ସୌମ୍ୟ ମୃତ୍ୟୁ ମାମଲା: ଯୁବତୀ ଓ ଆମ୍ବୁଲାନ୍ସ ଡ୍ରାଇଭର NHRCରେ ହାଜର
ଭୁବନେଶ୍ୱର,୩।୬: ବାଲିଅନ୍ତାରେ ଘଟିଥିବା ଚର୍ଚ୍ଚିତ ବର୍ବରତା ଘଟଣାକୁ ନେଇ ନୂଆ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାରେ ଅଭିଯୋଗ କରିଥିବା ଯୁବତୀ ଏବଂ ଘଟଣା ସମୟରେ ଫେରିଯାଇଥିବା ଆମ୍ବୁଲାନ୍ସ ଡ୍ରାଇଭର ଜାତୀୟ ମାନବାଧିକାର ଆୟୋଗ (NHRC) ନିକଟରେ ହାଜର ହୋଇଛନ୍ତି। ସୂଚନା…
ଟିପିସିଓଡିଏଲ୍ର ନୂଆ ସିଇଓ ଗଜାନନ ଏସ୍.କାଲେ
ଭୁବନେଶ୍ୱର, ୩ା୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍)ର ନୂଆ ସିଇଓ ଭାବେ ଗଜାନନ ଏସ୍. କାଲେ ଦାୟିତ୍ୱ ନେଇଛନ୍ତି। ସେ ଟାଟା ପାୱାରର ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ବିଜ୍ନେସ୍…
ସାଙ୍ଗକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ସାଙ୍ଗ: ଆଉ ତା’ପରେ…
ରାଜନଗର,୩।୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ରାଜନଗର-ଭିତରକନିକା ମୁଖ୍ୟ ରାସ୍ତାର ଜରିମୂଳ ଛକରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ଗାଁର ସାଙ୍ଗକୁ ସାଙ୍ଗ ପଛପଟୁ ଖଣ୍ଡାରେ ହାଣିବା ଦ୍ୱାରା ସାଙ୍ଗର ମୁଣ୍ଡ ଏବଂ ହାତରେ ଗୁରୁତର ଆଘାତ ଲାଗିଛି।…
ଓସିଏସ୍ ପରୀକ୍ଷାରେ ୬୬ତମ ସ୍ଥାନରେ ରଶ୍ମିରଞ୍ଜନ, ତାଙ୍କ ସଫଳତା ପଛରେ…
ମହାକାଳପଡ଼ା, ୩ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ମଳାଢ଼ି ଗ୍ରାମର ତପନ ସ୍ବାଇଁ ଓ ନିର୍ମଳା ସ୍ବାଇଁଙ୍କ ବଡ଼ ପୁଅ ରଶ୍ମିରଞ୍ଜନ ସ୍ବାଇଁ ଚଳିତବର୍ଷ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୬୬ତମ ସ୍ଥାନ ଅଧିକାର କରିଛନ୍ତି।…
୨ ସପ୍ତାହ ପରେ ଆରମ୍ଭ ହେବ ଅଣ୍ଡାଦାନ ପ୍ରକ୍ରିୟା: ବସା ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଛି ବଉଳା କୁମ୍ଭୀର
ମହାକାଳପଡ଼ା,୩ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ, ପାଇକା, ଲୁଣା ଓ ଗୋବରୀ ସଂଲଗ୍ନ ନଦୀନାଳରେ ବହୁସଂଖ୍ୟାରେ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳୁଛି। ବତୀଘର ଖରିନାସି , ଜମ୍ବୁ ଗୋବରୀ ନଦୀ ଓ ନାଳକୂଳରେ ସେମାନେ ବସା ବାନ୍ଧିଥାନ୍ତି। ଜୁନ୍-ଜୁଲାଇ…
ନିଜ ବୟଫ୍ରେଣ୍ଡଙ୍କୁ ଜ୍ୱାଇଁ କରିଦେଲେ ମା’: ବିବାହ ପରେ ସ୍ବାମୀଙ୍କୁ ମା’ ସହ ଆପତ୍ତିଜନକ ଅବସ୍ଥାରେ ଦେଖିବାପରେ, ଝିଅ ନେଲେ…
ପାଟନା,୩।୬: ବିହାରର ଆରାରିଆରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଶାଶୁ ଏବଂ ଜ୍ୱାଇଁଙ୍କ ମଧ୍ୟରେ ଅବୈଧ ସମ୍ପର୍କରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ୧୬ ବର୍ଷୀୟା ନବବିବାହିତାଙ୍କୁ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ମୃତକଙ୍କ ମା’ଏବଂ ତାଙ୍କ ସ୍ବାମୀଙ୍କୁ…
ବୈଭବଙ୍କ ପାଇଁ ବଡ଼ ବଡ଼ କମ୍ପାନୀର ଲାଇନ୍, ଆକାଶଛୁଆଁ ହେଲା ବ୍ରାଣ୍ଡ ଭାଲ୍ୟୁ; ଜାଣନ୍ତୁ ଏବେ କେତେ ଟଙ୍କା କରୁଛନ୍ତି ଚାର୍ଜ
ନୂଆଦିଲ୍ଲୀ,୩।୬: ଯେତେବେଳେ ବୈଭବ ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍ସ କିଣିଥିଲା, ସେତେବେଳେ ତାଙ୍କୁ ମାତ୍ର ୧୩ ବର୍ଷ ବୟସ ଥିଲା ଏବଂ ତାଙ୍କ ବୟସ ହିଁ କେବଳ ଚର୍ଚ୍ଚା ଥିଲା। କିନ୍ତୁ ବହୁତ କମ୍ ସମୟ ମଧ୍ୟରେ, ବୈଭବ କ୍ରିକେଟ ଜଗତରେ ନିଜ…
ପୁଣି ଏହି ସବୁ ଦେଶକୁ ବଡ଼ ଝଟ୍କା ଦେବେ ଟ୍ରମ୍ପ! ଲିଷ୍ଟରେ ଭାରତ ସମେତ…
ନୂଆଦିଲ୍ଲୀ,୩।୬: ଆମେରିକା ଭାରତ ସମେତ ୬୦ଟି ଦେଶ ଏବଂ ଅର୍ଥନୀତି ବିରୁଦ୍ଧରେ ବଡ଼ ବାଣିଜ୍ୟ କାର୍ଯ୍ୟାନୁଷ୍ଠାନ ପ୍ରସ୍ତାବ ଦେଇଛି। ଆମେରିକା ବାଣିଜ୍ୟ ପ୍ରତିନିଧି (USTR) କହିଛନ୍ତି ଯେ ଏହି ଦେଶଗୁଡ଼ିକ ବଳପୂର୍ବକ ଶ୍ରମ ବ୍ୟବହାର କରି ତିଆରି ହେଉଥିବା ସାମଗ୍ରୀ ଆମଦାନୀ…
ସ୍କୁଟିରେ ନାବାଳକ ପୁଅକୁ ନେଇ ଗାଁକୁ ଆସୁଥିଲେ, ବାଟରେ ଘଟିଲା ବଡ଼ ଅଘଟଣ; ଚାଲିଗଲା ମା’ଙ୍କ ଜୀବନ
ସୋହେଲା ୩।୬( ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲେଖାପଥର ଛକଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପିଙ୍କି ମହାପାତ୍ର (୪୫) ଙ୍କ ମୃତ୍ୟ ହୋଇଯାଇଛି। ପିଙ୍କିଙ୍କ ପୁଅ ୧୫ ବର୍ଷୀୟ ନାବାଳକ ପୁଅ ଏହି ଦୁର୍ଘଟଣାରେ ବର୍ତ୍ତିିଯାଇଛନ୍ତି…
ଶୌଚ ହେବାକୁ ଯାଇଥିଲେ ଲବ, ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…
ସମ୍ବଲପୁର,୩।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ ବୀରସିଂଗଡ ପଞ୍ଚାୟତ ଅନ୍ତର୍ଗତ କୁମେର ଗାଁରେ ବୁଧବାର ସକାଳୁ ଏକ ବାଣୁଆ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଶୋଚନୀୟ ମୁତ୍ୟୁ ଘଟିଛି। ସେ ହେଉଛନ୍ତି କୁମେର ଗ୍ରାମର ଲବ ଭୋଇ(୨୪)। ସୂଚନା ଅନୁଯାୟୀ,…
ମହାଯୁଦ୍ଧ ୨.୦ ଆରମ୍ଭ! ଇରାନର ବଡ଼ ଆକ୍ରମଣ, ଭୟରେ ସାରା ବିଶ୍ୱ
ତେହେରାନ,୩।୬: ମଙ୍ଗଳବାର ରାତିରେ ଗଲ୍ଫ (ଖାଡ଼ି) ଅଞ୍ଚଳରେ ଉତ୍ତେଜନା ଆଉଥରେ ବୃଦ୍ଧି ପାଇଛି, ଯେତେବେଳେ ଇରାନ ଆମେରିକାର ସେନା ଘାଟିକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର (ମିସାଇଲ) ଏବଂ ଡ୍ରୋନ ମାଡ଼ କରିଛି। ଇରାନ ଦାବି କରିଛି ଯେ, ପାରସ୍ୟ ଉପସାଗର, ହର୍ମୁଜ…
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭାଇଙ୍କ ଆକସ୍ମିକ ମୃତ୍ୟୁ, ସରକାରୀ ବାସଭନରେ ଥିବାବେଳେ ହଠାତ୍ ବିଳମ୍ବିତ ରାତିରେ…
କେନ୍ଦୁଝର,୩।୬(ନରେଶ ପଟ୍ଟନାୟକ): ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ (ବଡ଼ବାପାଙ୍କ ପୁଅ) ଭାଇ ଦୀନବନ୍ଧୁ ମାଝୀ ଦୀନବନ୍ଧୁ ଲୋୟର ପିଏମଜିରେ ଥିବା ସରକାରୀ ବାସଭନରେ ରହୁଥିଲେ। ବିଳମ୍ବିତ ରାତିରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା।…

