ଜମିପଟ୍ଟା ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
ବରପାଲି,୨୦।୯(ଡି.ଏନ.ଏ.): ବରପାଲି ଏନ୍ଏସି ୱାର୍ଡ ନଂ. ୩ ଅଧୀନ କାଇଁଶିର ରୋଡ୍, ବେହେରାପଡା ଓ ଗୋପାଇପାଲି ମେନ୍ ରୋଡ୍ରେ ବାସ କରୁଥିବା କିଛି ଲୋକ ଜମିପଟ୍ଟା ପାଇନାହାନ୍ତି। ଫଳରେ ସେମାନଙ୍କୁ ଜମିପଟ୍ଟା ପ୍ରଦାନ ଦାବି କରି ସୋମବାର ଉକ୍ତ ଲୋକମାନେ ସ୍ଥାନୀୟ…
ମେଲୋଡ଼ି, ମୀନାବଜାର ମୁଖ୍ୟ ଆକର୍ଷଣ
ସୋନପୁର,୨୦।୯(ନି.ପ୍ର.): ସୋନପୁର ମଝିପଡା ସ୍ଥିତ ରାମଧୂନ କ୍ଲବ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ୫୪ତମ ସାର୍ବଜନୀନ କାଳୀପୂଜା ମହୋତ୍ସବ ପାଇଁ ରାମଜୀ ମନ୍ଦିରଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗତ ବର୍ଷ ପୂଜା ପାଇଁ ଆୟ ଓ…
ଆଜି ରାଜ୍ୟରେ ୧୬୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୦।୯(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୯୭…
ପଞ୍ଚାୟତ ନିର୍ବାଚନରେ ଶିନ୍ଦେ-ଭାଜପା ମେଣ୍ଟକୁ ବଡ ସଫଳତା
ମୁମ୍ବାଇ,୨୦ ।୯: ମହାରାଷ୍ଟ୍ର ଗ୍ରାମ ପଞ୍ଚାୟତ ନିର୍ବାଚନ ଫଳାଫଳରେ ରାଜ୍ୟର ଶାସକ ଶିନ୍ଦେ-ଭାଜପା ମେଣ୍ଟକୁ ବଡ ସଫଳତା ମିଳିଥିବା ଦାବି କରାଯାଇଛି । ମହାରାଷ୍ଟ୍ର ଭାଜପା ଅଧ୍ୟକ୍ଷ ଚନ୍ଦ୍ରଶେଖର ବାବନକୁଲେ କହିଛନ୍ତି, ରାଜ୍ୟର ଜନତା ଶିନ୍ଦେ-ଫଡ଼ନାଭିସ ସରକାରଙ୍କ ଉପରେ ମୋହର ଲଗାଇ…
ଆଇନଗତ ପଦକ୍ଷେପ ନେଇପାରନ୍ତି ଭୂତିଆ
କୋଲ୍କାତା, ୨୦ା୯: ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍) ଭାରତର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆଙ୍କ ଅନୁରୋଧକୁ ଟାଳି ଦେଇଥିବାରୁ ସେ ହୁଏତ ଆଇନଗତ ପଦକ୍ଷେପ ନେଇପାରନ୍ତି। ଏଠାରେ ସୋମବାର ଅନୁଷ୍ଠିତ ଏଆଇଏଫ୍ଏଫ୍ର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ସାଧାରଣ ସମ୍ପାଦକ ପଦବୀରେ ଶାଜି…
ପ୍ରଶଂସକଙ୍କ ମନୋରଞ୍ଜନ ଜାରି ରଖିବି: ସେହ୍ବାଗ୍
ଭୁବନେଶ୍ୱର, ୨୦।୯ (ସ୍ପୋଟର୍ସ ବ୍ୟୁରୋ): ଆଦାନି ସ୍ପୋଟର୍ସ ଲାଇନ୍ ମାଲିକାନାରେ ଥିବା ଗୁଜରାଟ ଜାଏଣ୍ଟ୍ସ ଚଳିତ ଲିଜେଣ୍ଡ୍ସ ଲିଗ୍ କ୍ରିକେଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ନିଜର ପ୍ରଥମ ମ୍ୟାଚ୍ରେ ଏହି ଦଳ ଇଣ୍ଡିଆ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଟୁର୍ନାମେଣ୍ଟରେ…
ମିଡିଲ ଅର୍ଡର, ଷଷ୍ଠ ବୋଲର ଉପରେ ନଜର
ମୋହାଲି, ୨୦।୯: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ବିଶିଷ୍ଟ ଟି୨୦ ସିରିଜ୍ ମଙ୍ଗଳବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ଆଗକୁ ଟି୨୦ ବିଶ୍ୱକପ୍ ଆସୁଥିବାରୁ ଭାରତ ପାଇଁ ଏହି ଘରୋଇ ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦିଓ କେତେକ ଫାଷ୍ଟ ବୋଲର…
ଲଞ୍ଚ ହେଲା ଫିଲ୍ମ ‘ମୋଦି ଜି କି ବେଟି’ର ମଜାଦାର ଟ୍ରେଲର
ମୁମ୍ବାଇ: ଏକ ଭିନ୍ନ ଧରଣର ମଜାଦାର କମେଡି ଫିଲ୍ମ ‘ମୋଦି ଜି କି ବେଟି’ର ଟ୍ରେଲର ସୋମବାର ମୁମ୍ବାଇର ଅନ୍ଧେରୀ ସ୍ଥିତ ପିବିଆର ଆଇକନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଛି । ଉଲ୍ଲେଖନୀୟ, ଏହି ଫିଲ୍ମର ସମସ୍ତ କଳାକାର…
୫ଜି ଟେକ୍ନୋଲୋଜି ବିକାଶ କଲେ ଓଡ଼ିଆ ଉଦ୍ୟୋଗୀ
ଭୁବନେଶ୍ୱର,୨୦।୯: ବ୍ରିଟେନ୍ରେ ଅବସ୍ଥିତ ଓଡ଼ିଆ ଉଦ୍ୟୋଗୀ ଅରୁଣ କର ଗୋଟିଏ ପରେ ଗୋଟିଏ ବୈପ୍ଳବିକ ସଫଳତା ସହ ଓଡ଼ିଆଙ୍କୁ ଗର୍ବିତ କରିଛନ୍ତି। ବ୍ରିଟେନ୍ ସିଲଭର୍ଷ୍ଟୋନ୍ ରେସିଂ ସର୍କିଟ୍ରେ ଆୟୋଜିତ ବିଶ୍ୱର ସର୍ବବୃହତ୍ ମୋଟର୍ ରେସିଂର ଦର୍ଶକଙ୍କ ପାଇଁ ଅଭିଜ୍ଞ ସେନା ଅଧିକାରୀ…
ଭୁବନେଶ୍ୱରରେ ମେଟା କ୍ରିଏଟର ମିଟ୍ଅପ୍
ଭୁବନେଶ୍ୱର,୧୯।୯: ଦେଶର ପ୍ରମୁଖ ସୋସିଆଲ ମିଡିଆ ଫେସ୍ବୁକ (ମେଟା)ର ବ୍ୟବହାରକୁ ସଫଳ ଭାବେ ଉପଯୋଗ କରି ଓଡ଼ିଶାର କ୍ରିଏଟରମାନେ ଜଣେ ଜଣେ ସଫଳ ଉଦ୍ୟୋଗୀ (ଷ୍ଟାର୍ଟଅପ) ଭାବେ ମଧ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି। ଉକ୍ତ ସଫଳତାର ସଫଳ କାହାଣୀକୁ ସମସ୍ତଙ୍କ ସହ…
ଶ୍ରୀଦୁର୍ଗାରୁ ‘ଯେତେ କିଣିବେ ସେତେ ଜିତିବେ’
ଭୁବନେଶ୍ୱର,୨୦।୯: ରାଜ୍ୟର ସର୍ବବୃହତ୍ ଶାଢ଼ି ଏବଂ ଗାର୍ମେଣ୍ଟ୍ସ ଷ୍ଟୋର ‘ଶ୍ରୀଦୁର୍ଗା’ରୁ ଚଳିତ ବର୍ଷ ପାର୍ବଣ ଉପଲକ୍ଷେ ଏକ ଅଭିନବ ଅଫର‘ଯେତେ କିଣିବେ ସେତେ ଜିତିବେ’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଫାମିଲି ଷ୍ଟୋରରୁ ଗ୍ରାହକ ଯେତେ ସାମଗ୍ରୀ କ୍ରୟ କରିବେ…
ଖିମ୍ଜୀ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର
ଭୁବନେଶ୍ୱର,୨୦।୯: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଖିମ୍ଜୀ ଜୁଏଲର୍ସ ପକ୍ଷରୁ ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଖିମ୍ଜୀ ଜୁଏଲର୍ସ ନିଜର ମୂଲ୍ୟବାନ ଗ୍ରାହକଙ୍କ ପାଇଁ ସୁନା ଅଳଙ୍କାରର ଗଢ଼ା ମୂଲ୍ୟ ଉପରେ…
Archives


