍ଚ

କୋଟଗଡ,୧୭ା୯(ଡି.ଏନ.ଏ.): କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଗୁରୁବାର କୋଟଗଡ଼ ଗସ୍ତ କରି ବ୍ଲକରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। କୋଟଗଡ଼ ବ୍ଲକର ସମସ୍ତ ବିଭାଗ କାର୍ଯ୍ୟକ୍ରମ ସମୀକ୍ଷା ସହ ବିଭିନ୍ନ ନଥିପତ୍ର ଯାଞ୍ଚ କରିବା ଦେଖିବାକୁ ମିଳିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri