ଭାରତ ମସଲାକୁ ଜାଗରଣ ଆଚିଭର ଆଓ୍ବାର୍ଡ
କଟକ,୨୬।୯: ମସଲା ଜଗତରେ ମାନ ଏବଂ ଗୁଣବତ୍ତାକୁ ଅକ୍ଷୁଣ୍ଣ ରଖି କ୍ଷୁଦ୍ର ମସଲା ଉତ୍ପାଦନକାରୀ ସଂସ୍ଥା ଭାବେ ବିଶ୍ବରେ ପହଞ୍ଚତ୍ପାରିଥିବା ‘ଭାରତ ମସଲା’କୁ ଦୁବାଇରେ ସମ୍ମାନିତ କରାଯାଇଛି। ପୂର୍ବ ଭାରତରେ କ୍ରାଓଜେନିକ ପଦ୍ଧତିରେ ମସଲା ଉତ୍ପାଦନ କରି ଏକ ସ୍ବତନ୍ତ୍ର ସ୍ଥାନ…
ଅଙ୍ଗନୱାଡି ଶିଶୁକୁ ବଳାତ୍କାର, ଅବସରପ୍ରାପ୍ତ ଶିକ୍ଷକ ଗିରଫ
ଫୁଲବାଣୀ ଅଫିସ, ୨୬ା୯:ଫୁଲବାଣୀ ସଦର ଥାନା ଅଞ୍ଚଳର ଏକ ଅଙ୍ଗନଓ୍ବାଡି କେନ୍ଦ୍ରରେ ପଢ଼ୁଥିବା ୪ ବର୍ଷର ଏକ ଶିଶୁକନ୍ୟାକୁ ସେହି ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ପରେ ରବିବାର…
ପୋର୍ଟାଲ ଖୋଲିଛି, ଇନ୍ଭେଷ୍ଟର୍ସ ନାହାନ୍ତି
ଭୁବନେଶ୍ବର,୨୬ା୯(ବ୍ୟୁରୋ): କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ରାଜ୍ୟସ୍ତରୀୟ ରେଜିଷ୍ଟ୍ରେଶନ ଭେଇକିଲ ସ୍କ୍ରାପିଂ ଫାସିଲିଟି(ଆର୍ଭିଏସ୍ଏଫ୍) ଘୋଷଣା ପାଇଁ କୁହଯାଇଛିି। ଏଥିଲାଗି ମନ୍ତ୍ରଣାଳୟ ପକ୍ଷରୁ ଏକ ଗେଜେଟ୍ ନୋଟିଫିକେଶନ ଜାରି କରାଯାଇଛିି। ଓଡ଼ିଶାରେ ୨୦ ବର୍ଷରୁ ଅଧିକ ୧୪.୭୪ଲକ୍ଷ ନନ୍…
ଲମ୍ୟାନ ପିଜି୩ର ସ୍ବତନ୍ତ୍ର ଗାର୍ମେଣ୍ଟ ଷ୍ଟୋର ଉଦ୍ଘାଟିତ
କଟକ,୨୬।୯: କେୱାଲ କିରନ କ୍ଲଥିଂ ଲିମିଟେଡ (କେକେସିଏଲ)ର ସ୍ବତନ୍ତ୍ର ବ୍ରାଣ୍ଡ ‘ଲମ୍ୟାନ ପିଜି୩ ଏବଂ ଇଣ୍ଟିଗ୍ରିଟି’ର ୫ମ ଏକ୍ସକ୍ଳୁସିଭ ଷ୍ଟୋର ସ୍ଥାନୀୟ ବଜ୍ରକବାଟୀ ରୋଡ୍ସ୍ଥିତ କ୍ରିଷ୍ଣା ଆକ୍ରେଡଠାରେ ଉଦ୍ଘାଟିତ ହୋଇଯାଇଛି। କେକେସିଏଲ୍ର ନ୍ୟାଶନାଲ ସେଲ୍ସ ମ୍ୟାନେଜର ହିମାଂଶୁ ପନ୍ଥ ମୁଖ୍ୟ ଅତିଥି…
ଚକଡ଼ା ପୋକ ଦମନ ପାଇଁ ମାର୍ଗଦର୍ଶିକା ଜାରି
ଭୁବନେଶ୍ୱର, ୬।୯(ବ୍ୟୁରୋ): ଖରିଫ ଧାନରେ ସାଧାରଣତଃ ସେପ୍ଟେମ୍ବର ଓ ଅକ୍ଟୋବରରେ ଚକଡ଼ା ପୋକ ବା ମାଟିମୁଣ୍ଡିଆ ପୋକ ଦେଖାଯାଏ। ତାପମାତ୍ରା ୨୮-୩୦ ଡିଗ୍ରୀ ସେଲସିୟସ ଓ ମଧ୍ୟମ ଧରଣର ବର୍ଷା ତଥା ଅଧିକ ଆର୍ଦ୍ରତା ରହିଲେ ଏହି ପୋକ ଅଧିକ ଲାଗେ।…
ଅସୀତ ପୁଣି ଭୁବନେଶ୍ୱର କ୍ଲବ ସଭାପତି
ଭୁବନେଶ୍ବର,୨୬ା୯(ବ୍ୟୁରୋ): ଭୁବନେଶ୍ୱର କ୍ଲବ୍ ସଭାପତି ନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସୀତ୍ ତ୍ରିପାଠୀ ପୁଣିଥରେ କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଅସୀତ ଏବଂ ପୂର୍ବତନ…
ପଞ୍ଜାବ ଅଚଳାବସ୍ଥା ଦୂର ହେଲା
ନୂଆଦିଲ୍ଲୀ,୨୬।୯: ପଞ୍ଜାବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି। ୨୭ ତାରିଖରେ ତୃତୀୟ ଅଧିବେଶନ ଡାକିବା ଲାଗି ରାଜ୍ୟପାଳ ବନଓ୍ବାରିଲାଲ୍ ପୁରୋହିତ ଏଏପି ସରକାରଙ୍କ ଆବେଦନକୁ ଅନୁମୋଦନ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଅଧିବେଶନ…
ମହସାଙ୍କ ସମର୍ଥନରେ ମଡେଲ
ତେହରାନ, ୨୬ା୯: ଇରାନରେ ମହସା ଆମିନିଙ୍କୁ ନ୍ୟାୟ ଦାବି ଏବଂ ହିଜାବ ବିରୋଧୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଥିବାବେଳେ ବିକ୍ଷୋଭକୁ ସମର୍ଥନ ଜଣାଇଛନ୍ତି ଇରାନୀୟ ସୁପରମଡେଲ ମହଲ୍ଗା ଜାବେରୀ। ହିଜାବ ନ ପିନ୍ଧିବାରୁ ଇରାନର ଧର୍ମୀୟ ବ୍ୟାପାର ପୋଲିସ ୨୨ ବର୍ଷୀୟା…
ଚିତା ସହ ସେଲ୍ଫି, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓରେ ଲୋକଙ୍କ ସାହସକୁ ଦେଖିଲେ ଲୋମ ଟାଙ୍କୁରି ଉଠେ। ବିଶେଷକରି ଯେତେବେଳେ ଲୋକମାନେ ବନ୍ୟ ଜନ୍ତୁମାନଙ୍କ ସାମ୍ନାରେ ପହଞ୍ଚିବା ପରେ ଫଟୋ ଏବଂ ଭିଡିଓ ନେବାକୁ ଚାହାନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ…
‘ଖତରୋଁ କା ଖିଲାଡି ୧୨’ର ୱିନର ହେଲେ ତୁଷାର କାଲିୟା
ମୁମ୍ବାଇ,୨୬ ।୯: ଶେଷ ହେଲା ଅପେକ୍ଷା । ରୋହିତ ସେଟ୍ଟିଙ୍କ ରିୟଲିଟି ଶୋ’ ‘ଖତରୋଁ କା ଖିଲାଡି ୧୨’କୁ ମିଳିଗଲା ତା’ର ୱିନର । ତୁଷାର କାଲିୟା ଏଥର ‘ଖତରୋଁ କା ଖିଲାଡି ୧୨’ର ଟ୍ରଫି ନିଜ ନାଁରେ କରି ଦେଇଛନ୍ତି…
୧୫ କୋଟି ଠକିଥିବା ୨ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କର୍ମଚାରୀ ଗିରଫ
ନୂଆଦିଲ୍ଲୀ,୨୬।୯(ପି.ଟି.): ବିଭିନ୍ନ ରାଜ୍ୟକୁ କୋଭିଡ୍ ଟିକା ପରିବହନ କାମ ଠିକା ଦେବା ନାଁରେ ଲୋକଙ୍କଠାରୁ ୧୫ କୋଟି ଟଙ୍କା ଠକିବା ଅଭିଯୋଗରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୨ କର୍ମଚାରୀଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର ଆର୍ଥତ୍କ ଅପରାଧ ଶାଖା…
୬ ଅଫିସରଙ୍କ ବିରୋଧରେ ହତ୍ୟା ମାମଲା
ବେଙ୍ଗାଲୁରୁ,୨୬।୯: ବାୟୁସେନା ପାଇଁ ପ୍ରଶିକ୍ଷଣ ନେଉଥିବା ଜଣେ ୨୭ ବର୍ଷୀୟ କ୍ୟାଡେଟ୍ଙ୍କ ମୃତଦେହ ଶନିବାର ଜଲାହଲ୍ଲିସ୍ଥିତ ଏୟାରଫୋର୍ସ ଟେକ୍ନିକାଲ କଲେଜ କ୍ୟାମ୍ପସ୍ରୁ ମିଳିଥିଲା। ଏହି ଘଟଣାରେ ବାୟୁସେନାର ୬ ଜଣ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିବା ପୋଲିସ କହିଛି।…
Archives


