ରାହୁଲଙ୍କୁ ଅଧ୍ୟକ୍ଷ କରିବା ଲାଗି ଛତିଶଗଡ଼ କଂଗ୍ରେସରେ ପ୍ରସ୍ତାବ ଗୃହୀତ
ରାୟପୁର/ନୂଆଦିଲ୍ଲୀ,୧୯।୯ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ସପ୍ତାହେ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଦଳର ମୁଖ୍ୟ କରିବା ଲାଗି ଛତିଶଗଡ଼ କଂଗ୍ରେସରେ ରବିବାର ଏକ ପ୍ରସ୍ତାବ ଗୃହୀତ ହୋଇଛି। ଏଥିପାଇଁ ଅନୁଷ୍ଠିତ ଦଳୀୟ ବୈଠକରେ ପ୍ରଦେଶ କଂଗ୍ରେସ କମିଟିର…
ପୁଣି ରାସ୍ତାକୁ ଓହ୍ଲାଇଲେ ଅଧ୍ୟାପକ, କର୍ମଚାରୀ
ଭୁବନେଶ୍ୱର, ୧୯।୯ (ବ୍ୟୁରୋ):ପୁଣି ରାସ୍ତାକୁ ଓହ୍ଲାଇଛି ନିଖିଳ ଓଡ଼ିଶା ୬୬୨ (+୨ ଓ +୩) ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ। ପ୍ରସ୍ତାବିତ ତ୍ରୁଟିପୂର୍ଣ୍ଣ ଗ୍ରେଡ୍ ପେ’ ସଂଶୋଧନ ଓ ସମାନ କାମକୁ ସମାନ ଦରମା ବ୍ୟବସ୍ଥା ଦାବି କରି ରବିବାର ଲୋୟର…
୨୫ କୋଟି ଲଟେରି ଜିତିଲେ ଅଟୋଚାଳକ
ଥିରୁଭାନନ୍ତପୁରମ୍,୧୯।୯: କେରଳର ଜଣେ ଅଟୋ ଚାଳକ ୨୫ କୋଟି ଟଙ୍କାର ଲଟେରି ଜିତିଛନ୍ତି। ଅଟୋରୁ ରୋଜଗାର ଭଲ ହେଉ ନ ଥିବାରୁ କେରଳର ଶ୍ରୀବରହାମରେ ରହୁଥିବା ଅନୂପ ମାଲେସିଆରେ ରୋଷେୟା ଚାକିରି କରିବାକୁ ମନସ୍ଥିର କରିଥିଲେ। ଏଥିଲାଗି ବ୍ୟାଙ୍କରେ ୩ ଲକ୍ଷ…
ବନ୍ଧୁକ ଦେଖାଇ ବଟି ମାଗୁଛନ୍ତି ଯୁବକ
ଖୋର୍ଦ୍ଧା ଅଫିସ,୧୯ା୯:ଖୋର୍ଦ୍ଧା ସଦର ଥାନା ଅଧୀନ ଗ୍ରାମାଞ୍ଚଳରେ ନିଶା ଓ ଚୋରା ବନ୍ଧୁକ କାରବାର ଚାଲିଛି। ଅସାମାଜିକ ଯୁବକମାନେ ବନ୍ଧୁକ ଧରି ବୁଲୁଛନ୍ତି। ଦିନଦ୍ୱିପ୍ରହରରେ ଲୋକଙ୍କୁ ବନ୍ଧୁକ ଦେଖାଇ ଡରାଇ ଧମକାଇ ବଟି ଆଦାୟ କରୁଛନ୍ତି। ଏଭଳି ଏକ ଭିଡିଓ ଏବେ…
ସାଇବର ଠକଙ୍କ ହାତରେ ୟୁପିଆଇ
ଭୁବନେଶ୍ୱର ୧୯।୯ (ବ୍ୟୁରୋ):ଆପଣଙ୍କ ଅଜାଣତରେ ବ୍ୟାଙ୍କ ଆକାଉଣ୍ଟରୁ ଉଭାନ ହୋଇଯାଇପାରେ ଟଙ୍କା। କାରଣ ସାଇବର ଠକଙ୍କ ହାତକୁ ଚାଲିଯାଇପାରେ ଟଙ୍କା ଟ୍ରାନ୍ସଫର ପାଇଁ ବ୍ୟବହୃତ ହେଉଥିବା ୟୁପିଆଇ ନମ୍ବର। ଏପରି ଭାବେ ଭୁବନେଶ୍ୱରରେ ଜଣେ ରାଜମିସ୍ତ୍ରୀଙ୍କ ଆକାଉଣ୍ଟ୍ରୁ ୟୁପିଆଇ ମାଧ୍ୟମରେ ସାଇବର…
ଶୋଭାପାଇବ ଲୋଧିଫୋର୍ଟ
ପୁରୁଣା ଭୁବନେଶ୍ୱର, ୧୯ା୯(ଡି.ଏନ୍.ଏ.):ଆଉ ଦିନ କେଇଟା ପରେ ଦୁର୍ଗାପୂଜା। ଏଥିପାଇଁ ଚଳଚଞ୍ଚଳ ରାଜଧାନୀ। ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଗଲାଣି। ମା’ଙ୍କ ପାଇଁ ସୁଦୃଶ୍ୟ ମଣ୍ଡପ ଓ ତୋରଣ କରି ଆଗରେ ରହିବାକୁ ବିଭିନ୍ନ କମିଟି ପକ୍ଷରୁ ଚାଲିଛି…
ଲଳିଥା ପ୍ୟାଲେସ୍ରେ ବିରାଜିବେ ମା’
ଭୁବନେଶ୍ୱର,୧୯।୯(ବ୍ୟୁରୋ):ପାଖେଇ ଆସିଲାଣି ଦୁୁର୍ଗାପୂଜା। ବିରାଜମାନ କରିବେ ମା’। ଏବେ ରାଜଧାନୀ ଉତ୍ସବମୁଖର। ଦୀର୍ଘ ୨ବର୍ଷ ପରେ ବଡ଼ ଧୁମଧାମରେ ପାଳନ ହେବ ଦୁର୍ଗାପୂଜା। ଏଥିପାଇଁ ବମିଖାଲ ଦୁର୍ଗା ମଣ୍ଡପ ବେଶ୍ ସଜେଇ ହେଲାଣି। ଚଳିତବର୍ଷ ମହୀଶୂରର ଲଳିଥା ମହଲ ପ୍ୟାଲେସ୍ରେ ମନ…
ରାସ୍ତା ଖରାପ ପାଇଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ବିଳମ୍ବରୁ ମହିଳାଙ୍କ ମୃତ୍ୟୁ
ସାଲେପୁର,୧୯।୯(ଡି.ଏନ୍.ଏ.):ଦୁଇଟି ପଞ୍ଚାୟତର ବିବାଦ ଯୋଗୁ ବର୍ଷ ବର୍ଷ ଧରି ରାସ୍ତା ନିର୍ମାଣ ହୋଇପାରୁନାହିଁ। ଫଳରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହାର ପରିଣତି ସ୍ବରୂପ ରବିବାର ଜଣେ ମହିଳା ଡାକ୍ତରଖାନା ପହଞ୍ଚତ୍ବାରେ ବିଳମ୍ବ ହେବାରୁ ତାଙ୍କର ଜୀବନ ହାନି ହୋଇଥିବା ପରିବାର…
ପଛୁଆ, ଏସ୍ସି/ଏସ୍ଟି ପିଲା ସାମ୍ବିଧାନିକ ଅଧିକାରରୁ ବଞ୍ଚିତ
ଭୁବନେଶ୍ବର,୧୯ା୯(ବ୍ୟୁରୋ):ରାଜ୍ୟରେ ଉଚ୍ଚଶିକ୍ଷାରେ ଆସନ ସଂରକ୍ଷଣ ବିଷୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରବିବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟର ମୋଟ ଜନସଂଖ୍ୟାର ୬ ପ୍ରତିଶତ ହେଉଛନ୍ତି ସାଧାରଣବର୍ଗ। ରାଜ୍ୟ…
ଡିସେମ୍ବର ୫ ସୁଦ୍ଧା ମାମଲାର ଫଇସଲା କର
କଟକ ଅଫିସ,୧୯ା୯:କଟକ ମହାନଗର ନିଗମ(ସିଏମ୍ସି) ୩୭ ନଂ. ୱାର୍ଡ ଅଞ୍ଚଳର ଏକ ଗୋଚର ଜମିରେ ବେଆଇନ ଭାବେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ନିର୍ମାଣ କରାଯାଇଥିବା ନେଇ ହାଇକୋର୍ଟରେ ମାମଲା ଦାଏର କରାଯାଇଥିଲା। ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଓ ବିଚାରପତି…
ଝିଅ-ପୁଅଙ୍କ ସହ ଆଜି ଭାଜପାରେ ସାମିଲ ହେବେ କ୍ୟାପଟେନ, ଏମ୍ପି ପତ୍ନୀ ରହିବେ କଂଗ୍ରେସରେ
ଜଳନ୍ଧର,୧୯ ।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଦଳ ସୋମବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ବିଲିନ ହୋଇଯିବ । କ୍ୟାପଟେନ ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ…
କୋହଲିଙ୍କୁ ମିସ୍ କରୁଛନ୍ତି ଅନୁଷ୍କା
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ସ୍ବାମୀ ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବହୁତ ମିସ୍ କରୁଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ଏକ ଇମୋଶନାଲ ପୋଷ୍ଟ କରି କୋହଲିଙ୍କୁ ମିସ୍ କରୁଥିବା କହିଛନ୍ତି। ଅନୁଷ୍କା ଏବେ…
Archives


