ରିଲିଜ ହେଲା ‘ଦୃଶ୍ୟମ ୨’ର ସସପେନ୍ସରେ ଭରପୁର ଟିଜର
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେମଗନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘ଦୃଶ୍ୟମ ୨’ର ଟିଜର ରିଲିଜ୍ ହୋଇଛି । ୨୦୧୫ରେ ଆସିଥିବା ଅଜୟଙ୍କ ଫିଲ୍ମ ‘ଦୃଶ୍ୟମ’ର ସଫଳତା ପରେ ମେକର୍ସ ଏହାର ପାର୍ଟ ୨ ବା ସିକ୍ୟୁଏଲ ନେଇ ଆସିଛନ୍ତି ।…
‘ଦୃଶ୍ୟମ-୨’ ଟିଜର୍ ରିଲିଜ୍
ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ’ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ପ୍ରଶଂସକମାନେ ଉତ୍ସାହର ସହିତ ଏହାର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି। ଦର୍ଶକଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ନିର୍ମାତା ଫିଲ୍ମର ଦ୍ୱିତୀୟ ଭାଗ ‘ଦୃଶ୍ୟମ-୨’ ପ୍ରସ୍ତୁତ କରିଛନ୍ତି। ଏହାର…
ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ଶେୟାର କରି ୬ ବର୍ଷ ଜେଲ୍ ଗଲେ ଏହି ମଡେଲ
ଆଜିକାଲି ମ୍ୟାନମାର ଶକ୍ତି ସେନା ଦ୍ୱାରା ଦଖଲ କରାଯାଇଛି। ଗତ ବର୍ଷ ଫେବୃୟାରୀ ୧ରେ ଆଙ୍ଗ ସ୍ୟାନ୍ ସୁ କିଙ୍କ ନିର୍ବାଚିତ ସରକାରଙ୍କଠାରୁ ସେନା କ୍ଷମତା ହାସଲ କରିଥିଲା। ସେହିଦିନଠାରୁ ଏଠାରେ ଅନେକ କିଛି ନିଷେଧ କରାଯାଇଛି। ଜଣେ ସାମରିକ ଅଧିକାରୀ…
ଗରବା ନାଚିଲେ ନୀରଜ
ବରୋଦା,୨୯।୯: ଅଲିମ୍ପିକ ଗେମ୍ସରେ ଭାରତ ପାଇଁ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରା ଗୁଜରାଟରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ବରୋଦାଠାରେ ଆୟୋଜିତ ଏକ କାର୍ଯ୍ୟରେ ନୀରଜ ଗରବା ନୃତ୍ୟ କରିଥିଲେ। ଏହି…
ଚଳନ୍ତା ବିମାନରେ ଯାତ୍ରୀ କହିଲେ ମୋ ବ୍ୟାଗ୍ରେ ବୋମା ଅଛି, ଆଉ ତା’ପରେ…
ସିଙ୍ଗାପୁର,୨୯।୯: ସିଙ୍ଗାପୁରର ଏକ ବିମାନରେ ରୋଚକ ଘଟଣା ଘଟିଛି। ଚଳନ୍ତା ବିମାନରେ ଜଣେ ଯାତ୍ରୀ ତାଙ୍କ ବ୍ୟାଗରେ ବୋମା ଥିବା କହିବାରୁ ହଇଚଇ ସୃଷ୍ଟି ହୋଇଛି। ଏହି ବିମାନଟି ସାନ ଫ୍ରାନ୍ସିସ୍କୋରୁ ସିଙ୍ଗାପୁରର ଚାଙ୍ଗି ବିମାନବନ୍ଦରକୁ ଯାଉଥିଲା। ଏହି ସମୟରେ ବିମାନରେ…
୪ ଓଭରରେ ମାତ୍ର ୮ ରନ୍: ଉଇକେଟ ନ ନେଇ ବି ଚର୍ଚ୍ଚାରେ ଏହି ଭାରତୀୟ ବୋଲର୍
ଥିରୁଭାନନ୍ତପୁରମ୍,୨୯।୮: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜର ପ୍ରଥମ ମୁକାବିଲାରେ ୮ ଉଇକେଟରେ ବିଜେତା ହୋଇଛି ଟିମ୍ ଇଣ୍ଡିଆ। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁ ଅତିଥି ଟିମ୍ ୧୦୬ରେ ସମସ୍ତ ଉଇକେଟ ହରାଇଥିଲା। ପରେ ଭାରତ ୨ ଉଇକେଟ ହରାଇ…
ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ
ଭଦ୍ରକ ଅଫିସ,୨୯।୯: ଭଦ୍ରକ ଜିଲା ସାଳନ୍ଦୀ ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ଛନ୍ତି। ଏକକାଳୀନ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି। ସୂଚନାଯୋଗ୍ୟ, ଭଦ୍ରକ ସହର ପୋଷ୍ଟ ଅଫିସ ଛକ…
ରୋଗୀଙ୍କ ପେଟରୁ ବାହାରିଲା ୬୩ ଚାମଚ; ଚକିତ ହେଲେ ଡାକ୍ତର
ମିରଟ୍: ରୋଗୀଙ୍କ ପେଟରୁ ବାହାରିଲା ୬୩ ଚାମଚ। ଉତ୍ତରପ୍ରଦେଶର ମିରଟ୍ରେ ଥିବା ଏକ ଡାକ୍ତରଖାନାରୁ ଏଭଳି ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ଦୁଇ ଘଣ୍ଟାର ଅପରେଶନ ପରେ ରୋଗୀଙ୍କ ପେଟରୁ ବିନା ମୁଣ୍ଡ ଥିବା ଚାମଚଗୁଡ଼ିକୁ ବାହାର…
ନାରାୟଣପାଟଣା ବିଡିଓ ନିଲମ୍ବିତ
କୋରାପୁଟ,୨୯ା୯(ସ୍ବ.ପ୍ର.): ନାରାୟଣପାଟଣା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ନିଲମ୍ବନ କରିଛନ୍ତି ସରକାର। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକରେ କାର୍ଯ୍ୟରତ ସମୟରେ ଦୁର୍ନୀତି ହୋଇଥିବା ନେଇ ସରକାରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ସରକାର ବିଡିଓଙ୍କୁ ନିଲମ୍ବନ କରିଛନ୍ତି।
ସେପ୍ଟେମ୍ବର ୩୦ରେ ନାମାଙ୍କନପତ୍ର ଦାଖଲ କରିବେ ଦିଗବିଜୟ
ନୂଆଦିଲ୍ଲୀ,୨୯।୯: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୩୦ରେ ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ସ୍ପଷ୍ଟ…
ବିଶ୍ୱର ସବୁଠୁ ବଡ଼ ଫୁଲ
ସାଧାରଣତଃ ଯେଉଁମାନେ ଦୁଃସାହସିକ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି, ସେମାନେ ନିଶ୍ଚିତ ଭାବରେ ଜଙ୍ଗଲକୁ ଯାଇ ଅନୁସନ୍ଧାନ କରନ୍ତି। ଏହିପରି ଜାଗାରେ ଚାଲିବା ଶରୀର ଏବଂ ମନ ପାଇଁ ଭଲ ଅଟେ। ନିକଟରେ ଇଣ୍ଡୋନେସିଆର ଏକ ଜଙ୍ଗଲରେ ଟ୍ରେକିଂ କରୁଥିବା ଜଣେ…
ଭୁଶୁଡ଼ିଲା ମେଡିକାଲ ପାଚେରି: ଜଣେ ମୃତ, ଭାଙ୍ଗିଲା ଗାଡ଼ି
କୋରାପୁଟ,୨୯।୯(ସ୍ବ.ପ୍ର.): କୋରାପୁଟ ସହରରେ ବୁଧବାର ରାତିରେ ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଏଥିରେ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ପାଚେରି ଭୁଶୁଡି ପଡ଼ିଛି। ପାଚେରି ଭୁଶୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ…
Archives


