ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ
ଭୁବନେଶ୍ୱର,୨୬।୯ (ବ୍ୟୁରୋ): ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଜଣେ ଯୁବକଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ସେଠାରୁ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯିବା ପରେ ରବିବାର କୋର୍ଟ ଚାଲାଣ କରିଛି। ସେ ହେଲେ ଯାଜପୁର ଜିଲା…
ରତ୍ନଭଣ୍ଡାରକୁ ଡର
ପୁରୀ ଅଫିସ,୨୬।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ହୋଇପଡ଼ିଥିବାରୁ ଏହାର ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ରତ୍ନଭଣ୍ଡାର ଖୋଲାଯିବା ସହ ଏହାର ମରାମତି କରାଯିବାକୁ ବିଭିନ୍ନ ମହଲରେ ଦାବି ହୋଇଆସୁଛି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ନୀରବ…
କୁଲ୍ଲୁ ସଡ଼କ ଦୁର୍ଘଟଣା: ଆଇଆଇଟି ବିଏଚୟୁର ୭ ଛାତ୍ର ମୃତ
କୁଲ୍ଲୁ,୨୬ ।୯: ହିମାଚଳର କୁଲ୍ଲୁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ ଖାଇ ମଧ୍ୟକୁ ଖସି ପଡିବାରୁ ଏହି ଦୁର୍ଘଟଣା ହୋଇଛି । ଏଥିରେ ୭ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା…
ହକିର ପୁରୁଣା ଗଡ଼ ଉପରେ ଦିଲୀପଙ୍କ ନଜର
ଭୁବନେଶ୍ୱର, ୨୬ା୯(କ୍ରୀଡ଼ା ପ୍ରତିନିଧି) ହକି ଇଣ୍ଡିଆର ନବନିର୍ବାଚିତ ସଭାପତି ଅଲିମ୍ପିଆନ ଦିଲୀପ ତିର୍କୀଙ୍କୁ ରବିବାର ଓଡ଼ିଶା ସ୍ପୋଟର୍ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍ଜା) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ୪୧୨ ଆନ୍ତର୍ଜାତିକ ହକି ମ୍ୟାଚ୍ ଖେଳିବାର ରେକର୍ଡ ରଖିଥିବା ଦିଲୀପ ନିକଟରେ ଅନୁଷ୍ଠିତ ନିର୍ବାଚନରେ…
ଧନୀ ସ୍ବାଧୀନ, ଗରିବ ପରାଧୀନ: ତଥାଗତ
ବଲାଙ୍ଗୀର ଅଫିସ,୨୬ା୯: ଯୁଗଯୁଗରୁ ସ୍ବାଧୀନତାର ପରିସୀମା ଓ ପରିଭାଷାକୁ ନେଇ ଆଲୋଚନା, ପର୍ଯ୍ୟାଲୋଚନା ଚାଲିଛି। ଯେଉଁମାନଙ୍କୁ ଖାଦ୍ୟ ପାଇଁ ଚିନ୍ତା କରିବାକୁ ପଡେନାହିଁ, ସେମାନଙ୍କ ପିଲାଙ୍କୁ ଖାଦ୍ୟ କେଉଁଠି ଆସେ ବୋଲି ପ୍ରଶ୍ନ କଲେ ରିଲାଏନ୍ସ ଫ୍ରେଶ୍ କିମ୍ବା କେଉଁ ଦୋକାନରୁ…
ପଶ୍ଚିମାଞ୍ଚଳକୁ ଦୁଲୀପ୍ ଟ୍ରଫି ଟାଇଟଲ
କୋଏମ୍ବାଟୁର,୨୬ା୯(ପି.ଟି.) : ଦକ୍ଷିଣାଞ୍ଚଳକୁ ୨୯୪ ରନ୍ରେ ହରାଇବା ସହିତ ଦୁଲୀପ୍ ଟ୍ରଫି ହାତେଇ ନେଇଛି ପଶ୍ଚିମାଞ୍ଚଳ। ରବିବାର ଅନ୍ତିମ ଦିନରେ ପଶ୍ଚିମାଞ୍ଚଳକୁ ବିଜୟ ପାଇଁ ୪ ଉଇକେଟ ଆବଶ୍ୟକ ଥିଲା। ସ୍ପିନର ସାମ୍ସ ମୁଲାନୀଙ୍କ ୪/୫୧ ବୋଲିଂ ବଳରେ ମ୍ୟାଚ୍କୁ ପ୍ରଥମ…
ମା’ଙ୍କ ସୁରକ୍ଷା ଅପରିହାର୍ଯ୍ୟ
ପରିବାରର ମେରୁଦଣ୍ଡ ହେଉଛନ୍ତି ମା’। ତାଙ୍କ ଉପରେ ସମସ୍ତ ବୋଝ ପଡ଼ିଥାଏ। ମା’ ସୁସ୍ଥ ରହିଲେ ପରିବାର ସୁଖୀ ହୋଇଥାଏ। ମା’ଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସୁରକ୍ଷିତ ପ୍ରଜନନ ବ୍ୟବସ୍ଥା ଜରୁରୀ। ଏ କ୍ଷେତ୍ରରେ ଗର୍ଭ ନିରୋଧକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ…
ଗୁଜରାଟ ନିର୍ବାଚନ: କେଜରିୱାଲଙ୍କ ଘରେ ଲଞ୍ଚ କରିବେ ପରିବାର ସହ ସଫେଇ କର୍ମଚାରୀ
ନୂଆଦିଲ୍ଲୀ,୨୬ ।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁଜରାଟର ଜଣେ ସଫେଇ କର୍ମଚାରୀଙ୍କୁ ନିଜ ଘରକୁ ଭୋଜନ କରିବାକୁ ନିମନ୍ତ୍ରଣ କରିଛନ୍ତି । ଅହମଦାବାଦ ଟାଉନହଲରେ ଉକ୍ତ ସଫେଇ କର୍ମଚାରୀଙ୍କ ସହ ସାକ୍ଷାତ୍ ସମୟରେ କେଜରିୱାଲ ତାଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ…
ଅସଲି ଔଷଧ କେବଳ ଫାର୍ମାସିଷ୍ଟ କହିପାରିବେ
ଭୁବନେଶ୍ୱର,୨୬।୯: ବାଳକାଟୀସ୍ଥିତ ସାଇ ସବୁରି ହେଲ୍ଥ ସାଇନ୍ସ କଲେଜ ପରିସରରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡା. ସାରଦା ମିଶ୍ର ଓ ଅଧ୍ୟାପକମାନେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ରୋଗୀ ସେବା କ୍ଷେତ୍ରରେ ଫାର୍ମାସିଷ୍ଟଙ୍କ ଭୂମିକା ବାବଦରେ ବିସ୍ତୃତ ଆଲୋକପାତ…
ପିଏମ୍ଜିଏସ୍ୱାଇ କାମକୁ ଠିକାଦାରଙ୍କ ଅନାଗ୍ରହ
ଯାଜପୁର ଅଫିସ,୨୬ା୯: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ମାଓବାଦୀମାନେ ଦୀର୍ଘଦିନ ହେଲା ସକ୍ରିୟ ରହିଛନ୍ତି। ବିଭିନ୍ନ ସମୟରେ ବଡ଼ ହିଂସା ଘଟାଇ ଭୟର ବାତାବରଣ ସୃଷ୍ଟି କରୁଛନ୍ତି। ଏଭଳିସ୍ଥିତିରେ ଉଭୟ ରାଜ୍ୟର ସରକାର ସୀମାନ୍ତ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍ଜିଏସ୍ୱାଇ)…
୧୬ ଜିଲାରେ ଖୋଲିବ ୩୪ ସିଭିଲ ଜଜ୍ କୋର୍ଟ
କଟକ ଅଫିସ,୨୬ା୯: ରାଜ୍ୟର ୧୬ଟି ଜିଲାରେ ୩୪ ନୂତନ ସିଭିଲ ଜଜ୍ କୋର୍ଟ (ଜୁନିୟର ଡିଭିଜନ) ତଥା ଜେଏମ୍ଏଫ୍ସି ପ୍ରତିଷ୍ଠା ହେବ। ଏଥିପାଇଁ ଉକ୍ତ ଜିଲାଗୁଡ଼ିକର ଜିଲା ଓ ସେସନ୍ସ ଜଜ୍ମାନଙ୍କୁ ଅକ୍ଟୋବର ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ…
ଦିଭିସା ପରିବାର ସହ ଭାବବିନିମୟ କଲେ ଗୁଲସନ
ନୂଆଦିଲ୍ଲୀ,୨୬।୯: ଦେଶର ପ୍ରମୁଖ ଘରୋଇ ଔଷଧୀୟ କମ୍ପାନୀ (ଉଦ୍ୟୋଗ) ଦିଭିସା ହର୍ବାଲ କେୟାର ପ୍ରାଇଭେଟ ଲିମିଟେଡର ବ୍ରାଣ୍ଡ ଆମ୍ବାସାଡର ବଲିଉଡ ଅଭିନେତା ତଥା ବ୍ୟାଡମ୍ୟାନ ଭାବେ ଜଣାଶୁଣା ଗୁଲସନ ଗ୍ରୋଭର ନିକଟରେ କମ୍ପାନୀର ଚଣ୍ଡିଗଡ କ୍ୟାମ୍ପସ ପରିଦର୍ଶନରେ ଆସିଥିଲେ। ଏହି ପରିପ୍ରେକ୍ଷୀରେ…
Archives


