୪୦୦ କେଜି ଗୋ ମାଂସ ଜବତ, ୩ ଅଟକ
ରାଉରକେଲା ଅଫିସ,୨୫।୧୨: ସୁନ୍ଦରଗଡ଼ ଜିଲା ବିଶ୍ରା ଅଞ୍ଚଳରୁ ରାଉରକେଲାକୁ ୨ଟି ଅଟୋରେ ଗୋମାଂସ ଚାଲାଣ ହେଉଥିବା ବେଳେ ବଜରଙ୍ଗ ଦଳ ଏହାକୁ ଜବତ କରି ପୋଲିସକୁ ହସ୍ତାନ୍ତର କରିଛି। ଏହି ଘଟଣାରେ ବନ୍ଧମୁଣ୍ଡା ପୋଲିସ ୩ ଜଣଙ୍କୁ ଅଟକ ରଖିଛି। ମିଳିଥିବା…
ଆମେରିକା ବମ୍ବ ସାଇକ୍ଲୋନ୍ରେ ୧୮ ମୃତ
ଓ୍ବାଶିଂଟନ,୨୫ା୧୨:ଆମେରିକାରେ ବମ୍ବ ସାଇକ୍ଲୋନ୍ (ଶୀତଦିନିଆ ବାତ୍ୟା)ରେ ୧୮ ଜଣଙ୍କ ଜୀବନ ଗଲାଣି। ବମ୍ବ ସାଇକ୍ଲୋନ୍ ଯୋଗୁ ଦେଶରେ ଶୀତ ସବୁ ରେକର୍ଡ ଭାଙ୍ଗିଛି। ଅନେକ ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୪୫ ଡିଗ୍ରୀକୁ ଖସିବା ଫଳରେ ଲକ୍ଷାଧିକ ଆମେରିକୀୟଙ୍କ ଖ୍ରୀଷ୍ଟମାସ ଛୁଟି ଯୋଜନାକୁ…
ବାଲିଗୁଡ଼ାରେ ବଡ଼ଦିନ ପର୍ବ, ଖଗେଶ୍ୱରଙ୍କ ସ୍ମୃତିରେ ଶହୀଦ ଦିବସ ପାଳିତ
ବାଲିଗୁଡ଼ା,୨୫।୧୨:(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାରେ ବଡ଼ଦିନ ପର୍ବ ଶାନ୍ତି ଶୃଙ୍ଖଳା ଏବଂ ହର୍ଷଉଲ୍ଲାସରେ ପାଳିତ ହୋଇଯାଇଛି l ଏନେଇ କନ୍ଧମାଳ ଜିଲାରେ ଥିବା ଚର୍ଚ୍ଚଗୁଡ଼ିକୁ ଭଳିକିଭଳି ରଙ୍ଗବେରଙ୍ଗ ଆଲୋକମାଳାରେ ସଜ୍ଜିତ କରାଯାଇଛି। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଚର୍ଚ୍ଚରେ ପ୍ରାର୍ଥନା କରି ପରସ୍ପରକୁ ଶୁଭେଚ୍ଛା…
ଆସିଲା ଅଭିନେତ୍ରୀ ତୁନିଶାଙ୍କ ପୋଷ୍ଟମର୍ଟମ ରିପୋର୍ଟ
ଅଭିନେତ୍ରୀ ତୁନିଶା ଶର୍ମାଙ୍କ ହଠାତ୍ ଆତ୍ମହତ୍ୟାକୁ ନେଇ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ରବିବାର ତୁନିଶାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଏହି ରିପୋର୍ଟରେ ଅନେକ ଖୁଲାସା ହୋଇଛି। ଅଭିନେତ୍ରୀଙ୍କ ମୃତ୍ୟୁ ପରଠାରୁ ସେ ଗର୍ଭବତୀ ଥିବା କଥା ଶୁଣିବାକୁ ମିଳିଥିଲା।…
ପ୍ରେମିକାଙ୍କୁ ପିଟିଥିବା ପ୍ରେମିକଙ୍କ ଘର ଉପରେ ଚଢିଲା ବୁଲଡୋଜର
ଭୋପାଳ,୨୫।୧୨: ମଧ୍ୟପ୍ରଦେଶର ରେୱା ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ତାଙ୍କ ଗର୍ଲଫ୍ରେଣ୍ଡକୁ ଅତି ନିର୍ମମ ଭାବେ ପିଟୁଥିବାର ଭିଡିଓ ଭାଇରାଲ ହେବା ପରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ପୋଲିସ…
କଶ୍ମୀର ପଣ୍ଡିତଙ୍କ ସୁରକ୍ଷା ପାଇଁ ସମାଧାନ ସୁତ୍ର ଶେୟାର କଲେ ଗୁଲାମ ନବୀ ଆଜାଦ
ଶ୍ରୀନଗର,୨୫।୧୨: ଡେମୋକ୍ରାଟିକ ଆଜାଦ ପାର୍ଟି (ଡିଏପି)ର ସଭାପତି ଗୁଲାମ ନବୀ ଆଜାଦ କଶ୍ମୀରୀ ପଣ୍ଡିତଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି। ରବିବାର ସେ କହିଛନ୍ତି, ଯେପର୍ଯ୍ୟନ୍ତ କଶ୍ମୀରରେ ସ୍ଥିତି ସୁଧାର ନ ହୁଏ ସେ ପର୍ଯ୍ୟନ୍ତ କଶ୍ମୀର ପଣ୍ଡିତ କର୍ମଚାରୀଙ୍କୁ ଜମ୍ମୁକୁ…
କର୍ନାଟକ ଭାଜପାରେ ଫାଟ!
ବେଙ୍ଗାଲୁରୁ,୨୫।୧୨: କର୍ନାଟକ ଭାଜପାରେ ଫାଟ ସୃଷ୍ଟି ହୋଇଛି। ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତା ଜି. ଜନାର୍ଦ୍ଦନ ରେଡ୍ଡୀ ଦଳଠାରୁ ଅଲଗା ହୋଇଯାଇଛନ୍ତି। ରବିବାର ସେ ନିଜର ନୂଆ ପାର୍ଟି ଗଠନ କରିବାକୁ ଘୋଷଣା କରିଛନ୍ତି। ନୂଆ ପାର୍ଟିର ନାମ କଲ୍ୟାଣ…
ବାମଣ୍ଡା କପ୍: କଟକକୁ ହରାଇ ସେମିରେ ସମ୍ବଲପୁର
ଦେବଗଡ଼,୨୫।୧୨(ଡି.ଏନ୍.ଏ.): ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡ଼ିୟମରେ ୩୨ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ମ୍ୟାଚ୍ରେ କଟକକୁ ହରାଇ ସମ୍ବଲପୁର ବିଜୟୀ ହୋଇଛି। କଟକ ରାଜିଜିଂ ଷ୍ଟୁଡେଣ୍ଟ ବନାମ ସମ୍ବଲପୁର ଆଭାର ଟାଇଗର ମଧ୍ୟରେ ଖେଳ ହୋଇଥିଲା। ଏଥିରେ ସମ୍ବଲପୁର…
ସ୍ବତନ୍ତ୍ର ଉପାସନାରେ ପାଳିଲେ ବଡ଼ଦିନ
ସମ୍ବଲପୁର,୨୫।୧୨(ବ୍ୟୁରୋ): ସମ୍ବଲପୁର ସହର ଏବଂ ଗ୍ରାମାଞ୍ଚଳରେ ରବିବାର ବଡ଼ଦିନ ପର୍ବ ଆଡ଼ମ୍ବର ସହ ପାଳିତ ହୋଇଯାଇଛି। କରୋନା କଟକଣା ଯୋଗୁ ଗତ ଦୁଇ ବର୍ଷ ନିରାଡ଼ମ୍ବର ଭାବେ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ବଡ଼ଦିନ ପାଳନ କରିଥିଲେ। ତେଣୁ ଚଳିତ ବର୍ଷ ହର୍ଷଉଲ୍ଲାସର ସହ ବିଭିନ୍ନ…
ତୁନିଶାଙ୍କ ଟାଟୁକୁ ନେଇ ବଢୁଛି ଚର୍ଚ୍ଚା
ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟାକୁ ନେଇ ସସ୍ପେନ୍ସ ବଢିବାରେ ଲାଗିଛି। ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା ଭଳି ପଦକ୍ଷେପ ସେ କାହିଁକି ନେଲେ ତାକୁ ନେଇ ତର୍ଜମା ଚାଲିଛି। ଏହା ଭିତରେ ତାଙ୍କ ଏକ୍ସ-ବୟଫ୍ରେଣ୍ଡ ଶିଜାନ ଖାନ୍ଙ୍କୁ ପୋଲିସ ଗିରଫ…
ଜଳିଗଲା ଆଖୁ କିଆରି
ଶେରଗଡ଼,୨୫ା୧୨(ଡି.ଏନ୍.ଏ.): ଶେରଗଡ଼ ପେଟ୍ରୋଲ ପମ୍ପ ପଛପଟେ ଥିବା ଏକ ଆଖୁ କିଆରିରେ ରବିବାର ନିଆଁ ଲାଗିଯାଇଥିଲା। ଫଳରେ ଜମିର ଆଖୁ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଶେରଗଡ଼ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନାଯୋଗ୍ୟ, ଉକ୍ତ ଜମି ଉପର…
ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ
ଫୁଲବାଣୀ ଅଫିସ, ୨୫ା୧୨: ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।…

