ବଡ଼ ଉପଲବ୍ଧି ହାସଲ କଲେ କୋହଲି
ହାଇଦ୍ରାବାଦ,୨୬।୯: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚରେ ବିରାଟ କୋହଲି ୬୩ର ଚମତ୍କାର ଇନିଂସ ଖେଳିଥିଲେ। ଏହି ଇନିଂସ ସହ ବିରାଟ କୋହଲି ଏକ ବିଶେଷ ଉପଲବ୍ଧି ହାସଲ କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ପରେ ବିରାଟ…
ଆୟବ୍ୟୟ ହିସାବ ସାର୍ବଜନୀନ ହେଉନାହିଁ
ପାରାଦୀପ,୨୬ା୯(ସ୍ବ.ପ୍ର.): ପାରାଦୀପର ଅନ୍ୟତମ ଗଣପର୍ବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆସନ୍ତା ନଭେମ୍ବରରେ ଅନୁଷ୍ଠିତ ହେବ। ଏ ନେଇ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ଗତ ୧୫ ତାରିଖରେ ପ୍ରସ୍ତୁତି ବୈଠକ ବସିଥିଲା। ଏହି ଖବର ଜଣାପଡ଼ିବା ପରେ ମହୋତ୍ସବକୁ ନେଇ…
ଆଜି ରାଜ୍ୟରୁ ୧୬୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୬ା୯(ବ୍ୟୁରୋ): ରାଜ୍ୟରୁ ସୋମବାର ୧୬୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୩,୩୩୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୯୬ ଜଣ ଚିହ୍ନଟ ହୋଇଥିବା…
ଗୋପାଳପୁରରେ ଆରମ୍ଭ ହେଲା ବୁଣାକାର ହାଟ
ରସୁଲପୁର,୨୬ା୯(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ବୁଣକାର ଗାଁଭାବେ ଗୋପାଳପୁରର ସାରା ରାଜ୍ୟରେ ସୁନାମ ରହିଛି। ଏହି ଗାଁରେ ୧୫୦୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର ବସବାସ କରୁଛନ୍ତି। ତେଣୁ ଏଠାରେ ରବିବାରଠାରୁ ଜୟଜଗନ୍ନାଥ ବୁଣାକାର ସାପ୍ତାହିକ ହାଟ ଶୁଭାରମ୍ଭ କରାଯାଇଛି। ହାଟର ପ୍ରଥମ…
ସଂସ୍କୃତି ଭବନ ଅପେକ୍ଷାରେ ୧୪ ବର୍ଷ
ଯାଜପୁର ରୋଡ,୨୬ା୯(ଡି.ଏନ.ଏ.): କଳା, ଐତିହ୍ୟ, ଭାଷା, ସାହିତ୍ୟ ଓ ପରମ୍ପରା ଭଳି ସାଂସ୍କୃତିକ ବିଭବକୁ ପ୍ରସାରିତ କରିବା ଏବଂ ଯୁବପିଢି ତଥା ସମସାମୟିକ ସମାଜରେ ସାଂସ୍କୃତିକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଗଢି ଉଠିଥାଏ। ଏଥିସହ…
ବର୍ଷକରେ ୧୩.୫ ଟନ୍ ଗୋ’ମାଂସ ଜବତ
ଖୋର୍ଦ୍ଧା ଅଫିସ,୨୬ା୯: ଗୋ ଚାଲାଣ ପରେ ଏବେ ଗୋ’ମାଂସ ଚାଲାଣ ବଢ଼ିବାରେ ଲାଗିଛି। ଭୁବନେଶ୍ୱର-ଚେନ୍ନାଇ ୧୬ ଏବଂ ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥରେ ଦୈନିକ ଏକାଧିକ କଣ୍ଟେନରରେ ଗୋରୁଙ୍କୁ ବାହାର ରାଜ୍ୟ ଦେଇ ବାଂଲାଦେଶ ଚାଲାଣ କରାଯାଉଛି। ଖୋର୍ଦ୍ଧାରେ ଏକ…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ’ ପୁସ୍ତକ ଲୋକାର୍ପିତ
ଭୁବନେଶ୍ୱର,୨୬।୯(ବ୍ୟୁରୋ): ଲେଖିକା ତେଜସ୍ବିନୀ ପଣ୍ଡାଙ୍କ ପୁସ୍ତକ ‘ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ’ ଲୋକାର୍ପଣ ଉତ୍ସବ ସ୍ଥାନୀୟ ଏକ ହୋଟେଲରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ରକ୍ଷକ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଯେତେବେଳେ ସାହିତ୍ୟ…
ଦୁର୍ଗା ପୂଜାରେ ସର୍ବଧର୍ମ ସମନ୍ବୟର ବାର୍ତ୍ତା
ଭୁବନେଶ୍ୱର,୨୬ା୯(ବ୍ୟୁରୋ): ମା’ ଆସୁଛନ୍ତି। ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀ। ଚାରିଆଡ଼େ ଖୁସିର ମାହୋଲ। କରୋନା ମହାମାରୀ ଯୋଗୁଁ ୨ ବର୍ଷ ନିରାଡ଼ମ୍ବରରେ ପାଳିତ ହୋଇଥିବା ଦୁର୍ଗାପୂଜା ଚଳିତ ବର୍ଷ ମହାଆଡ଼ମ୍ବରରେ ପାଳନ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋରଦାର…
ରାଜସ୍ଥାନ କଂଗ୍ରେସରେ ସଙ୍କଟ ପରେ ଏଏପି ନେତା ରାଘବ ଚଢାଙ୍କ ଟୁଇଟ ‘ କଂଗ୍ରେସ ଶେଷ, କେଜରିୱାଲ ବିକଳ୍ପ’
ନୂଆଦିଲ୍ଲୀ,୨୬ ।୯: ରାଜସ୍ଥାନ କଂଗ୍ରେସରେ ଉପୁଜିଥିବା ସଙ୍କଟ ପରେ ଆମ ଆଦମୀ ପାର୍ଟି(ଏଏପି)ର ରାଜ୍ୟ ସଭା ସଦସ୍ୟ ରାଘବ ଚଢା ଚୁଟକି ନେଇଛନ୍ତି । କଂଗ୍ରେସ ସଙ୍କଟର ଖବର ଆସିବା ପରେ ଚଢା ଏକ ଟୁଇଟରେ କହିଛନ୍ତି, ‘ କଂଗେସ୍ର ଖତ୍ମ…
ଓଲଟିଲା ଯାତ୍ରୀବାହୀ ବସ୍
ମୋହନା,୨୬ା୯(ଡି.ଏନ୍.ଏ.): ଗଜପତି ଜିଲା ମୋହନା ରାଇସିଂ ଘାଟିରେ ସୋମବାର ଭୋର୍ରୁ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଏଥିରେ ଥିବା ପ୍ରାୟ ୨୫ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାମଧେନୁ ନାମକ ଏହି ଯାତ୍ରୀବାହୀ ବସ୍ଟି ରାୟଗଡ଼ା ଜିଲା ମୁନିଗୁଡ଼ାରୁ ବ୍ରହ୍ମପୁର…
ରାଜସ୍ଥାନ ରାଜନୈତିକ ସଙ୍କଟ: ୧୯ ଅକ୍ଟୋବର ପରେ ହେବ ନୂଆ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଜୟପୁର,୨୬ ।୯: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଚରମ ସ୍ଥିତିରେ ପହଞ୍ଚିଛି । ରାଜ୍ୟରେ ଅଶୋକ ଗେହଲୋଟ ଓ ସଚ୍ଚିନ ପାଇଲଟଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି । ଇତି ମଧ୍ୟରେ କଂଗ୍ରେସ ବିଧାୟକ…
ପୂଜା ଭିଡ଼ ନିୟନ୍ତ୍ରଣ ପାଇଁ ଆଉ ୫ ଟ୍ରାଫିକ୍ ମୋବାଇଲ ବାଇକ୍
ଭୁବନେଶ୍ୱର,୨୬।୯ (ବ୍ୟୁରୋ): ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ରବିବାର ଟ୍ରାଫିକ ପରିଚାନାରେ ଆଉ ୫ଟି ମୋବାଇଲ ବାଇକ ସାମିଲ କରାଯାଇଛି। ଭୁବନେଶ୍ୱରରେ ୨ଟି ଓ କଟକରେ ୩ଟି କାର୍ଯ୍ୟ କରିବ। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାକୁ ଉଦ୍ଘାଟନ…
Archives


