ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭାଇଙ୍କ ଆକସ୍ମିକ ମୃତ୍ୟୁ, ସରକାରୀ ବାସଭନରେ ଥିବାବେଳେ ହଠାତ୍‌ ବିଳମ୍ବିତ ରାତିରେ…

କେନ୍ଦୁଝର,୩।୬(ନରେଶ ପଟ୍ଟନାୟକ): ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ (ବଡ଼ବାପାଙ୍କ ପୁଅ) ଭାଇ ଦୀନବନ୍ଧୁ ମାଝୀ ଦୀନବନ୍ଧୁ ଲୋୟର ପିଏମଜିରେ ଥିବା ସରକାରୀ ବାସଭନରେ ରହୁଥିଲେ। ବିଳମ୍ବିତ ରାତିରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ତା’ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହାଯୁଦ୍ଧ ୨.୦ ଆରମ୍ଭ! ଇରାନର ବଡ଼ ଆକ୍ରମଣ, ଭୟରେ ସାରା ବିଶ୍ୱ

ତେହେରାନ,୩।୬: ମଙ୍ଗଳବାର ରାତିରେ ଗଲ୍ଫ (ଖାଡ଼ି) ଅଞ୍ଚଳରେ ଉତ୍ତେଜନା ଆଉଥରେ ବୃଦ୍ଧି ପାଇଛି, ଯେତେବେଳେ ଇରାନ ଆମେରିକାର ସେନା ଘାଟିକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର (ମିସାଇଲ) ଏବଂ…

ପଛରେ ପଡ଼ିଲା ଭାରତ

ନୂଆଦିଲ୍ଲୀ,୩ା୬: ବିଶ୍ୱର ପ୍ରମୁଖ ଶେୟାର ବଜାରଗୁଡ଼ିକ ମଧ୍ୟରେ ଭାରତ ପଛରେ ପଡ଼ିଛି। ଦକ୍ଷିଣ କୋରିଆ ଭାରତକୁ ପଛରେ ପକାଇ ବିଶ୍ୱର ୬ଷ୍ଠ ବୃହତ୍‌ ଶେୟାର ବଜାର ଭାବେ…

କୋଲକାତାରେ ମମତାଙ୍କ ଧାରଣା: ୮୦ ବିଧାୟକଙ୍କ ମଧ୍ୟରୁ ମାତ୍ର ଆସିଲେ ଏତିକି…

କୋଲକାତା,୩ା୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜିତ ହେବା ପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ମଙ୍ଗଳବାର ରାଜଧାନୀ କୋଲକାତାରେ ବିଶାଳ ଧାରଣାରେ ଯୋଗଦେଇଛନ୍ତି। ତାଙ୍କ…

ବୈଭବଙ୍କୁ ମିଳିବା ଉଚିତ୍‌ ନୁହେଁ ଅନ୍ତର୍ଜାତୀୟ ଡେବ୍ୟୁ, ଏମିତି କାହିିଁକି କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ, ୩।୬: ବୈଭବ ସୂର୍ଯ୍ୟବଂଶୀଙ୍କ IPL ୨୦୨୬ଏକ ଚମତ୍କାର ପ୍ରଦର୍ଶନ ଥିଲା। ସେ IPL ଇତିହାସରେ ୭୭୬ ରନ ସହିତ ଅରେଞ୍ଜ କ୍ୟାପ ଜିତିଥିବା ସବୁଠାରୁ କମ…

ଥମୁନି ଧାନ ବିକ୍ରି ଟୋକନ ତାତି: ଚୋରି ଅଭିଯୋଗ ଆଣିଲେ ଚାଷୀ

ବରଗଡ଼,୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ୩ ସପ୍ତାହ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଧାନ କିଣାବିକା ସମସ୍ୟା ଲାଗି ରହିଛି। ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ…

ଶିକ୍ଷକ ସମସ୍ୟା, ପାଠପଢ଼ା ବ୍ୟାହତ: ଲାଗି ରହିଛି ସମସ୍ୟା

ଲୋଇସିଂହା,୩।୬(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କନ୍ଦାଜୁରୀ ବ୍ଲକ୍‌ ଗ୍ରାଣ୍ଟ ହାଇସ୍କୁଲରେ ଶିକ୍ଷକ ସମସ୍ୟା ଲାଗି ରହିଛି। ଗତ ମେ ୩୧ରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ…

ଘର ବାରଣ୍ଡାରେ ଶୋଇଥିବାବେଳେ ମୋହନଙ୍କୁ କାମୁଡିଲା ସାପ, ଅବସ୍ଥା ସଙ୍କଟାପନ୍ନ ପରେ…

ପାଟଣା,୩।୬(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଏରେଇଣ୍ଡେଇ ପଞ୍ଚାୟତ ଅନ୍ତର୍ଗତ ଗିଲିରିଦୁମା ଗ୍ରାମର ଜଣେ ୨୫ବର୍ଷୀୟ ଯୁବକଙ୍କ ମଙ୍ଗଳବାର ସାପ କାମୁଡାରେ ଚିକିତ୍ସାଧୀନ…

ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ଏଲ୍‌ନିନୋ ଆଶଙ୍କା ୮୦%, ସତର୍କ ସୂଚନା ଜାରି କଲା…

ଜେନେଭା,୩ା୬: ଚଳିତ ଜୁନ୍‌ରୁ ଆଗାମୀ ଅଗଷ୍ଟ ମାସ ମଧ୍ୟରେ ଏଲ୍‌ନିନୋ ସୃଷ୍ଟି ହେବାର ୮୦ ପ୍ରତିଶତ ଆଶଙ୍କା ରହିଛି ବୋଲି ମଙ୍ଗଳବାର ବିଶ୍ୱ ପାଣିପାଗ ସଙ୍ଗଠନ(ଡବ୍ଲ୍ୟୁଏମ୍‌ଓ) ସୂଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri