Home Left

ଗିରଫ ହେଲେ କର୍ନାଟକ କଂଗ୍ରେସ ନେତା

ଧରଓ୍ବାଡ଼,୧୮।୯: ସେଲୁନ୍‌ର ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ କର୍ନାଟକର କଂଗ୍ରେସ ନେତା ମନୋଜ କାର୍ଜାଗୀଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ସେଲୁନ୍‌ରେ ମହିଳା ଜଣକ ବିଉଟିସିଆନ୍‌ ଭାବେ କାର୍ଯ୍ୟ କରୁଥିଲେ। ହେଲେ ଶନିବାର ମନୋଜ ସେଲୁନ୍‌କୁ ଆସି…

ପୋଲିସ ଏସ୍‌ଆଇଙ୍କ ଘରୁ ଲୁଟ୍‌: ଚୋରଙ୍କୁ ଗିରଫ ଦାବିରେ ପୋଲିସ ଗାଡ଼ି ଅଟକାଇଲେ ଗ୍ରାମବାସୀ

କେସିଙ୍ଗା,୧୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ବୋରିଆ ପଞ୍ଚାୟତ ଖଜୁରପଡ଼ା ଗାଁରେ ଏକ ଡକାୟତି ହୋଇଛି। ଜଣେ ମହିଳା ଡକାୟତ ଘରେ ପଶି ମହିଳାଙ୍କ ଗଳାରେ ଛୁରି ଲଗାଇ ରବିବାର ଦିନଦ୍ୱିପ୍ରହରେ ଲୁଟ୍‌ କରିଛନ୍ତି। ଏ ନେଇ କେସିଙ୍ଗା ଥାନାରେ ଏକ…

ଧର୍ମାନ୍ତରୀକରଣ ନିରୋଧୀ ଆଇନ: ପ୍ରଥମ ଦୋଷୀଙ୍କୁ ୫ ବର୍ଷ ଜେଲ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ବେଆଇନ ଧର୍ମାନ୍ତରୀକରଣ ନିରାକରଣ ଆଇନ-୨୦୨୧ରେ ପ୍ରଥମ ଥର ପାଇଁଜଣେ ୨୬ ବର୍ଷୀୟ କାଠମିସ୍ତ୍ରୀଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି। ଆମ୍ରୋହା ଅଦାଲତ ଶନିବାର ତାଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ୨୦୨୧ ଡିସେମ୍ବରରେ ଏହି ନୂଆ…

ଭାରତୀୟ ଦଳରେ ଶାମିଙ୍କ ସ୍ଥାନରେ ଉମେଶ

ନୂଆଦିଲ୍ଲୀ, ୧୮ା୯:ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ଲାଗି ଭାରତୀୟ କ୍ରିକେଟ ଦଳରେ ଭେଟେରାନ ସିମର ମହମ୍ମଦ ଶାମିଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସାମିଲ କରାଯାଇଛି। କୋଭିଡ ଟେଷ୍ଟରେ ପଜିଟିଭ ଆସିବାରୁ ଶାମି ମଙ୍ଗଳବାର ଆରମ୍ଭ ହେବାକୁଥିବା…

ରାଜପଥରେ ସିରିଜ୍‌ ଦୁର୍ଘଟଣା

କୋକସରା,୧୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ୨୬ ନମ୍ବର ଜାତୀୟ ରାଜପଥ କୋକସରା ବ୍ଲକ କାଉଡୋଲା ଛକ ନିକଟରେ ରବିବାର ସାରେ ଏକ ସିରିଜ୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି। ଖବର ପାଇ କୋକସରା ଦମକଳ କର୍ମଚାରୀ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ…

ଆଲିଆଙ୍କୁ ଇର୍ଷା କରୁଛନ୍ତି ଲୋକେ

ବଲିଉଡର ପାଓ୍ବାରଫୁଲ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସଫଳତାକୁ ନେଇ ବେଶ୍‌ ଖୁସି ଅଛନ୍ତି। ଗର୍ଭବତୀ ଥିବା ସତ୍ତ୍ୱେ ଆଲିଆ ଫିଲ୍ମକୁ ଜୋରଦାର ପ୍ରମୋଶନ କରିଥିଲେ। ଶେଷରେ ତାଙ୍କ ପରିଶ୍ରମ ସାର୍ଥକ ହୋଇଛି। ଫିଲ୍ମଟି ବକ୍ସ…

ଜାପାନ ଛୁଇଁଲା ‘ନାନ୍‌ମାଡୋଲ’: ପବନର ବେଗ ଘଣ୍ଟାପ୍ରତି ରହିପାରେ ୨୩୪ କି.ମି.

ଟୋକିଓ,୧୮ା୯: ଦକ୍ଷିଣପଶ୍ଚିମ ଜାପାନରେ ଶକ୍ତିଶାଳୀ ଝଡ଼ ନାନ୍‌ମାଡୋଲ ରବିବାର ରାତିରେ ଲ୍ୟାଣ୍ଡ୍‌ଫଲ୍‌ କରିଛି। କାଗୋଶିମା ସହରରେ ବାତ୍ୟାର ଆଖି ଥିବାଯୋଗୁ ସେଠାରେ ବ୍ୟାପକ କ୍ଷୟକ୍ଷତି ହେବା ନେଇ ଜାପାନ ପାଣିପାଗ ଏଜେନ୍ସି (ଜେଏମ୍‌ଏ) ଆକଳନ କରିଛି। ତୀବ୍ରଗତିରେ ପବନ, ଭୀଷଣ ବର୍ଷା…

ପୋଖରୀ ହିଡ଼ ଖୋଳିବା ବେଳେ ଧସିଲା ମାଟି: ଚାଲିଗଲା ୨ ଚାଷୀଙ୍କ ଜୀବନ

ଟିଟିଲାଗଡ଼,୧୮ା୯(ଡି.ଏନ.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଅଦାବାହାଲ ପଞ୍ଚାୟତ ଅଧୀନ ଡୁଙ୍ଗରିଗୁଡା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଚାଷଜମିକୁ ପାଣି ମଡାଇବା ପାଇଁ ପୋଖରୀ ହିଡ଼ ଖୋଳିବା ବେଳେ ମାଟି ଧସିବାରୁ ତଳେ ଚାପି ହୋଇ ୨…

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ

ନୂଆଦିଲ୍ଲୀ,୧୮।୯: ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯିବ। ବିଶ୍ୱକପ୍‌ ପାଇଁ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ କରାଯାଇଛି। ଏହି ଟିମ ଜର୍ସି ନୀଳ ରଙ୍ଗର ଅଟେ। ଏଥିରେ ତିନୋଟି ଷ୍ଟାର ରହିଛି। ଏହି ଷ୍ଟାର ଭାରତୀୟ ଦଳର ତିନିଥର…

ଆତ୍ମହତ୍ୟା କଲେ ଅଭିନେତ୍ରୀ

ତାମିଲ ଅଭିନେତ୍ରୀ ପୌଲିନା ଜେସିକା ଓରଫ ଦୀପା ଆତ୍ମହତ୍ୟା କରିଛନ୍ତି। ତାଙ୍କ ବାସଭବନରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଘଟଣାସ୍ଥଳରୁ ଏକ ନୋଟ ମଧ୍ୟ ଜବତ କରିଛି। ସାରା ଜୀବନ ଜଣଙ୍କୁ ପ୍ରେମ କରୁ ଥିବି ବୋଲି ନୋଟ୍‌ରେ ଲେଖାହୋଇଛି।…

ଅଗଷ୍ଟ ୧୫ରେ ଲାଗିଥିଲା ୨୧ଲକ୍ଷ ଟଙ୍କାର ଲାଇଟ୍‌: ନେଇଗଲେ ଦୁର୍ବୃତ୍ତ

ବିନିକା,୧୮ା୯(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବିନିକା ସହରାଞ୍ଚଳର ବିନିକା -ଲକ୍ଷ୍ମଣପୁର ମହାନଦୀ ବ୍ରିଜରେ ଲାଗିଥିବା ରୋପ (ଲିଚୁ) ଲାଇଟକୁ କେତେକ ଦୁର୍ବୃତ୍ତ ଚୋରି କରି ନେଇଛନ୍ତି। ମିଳିଥିବା ସୂଚନା ମୁତାବକ, ୨୧ ଲକ୍ଷ ଟଙ୍କା ବ୍ୟୟରେ ଏଲଇଡି ରୋପ ଲାଇଟ ଗତ ସ୍ବାଧୀନତା…

କାରରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଜଣଙ୍କୁ ଧରିଲା ଅବକାରୀ ବିଭାଗ

ସମ୍ବଲପୁର,୧୮ା୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅଧୀନ ଶାସନ ଛକ ନିକଟରେ ରବିବାର ଜିଲା ଅବକାରୀ ଗୋଇନ୍ଦା ବିଭାଗ ଯାଞ୍ଚ ବେଳେ ଏକ କାର୍‌ରୁ ୧ କୁଇଣ୍ଟାଲ ୨ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଘଟଣାରେ ସମ୍ପୃକ୍ତ ଉତ୍ତରପ୍ରଦେଶର ମନୋଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri