Home Left

ମୋଦିଙ୍କ ଯୋଗୁ ଭାରତର ସ୍ବର ଆଜି ବିଶ୍ୱରେ ପ୍ରଭାବ ପକାଉଛି: ଜୟଶଙ୍କର

ନୂଆଦିଲ୍ଲୀ,୨୬।୯: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ବିଦେଶରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଓ୍ବାଶିଂଟନ୍‌ରେ ଆମେରିକାର ଇଣ୍ଡିଆ ଫ୍ରେଣ୍ଡଶିପ କାଉନସିଲ ଏବଂ ଫାଉଣ୍ଡେଶନ ଫର୍‌ ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି…

ହାତୀପଲ ଧସ୍ତାଧସ୍ତି: ଚାପି ହୋଇ ଛୁଆ ହାତୀ ମୃତ

କପ୍ତିପଦା,୨୬ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବନାଞ୍ଚଳର ନଟୋ ସଂରକ୍ଷିତ ଜଙ୍ଗଲର କଟୁରିଆ-ଶାଣଦେଇଠାରେ ହାତୀପଲ ମଧ୍ୟରେ ଧସ୍ତାଧସ୍ତି ହୋଇ ଏକ ଛୁଆହାତୀର ମୃତ୍ୟୁ ହୋଇଛି। ଛୁଆହାତୀ ବୟସ ୪ରୁ ୫ ମାସ ହେବ। ଖବରପାଇ ବନବିଭାଗ ପହଞ୍ଚି ମୃତଦେହ ଜବତ କରିଛି। ଦୁଇଦିନ…

ସ୍କୁଲ୍‌ ଯିବାକୁ ଡରୁଛନ୍ତି ଛାତ୍ରୀ

ପାଟଣା,୨୬ା୯(ସ୍ବ.ପ୍ର.): ପ୍ରଧାନ ଶିକ୍ଷୟିତ୍ରୀ ଶ୍ରେଣୀ ଗୃହରେ ତାଲା ପକାଇ ରଖି ଦେଉଛନ୍ତି। ପରିସ୍ରା କରିବାକୁ ବି ଛାଡୁ ନାହାନ୍ତି। କବାଟ ବାଡ଼େଇଲେ ମାଡ଼ ମାରୁଛନ୍ତି। ଏଭଳି ଅଭିଯୋଗ କରିଛନ୍ତି କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଉପାନ୍ତ ଅଞ୍ଚଳ ଚିନାମାଳି ପଶି ସରକାରୀ…

ପାକିସ୍ତାନ ସୈନ୍ୟବାହିନୀ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ୨ ମେଜରଙ୍କ ସମେତ ୬ ମୃତ…

ଇସଲାମାବାଦ, ୨୬।୯ : ପାକିସ୍ତାନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାଲୁଚିସ୍ତାନରେ ଏକ ସୈନ୍ୟବାହିନୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଜିଓ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ଦୁଇ ସେନା ମେଜରଙ୍କ ସମେତ ୬ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ବିଳମ୍ବିତ ରାତିରେ…

ଜ୍ୟାକଲିନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ…

ନୂଆଦିଲ୍ଲୀ, ୨୬।୯ : ୨୦୦ କୋଟି ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ପଟିଆଲା ହାଉସ କୋର୍ଟରେ ମଧ୍ୟବର୍ତ୍ତୀ କାଳୀନ ଜାମିନ ମିଳିଛି। ଏଥି ସହିତ ଅତିରିକ୍ତ ସେସନ୍ସ ଜଜ ଶୈଳେନ୍ଦ୍ର ମଲିକ ମଧ୍ୟ ଜ୍ୟାକଲିନଙ୍କ ଜାମିନ ଆବେଦନ ଉପରେ ଇଡି…

ବିଜୟ ପରେ ଏମିତି ସେଲିବ୍ରେଶନ କଲେ ରୋହିତ, କୋହଲି, ଭାଇରାଲ ହେଉଛି ଭିଡିଓ

ହାଇଦ୍ରାବାଦ,୨୬।୯: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଜିତିଛି। ନିର୍ଣ୍ଣାୟକ ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ୬ ଉଇକେଟରେ ପରାସ୍ତ କରି ସିରିଜକୁ ୨-୧ରେ କବ୍‌ଜା କରିଥିଲା। ମ୍ୟାଚ୍‌ରେ ପ୍ରଥମ ଖେଳି ଅଷ୍ଟ୍ରେଲିଆ ୭ ଉଇକେଟ ହରାଇ…

ପୋଲ ତିଆରି କଲେ ଗାଁ ଲୋକେ

ପଦ୍ମପୁର,୨୬ା୯(ଡି.ଏନ.ଏ.): ବାରମ୍ବାର ଗୁହାରି ସତ୍ତ୍ୱେ ପ୍ରଶାସନ ଶୁଣିଲାନି। ଯିବା ଆସିବାରେ ଅସୁବିଧା ଭୋଗୁଥିବା ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ପଞ୍ଚାୟତର ସାନଜଗନ୍ନାଥପୁର ଗ୍ରାମବାସୀ ଆଉ ପ୍ରଶାସନ ଉପରେ ଭରସା ନ କରି ନିଜ ସମସ୍ୟା ନିଜେ ସୁଧାରିବାକୁ ନିଷ୍ପତ୍ତି ନେଲେ।…

କେନାଲ ପୋତି ହୋଇଗଲାଣିି, ଜମିକୁ ମାଡୁନି ପାଣି

ପଟ୍ଟାମୁଣ୍ଡାଇ,୨୬ା୯(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଳସମ୍ପଦ ବିଭାଗର ଅପାରଗତା ପଦାରେ ପଡିଛି। କୃଷକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ଚାଷୀ ସବୁବେଳେ ବିଭାଗୀୟ ଅଧିକାରୀଙ୍କ ରୋଶର ଶିକାର ହେଉଛନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଳସେଚନ ପାଇଁ ପଟ୍ଟାମୁଣ୍ଡାଇ ମୁଖ୍ୟ…

ବନ୍ୟାରେ ଭାଙ୍ଗିଛି ପଥର ପ୍ୟାକିଂ, ଦବିଛି ୩ ସ୍ପର

ପଟ୍ଟାମୁଣ୍ଡାଇ,୨୬ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରବାହିତ ଚିରସ୍ରୋତା ବ୍ରାହ୍ମଣୀ ନଦୀର ପ୍ରଖର ସ୍ରୋତରେ ପ୍ରତିବର୍ଷ କୂଳରୁ ଅତଡା ଖାଉଛି। ଏହାର ସୁରକ୍ଷା ପାଇଁ ନାର୍ବାଡ ପକ୍ଷରୁ ୧୭ କୋଟି ୮୩ ଲକ୍ଷ ୩୪ହଜାରେ ଟଙ୍କା ବ୍ୟୟ ଅଟକଳରେ ପଟ୍ଟାମୁଣ୍ଡାଇ ବ୍ଲକ…

ଗର୍ଭବତୀ ଆଲିଆଙ୍କ ଇଚ୍ଛା ପୂରଣ କଲେ ଶିଳ୍ପା

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଆଜିକାଲି ସେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ମଧ୍ୟ ଏକ ସୁପରହିଟ ସାବ୍ୟସ୍ତ ହୋଇଛି। ସାରା ବିଶ୍ୱରେ ୩୦୦ କୋଟି ବ୍ୟବସାୟ କରିଛି। ଫିଲ୍ମ ପ୍ରମୋଶନରେ…

ହାଇ ସିକ୍ୟୁରିଟ୍‌ ନମ୍ବର ପ୍ଲେଟ୍‌ ପାଇଁ ମିଳୁନି ସ୍ଲଟ୍‌

କେନ୍ଦ୍ରାପଡ଼ା ଅଫିସ,୨୬ା୯: ଆସନ୍ତା ଅକ୍ଟୋବରଠାରୁ ରାସ୍ତାରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ର ତନଖି ହେବ। ଅନୁମୋଦିତ ନମ୍ବର ପ୍ଲେଟ ନ ଥିଲେ ଗାଡି ମାଲିକ ମୋଟା ଅଙ୍କରେ ଜରିମାନା ଗଣିବେ। ହାତଗଣତି ଦିନ ଅବଧି ଥିବାରୁ ଗାଡି ମାଲିକ ଜରିମାନାରୁ ମୁକୁଳିବା…

ପାଇପ୍‌ ଲାଇନ ବିଛା ଆଳରେ ଖୋଳାଚାଲିଛି ରାସ୍ତା

ନାଉଗାଁ,୨୬ା୯(ସ୍ବ.ପ୍ର): ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ବଜାରଠାରୁ ରୋହିଆକୁ ପୂର୍ତ୍ତ ବିଭାଗ ରାସ୍ତା ସଂଯୋଗ କରୁଛି। କିଛିଦିନ ତଳେ ଏହି ରାସ୍ତା ପାର୍ଶ୍ୱକୁ ଖୋଳାଯାଇଛି। ଫଳରେ ଉକ୍ତ ରାସ୍ତା ଦେଇ ଯାତାୟାତରେ ବାଧା ସୃଷ୍ଟି ହେବା ସହ ବିଭିନ୍ନ ସ୍ଥାନରେ ଫାଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri