Home Left

ଏହି ଅଭିନେତାଙ୍କ ପାଇଁ ଉପବାସ ରଖିଥିଲେ ଶ୍ରୀଦେବୀ

ଅଭିନେତା ରଜନୀକାନ୍ତ ଏବଂ ବଲିଉଡ୍ର ‘ଚାନ୍ଦ୍ନୀ’ ଭାବରେ ପରିଚିତ ଅଭିନେତ୍ରୀ ଶ୍ରୀଦେବୀ ଉଭୟ ଭଲ ବନ୍ଧୁ। ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା ବେଶ ନିବିଡ଼। ସେମାନେ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ପ୍ରାୟ ୨୦ରୁ ଅଧିକ ଫିଲ୍ମରେ ଏକାଠି…

ଶସ୍ତ୍ର ବିଶ୍ୱବିଦ୍ୟାଳୟର ୩୬ତମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୨୦।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘ଶସ୍ତ୍ର ବିଶ୍ୱବିଦ୍ୟାଳୟ’ର ୩୬ତମ ସମାବର୍ତ୍ତନ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗାନ୍‌ଙ୍କ…

ବ୍ୟକ୍ତିଙ୍କ ପାଟିରେ ଭରି ରହିଛି ବିଷ, ଅମୃତ, ଜାଣନ୍ତୁ କାହିଁକି ଏପରି କହିଛନ୍ତି ଚାଣକ୍ୟ

ଜଣେ ବ୍ୟକ୍ତିଙ୍କ ଜୀବନକୁ ସଫଳ ଏବଂ ସମୃଦ୍ଧ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଯେଉଁଠାରେ ସେ ମଣିଷ କଥାକୁ ଅମୃତ ବୋଲି ବର୍ଣ୍ଣନା କରିଛନ୍ତି। ସେଠାରେ ଏହାକୁ ବିଷ ବୋଲି ମଧ୍ୟ କହିଛନ୍ତି।…

ସିବିଆଇ, ଇଡିର ଦୁରୁପଯୋଗ ପଛରେ ମୋଦିଙ୍କ ହାତ ଥିବା ବିଶ୍ୱାସ ହେଉନି: ମମତା

କୋଲକାତା,୨୦।୯: ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଦୁରୁପଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟୀ ବୋଲି ସେ ବିଶ୍ୱାସ କରୁ ନ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି। ତେବେ କେତେଜଣ ଭାଜପା ନେତା ନିଜ ସ୍ବାର୍ଥକୁ ଚରିତାର୍ଥ କରିବା ଲାଗି…

ଆମେରିକାକୁ ଚାଇନାର ଚେତାବନୀ: ବରଦାସ୍ତ କରିବୁ ନାହିଁ, ଉଚିତ୍‌ ଜବାବ ଦେବୁ

ବେଜିଂ,୨୦।୯: ତାଇଓ୍ବାନକୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଛି। ଆମେରିକାକୁ ସ୍ପଷ୍ଟ ଭାବରେ ଚାଇନା କହିଛି ଯେ, ଦେଶକୁ ବିଭାଜନ କରିବା ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟକଳାପକୁ ବରଦାସ୍ତ କରିବ ନାହିଁ ଏବଂ ସାର୍ବଭୌମତ୍ୱ ରକ୍ଷା ପାଇଁ ସମସ୍ତ…

କାଠମାଣ୍ଡୁ ଶୁଟଆଉଟରେ ଜାଲ ନୋଟ ବ୍ୟବସାୟୀ ଲାଲ ମହମ୍ମଦ ନିହତ

କାଠମାଣ୍ଡୁ,୨୦ ।୯: ନେପାଳର ରାଜଧାନୀ କାଠମାଣ୍ଡୁରେ ଖୋଲାଖୋଲି ଭାବେ ଗୁଳି ମାରି ଯେଉଁ ବ୍ୟକ୍ତିଙ୍କୁ ମାରି ଦିଆଯାଇଛି ସେ ହେଉଛନ୍ତି ଭାରତୀୟ ଜାଲ ନୋଟର ବ୍ୟବସାୟୀ ଲାଲ ମହମ୍ମଦ ଓରଫ ମହମ୍ମଦ ଦର୍ଜି । ନେପାଳରେ ଥିବା ଦାଉଦ ଇବ୍ରାହିମଙ୍କ ନିକଟତମ…

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ମୋହାଲି,୨୦।୯: ଟି-୨୦ ବିଶ୍ୱକପ୍‌ ହେବାକୁ ଆଉ ମାତ୍ର ଗୋଟିଏ ମାସ ବାକି ଅଛି। ଏହାପୂର୍ବରୁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ପର୍ଯ୍ୟାୟରେ ଭାରତ ମଙ୍ଗଳବାର ଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ମୋହାଲିରେ…

ମହାରାଣୀଙ୍କୁ ଅନ୍ତିମ ବିଦାୟ

ଲଣ୍ଡନ,୨୦।୯: ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ୨ୟଙ୍କୁ ସୋମବାର ଅନ୍ତିମ ବିଦାୟ ଦିଆଯାଇଛି। ରାଜ ପରିବାର ରୀତିନୀତି ଅନୁସାରେ ମହାରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଓ୍ବିଣ୍ଡସର କାସ୍‌ଲେର ଐତିହାସିକ କିଙ୍ଗ୍‌ ଜର୍ଜ ୬ଷ୍ଠ ମେମୋରିଆଲ ଚାପେଲରେ ତାଙ୍କ କଫିନ୍‌କୁ ଦିବଂଗତ ସ୍ବାମୀ ପ୍ରିନ୍ସ…

୨୫ ସୁଧା ନାମ ପଞ୍ଜୀକରଣ ନ କଲେ ପିଏମ୍‌ କିଷାନ ଯୋଜନାରୁ ବଞ୍ଚତ୍ତ ହେବେ ଚାଷୀ

ରସୁଲପୁର,୨୦ା୯(ଡି.ଏନ.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ୨୮ପଞ୍ଚାୟତରେ ପ୍ରାୟ ୩୦ହଜାରରୁ ଊର୍ଦ୍ଧ୍ୱ ଚାଷୀ ପରିବାର ରାଜ୍ୟ ସରକାରଙ୍କ କାଳିଆ ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଉପକୃତ ହେଉଛନ୍ତି ା ଏହି କ୍ରମରେ ସମଗ୍ର ବ୍ଲକ ଅଞ୍ଚଳରୁ ୧୭,୭୭୫ଚାଷୀ ପରିବାରକୁ…

ଚୁଟି କାଟିଲେ, ହିଜାବ ଜାଳିଲେ ମହିଳା

ତେହରାନ୍‌,୨୦ା୯: ହିଜାବ ନ ପିନ୍ଧିବାରୁ ମୁସ୍‌ଲିମ୍‌ ଦେଶ ଇରାନର ୨୨ ବର୍ଷୀୟା ଯୁବତୀ ମାହ୍‌ସା ଆମିନିଙ୍କ ମୃତ୍ୟୁ ଘଟଣାରେ ଆନ୍ଦୋଳନ ତୀବ୍ର ହୋଇଛି। ଶତାଧିକ ମହିଳା ରାସ୍ତାକୁ ଓହ୍ଲାଇ ଆମିନଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ଏପରିକି ଆନ୍ଦୋଳନକାରୀ ସେମାନଙ୍କ ଚୁଟି…

ବିଷ,ଫାଶରେ ଯାଉଛି ପକ୍ଷୀଙ୍କ ଜୀବନ

ମହାକାଳପଡ଼ା,୨୦ା୯ (ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବନାଞ୍ଚଳ ଅଧୀନରେ ଦେଶୀୟ ପକ୍ଷୀମାନଙ୍କ କିଚିରମିଚିର କୋଳାହଳ ଶବ୍ଦ ଶୁଣିବାକୁ ମିଳୁଛି। ହେଲେ ଏହି ପକ୍ଷୀମାନେ ବାସସ୍ଥାନର ଗଛଗୁଡିକରେ ବସା ବାନ୍ଧିବାକୁ ଏବେ ଅସୁରକ୍ଷିତ ମଣୁଛନ୍ତି। ସ୍ଥାନୀୟ ଅଞ୍ଚଳର ଶିକାରୀମାନେ ଲୁଚିଛପି ଏହି ପକ୍ଷୀମାନଙ୍କୁ…

ତାଇଓ୍ବାନ୍‌କୁ ସୁରକ୍ଷା ଦେବ ଆମେରିକା ସେନା

ଓ୍ବାଶିଂଟନ୍‌/ବେଜିଂ,୨୦।୯: ତାଇଓ୍ବାନ୍‌ ପ୍ରସଙ୍ଗରେ ଆମେରିକା-ଚାଇନା ସମ୍ପର୍କ ବିଗିଡ଼ିବାରେ ଲାଗିଛି। ଓ୍ବାନ୍‌ ଚାଇନା ପଲିସିକୁ ମାନୁଥିବା ଆମେରିକା ଚାଇନା-ତାଇଓ୍ବାନ ପ୍ରସଙ୍ଗରେ ଆଭିମୁଖ୍ୟ ବଦଳାଉଥିବା ଦେଖିବାକୁ ମିଳୁଛି। ଗତ ଅଗଷ୍ଟ ୩ରେ ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରଠାରୁ ଚାଇନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri