ମାସ୍କ ଦୋଳିରେ ଝୁଲୁଛି ଶୁଆ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। କିଛି ଭିଡିଓ ଲୋକଙ୍କୁ ବେଶ୍ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଏବେ ସେମିତି ଏକ ଭିଡିଓ ଦେଖିବାକୁ ମିଳିଛି। ଯେଉଁଥିରେ ଏକ ଶୁଆ କାର୍ରେ ଏକ ମାସ୍କକୁ ଦୋଳି କରି ଝୁଲୁଛି। ଶୁଆଟିର…
ବିରୋଧ ସତ୍ତ୍ୱେ ବାର୍ ଖୋଲିବାକୁ ଉଦ୍ୟମ: ପ୍ରତିବାଦରେ ଦୋକାନ, ବଜାର ବନ୍ଦ
ବରଗଡ଼ ଅଫିସ,୨୨ା୯: ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କ୍ୟାମ୍ପ ଛକରେ ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ଏକ ବାର୍ (ଅନ୍ ଅଫ୍ ବିଦେଶୀ ମଦ ଦୋକାନ) ଖୋଲିବାକୁ ଉଦ୍ୟମ ଚାଲିଛି। ଏହାକୁ ନେଇ ରେଙ୍ଗାଲି କ୍ୟାମ୍ପ ଅଞ୍ଚଳରେ ଚାପା…
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି
ନୂଆଦିଲ୍ଲୀ,୨୨।୯: କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳର ବରିଷ୍ଠ ନେତା ମଧୁସୂଦନ ମିସ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…
ଭୁଭିଙ୍କ ସମାଲୋଚକଙ୍କୁ କଡ଼ା ଜବାବ ଦେଲେ ନୂପୁର
ନୂଆଦିଲ୍ଲୀ,୨୨।୯: ଆଜିକାଲି ଭାରତର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହେଉଛନ୍ତି। ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷ ଏସିଆ କପରେ ତାଙ୍କର ୧୯ତମ ଓଭର ଭାରତ ପାଇଁ ମହଙ୍ଗା ପ୍ରମାଣିତ ହୋଇଥିଲା ଏବଂ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷ…
ଏଥର ଓଡ଼ିଆ ଭାଷାରେ ହେବ ଓଏଏସ୍ ପରୀକ୍ଷା
ଭୁବନେଶ୍ୱର,୨୨ା୯(ବ୍ୟୁରୋ): ଏଥର ଓଏଏସ୍ ପରୀକ୍ଷା ଓଡ଼ିଆ ଭାଷାରେ ଦେଇହେବ। ତେବେ ଇଂରାଜୀ ଭାଷା ସହ ଓଡ଼ିଆରେ ବି ପ୍ରଶ୍ନପତ୍ର ପ୍ରସ୍ତୁତ ହେବ। ପରୀକ୍ଷାର୍ଥୀମାନେ ନିଜ ମନ ମୁତାବକ ଭାଷା ବାଛି ପରୀକ୍ଷା ଦେବେ। ମେନ୍ ଓ ଇଣ୍ଟରଭିୟୁ ସବୁ କିଛି ପୂର୍ବରୁ…
ଗଛରେ ପିଟିହେଲା ସ୍କୁଲ୍ ବସ୍
କଟକ ଅଫିସ,୨୨ା୯: ଗୁରୁବାର ସକାଳେ ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କଟକ ସିଡିଏ-୮ ଅଭିମୁଖେ ଯାଉଥିବା ଏହି ବସ୍ରେ ପ୍ରାୟ ୩୦ ପିଲା ଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି। ସୂଚନାନୁଯାୟୀ, ଆଜି ସକାଳୁ ୩୦ ପିଲାଙ୍କୁ ନେଇ…
