ଘରେ ଘରେ ଅହିଂସା ବାର୍ତ୍ତା ପହଞ୍ଚାଉଛି ରଥ
ପୁରୁଷୋତ୍ତମପୁର,୨୬।୯(ଡି.ଏନ୍.ଏ.): ଭାରତକୁ ସ୍ବାଧୀନତା ଆଣିବାରେ ସଂଗ୍ରାମୀଙ୍କ ସଂଗ୍ରାମ, ବୀରତ୍ୱ, ବଳିଦାନ ଏବଂ ଅହିଂସାର ମୂଳମନ୍ତ୍ରକୁ ଯୁବପିଢ଼ିଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବାହାରିଥିବା ଅହିଂସା ରଥ ସୋମବାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପହଞ୍ଚିଛି। ଏହି ଅବସରରେ ରଥକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା।…
ପ୍ରଦର୍ଶିତ ହେବ ରାବଣ ପୋଡ଼ି
ବଇଣ୍ଡା, ୨୬ା୯ (ଡି.ଏନ.ଏ.): ପାଖେଇ ଆସୁଛି ଦଶହରା ପର୍ବ। ଏଥିପାଇଁ ଶେଷ ହୋଇଆସୁଛି ପ୍ରସ୍ତୁତି। ମୂର୍ତ୍ତି, ମେଢ଼ ଓ ତୋରଣ ନିର୍ମାଣ ମଧ୍ୟ ଅନ୍ତିମ ପର୍ଯ୍ୟାୟରେ। ମଣ୍ଡପ ନିକଟରେ ଅସ୍ଥାୟୀ ଦୋକାନ ବଜାର ପଡ଼ିବା ଆରମ୍ଭ ହୋଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ…
‘ସଚିନଙ୍କ ପାଇଁ ଭାଜପା ଦ୍ୱାରା ଖୋଲା’
ଜୟପୁର,୨୬।୯: ରାଜସ୍ଥାନରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ୟୁନିଟ ସଭାପତି ସତୀଶ ପୁନିଆ କଂଗ୍ରେସର କନ୍ଦଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ପୁନିଆ କହିଛନ୍ତି , ସଚିନ ପାଇଲଟଙ୍କ ପାଇଁ ଭାଜପାର ଦ୍ୱାର ବନ୍ଦ ନୁହେଁ। ଯଦି ଏପରି କିଛି ପରିସ୍ଥିତି ଉପୁଜେ…
ଚୌକିଦାରଙ୍କ ଘର ଭାଙ୍ଗିବାକୁ ନୋଟିସ୍
ଭଞ୍ଜନଗର,୨୬।୯(ଡି.ଏନ.ଏ): ଭଞ୍ଜନଗର ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟର ଏକ ଚୌକିଦାର ଘରକୁ ନେଇ ଜନସ୍ବାସ୍ଥ୍ୟ ବିଭାଗ ଏବଂ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ମଧ୍ୟରେ ବହୁଦିନ ହେବ ବିବାଦ ଲାଗିରହିଛି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ଉକ୍ତ କୋଠାକୁ ଭାଙ୍ଗିବା ପାଇଁ…
ଜାତୀୟ ପତାକାକୁ ଅସମ୍ମାନ
ଭଞ୍ଜନଗର,୨୬।୯(ଡି.ଏନ.ଏ): ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସ୍ବାଧୀନତା ଦିବସରେ ପ୍ରତ୍ୟେକ ଘର ସମ୍ମୁଖରେ ଜାତୀୟ ପତାକା ଉଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ପୋଷ୍ଟ ଅଫିସଗୁଡିକରେ ଜାତୀୟ ପତାକା ବିକ୍ରି…
ସମ୍ବଲପୁରରୁ ଢେଙ୍କାନାଳ ଦେଇ କୋଲକାତାକୁ ଗଡ଼ିବ ଟ୍ରେନ୍
ଢେଙ୍କାନାଳ ଅଫିସ,୨୬ା୯: ଖୁବ୍ଶୀଘ୍ର ସମ୍ବଲପୁରରୁ ଅନୁଗୋଳ-ତାଳଚେର-ଢେଙ୍କାନାଳ ଦେଇ କୋଲକାତାକୁ ଦୈନିକ ଯାତ୍ରୀବାହୀ ଟ୍ରେନ୍ ଚାଲିବ। ଏଥିସହ ଢେଙ୍କାନାଳ ରେଳଷ୍ଟେଶନର ନବକଳେବର ହେବ। ଅବିଭକ୍ତ ଢେଙ୍କାନାଳ ଜିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ବଡ଼ ଉପହାର। କେନ୍ଦ୍ର ରେଳମନ୍ତ୍ରୀ ଏହାର ଶୁଭାରମ୍ଭ…
ଫୋରେନ୍ସିକ୍ ଲ୍ୟାବ୍କୁଗଲା ଜବତ ମୋବାଇଲ
ଭୁବନେଶ୍ୱର,୨୬ା୯ (ବ୍ୟୁରୋ): ପୁରୀ ଜିଲା ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍ର ବିଜେଡି ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଭୁବନେଶ୍ୱରରେ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ରବିବାର ୨ଦିନ ବିତିଛି। ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିଥିବାବେଳେ ଏହା ଆତ୍ମହତ୍ୟା…
ଲଣ୍ଡନ କଫି ଶପ୍ରେ ପାକିସ୍ତାନ ମନ୍ତ୍ରୀଙ୍କୁ ‘ଚୋରଣୀ’ ଡାକିଲେ ଲୋକେ
ଲଣ୍ଡନ,୨୬।୯: ଲଣ୍ଡନ କଫି ଶପ୍ରେ ପାକିସ୍ତାନର ମନ୍ତ୍ରୀ ମରିୟମ ଔରଙ୍ଗଜେବଙ୍କୁ ଅନେକ ଅପମାନର ସମ୍ମୁଖୀନ ହେବାକୁ ପଡ଼ିଲା। କଫି ପିଇବା ପାଇଁ ମରିୟମ ଲଣ୍ଡନରେ ଏକ କଫି ଦୋକାନରେ ପହଞ୍ଚିଥିଲେ, ସେହି ସମୟ ମଧ୍ୟରେ ସେଠାରେ ଉପସ୍ଥିତ ଥିବା କେବଳ ପାକିସ୍ତାନୀମାନେ…
ମଉଜ ମାନସିକତାରେ ଶିଳ୍ପୀ ଗଢ଼ିଥିଲେ ବିଶ୍ୱର ବିସ୍ମୟ
ନମସ୍ୟା ସେଇ ନାରୀ ଶ୍ରମିକମାନେ। ପିଲା ପରିବାରଙ୍କୁ ଛାଡ଼ି ଯେମିତି ସମୟକୁ ଖାତିର ନ କରି ଶ୍ରମଦାନ କରିଥିଲେ ତାହା ଜାଣିବା ପରେ ମନରେ ବିସ୍ମୟ ସୃଷ୍ଟି ହୁଏ। ଆମେ ‘ଦାନ’ ଶବ୍ଦ ଲେଖିଲୁ ସେଥିପାଇଁ ମନକୁ ପ୍ରଶ୍ନ ଆସିବ ବର୍ତ୍ତନ…
ଶ୍ମଶାନ ଜମିରେ ଡମ୍ପିଂୟାର୍ଡ
କେନ୍ଦୁଝର,୨୬ା୯(ସ୍ବ.ପ୍ର.): କେନ୍ଦୁଝର ସହରର ମଇଳା ଆବର୍ଜନା ଠିକ୍ ଭାବରେ ସଫେଇ ହେଉ ନ ଥିବା ବେଳେ ସହରର ମଇଳା ଆବର୍ଜନା ଠିକ୍ ପରିଚାଳନା ହେଉନାହିଁ। ଫଳରେ ସହରର ପରିମଳ ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶ୍ମାଶନ ଜମି, ମୁଖ୍ୟ ରାସ୍ତାକଡ଼,…
ଅବ୍ୟବସ୍ଥାରେ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ବାହାନଗା, ୨୬ା୯(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଧୀନ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବେ ଅବହେଳିତ ହୋଇ ରହିଛି। ବିଶେଷଜ୍ଞ ଡାକ୍ତର ନ ଥିବାରୁ ଏଠାକାର ମହିଳା ଓ ପ୍ରସୂତି ବିଭାଗ ଅବ୍ୟବସ୍ଥାରେ ଚାଲିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ୧୯୩୦ରେ ପ୍ରଥମେ ଏକ…
ଭସାଣିରେ ସିନ୍ଦୂର ଖେଳ
ବାରିପଦା ଅଫିସ,୨୬ା୯: ଦୁଇ ବର୍ଷର ଉତ୍କଣ୍ଠା ଓ ପ୍ରତୀକ୍ଷାର ଅନ୍ତ ପରେ ଚଳିତ ବର୍ଷ ଜଗତଜନନୀ ମା’ ଦୁର୍ଗାଙ୍କ ପୂଜା ଉତ୍ସବ ଧୂମ୍ଧାମରେ ପାଳନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଧରାପୃଷ୍ଠକୁ ମା’ଙ୍କ ଆଗମନ ନେଇ ପୁରପଲ୍ଲୀ ଉତ୍ସବ ମୁଖର ହେବାରେ…
Archives


