ବାରମ୍ବାର ମରାମତି ପରେ ବି ସୁଧୁରୁନି ଅବସ୍ଥା
ନାଉଗଁା,୨୦ା୯(ସ୍ବ.ପ୍ର.):ସରକାର ରାସ୍ତା ଉନ୍ନତୀକରଣ ଉପରେ ଧ୍ୟାନ ଦେଉଥିବାବେଳେ ବହୁ ସମୟରେ ନିମ୍ନମାନର କାମ ଯୋଗୁ ଏହାର ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ। ନାଉଗଁା ବ୍ଲକରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ନାଉଗଁା ବଜାରଠାରୁ କୋକିଢିହ-ତେଲସରାକୁ ଏକ ସଂଯୋଗୀକରଣ ରାସ୍ତା ରହିଛି। ରାସ୍ତାର ଲମ୍ବ…
ଅଜଣା ରାଜନୈତିକ ଚାନ୍ଦାକୁ ୨୦ ହଜାର ଟଙ୍କାରୁ ୨ ହଜାରକୁ ହ୍ରାସ କରାଯାଇପାରେ, ମୁଖ୍ୟ ନିର୍ବାଚନ କମିଶନ ପଠାଇଛନ୍ତି ପ୍ରସ୍ତାବ
ନୂଆଦିଲ୍ଲୀ,୨୦ ।୯: ମୁଖ୍ୟ ନିର୍ବାଚନ କମିଶନ(ସିଇସି) ରାଜୀବ କୁମାର ରାଜନୈତିକ ଦଳ ଗୁଡିକ ନଗଦ ଦାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନ ଆଇନ ମନ୍ତ୍ରଣାଳୟକୁ ଏକ ପତ୍ର ଲେଖିଛନ୍ତି । ଆଇନ ମନ୍ତ୍ରୀ କିରଣ…
ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ସରୀସୃପଙ୍କ ବାସସ୍ଥଳୀ
କୁଜଙ୍ଗ,୨୦ା୯(ଡି.ଏନ୍.ଏ.):କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିଆ ପଞ୍ଚାୟତ କାର୍ଯ୍ୟାଳୟ ସରୀସୃପଙ୍କ ବାସସ୍ଥଳୀ ପାଲଟିଛି। ଏଠାରେ ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ ହୋଇଛି। ୨୦୧୯ରେ ଏଠାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଟାଇଲ୍ ଲଗାଯାଇଥିଲା। ପ୍ରାୟ ୩ ବର୍ଷ ମଧ୍ୟରେ କାନ୍ଥରୁ ଟାଇଲ ଛାଡ଼ି…
ଅଦଳବଦଳରେ ଫାର୍ମାସିଷ୍ଟ କରୁଛନ୍ତି କାମ
ନାଉଗଁା,୨୦ା୯(ସ୍ବ.ପ୍ର.):ନାଉଗଁା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ମନମୁଖୀ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି। ଏଠାରେ ନିଯୁକ୍ତି ପାଇଥିବା ଫାର୍ମାସିଷ୍ଟମାନେ ନିଯୁକ୍ତିଗୋଟିଏ ସ୍ଥାନରେ ପାଇଥିବାବେଳେ ଅଦଳବଦଳ କରି ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ କାମ କରୁଥିବା ନେଇ ସୂଚନା ଅଧିକାର ଆଇନ ବଳରେ…
ପୋଲିସ ପାଇଁ ପାର୍ବଣ ଭିଡ଼ ଚ୍ୟାଲେଞ୍ଜ
ଭୁବନେଶ୍ୱର ୨୦।୯ (ବ୍ୟୁରୋ):ଦୁର୍ଗା ପୂଜା ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରସ୍ତୁତି ଜୋର୍ଦାର ଚାଲିଛି। ଧୁମ୍ଧାମ୍ରେ ପୂଜା କରିବାକୁ ଆୟୋଜକମାନେ ଲାଗି ପଡିଥିବାବେଳେ ପୂଜା ବୁଲିବାକୁ ସହରବାସୀ ଉତ୍ସାହର ସହ ଚାହିଁ ରହିଛନ୍ତି। ଦୁଇବର୍ଷ ପରେ ଏଥର ବିନା କଟକଣାରେ, ଭକ୍ତଙ୍କ ମେଳରେ…
ରାଜଧାନୀରେ ଡେଙ୍ଗୁ ସକ୍ରିୟ, ରୋଗୀ ସଂଖ୍ୟା ୨ହଜାର ଟପିଲା
ଭୁବନେଶ୍ୱର,୨୦।୯ (ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ଏବେ ଡେଙ୍ଗୁ ଭୂତାଣୁ ସକ୍ରିୟ ରହିଛି। ସହରର ସବୁ ଅଞ୍ଚଳକୁ ଡେଙ୍ଗୁ ବ୍ୟାପିଯାଇଥିବାବେଳେ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ସାମାନ୍ୟ ଜ୍ୱର ହେଲେ ବି ସହରବାସୀଙ୍କ ମନରେ ଛନକା ପଶୁଛି। ରାଜ୍ୟରୁ ଚିହ୍ନଟ…
ନୂଆ ରୂପ ପାଇବ ଶ୍ରୀଲୋକନାଥ ମନ୍ଦିର
ପୁରୀ ଅଫିସ,୨୦।୯:୫-ଟି ସଚିବ ଭି.କେ. ପାଣ୍ଡିଆନ୍ ସୋମବାର ପୁରୀ ଆସି ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିର ଉନ୍ନତିମୂଳକ କାର୍ଯ୍ୟ ରୂପରେଖର ସମୀକ୍ଷା କରିଛନ୍ତି। ଶ୍ରୀଲୋକନାଥ ମନ୍ଦିରର ସେବାୟତମାନେ ଦୀର୍ଘଦିନ ଧରି ମନ୍ଦିରର ନବକଳେବର ପାଇଁ ଦାବି କରୁଥିବାବେଳେ ସୋମବାର ୫-ଟି ସଚିବ…
ଗୋଟିଏ ଟିକ୍ଟକ୍ ଭିଡିଓରୁ ୬ କୋଟି ଆୟ
ଓ୍ବାଶିଂଟନ୍: ଇଟାଲୀର ୨୨ ବର୍ଷୀୟ ଖାବି ଲାମେ ବର୍ତ୍ତମାନ ସମୟରେ ଟିକ୍ଟକ୍ରେ ଏକ ଚର୍ଚ୍ଚିତ ଚେହେରା। ଗୋଟିଏ ଭିଡିଓ ପାଇଁ ସୋସିଆଲ ମିଡିଆ ଆପ୍ କମ୍ପାନୀ ତାଙ୍କୁ ପାଖାପାଖି ୬ କୋଟି ଟଙ୍କା ଦେଉଛି। ପୂର୍ବରୁ ସେ ଇଟାଲୀର ଏକ କାରଖାନାରେ…
ବିଶ୍ୱର ପ୍ରଥମ କ୍ଲୋନ୍ଡ ଗଧିଆ ମାୟା
ବେଜିଂ: କ୍ଲୋନିଂ ପଦ୍ଧତି ବ୍ୟବହାର କରି ବିଶ୍ୱରେ ରେକର୍ଡ ସୃଷ୍ଟି କରିଛି ଚାଇନା। ବେଜିଂର ଏକ ଜିନ୍ ଫାର୍ମ ଜୁନ୍ ୧୦ରେ କ୍ଲୋନିଂ ଜରିଆରେ ଏକ ଗଧିଆ ଛୁଆକୁ ଜନ୍ମ ଦେଇଛି। ତା’ର ନାମ ମାୟା ରଖାଯାଇଛି। ମାଈ ଗଧିଆର ଚର୍ମରୁ…
ଅକ୍ଟୋବରରେ ‘କୋଡ୍ ନେମ୍: ତ୍ରିରଙ୍ଗା’
ମୁମ୍ବାଇ:ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଆଗାମୀ ଫିଲ୍ମ ‘କୋଡ୍ ନେମ୍: ତ୍ରିରଙ୍ଗା’ ଅକ୍ଟୋବର ୧୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମରେ ପରିଣୀତିଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ପଞ୍ଜାବୀ ସିଙ୍ଗର ଓ ଆକ୍ଟର ହାର୍ଡି ସାନ୍ଧୁ। ରିଭୂ ଦାସଗୁପ୍ତା ଏଥିରେ ନିର୍ଦ୍ଦେଶନା…
ତିନି ଦଶକ ପରେ ଘାଟିରୁ ହଟିବ ଭୟ, କଶ୍ମୀରରେ ପ୍ରଥମ ମଲି୍ଟପ୍ଲେକ୍ସର ହେବ ଉଦ୍ଘାଟନ
ଜମ୍ମୁ,୨୦ ।୯: ନିକଟରେ କିଛି ବର୍ଷ ମଧ୍ୟରେ କଶ୍ମୀରର ଏକ ନୂଆ ରୂପ ସାମ୍ନାକୁ ଆସିବାକୁ ଯାଉଛି । ଏବେ ପ୍ରାୟ ଦୀର୍ଘ ୩ଦଶକ ପରେ ଘାଟିରେ ପୁଣିଥରେ କିଛି ଏମିତି ହେବାକୁ ଯାଉଛି ଯାହାକୁ ଲୋକେ ବଡ ଉତ୍କଣ୍ଠାର ସହ…
ଦୃଷ୍ଟିହୀନ ହେବା ପୂର୍ବରୁ ବିଶ୍ୱ ଭ୍ରମଣ
ଓଟାଓ୍ବା: କାନାଡା ଦମ୍ପତି ସେବାଷ୍ଟିନ୍ ପେଲ୍ଲଟିଅର୍, ଇଡିଥ୍ ଲେମେ ନିଜର ୪ ସନ୍ତାନ ମିଆ, କୋଲିନ, ଲରେଣ୍ଟ ଓ ଲେଓଙ୍କୁ ଧରି ୬ ମାସିଆ ବିଶ୍ୱ ଭ୍ରମଣରେ ବାହାରିଛନ୍ତି। ପେଲ୍ଲଟିଅର୍ଙ୍କ ୩ ସନ୍ତାନ ରେଟିନିଟିଜ୍ ପିଗ୍ମେଣ୍ଡୋସା ନାମକ ଏକ ବିରଳ ରୋଗରେ…
Archives


