Home Left

ଡିଆଇଡି ସୁପର ମମର ବିଜେତା ହେଲେ ହରିୟାଣାର ଶ୍ରମିକ ବର୍ଷା ବୁମରା

ମୁମ୍ବାଇ,୨୬ ।୯: ଡିଆଇଡି ସୁପର ମମ ଟ୍ରଫି ଜିତି ବର୍ଷା ବୁମରା ପୁଣିଥରେ ପ୍ରମାଣ କରିଛନ୍ତି ଯେ ପରିସ୍ଥିତି ଯାହା ବି ହେଉ ସ୍ୱପ୍ନକୁ ପୂରା କରିବାକୁ ହେଲେ ସାହସ ଦରକାର । ତା’ହେଲେ ବଡ କାମ ବି ସହଜରେ କରିହୁଏ…

ଶାଖା ତତ୍ତ୍ୱାବଧାରକ ବହିଷ୍କୃତ

ମାଲକାନଗିରି,୨୫ା୯(ସ୍ବ.ପ୍ର.): ଚାଷୀଙ୍କ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ମାଥିଲି ଲ୍ୟାମ୍ପରେ କାର୍ଯ୍ୟରତ ଶାଖା ତତ୍ୱାବଧାରକ ସତ୍ୟ ନାରାୟଣ ସ୍ବାଇଁଙ୍କୁ ବହିଷ୍କୃତ କରାଯାଇଛି। ମାଥିଲି ଏମ୍‌ଡି ସନ୍ତୋଷୀ ପରିଡାଙ୍କ ଚିଠି ନଂ. ୬୦/୨୨ ଆଧାରରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ…

ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ ଜଣାଇଲା ରୁଷିଆ

ଜାତିସଂଘ,୨୫।୯: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତ ଏବଂ ବ୍ରାଜିଲ୍‌ର ପ୍ରାର୍ଥିତ୍ୱକୁ ରୁଷିଆ ସମର୍ଥନ ଜଣାଇଛି। ଅନ୍ତର୍ଜାତୀୟସ୍ତରରେ ଉଭୟ ଦେଶର ପ୍ରଭାବ ରହିଥିବା ମସ୍କୋ କହିଛି। ଜାତିସଂଘ ସାଧାରଣ ସଭାର ୭୭ତମ ଅଧିବେଶନରେ ଉଦ୍‌ବୋଧନ ଦେଇ ରୁଷିଆ…

ମହିଳାଙ୍କୁ ଗଣବଳାତ୍କାର ପରେ ଅଟୋରେ ଆଣି ଫିଙ୍ଗିଦେଲେ

ହାଇଦ୍ରାବାଦ,୨୫।୯ ତେଲଙ୍ଗାନା ସଙ୍ଗାରେଡ୍ଡୀ ଜିଲା ଅଧୀନ ଜାହିରାବାଦ ସହରରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ସିକନ୍ଦରାବାଦର ୨୪ ବର୍ଷୀୟା ବିବାହିତା ମହିଳାଙ୍କୁ ଶୁକ୍ରବାର ରାତିରେ ଜାହିରାବାଦ ସହର ନିକଟ ଏକ ଗ୍ରାମରେ କେତେଜଣ ବ୍ୟକ୍ତି ବଳାତ୍କାର କରିବା ପରେ…

ପିକ୍‌ଅପ୍‌ ଗାଡ଼ି ସହ ୩ କୁଇଣ୍ଟାଲ ଗଞ୍ଜେଇ ଜବତ

କୋକସରା,୨୫।୯(ଡି.ଏନ.ଏ.): କଳାହାଣ୍ଡି ଅବକାରୀ ବିଭାଗ ଚଢାଉ କରି ସାହାଜଖୋଲ ଜଙ୍ଗଲରୁ ୩ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସେ ହେଲେ ସାନପୋଡ଼ା ଗ୍ରାମର ଚନ୍ଦନ ପୂଝାରୀ (୩୩)। ଖବର ପାଇ ଜିଲା ଅବକାରୀ…

ହସ୍ପିଟାଲରେ ନିଆଁ ଲାଗି ଡାକ୍ତର, ୨ ପିଲାଙ୍କ ମୃତ୍ୟୁ

ତିରୁପତି,୨୫।୯:ଆନ୍ଧ୍ରପ୍ରଦେଶର ତିରୁପତି ନିକଟ ରେନିଗୁଣ୍ଟାଠାରେ ରବିବାର ଏକ ଘରୋଇ ହସ୍ପିଟାଲ୍‌ରେ ନିଆଁ ଲାଗି ଜଣେ ୪୫ ବର୍ଷୀୟ ଡାକ୍ତର ଓ ତାଙ୍କର ଦୁଇ ପିଲାଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଡାକ୍ତର ରବିଶଙ୍କର ରେଡ୍ଡୀ, ତାଙ୍କ ଝିଅ କାର୍ଥତ୍କ(୮) ଏବଂ ପୁଅ…

ୟୁପିରେ ପ୍ରବଳ ବର୍ଷା: ୩୬ ମୃତ

ନୂଆଦିଲ୍ଲୀ,୨୫।୯:ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଓ ବଜ୍ରପାତରେ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ଭୁଶୁଡ଼ି ୨୪ ଜଣଙ୍କ ଜୀବନ ଯାଇଥିବାବେଳେ ବଜ୍ରପାତରେ ୧୨ ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟରେ ୫ ଦିନ ମଧ୍ୟରେ ବଜ୍ରାଘାତରେ ୩୯ ଜଣଙ୍କ ମୃତ୍ୟୁ…

ଶାହରୁଖଙ୍କ ୮ ପ୍ୟାକ୍‌ ଆବ୍‌ସ

ବଲିଉଡର କିଙ୍ଗ ଶାହାରୁଖ ଖାନ ଯେକୌଣସି କାମ କଲେ, ତାକୁ ନେଇ ଚର୍ଚ୍ଚା ସବୁଠି ହୁଏ। ଆଜିକାଲି ଅଭିନେତା ତାଙ୍କର ଆଗାମୀ ଫିଲ୍ମ ‘ପଠାନ’କୁ ବ୍ୟସ୍ତ ଅଛନ୍ତି। ଏହି ସବୟରେ ସେ ସୋସିଆଲ ମିଡିଆରେ ଏକ ଶର୍ଟଲେସ୍‌ ଫଟୋ ଶେୟାର କରିଥିଲେ।…

ପାହାଡ଼ରେ ଖଞ୍ଜୁଥିଲେ ବିସ୍ଫୋରକ: ଧରାପଡ଼ିଲେ ୩ ଯୁବକ

ସୁନାବେଡା/ସେମିଳିଗୁଡା,୨୫ା୯(ସ୍ବ.ପ୍ର.): ପାହାଡ଼ରେ ପଥର ଫଟାଇବା ଲାଗି ବିସ୍ଫୋରକ ଖଞ୍ଜୁଥିବା ବେଳେ ସେମିଳିଗୁଡ଼ା ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଉପର ମାନିଆ ଗ୍ରାମର ତ୍ରିନାଥ ବେନିଆ(୨୬), ଲୁଙ୍ଗୁରି ଗ୍ରାମର ଧନୀ ଖରା(୩୦) ଓ ଗୋବିନ୍ଦ ଖରା(୪୨)। ପୋଲିସ…

ଭାରତକୁ ୧୮୭ ରନ୍‌ର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ

ହାଇଦ୍ରାବାଦ,୨୫।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ରବିବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଭାରତ ଟସ ଜିତି ଏହି ମ୍ୟାଚ୍‌ରେ ପ୍ରଥମେ ବୋଲିଂ…

୫୯ ବର୍ଷ ପରେ ପୃଥିବୀର ସବୁଠୁ ନିକଟତର ହେବ ବୃହସ୍ପତି, କିପରି ଦେଖିବେ

ଓ୍ବାଶିଂଟନ୍‌,୨୫ା୯: ସୌରମଣ୍ଡଳର ବୃହତ୍ତମ ଗ୍ରହ ବୃହସ୍ପତି ସୋମବାର ପୃଥିବୀର ସବୁଠୁ ନିକଟତର ହେବାକୁ ଯାଉଛି। ପ୍ରାୟ ୫୯ ବର୍ଷ ପରେ ଏହି ବିଶାଳ ଗ୍ରହକୁ ଜ୍ୟୋତିର୍ବିଜ୍ଞାନୀମାନେ ପାଖରୁ ରାତିରେ ଦେଖିପାରିବେ ବୋଲି ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ଅବଗତ କରାଯାଇଛି।…

ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁନାହାନ୍ତି ଗେହଲଟ କ୍ୟାମ୍ପ୍‌ର ୬୫ ବିଧାୟକ

ଜୟପୁର,୨୫।୯: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ଆଲୋଚନା ମଧ୍ୟରେ କଂଗ୍ରେସ ଆଜି ବିଧାନସଭା ଦଳର ଏକ ବୈଠକ ଡାକିଛି। ଏହାପୂର୍ବରୁ ସଚିନ ପାଇଲଟଙ୍କ ଅସୁବିଧା ବଢୁଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟତମ ମନ୍ତ୍ରୀ ଶାନ୍ତି ଧାରିୱାଲଙ୍କ ଘରେ ଗେହଲଟ କ୍ୟାମ୍ପ୍‌ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri