ଇଣ୍ଡିଆ ଗେଟ ହୋଇ ଲାଲକିଲା ଯିବ ଭାରତ ଯୋଡୋ ଯାତ୍ରା
ନୂଆଦିଲ୍ଲୀ,୨୪ ।୧୨: ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ କରାଯାଇଥିବା ଭାରତ ଯୋଡୋ ଯାତ୍ରା ଶନିବାର ଦିଲ୍ଲୀରେ ଜନତାଙ୍କୁ ଏକାଠି କରାଇବାକୁ ଚେଷ୍ଟା କରିବ । ଏହି ଯାତ୍ରା ଇଣ୍ଡିଆ ଗେଟ ହୋଇ ଲାଲକିଲା ଯିବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସର ବରିଷ୍ଠ…
‘ଓ୍ବାନ୍ ର଼୍ୟାଙ୍କ ଓ୍ବାନ୍ ପେନସନ୍ ଯୋଜନା’ରେ ସଂଶୋଧନ: ଏବେ ୨୫ ଲକ୍ଷ ହେବେ ଉପକୃତ
ନୂଆଦିଲ୍ଲୀ,୨୩।୧୨: ମୋଦୀ କ୍ୟାବିନେଟ୍ ଶୁକ୍ରବାର ଏକ ପ୍ରମୁଖ ନିଷ୍ପତ୍ତି ନେଇ ‘ୱାନ ର଼୍ୟାଙ୍କ ୱାନ ପେନସନ ଯୋଜନା’ରେ ସଂଶୋଧନ କରିଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ବିସ୍ତୃତ ସୂଚନା ଦେଇ କହିଛନ୍ତି, ଓ୍ବାନ୍ ର଼୍ୟାଙ୍କ ୱାନ ପେନ୍ସନ ଯୋଜନା ସଂଶୋଧିତ…
କେରଳ ଖବରଦାତା ସିଦ୍ଧିକି କପ୍ପାନଙ୍କୁ ମିଳିଲା ଜାମିନ
ଲକ୍ଷ୍ନୌ,୨୩ା୧୨: କେରଳର ଖବରଦାତା ସିଦ୍ଦିକି କପ୍ପାନଙ୍କୁ ମିଳିଲା ଜାମିନ। ଆତଙ୍କବାଦ ସହ ସମ୍ପୃକ୍ତି ଅଭିଯୋଗରେ କେରଳର ସାମ୍ବାଦିକ ସିଦ୍ଦିକି କପ୍ପାନ ୨ ବର୍ଷ ଧରି ଉତ୍ତରପ୍ରଦେଶ ଜେଲ୍ରେ ଥିଲେ। ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦୁଇବର୍ଷ ପୂର୍ବରୁ…
ରାଜାଙ୍କ ସିଂହାସନ ଯାଏ ଆମେ ଆସିଗଲୁ: ରାହୁଲ
ନୂଆଦିଲ୍ଲୀ,୨୩।୧୨: ହରିୟାଣା-ଦିଲ୍ଲୀ ସୀମାରେ ପହଞ୍ଚିଛି କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା। ଶନିବାର ଦିଲ୍ଲୀର ବଦରପୁର ସୀମାରୁ ଏହି ଯାତ୍ରା ଆଗକୁ ବଢ଼ିବ। ତେବେ ଏହି ଅବସରରେ ଭାରତର ସ୍ବର ସହ ରାଜାଙ୍କ ସିଂହାସନ ପର୍ଯ୍ୟନ୍ତ ପହଞ୍ଚିଛୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।…
ଫାର୍ମରେ ବିଦ୍ୟୁତ ସଂଯୋଗ ଲାଗି ନେଉଥିଲେ ଲାଞ୍ଚ, ଲାଇନ୍ ମ୍ୟାନ୍ଙ୍କୁ ଗିରଫ କଲା ଭିଜିଲାନ୍ସ
ପିପିଲି,୨୩।୧୨(ଡି.ଏନ୍.ଏ.): ପୁରୀ ଜିଲା ପିପିଲିର ଭାରତୀପୁର ବିଦ୍ୟୁତ୍ ସେକ୍ସନରେ ଲାଇନ ମ୍ୟାନ୍ ଭାବେ କାର୍ଯ୍ୟ କରୁଥିବା ମାନସ ରଞ୍ଜନ ସାହୁ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ମାନସ ଜଣେ ବ୍ୟକ୍ତିଙ୍କଠାରୁ ୭, ୫୦୦ଟଙ୍କା ନେଉଥିବା…
‘କରୋନାର ନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୁଷ୍ଟର ଡୋଜ୍’
ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ତଥା ଓମିକ୍ରନ୍ର ସବ୍ଭାରିଆଣ୍ଟ ବିଏଫ୍-୭ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଛି। ଏହାକୁ କିପରି ମୁକାବିଲା କରାଯିବ ତାକୁ ନେଇ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ନିଷ୍ପତ୍ତି ନେଇଛନ୍ତି।…
କାନ୍ଦିଲେ ଉର୍ଫି: କହିଲେ-‘କେତେ ଆଉ ସହିବି’
ବମ୍ବେ: କାନ୍ଦିଲେ ସୋସିଆଲ ମିଡିଆ ସେନ୍ସେଶନ ଉର୍ଫି ଜାଭେଦ। ସର୍ବଦା ନିଜର ପୋଷାକ ପରିଧାନକୁ ନେଇ ଟ୍ରୋଲ ହେଉଥିବା ଉର୍ଫି ଏବେ ନିଜ କୋହକୁ ସମ୍ଭାଳି ପାରିନାହାନ୍ତି। ସୋସିଆଲ ମିଡିଆରେ ଜଣେ ହକି ଖେଳାଳିଙ୍କ କଥାକୁ ନେଇ ସେ କାନ୍ଦି ପକାଇଛନ୍ତି।…
୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ
ଛତ୍ରପୁର,୨୩ା୧୨(ଡି.ଏନ୍.ଏ.): ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜ଼ିଲା ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଦର୍ଶକ କିଭଳି ଶାନ୍ତି ଶୃଙ୍ଖଳାର ସହିତ ବିନା ଦ୍ବିଧାରେ ଗୋପାଳପୁର ଆସି ମନୋରଞ୍ଜନର ମଜା ନେବା ସହିତ ମିଶନ ଶକ୍ତି ମା’ମାନଙ୍କ ପ୍ରସ୍ତୁତ ସାମଗ୍ରୀ…
ରାଜ୍ୟରେ ପୂରଣ ହେବ ୪,୭୯୦ କନଷ୍ଟେବଳ ପଦବୀ
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଓଡ଼ିଶାରେ ପୋଲିସରେ ଖାଲି ଥିବା କନେଷ୍ଟବଳ ପଦବୀ ମଧ୍ୟରୁ ୪,୭୯୦ଟି କନଷ୍ଟେବଳ ପଦବୀ ପୂରଣ ପାଇଁ ୪ଟି ପର୍ଯ୍ୟାୟରେ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି କନଷ୍ଟେବଳମାନଙ୍କୁ…
ପ୍ୟାରିସରେ ଆଖିବୁଜା ଗୁଳିମାଡ଼: ୨ ମୃତ,୪ ଆହତ
ପ୍ୟାରିସ,୨୩।୧୨: ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଶୁକ୍ରବାର ଏକ ଆକ୍ରମଣ ହୋଇଛି। କୁର୍ଦ୍ଦ ସାଂସ୍କୃତିକ କେନ୍ଦ୍ର ନିକଟରେ ଆଖିବୁଜା ଗୁଳିମାଡ଼ରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ଆକ୍ରମଣର କାରଣ ଜଣାପଡ଼ି…
ବାଘ ଚମଡ଼ା ଜବତ, ହାତୀ ମୃତ୍ୟୁ ମାମଲା: ସିସିଏଫ୍ର ତଦନ୍ତ ଆରମ୍ଭ
ବାରିପଦା ଅଫିସ,୨୩ା୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିକାର ହୋଇଥିବା ମହାବଳ ବାଘ ଚମଡ଼ା ଜବତ ଘଟଣାରେ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ କାର୍ଯ୍ୟାଳୟର ସିସିଏଫ୍ ଟିମ୍ ଶୁକ୍ରବାର ତଦନ୍ତ ପାଇଁ ମୟୂରଭଞ୍ଜ ଆସିଛନ୍ତି। ପ୍ରତିନିଧି ଦଳ ବିଭିନ୍ନ…
ରୁଟ୍-ହାସନ-ମେଣ୍ଡିସ୍ ଭଳି ଖେଳାଳିଙ୍କୁ ମିଳିଲେନି କ୍ରେତା, ଜାଣନ୍ତୁ ଆଉ କିଏ ରହିଲେ ‘ଅନ୍ସୋଲ୍ଡ’
କୋଚି,୨୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)-୨୦୨୩ ର ମିନି ଅକ୍ସନ(ନିଲାମି) ଜାରି ରହିଛି। କେରଳର କୋଚିରେ ଚାଲିଥିବା ଏହି ମିନି ନିଲାମରେ ୪୦୫ ଖେଳାଳିଙ୍କ ଉପରେ ମୂଲ୍ୟ ନିର୍ଦ୍ଧାରଣ ହେଉଛି। ଏସବୁ ମଧ୍ୟରେ ଇଂଲଣ୍ଡର ସାମ୍ କୁରାନ ସବୁଠାରୁ ମହଙ୍ଗା ଖେଳାଳି ଭାବେ…

