ବ୍ୟାଗ୍ରୁ ମିଳିଲା ନବଜାତ ଶିଶୁ
ରାଉରକେଲା ଅଫିସ,୧୯ା୯:ରାଉରକେଲା ସେକ୍ଟର-୭ ପୋଲିସ ଶନିବାର ମୁଣ୍ଡାରୀ ବସ୍ତିର ଅଳିଆଗଦାରେ ପଡିଥିବା ବ୍ୟାଗ୍ରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛି। ଖବର ପାଇ ପୋଲିସ ଉକ୍ତ ଶିଶୁକୁ ଚିକିତ୍ସାଲାଗି ଆରଜିଏଚ୍ର ମାତୃ ଶିଶୁ ବିଭାଗରେ ଭର୍ତ୍ତି କରିଛି। ତେବେ ଉକ୍ତ ଶିଶୁ…
ରତ୍ନଭଣ୍ଡାର ଖୋଲିବାରେ ବିଳମ୍ବ କରିବା ଅଫିସରଙ୍କ ଅହଂକାର: ବିଜୟ
ଭୁବନେଶ୍ବର,୧୯ା୯(ବ୍ୟୁରୋ):ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉଥିବା ଓଡ଼ିଶା ହାଇକୋର୍ଟର ଆମିକସ୍କ୍ୟୁରି ଏନ୍.କେ. ମହାନ୍ତିଙ୍କ ମତ ପ୍ରକାଶ ପରେ ବିରୋଧୀ ଦଳ ନେତାଙ୍କ ପକ୍ଷରୁ ତୁରନ୍ତ ରତ୍ନଭଣ୍ଡାର ଖୋଲିବା ଦାବି ଜୋର ହୋଇଛି। ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର…
ଆତଙ୍କବାଦୀଙ୍କ ଗଡ଼ ଶୋପିଆନ-ପୁଲୱାମାରେ ଖୋଲିଲା ସିନେମା ହଲ, ୩୨ ବର୍ଷ ପରେ ବଡ ପରଦାରେ ଦର୍ଶକେ ଦେଖିବେ ଫିଲ୍ମ
ଜମ୍ମୁ,୧୯ ।୯: ଅନୁଚ୍ଛେଦ ୩୭୦ ଓ ୩୫ଏ ହଟିବା ପରେ ଜମ୍ମୁ-କଶ୍ମରରେ ହୋଇଚାଲିଥିବା ପରିବର୍ତ୍ତନ ଓ ପରିବର୍ତ୍ତିତ ଚିତ୍ରର ଏକ ସତ୍ୟ ରବିବାର ସାମ୍ନାକୁ ଆସିଛି । ଆତଙ୍କବାଦୀଙ୍କ ଦବଦବା ଯୋଗୁ କଶ୍ମୀର ଘାଟିରେ ବନ୍ଦ ହୋଇଯାଇଥିବା ସିନେମା ହଲ ସଂସ୍କୃତିରେ…
୨୦ ବିଜେତାଙ୍କୁ ସ୍ବର୍ଣ୍ଣ, ୪୧ ଜଣଙ୍କୁ ରୌପ୍ୟ ମୁଦ୍ରା
ଭୁବନେଶ୍ୱର,୧୯ା୯(ବ୍ୟୁରୋ): ଭଉଣୀ ଭାଇର ସମ୍ପର୍କ ଅବର୍ଣ୍ଣନୀୟ। ଏହି ବନ୍ଧନ ସର୍ବଦା ଅତୁଟ। ନିଜର ନ ହୋଇ ମଧ୍ୟ ପ୍ରତ୍ୟେକ ଝିଅଙ୍କୁ ନିଜ ଭଉଣୀ ଭଳି ସ୍ନେହ ଦେଇପାରିଲେ ଦେଶରେ ଏକ ସୁନ୍ଦର ସମାଜ ସୃଷ୍ଟି ହୋଇପାରିବ। ରାଖୀ ବାନ୍ଧୁଥିବା ଝିଅକୁ ସମ୍ମାନ,…
କିଟ୍ର ୬ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଆବେଟ୍ର ସ୍ବୀକୃତି
ଭୁବନେଶ୍ୱର, ୧୯।୯(ବ୍ୟୁରୋ):କିଟ୍ ବିଶ୍ୱବିଦ୍ୟାଳୟରେ ଇିଞ୍ଜିନିୟରିଂର ୬ଟି ପାଠ୍ୟକ୍ରମକୁ ଆମେରିକାର ପ୍ରତିଷ୍ଠିତ ଆକ୍ରିଡିଟେଶନ ବୋର୍ଡ ଫର୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି(ଆବେଟ୍)ର ସ୍ବୀକୃତି ମିଳିଛି। ଗୋଟିଏ ଅନୁଷ୍ଠାନର ୬ଟି ପାଠ୍ୟକ୍ରମକୁ ଆବେଟ୍ ମାନ୍ୟତା ମିଳିବା କ୍ଷେତ୍ରରେ କିଟ୍ ବିଶ୍ୱବିଦ୍ୟାଳୟ ହେଉଛି ଦେଶର ପ୍ରଥମ। ଆବେଟ୍…
ଲିଙ୍ଗ ନିରୂପଣ ସୂଚନାକାରୀଙ୍କୁ ମିଳିବ ୨୫ ହଜାର
ଭୁବନେଶ୍ୱର, ୧୯।୯(ବ୍ୟୁରୋ):ରାଜ୍ୟରେ ଲିଙ୍ଗ ନିରୂପଣ ଓ କନ୍ୟାଭ୍ରୂଣ ହତ୍ୟା ରୋକିବା ଲାଗି ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା କ୍ଲିନିକ ସମ୍ପର୍କରେ ସୂଚନା ଦେଲେ ସୂଚନାକାରୀଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ୩ଟି କିସ୍ତିରେ…
ନକଲି ଔଷଧ ବିକିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୧୯।୯ (ବ୍ୟୁରୋ):ନକଲି ଔଷଧ ବିକ୍ରି କରୁଥିଲେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏନେଇ ରବିବାର ଓଡ଼ିଶା ପୋଲିସ ଟୁଇଟ୍ ମାଧ୍ୟମରେ ଔଷଧ ବିକ୍ରେତାଙ୍କୁ ସତର୍କ କରାଇଛି। ଉକ୍ତ ଟୁଇଟ୍ରେ ଉଲ୍ଲେଖ କରାଯାଇଛି ଯେ, ଔଷଧ ସଞ୍ଜୀବନୀ ସଦୃଶ। ଏହା ମଣିଷକୁ…
ରୋମାଞ୍ଚ ଭରିଲା ‘ସୂର୍ଯ୍ୟକିରଣ’
ପୁରୀ ଅଫିସ, ୧୯ା୯:ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ରବିବାର ପୂର୍ବାହ୍ନରେ ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ଶୋ’ ଅନୁଷ୍ଠିତ ହୋଇଛି। ଆକାଶରେ ବାୟୁସେନାର ୯ଟି ହକ୍ ବିମାନ ବିଭିନ୍ନ ପ୍ରକାର ଦୁଃସାହସିକ କଳା…
ବ୍ୟବସ୍ଥାରେ ଉନ୍ନତି ଆଣିବ ନୂତନ ଜଳନୀତି
ଭୁବନେଶ୍ବର,୧୯ା୯(ବ୍ୟୁରୋ):ରାଜ୍ୟରେ ନୂତନ ଜଳ ନୀତି ପ୍ରଣୟନ ସମ୍ପର୍କିତ ଆନ୍ତଃବିଭାଗୀୟ ବୈଠକ ରବିବାର ରାଜ୍ୟ ଜଳସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କୁ ମୁଖ୍ୟଯନ୍ତ୍ରୀ ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରସ୍ତାବିତ ନୂତନ…
ତୈଳ ଉତ୍ତୋଳନ ପାଇଁ ପୋଖରୀ ଖନନ
ଗୋପ,୧୯ା୯(ଡି.ଏନ୍.ଏ.):ପୁରୀ ଜିଲା ଗୋପ ବ୍ଲକର ଦୁଇଟି ପଞ୍ଚାୟତରେ ପେଟ୍ରୋଲ, ଡିଜେଲ ଉତ୍ତୋଳନକୁ ନେଇ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ପ୍ରଥମ ପର୍ଯାୟ କାର୍ଯ୍ୟ ଆରମ୍ଭ ହୋଇଛି। ଗୋପ ପଞ୍ଚାୟତର କୁଶୁପୁରୁ ନିକଟରେ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ଚାଷୀଙ୍କଠାରୁ ଅଧିଗ୍ରହଣ ହୋଇଥିବା…
ମାର୍ଚ୍ଚ ୨୦୨୩ ସୁଦ୍ଧା ଆଇଏସ୍ବିଟି କାମ ଶେଷ କର: ପାଣ୍ଡିଆନ
ଭୁବନେଶ୍ବର,୧୯ା୯(ବ୍ୟୁରୋ):ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଇଣ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ ରାଜ୍ୟର ସବୁଠାରୁ ବ୍ୟସ୍ତ ବସ୍ ଟର୍ମିନାଲ। ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଶହ ଶହ ବସ୍ ଚଳାଚଳ କରିଥାଏ। ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ୫-ଟି…
୨୪ ଘଣ୍ଟାରେ ୪ ଶିଶୁଙ୍କ ମୃତ୍ୟୁ
କେନ୍ଦୁଝର,୧୯ା୯(ସ୍ବ.ପ୍ର./ଡି.ଏନ୍.ଏ.):ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରିଥିଲେ ମଧ୍ୟ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ୨୪ ଘଣ୍ଟା ମଧ୍ୟରେ ୪ ନବଜାତ ଶିଶୁଙ୍କ…
Archives