ପ୍ରବଳ ବର୍ଷାରେ କାନ୍ଥ ଭୁଶୁଡ଼ି ୪ ଶିଶୁଙ୍କ ସମେତ ୬ ମୃତ୍ୟୁ…
ଲକ୍ଷ୍ନୌ, ୨୨।୯ : ଉତ୍ତରପ୍ରଦେଶର ଇଟାୱା ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଲଗାତାର ପ୍ରବଳ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ିବା ଘଟଣାରେ ୪ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଚାରି ଭାଇ ଓ ଭଉଣୀ…
ରାତାରାତି କୋଟିପତି ହୋଇଗଲେ ଯୁବକ
ପାଟନା,୨୨।୯: ବିହାରର ଆରାହା ନିବାସୀ ସୌରଭ କୁମାରଙ୍କ ଭାଗ୍ୟ ହଠାତ୍ ବଦଳିଯାଇଛି। ସେ ରାତାରାତି କୋଟିପତି ହୋଇଯାଇଛନ୍ତି। ଛାତ୍ରୀଛାତ୍ରମାନଙ୍କୁ ଟ୍ୟୁସନ ଶିକ୍ଷା ଦେଉଥିବା ସୌରଭ ଦୁଇ ବର୍ଷ ଧରି ଅନଲାଇନ କ୍ରିକେଟ ଖେଳରେ ନିଜ ଭାଗ୍ୟ ପରୀକ୍ଷା କରୁଥିଲେ। ଗତ ଭାରତ…
ଜଣେ ପୁରୁଷଙ୍କ ସ୍ତ୍ରୀ ହୋଇଛନ୍ତି ୩ ଭଉଣୀ, କାରଣ ଜାଣିଲେ…
ଆପଣ ନିଶ୍ଚିତ ଭାବରେ ଏହି କଥା ଶୁଣିଥିବେ ଯେ, ଜଣେ ମହିଳା ସବୁକିଛି ବାଣ୍ଟି ପାରିବେ କିନ୍ତୁ ପ୍ରେମ କିମ୍ବା ସ୍ବାମୀଙ୍କୁ କାହା ସହ ବାଣ୍ଟି ପାରିବେ ନାହିଁ। କିନ୍ତୁ ଜଣେ ମହିଳା ଏହି ଭାବନାକୁ ବଦଳାଇ ଦେଇଛନ୍ତି। ସେ ନିଜ…
ମୁଜାଗଡ଼ ରେଞ୍ଜ ହାତୀ କରିଡରରେ ବିପଦସଙ୍କୁଳ ବିଦ୍ୟୁତ୍ ଖୁଣ୍ଟ
ଭଞ୍ଜନଗର,୨୨।୯(ଡି.ଏନ.ଏ): ଗଞ୍ଜାମ ଜିଲାରେ ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ୪୨ଟି ହାତୀଙ୍କ ମୃତ୍ୟୁ ଘଟିଲାଣି। ସେଥିମଧ୍ୟରୁ କେବଳ ବିଦ୍ୟୁତ୍ ଆଘାତରେ ୧୪ଟି ହାତୀ ମୃତ୍ୟୁ ଘଟିଛି। ଶିକାରୀମାନେ ବନ୍ୟପ୍ରାଣୀ ଶିକାର ପାଇଁ ଜଙ୍ଗଲ ରାସ୍ତା ଦେଇ ଯାଇଥିବା ବିଦ୍ୟୁତ୍…
ଜିଲା ଚକ୍ଷୁ ଚିକିତ୍ସାଳୟ ଛାତରୁ ଗଳୁଛି ପାଣି
ପାରଳାଖେମୁଣ୍ଡି,୨୨।୯(ଡି.ଏନ୍.ଏ.): ପାରଳାଖେମୁଣ୍ଡି ସହରରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଚକ୍ଷୁ ଚିକିତ୍ସାଳୟ ବିଭାଗର ଛାତରୁ ପାଣି ଗଳୁଥିବାର ଦେଖିବାକୁ ମିଳିଛି । ଫଳରେ ଗୋଡ ଖସି ପଡିଯିବା ଭୟରେ ରୋଗୀ, ଡାକ୍ତର ଓ କର୍ମଚାରୀମାନେ ଆଶଙ୍କାରେ ଯିବା ଆସିବା…
ଏତିକି ସମ୍ପତ୍ତି ଛାଡିଯାଇଛନ୍ତି ରାଜୁ ଶ୍ରୀବାସ୍ତବ
ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ୫୮ ବର୍ଷ ବୟସରେ ପରଲୋକ ଘଟିଛି। ଗତ ଅଗଷ୍ଟ ୧୦ରେ ଜିମ ଯିବା ସମୟରେ ହୃଦଘାତ ହୋଇଥିଲା। ଦୀର୍ଘ ୪୧ ଦିନ ଭେଣ୍ଟିଲେଟରରେ ରହିବା ପରେ ଶେଷରେ ବୁଧବାର ତାଙ୍କ ପରଲୋକ ଘଟିଥିଲା। କମେଡି…
Archives


