Home Left

ଗୋପାଳପୁର ବେଳାଭୂମି ମହୋତ୍ସବ:ମା’ ତାରାତାରିଣୀଙ୍କ ପୀଠରୁ ବାହାରିଲା ମଶାଲ ଶୋଭାଯାତ୍ରା

ପୁରୁଷୋତ୍ତମପୁର,୨୬।୧(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିିଦ୍ଧ  ଗୋପାଳପୁର ବେଳାଭୂମି ମହୋତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ  ମଶାଲ ଶୋଭାଯାତ୍ରା ବାହାରିଛି। ଏହି ମଶାଲ  ଗୋପାଳପୁର ମହୋତ୍ସବ ପଡ଼ିଆରେ ପହଞ୍ଚିବ। ଏ ନେଇ ଜିଲାପ୍ରଶାସନ…

ଯାତ୍ରା ସାରି ଫେରୁଥିବାବେଳେ ଓଲଟିପଡିଲା ଗାଡି: ଭିତରେ ବସିଥିଲେ ୮ କଳାକାର

ନବରଙ୍ଗପୁର,୨୭।୧(ସଦାଶିବ ପ୍ରହରାଜ): ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଆଜି ସକାଳେ କଳାକାରମାନେ ଯାଉଥିବା ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି। ଗାଡ଼ିରେ ବସିଥିବା ପ୍ରାୟ ୮ ଜଣ କଳାକାର ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଗାଡି ଦୁର୍ଘଟଣା ପରେ ସମ୍ପୂର୍ଣ୍ଣ ଚେପା ହୋଇଯାଇଛି।…

ବ୍ୟାଙ୍କ ଧର୍ମଘଟ: ବଲାଙ୍ଗୀର SBI ବ୍ୟାଙ୍କ ସମ୍ମୁଖରେ ଧାରଣା

ବଲାଙ୍ଗୀର,୨୭।୧(ସୁନିଲ କୁମାର ମହାନ୍ତି): ମଙ୍ଗଳବାର ବ୍ୟାଙ୍କ ୟୁନିଅନଗୁଡ଼ିକ ଦ୍ୱାରା ପୂର୍ଣ୍ଣ ଦିବସ ଧର୍ମଘଟ ଘୋଷଣା ପରେ, ସରକାର ଏବଂ ବ୍ୟାଙ୍କଗୁଡ଼ିକ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ସୋମବାର ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଧର୍ମଘଟ ସତ୍ତ୍ୱେ ଗ୍ରାହକମାନେ ଯେପରି କୌଣସି…

ବନ୍ଦର କୌଣସି ପ୍ରଭାବ ପଡ଼ିବ ନାହିଁ: ଭାଜପା

ଭୁବନେଶ୍ୱର,୨୭।୧: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ପାଳନକୁ ଭାଜପା ତାଚ୍ଛଲ୍ୟ କରି ନବନିର୍ମାଣ କୃଷକ ସଂଗଠନକୁ ଟାର୍ଗେଟ୍‌ କରିଛି। ଏହା ନକଲି ଚାଷୀଙ୍କ ଆନ୍ଦୋଳନ ବୋଲି ଭାଜପା ମୁଖପାତ୍ର ମନୋଜ ମହାପାତ୍ର…

୫ ଦିନିଆ କାର୍ଯ୍ୟସପ୍ତାହ ଦାବିରେ ବ୍ୟାଙ୍କ କର୍ମଚାରୀଙ୍କ ଧାରଣା, ଗୁଣୁପୁରରେ ସମର୍ଥନ…

ଗୁଣୁପୁର, ୨୭।୧ (ସଂକେତ ପାତ୍ର): ସପ୍ତାହକୁ ୫ ଦିନ କାର୍ଯ୍ୟସପ୍ତାହ ଓ ୨ ଦିନ ସାପ୍ତାହିକ ଛୁଟି ଦାବିରେ ଆଜି ସାରା ଦେଶରେ ବ୍ୟାଙ୍କ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହାକୁ ଗୁଣୁପୁର ଅଞ୍ଚଳର ସମସ୍ତ ବ୍ୟାଙ୍କ ସମର୍ଥନ ଜଣାଇଛନ୍ତି ।…

ଭୟଭୀତ ହେଲାଣି ପାକିସ୍ତାନ!, ଚାଇନାରୁ କ୍ଷେପଣାସ୍ତ୍ର ସହ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବାକୁ ବିମାନ ପଠାଇଲେ ଅସୀମ ମୁନିର

ଇସଲାମାବାଦ,୨୭।୧: ପାକିସ୍ତାନ ବାୟୁସେନା ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଦକ୍ଷିଣ ଏସିଆର ସୁରକ୍ଷା ପରିସ୍ଥିତି ବିଷୟରେ ନୂତନ କଳ୍ପନାଜଳ୍ପନା ସୃଷ୍ଟି କରିଛି। ସମ୍ପ୍ରତି, ପାକିସ୍ତାନୀ Il-78 ଆକାଶରେ ଇନ୍ଧନ ଭର୍ତ୍ତି କରୁଥିବା ବିମାନ ଚାଇନାର ସିଚୁଆନ ପ୍ରଦେଶର ଏକ ଏୟାରବେସରେ…

ପିକ୍‌ନିକ୍‌ ସ୍ପଟ୍‌ରେ ବୁଲୁବୁଲୁ ଯୁବତୀଙ୍କୁ ଜଙ୍ଗଲକୁ ଟେକିନେଲେ ଦୁର୍ବୃତ୍ତ, ବଞ୍ଚାଇବାକୁ ପଛରେ ଧାଇଁଲେ ପୁରୁଷବନ୍ଧୁ, ତା’ପରେ…

ନୂଆଦିଲ୍ଲୀ,୨୭।୧: ଆରାବଲିର ଏକ ଲୋକପ୍ରିୟ ପିକ୍‌ନିକ୍‌ ସ୍ପଟ୍‌ରେ ଗୁରୁଗ୍ରାମର ଲିଓପାର୍ଡ ଟ୍ରେଲ୍‌ରୁ ଜଣେ ୨୩ ବର୍ଷୀୟ ମହିଳାଙ୍କୁ ଜଣେ ଦୁର୍ବୃତ୍ତ ଅପହରଣ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୁକ୍ତ ଯୁବତୀଙ୍କୁ ସ୍କୋର୍ପିଓ SUVରେ ଜୋରଜବରଦସ୍ତ ବସାଇ ଜଙ୍ଗଲକୁ ନେଇଯାଇଥିଲେ। ସେପଟେ…

ନାବାଳିକାଙ୍କୁ ନେଇ କୁଆଡ଼େ ଗଲେ ଆକାଶ, ବଢୁଛି ସନ୍ଦେହ: ମନ୍ଦିର ପଛପଟୁ ମିଳିଲା…

ବଲାଙ୍ଗୀର, ୨୭।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଭିତରେ ହଇଚଇ। ମିଳିଲା ନିଖୋଜ ଯୁବକଙ୍କୁ ଚପଲ। ହତ୍ୟା ଅଭିଯୋଗ କଲେ ପରିବାର ଲୋକେ।ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ଲଷ୍ମୀଜୋର ଥାନା ଆରଆର କଲୋନୀରେ। ଗତ ଶନିବାର ସ୍ଥାନୀୟ ଆଇଟିଆଇ କଲୋନୀର…

ମେଟ୍ରୋରେ ଷ୍ଟଣ୍ଟ କରିବା ପଡିଲା ମହଙ୍ଗା, ବରୁଣ ଧାୱନଙ୍କୁ ଜରିମାନା!

ମୁମ୍ବାଇ,୨୭।୧: ବର୍ଡର ୨କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଅଭିନେତା ବରୁଣ ଧାୱନ ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି । ମୁମ୍ବାଇ ମେଟ୍ରୋ କୋଚରେ ତାଙ୍କର ପୁଲ୍-ଅପ୍ କରୁଥିବାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହୋଇଛି। ଶନିବାର, ଅଭିନେତା ଏକ ସିନେମା…

ଧୋକା ଦେଲା ଗୁଗଲ ମ୍ୟାପ୍‌ : ଯାଉ ଯାଉ ମନ୍ଦିରରେ ପଶିଗଲା କାର୍‌, ତା’ପରେ…

ଜୟପୁର,୨୭।୧: ରାଜସ୍ଥାନର ଜୟପୁରରେ ସୋମବାର ଗଣତନ୍ତ୍ର ଦିବସରେ, ବିର୍ଲା ମନ୍ଦିରରେ ଏକ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଯେତେବେଳେ ଜଣେ ପର୍ଯ୍ୟଟକଙ୍କ କାର୍‌ ମନ୍ଦିର ସିଡ଼ିରୁ ଖସିପଡ଼ିବାରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଗୁଗଲ ମ୍ୟାପ୍ସ ଉପରେ ନିର୍ଭର କରି ଡ୍ରାଇଭର ରାସ୍ତା…

ଏହି ସାଧାରଣ କାମ କରି ବର୍ଷକୁ ୨୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ବ୍ୟକ୍ତି

ଭାରତରେ ଲୋକମାନେ ସେମାନଙ୍କର ପାଳିତ କୁକୁରମାନଙ୍କୁ ବାହାରକୁ ନେଇ ମଳ କରାଇବା ଏକ ସାଧାରଣ କଥା। ସେମାନେ ରାସ୍ତାରେ କିମ୍ବା ପାର୍କରେ ଏପରି କରନ୍ତି। ରାସ୍ତା ମଇଳା କରିବା କିମ୍ବା ଦୁର୍ଗନ୍ଧ ସୃଷ୍ଟି କରିବା ବିଷୟରେ ସେମାନେ ଆଦୌ ଚିନ୍ତା କରନ୍ତି…

ପ୍ରବଳ ପବନ, ବର୍ଷା ଆଉ ତୁଷାରପାତ ସହିତ ୟୁକେ ଛୁଇଁବ ଝଡ଼ ‘ଚନ୍ଦ୍ରା’, ପାଣିପାଗ ବିଭାଗର ସତର୍କ ସୂଚନା ଜାରି

ଲଣ୍ଡନ,୨୭।୧: ମଙ୍ଗଳବାର ୟୁକେରେ ଝଡ଼ ଚନ୍ଦ୍ରା ସ୍ଥଳଭାଗ ଛୁଇଁବାକୁ ଯାଉଛି। ପାଣିପାଗ କାର୍ଯ୍ୟାଳୟ ସତର୍କ କରାଇ ଦେଇଛି ଯେ ମଙ୍ଗଳବାର ସମ୍ପୂର୍ଣ୍ଣ ୟୁକେରେ ପ୍ରବଳ ପବନ ବହିବ। ପ୍ରବଳ ବର୍ଷା ଏବଂ ତୁଷାରପାତ ମଧ୍ୟ ଆଶା କରାଯାଉଛି। ଝଡ଼ ଚନ୍ଦ୍ରାରୁ ଅତ୍ୟଧିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri