Home Left

ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ଭିଡିଓ ଲିକ୍‌ ଘଟଣା: ଅଭିଯୁକ୍ତ ଛାତ୍ରୀଙ୍କ ପ୍ରେମିକ ଗିରଫ

ଚଣ୍ଡିଗଡ,୧୮।୯: ମୋହାଲିର ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀମାନେ ଗାଧୋଇବାର ଭିଡିଓ ଲିକ ଘଟଣାରେ ଅଭିଯୁକ୍ତ ଛାତ୍ରୀଙ୍କ ପ୍ରେମିକଙ୍କୁ ଶିମ୍‌ଲାରୁ ଗିରଫ କରାଯାଇଛି। ପୋଲିସ ପ୍ରେମିକଙ୍କୁ ପଚରାଉଚରା କରୁଛି। ତାଙ୍କ ମାଧ୍ୟମରେ ଅନେକ ଖୁଲାସା ହେବ ବୋଲି କୁହାଯାଉଛି। ଅଭିଯୁକ୍ତ ଛାତ୍ରୀଙ୍କ ପରେ…

ରାସ୍ତା ନିର୍ମାଣକୁ ନେଇ ଗୋଷ୍ଠୀସଂଘର୍ଷ: ଗାଁରେ ପୋଲିସ ମୁତୟନ

ଚାନ୍ଦବାଲି,୧୮।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ରାମପଲ୍ଲୀ ଗାଁରେ ପୂର୍ବ ବିବାଦକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଗୁରୁତରଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ଏକ…

ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରିବାକୁ ସଙ୍କଳ୍ପ ପାରିତ

ରାୟପୁର,୧୮।୯: ରାଜସ୍ଥାନ ଏବଂ ଦିଲ୍ଲୀ ପରେ ରବିବାର ଛତିଶଗଡ କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଦଳର ସଭାପତି କରିବା ପାଇଁ ସଂକଳ୍ପ ପାରିତ କରିଛି। ଗତକାଲି ଜୟପୁର ଏବଂ ଦିଲ୍ଲୀରେ ମଧ୍ୟ ଏହି ସଂକଳ୍ପ ପାରିତ ହୋଇଥିଲା। ଛତିଶଗଡ ରାଜ୍ୟ କଂଗ୍ରେସ…

ସ୍ବସ୍ତି ସିଂଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଚଳିତବର୍ଷର ଏକଲବ୍ୟ ପୁରସ୍କାର ଘୋଷଣା କରାଯାଇଛି। ସାଇକେଲ୍‌ ଚାଳିକା ସ୍ବସ୍ତି ସିଂଙ୍କୁ ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେହିପରି ଫୁଟବଲର ପ୍ୟାରୀ ଖାକା ଓ ହକି ଖେଳାଳି ଶିଳାନନ୍ଦ ଲାକ୍ରା ଉପବିଜେତା ହୋଇଛନ୍ତି। ସ୍ବସ୍ତି ଜାତୀୟ ପ୍ରତିଯୋଗିତାରେ ୨ଟି…

କୋହଲିଙ୍କ ନୂଆ ଲୁକ୍‌

ନୂଆଦିଲ୍ଲୀ,୧୮।୯: ଭାରତୀୟ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ପରେ ଏସିଆ କପ୍‌ରେ ଫର୍ମକୁ ଫେରିଛନ୍ତି। ସେ ଏହି ଟୁର୍ନାମେଣ୍ଟର ୫ଟି ମ୍ୟାଚରେ ୨୭୬ ରନ ସ୍କୋର କରିଥିଲେ। ବର୍ତ୍ତମାନ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ ଉପରେ ବିରାଟ…

ରାଘବ ଚଢାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୮।୯: ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଜୋରଦାର ପ୍ରସ୍ତୁତି କରୁଥିବା ଆମ ଆଦମୀ ପାର୍ଟି(ଏଏପି) ଏକ ବଡ ପଦକ୍ଷେପ ନେଇଛି। ନିର୍ବାଚନ ପାଇଁ ଏଏପି ରାଘବ ଚଢାଙ୍କୁ ଦଳର ସହ ପ୍ରଭାରୀ ଦାୟିତ୍ୱରେ ନିଯୁକ୍ତ କରିଛି। ଏହି ଦାୟିତ୍ୱ ପୂରଣ…

ଠିକାଦାର ହତ୍ୟା ମାମଲା: ରେଳଷ୍ଟେଶନରୁ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ

ବ୍ରହ୍ମପୁର ଅଫିସ,୧୮।୯: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ରିଷିପୁର ଗାଁର ଠିକାଦାର ପୂର୍ଣ୍ଣଚନ୍ଦ୍ର ନାହାକ ହତ୍ୟା ଘଟଣାରେ ଫେରାର ଥିବା ଅନ୍ୟତମ ହତ୍ୟାକାରୀଙ୍କୁ ପୋଲିସ ରବିବାର ବ୍ରହ୍ମପୁର ରେଳଷ୍ଟେଶନରୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ରିଷିପୁର ଗାଁର ଅନନ୍ତ…

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ: ଥାନାରେ ପ୍ରେମିକ ଅଟକ

ବ୍ରହ୍ମପୁର ଅଫିସ,୧୮।୯: ସଦର ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ମୃତଦେହ ରବିବାର ପୋଲିସ ଜବତ କରିଛି। ମହିଳାଙ୍କ ଆନୁମାନିକ ବୟସ ୩୫ ବର୍ଷ ହେବ ବୋଲି ପୋଲିସ କହିଛି। ଏନେଇ ପୋଲିସ ଏକ ମାମଲା (ନଂ.୪୩୦/୨୨) ରୁଜୁ କରି ମୃତଦେହ…

ରଣବୀରଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଅନ୍ୟତମ। ଦୁହେଁ ପ୍ରଥମ ଥର ପାଇଁ ‘ବ୍ରହ୍ମାସ୍ତ୍ର’ ଫିଲ୍ମରେ ଏକାଠି କାମ କରିଛନ୍ତି। ଉଭୟଙ୍କ ଯୋଡ଼ିକୁ ଦର୍ଶକେ ବେଶ୍‌ ପସନ୍ଦ ବି କରିଛନ୍ତି। ଦୁହେଁ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ଚକା ଜାମ୍‌ ଆନ୍ଦୋଳନ

ସୁନ୍ଦରଗଡ଼,୧୮ା୯(ଡି.ଏନ୍‌.ଏ.): ଏମ୍‌ସିଏଲ କୋଇଲା ଖଣିରୁ କୋଇଲା ପରିବହନ ଭଡ଼ା ବୃଦ୍ଧି ଦାବି ନେଇ ରବିବାରଠାରୁ ସୁନ୍ଦରଗଡ଼ ମିଳିତ ଟ୍ରକ ମାଲିକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚକାଜାମ ଆନ୍ଦୋଳନ ଆରମ୍ଭ ହୋଇଛି। ଫଳରେ ଏମ୍‌ସିଏଲ୍‌ର ତିନୋଟି କୋଇଲା ଖଣିରୁ ଝାରସୁଗୁଡ଼ା,…

ବିବାହର ୪ ବର୍ଷରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ରାକ୍ଷୀଙ୍କ ପୂର୍ବ ପ୍ରେମିକ

ବମ୍ବେ: ବିବାହର ଚାରି ବର୍ଷ ପରେ ସ୍ତ୍ରୀଙ୍କଠାରୁ ଅଲଗା ହୋଇଛନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତଙ୍କ ପୂର୍ବ ପ୍ରେମିକ ପୂର୍ବ ପ୍ରେମିକ ତଥା ଅଭିନେତା ଅଭିଶେକ ଅବସ୍ଥି। ବ୍ୟକ୍ତିଗତ ଜୀବନ ସହ କର୍ମ ଜୀବନରେ ବି ସବୁକିଛି ଠିକ୍‌ ଚାଲିନାହିଁ। ହାତରେ…

‘ଥାଙ୍କ ଗଡ’କୁ ଝଟକା, ରିଲିଜ ଉପରେ ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ: ଅଜୟ ଦେବଗନ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଫିଲ୍ମ ‘ଥ୍ୟାଙ୍କ ଗଡ’ ରିଲିଜ ପୂର୍ବରୁ ବିବାଦ ଘେରକୁ ଚାଲି ଆସିଛି । ଇନ୍ଦର କୁମାରଙ୍ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ସୋସିଆଲ ମିଡିଆରେ ଖୁବ୍ ବିରୋଧ କରାଯାଉଛି । କେବଳ ସେତିକି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri